Trending
- ୨୦୨୬ ରଥଯାତ୍ରାକୁ ସମ୍ପୂର୍ଣ୍ଣ ଶୃଙ୍ଖଳିତ ଭାବରେ ଆୟୋଜନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ
- ଓଡ଼ିଶାରେ ୫୧୮୨ଟି ମୋବାଇଲ୍ ଟାୱାର ସ୍ଥାପନ କରାଯିବ, ଉପକୃତ ହେବେ ୭୧୫୭ଟି ଗାଁର ବାସିନ୍ଦା
- ନେତାଙ୍