Trending
- ସୁନାର ଆକାଶଛୁଆଁ ଦର ଗ୍ରାହକଙ୍କ ଧନତେରସର ଉତ୍ସାହକୁ ସାମାନ୍ୟ କମାଇ ପାରିନାହିଁ,ଭୁବନେଶ୍ୱର ଏବଂ କଟକରେ ମୋଟ ବିକ୍ରି ୧୦୦ କୋଟିର ବେପାର
- ଗଞ୍ଜାମ ବନ୍ୟାଞ୍ଚଳ ଗସ୍ତରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ,ଚାଷୀଙ୍କ ଦୁଃଖ ଶୁଣି ଭାବପ୍ରବଣ ହେଲେ ନବୀନ
- କେନ୍ଦୁଝରକୁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳୀ ଭେଟି,ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ୩ୟ ପର୍ଯ୍ୟାୟ ଶୁଭାରମ୍ଭ
- ଅମୃତସର-ନ୍ୟୁ ଜଲପାଇଗୁଡ଼ି କର୍ମଭୂମି ଏକ୍ସପ୍ରେସରେ ଭୟଙ୍କର ଅଗ୍ନିକାଣ୍ଡ,୪ ବଗି ଜଳିପୋଡ଼ି ଛାରଖାର
- ରାତି ଅଧରେ ଗଫର ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ, ୨୫ ଦମକଳ ଗାଡ଼ି ନିୟୋଜିତ
- ବାଣ ବ୍ୟବସାୟକୁ ନେଇ କମିଶନରେଟ୍ ପୋଲିସର କଡ଼ା ନିୟମ,ବାଣ ବିକ୍ରି ପାଇଁ ୧୫୦ ଜଣଙ୍କୁ ଅସ୍ଥାୟୀ ଲାଇସେନ୍ସ ପ୍ରଦାନ
- ଆଜି ଧନତରେସ,ବିଭିନ୍ନ ସୁନା ଗହଣା ଦୋକାନରେ ଲୋକଙ୍କ ଭିଡ
- Gen-Z ଭୋଟରଙ୍କୁ ନିଜ ସହ ଯୋଡ଼ିବା ପାଇଁ ବିଜେପି ଆରମ୍ଭ କରିବାକୁ ଯାଉଛି ଏକ ରାଜ୍ୟବ୍ୟାପୀ ଅଭିଯାନ
- ସରକାର ୪ ଜଣ ଆଇଏଏସ୍ ଅଫିସରଙ୍କୁ ଦେଲେ ନୂଆ ଦାୟିତ୍ୱ
- କୋଟିଆରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ପଞ୍ଚାୟତ ନିର୍ବାଚନ, ଘରେ ତାଲା ମାରି ଦେଲେ ଭୋଟ୍
Browsing Category
Odisha
All about all odisha state news updates
ସମ୍ବଲପୁରର ହୁମା ମନ୍ଦିରରେ ପୂଜକ, ଭକ୍ତ ଓ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କଲେ 5ଟି ସଚିବ
ସମ୍ବଲପୁର: 5T ସଚିବ ଭିକେ ପାଣ୍ଡିଆନ୍ ସମ୍ବଲପୁରର ହୁମା ମନ୍ଦିରରେ ପୂଜା କରିଛନ୍ତି । ସେଠାକୁ ଗସ୍ତ କରି ପୂଜକ, ଭକ୍ତ ଓ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଛନ୍ତି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ହୁମା ମନ୍ଦିରର ସ୍ଥିତି ଅନୁଧ୍ୟାନ କରିବା ପାଇଁ 5T ସଚିବ ଭିକେ…
ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତକୁ ନେଇ ଉଠିଲା ପ୍ରଶ୍ନ
ନବ ଦାସଙ୍କ ହତ୍ୟାକାଣ୍ଡ ମାମଲାରେ ଦାଖଲ ହୋଇଥିବା ଚାର୍ଜସିଟକୁ ନେଇ ପ୍ରଶ୍ନ ଉଠିଛି । କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟ୍ କୁ ନେଇ ନବ ଦାସଙ୍କ ପତ୍ନୀ ମିନତୀ ଦାଶ ଅସନ୍ତୁଷ୍ଟ ପ୍ରକାଶ କରିଥିବା ଜଣାପଡିଛି । ଏଥିରୁ ସୂଚନା ମିଳୁଛି ଯେ ତାଙ୍କର ସ୍ୱାମୀଙ୍କୁ ପ୍ରି-ପ୍ଲାନ୍ ମର୍ଡର…
କଂଗ୍ରେସରୁ ବିଧାୟକ ମହମ୍ମଦ ମୋକିମ୍, ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ନିଲମ୍ବିତ
ଭୁବନେଶ୍ବର: କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ଏବଂ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ନିଲମ୍ବିତ କରାଯାଇଛି । ଦଳବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ କରାଯାଇଥିବା ଏଆଇସିସି ପକ୍ଷରୁ କୁହାଯାଇଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ ଆଧାରରେ ଉଭୟଙ୍କୁ ସସ୍ପେଣ୍ଡ…
ବରିଷ୍ଠ ଓଏସ ସ୍ତରରେ ଅଦଳବଦଳ
ରାଜ୍ୟ ସରକାର ବରିଷ୍ଠ ଓଏଏସସ୍ତରରେ ଅଦଳବଦଳ କରିଛନ୍ତି । ବରିଷ୍ଠ ଓଏଏସ ଅଫିସର ପ୍ରସନ୍ନ କୁମାର ଷଡ଼ଙ୍ଗୀଙ୍କୁ ଓଡ଼ିଶା ମଦ ନିଗମର ପରିଚାଳନା ନିର୍ଦ୍ଦେଶକ ପଦରୁ ହଟାଇ କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ)ର ଜେନେରାଲ ମ୍ୟାନେଜର(ପିଆଣ୍ଡଏ) ଭାବେ ବଦଳି କରାଯାଇଛି । ବରିଷ୍ଠ ଓଏଏସ…
“ଯୁଗେ ଯୁଗେ ନବୀନ” ନା ଆଉ ‘କିଏ’ ?
୧୭ ଏପ୍ରିଲ ୧୯୯୭ ମସିହାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ହୋଇଥିଲା । ସେ ସମୟରେ ଜନତା ଦଳରେ ଥିବା ତୁଙ୍ଗ ନେତାମାନେ ଓଡ଼ିଶା ରାଜନୀତିର ମଙ୍ଗ କିଏ ସମ୍ଭାଳିବ ସେ ନେଇ ଚିନ୍ତା କରୁଥିଲେ । ରାଜ୍ୟର ଜନସାଧାରଣ ମଧ୍ୟ ଦ୍ବନ୍ଦ୍ବରେ ଥିଲେ କିଏ ଓଡ଼ିଶାର ରାଜନୀତିକୁ ପୁଣି ନୂଆ ଦିଶା…
ଖୋର୍ଧାରେ ବଢ଼ୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ବର : ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୩ଶହ ପାର୍ କରିଛି। ଗତକାଲି ସୁଦ୍ଧା ରାଜ୍ୟରେ ୩୦୭ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଏବେ ଧୀରେ ଧୀରେ ବର୍ଷା ଆରମ୍ଭ ହୋଇ ଯାଇଥିବା ବେଳେ ଆଗକୁ ଏହି ସଂଖ୍ୟା ଅହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।ଜୁଲାଇ ମାସ ସୁଦ୍ଧା…
ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ମୌସୁମୀ
ଭୁବନେଶ୍ୱର : ଓଡିଶାକୁ ଆସୁଛି ବଡ଼ ବର୍ଷା । ମୌସୁମୀ ନିମ୍ନ ଚାପ ରେଖାର ପୂର୍ବ ଭାଗ ତାର ସାଧାରଣ ଅବସ୍ଥାନର ଦକ୍ଷିଣରେ ରହିଛି । ଫଳରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ମୌସୁମୀ ସକ୍ରିୟ । ରାଜ୍ୟର ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବର୍ଷା ଲାଗି ରହିଛି । ଆଗାମୀ ୨ ଘଣ୍ଟା ଯାଏଁ…
ମହାବଳ ବାଘୁଣୀ ‘ସାରା’ ଅସୁସ୍ଥ
ଭୁବନେଶ୍ବର: ନନ୍ଦନକାନନରେ ବାଘୁଣୀ ‘ସାରା’ ଅସୁସ୍ଥ । ସାଧାରଣ ରଙ୍ଗର ମହାବଳ ବାଘୁଣୀ ସାରା ରକ୍ତ ହୀନତା ରୋଗରେ ଆକ୍ରାନ୍ତ ହୋଇଛି । ସ୍ବତନ୍ତ୍ର ଚାମ୍ବରରେ ତାକୁ ରଖାଯାଇ ଚିକିତ୍ସା କରାଯାଉଛି । ସାରାକୁ ୧୭ ବର୍ଷ ହୋଇଥିବାବେଳେ ବୟସାଧିକ କାରଣରୁ ସେ ରୋଗାକ୍ରାନ୍ତ ହୋଇଥିବା ନନ୍ଦନକାନନ…
ପୂର୍ବ ବର୍ଷ ତୁଳନାରେ ଚଳିତବର୍ଷ ଅଧିକ ମାମଲାର ଫଇସଲା କରିଛନ୍ତି ହାଇକୋର୍ଟ
କଟକ: ମାମଲା ଫଇସଲା କରିବାରେ ଓଡ଼ିଶା ହାଇକୋର୍ଟଙ୍କ ରେକର୍ଡ । ୨୦୨୧ ଓ ୨୦୨୨ ତୁଳନାରେ ଚଳିତବର୍ଷ ଅଧିକ ମାମଲାର ଫଇସଲା କରିଛନ୍ତି ହାଇକୋର୍ଟ । ଜାନୁଆରୀରୁ ଜୁନ ମାସର ତଥ୍ୟ ଅନୁସାରେ ମାମଲା ଫଇସଲା ହାର ବୃଦ୍ଧି ହୋଇଥିବା ଜଣାପଡ଼ିଛି । ୨୦୨୧ର ପ୍ରଥମ ୬ ମାସରେ ୪୨ ହଜାର ୨୭୮ଟି ମାମଲା ରୁଜୁ…
ନନ୍ଦନକାନନକୁ ଆସିବେ ନୂଆ ଅତିଥି : ଏକ ଯୋଡା ହୁଲକ ଗିବନ ଏବଂ ଚିତ୍ରା ବିରାଡ଼ି ନନ୍ଦନକାନନକୁ ଆସିବେ
ଭୁବନେଶ୍ବର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନନ୍ଦନକାନନକୁ ଆସିବେ ନୂଆ ଅତିଥି । ଏକ ଯୋଡା ହୁଲକ ଗିବନ ଏବଂ ଚିତ୍ରା ବିରାଡ଼ି ଅଣାଯିବ । ଜନ୍ତୁ ଅଦଳ ବଦଳ ପ୍ରକ୍ରିୟାରେ ଅରୁଣାଚଳ ପ୍ରଦେଶ ଇଟାନଗର ଚିଡ଼ିଆଖାନାରୁ ଦୁଇଟି ଗିବନ୍ ଓ ଦୁଇଟି ଚିତ୍ରା ବିରାଡ଼ି ଅଣାଯିବ ।ପ୍ରତିବଦଳରେ…