Trending
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
Browsing Category
Odisha
All about all odisha state news updates
ରଥଯାତ୍ରା : ରଥତ୍ରୟର ୪୨ ଚକ ସହ ୨୧ ଅଖ ସଂଯୋଗ ଶେଷ
ରଥତ୍ରୟର ୪୨ ଚକ ସହ ୨୧ ଅଖ ସଂଯୋଗ ଶେଷ ହୋଇଛି । ଭଉଁରୀ ଉତ୍ସବରେ ନାହାକା ଚକ ଓ ଅଖ ସଂଯୋଗ ହୋଇଥିଲା । ରବିବାର ତିନି ରଥର ବାକି ୩୬ଟି ଚକ ସହ ୧୮ ଅଖ ସଂଯୋଗ କରାଯାଇଛି । ଏହା ରଥ ଠିଆ ହେବାର ପ୍ରଥମ କାର୍ଯ୍ୟ । ଭିନ୍ନ ଭିନ୍ନ ସ୍ଥାନରେ ତିନି ରଥର ଚକ ଓ ଅଖ ସଂଯୋଗ ହୋଇ ପ୍ରସ୍ତୁତ ରହିଛି ।…
ଦୀର୍ଘ ୮ ଘଣ୍ଟାର ପରିଶ୍ରମ ପରେ ମାଛ ମାର୍କେଟରେ ଆୟତ୍ତ ହେଲା ନିଆଁ, ପୋଡ଼ି ଯାଇଛଇ ପାଖାପାଖି ୩୦ରୁ ଅଧିକ ଦୋକାନ
ମାଛ ମାର୍କେଟରେ ଆୟତ୍ତ ହେଲା ନିଆଁ । ଦୀର୍ଘ ୮ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କଲେ ଅଗ୍ନିଶମବାହିନୀ । ନିଆଁ ଲିଭା କାର୍ଯ୍ୟରେ ୯ଟି ଦମକଳ ଗାଡି ଓ ୩୫ରୁ ଉର୍ଦ୍ଧ୍ବ ଅଗ୍ନିଶମବାହିନୀ ନିୟୋଜିତ ହୋଇଥିଲେ । ଗତକାଲି ରାତି ପ୍ରାୟ ୩ଟା ବେଳେ କଟକ ପ୍ରେସଛକରେ ଥିବା ମାଛ ମାର୍କେଟରେ ଭୟଙ୍କର…
ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ମାମାଲା: ବଦଳିଲେ ବାରଙ୍ଗ ଥାନା IIC ନିରଞ୍ଜନ ବେହେରା
ବଦଳିଲେ ବାରଙ୍ଗ ଥାନା IIC । ବାରଙ୍ଗ ଥାନା IIC ନିରଞ୍ଜନ ବେହେରାଙ୍କୁ କଟକ DCP ଅଫିସକୁ ବଦଳି କରାଯାଇଛି । ପୁରୀଘାଟ ଥାନା ଅଧିକାରୀ ବିଶ୍ବ ରଞ୍ଜନ ନାୟକଙ୍କୁ ବାରଙ୍ଗ ଥାନା ଦାୟିତ୍ବ ଦିଆଯାଉଛି । ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗର ତଦନ୍ତ ପରେ…
ମୋହନ ସରକାରଙ୍କ କାମର ମୂଲ୍ୟାୟନ କରିବେ ପ୍ରଧାନମନ୍ତ୍ରୀ
ରାଜ୍ୟ ସରକାରଙ୍କ କାମର ମୂଲ୍ୟାୟନ କରିବେ ପ୍ରଧାନମନ୍ତ୍ରୀ | ଦୁଇ ବର୍ଷର ସରକାରଙ୍କ ଉପଲବ୍ଧିର ରିପୋର୍ଟ ମାଗିଲେ ପ୍ରଧାନମନ୍ତ୍ରୀ | ୨୦୨୪ ଜୁନ ୧୨ ତାରିଖରେ ରାଜ୍ୟରେ ପ୍ରଥମଥର ପାଇଁ ଏକାକୀ ବିଜେପି ସରକାର କରିବା ପରେ ଅନେକ ଲୋକାଭିମୁଖୀ କାର୍ଯ୍ୟ କରିଆସିଛନ୍ତି | ଲୋକଙ୍କ ସରକାର କହି…
ଓଡ଼ିଶାରେ ବେଲ ପଣା କେବଳ ପାନୀୟ ନୁହେଁ, ଏହା ଭାରତର ବିଭିନ୍ନ ଅଞ୍ଚଳର ପରମ୍ପରାର ଏକ ଅଂଶ – ପ୍ରଧାନମନ୍ତ୍ରୀ…
୩୪ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ମୁହଁରେ ଓଡ଼ିଶା କଥା । ଓଡ଼ିଶାର ବେଲପଣାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗ୍ରୀଷ୍ମ ପ୍ରବାହକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ । ଏଥିସହ ଦେଶର ବିଭିନ୍ନ ସ୍ଥାନର ପାନୀୟକୁ ନେଇ ଆଲୋଚନା କଲେ…
ସରକାରଙ୍କୁ ୧୦ ଦିନ ସମୟ ଦେଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ,ଦାବି ପୂରଣ ନ ହେଲେ ଧର୍ମଘଟକୁ ଓହ୍ଲାଇବ ସଂଘ
ସରକାରଙ୍କୁ ୧୦ ଦିନ ସମୟ ଦେଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଦାବି ପୂରଣ ପାଇଁ ୧୦ ଦିନର ମହଲତ । ଦାବି ପୂରଣ ନ ହେଲେ ଧର୍ମଘଟକୁ ଓହ୍ଲାଇବ ସଂଘ । ଗଡିବ ନାହିଁ ବସ। ବସ ଭଡ଼ା ବୃଦ୍ଧି ଏବଂ ବାର୍ଷିକ ରକ୍ଷଣାବେକ୍ଷଣ ବାବଦରେ ବେଶ୍ ପ୍ରାଇଜ ବୃଦ୍ଧି କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବା…
ଭାରତକୁ ଆସିବ ପ୍ରଥମ ସବ୍ଷ୍ଟ୍ରେଟ୍ ମାନୁଫାକ୍ଚରିଂ ପ୍ରଯୁକ୍ତି
ଭାରତକୁ ଆସିବ ପ୍ରଥମ ସବ୍ଷ୍ଟ୍ରେଟ୍ ମାନୁଫାକ୍ଚରିଂ ପ୍ରଯୁକ୍ତି। ତାହା ପୁଣି ଓଡ଼ିଶାକୁ। ଚିପ୍ ଉତ୍ପାଦନ ଓ ସେମିକଣ୍ଡକ୍ଟର ଶିଳ୍ପ ପାଇଁ ଏହା ଏକ ଅତ୍ୟନ୍ତ ମହତ୍ବପୂର୍ଣ୍ଣ ଖବର। ଆଜି ଏନେଇ ଓଡ଼ିଶା ସରକାର, ଇଣ୍ଟେଲ୍ କର୍ପୋରେସନ ଓ ଆମେରିକାର ୩ଡି ଗ୍ଲାସ୍ ସଲ୍ୟୁସନ୍ସ ମଧ୍ୟରେ ଏକ…
ଆଜିଠାରୁ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ ବା SIR
ଆଜିଠାରୁ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ ବା SIR । ଯାହା ଜୁନ ୨୮ ଯାଏ ଚାଲିବ । ଏହି ସମୟ ମଧ୍ୟରେ ବୁଥସ୍ତରୀୟ ଅଧିକାରୀ-BLO ଭୋଟରଙ୍କ ଘରକୁ ଘର ବୁଲୁଛନ୍ତି। ଗଣନା ଫର୍ମ ବଣ୍ଟନ କରିବା ସହିତ ସଂଗ୍ରହ କରୁଛନ୍ତି। ଜୁଲାଇ ୫ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ।
ତେବେ…
କୋଇଲା ବୋଝେଇ ଟ୍ରେନରେ ନିଆଁ
ଶୁକ୍ରବାର ସନ୍ଧ୍ୟାରେ କେସିଙ୍ଗା ନିକଟରେ ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଏହି ମାଲଗାଡି ଟ୍ରେନଟି ରାୟଗଡ଼ାରୁ ଟିଟିଲାଗଡ଼ ଷ୍ଟେସନ ପଟକୁ ଯାଉଥିବା ବେଳେ ଟ୍ରେନର ପ୍ରଥମ କେତେକ ଡବାରେ ନିଆଁ ଲାଗି କୋଇଲା ଜଳୁଥିବା କେସିଙ୍ଗା ଷ୍ଟେସନ୍ ରେ ଦେଖିବାକୁ…
ଭଦ୍ରକ ଜିଲ୍ଲାର ଧାମନଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି କାଳବୈଶାଖୀ
ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ ୫ ଟାରୁ ୬ ପର୍ଯ୍ୟନ୍ତ ହୋଇଥିବା ଭୟଙ୍କର କାଳବୈଶାଖୀ ଲୋକଙ୍କ ମନରେ ଆତଙ୍କ ଖେଳାଇଦେଇଛି। ହଠାତ୍ ଆକାଶ କଳାମେଘରେ ଢାଙ୍କିଯାଇଥିବାବେଳେ ଝଡ଼ର ରୂପ ନେଇ ପ୍ରବଳ ପବନ ସହ ମୁଷଳଧାରା ବର୍ଷା ଧାମନଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ…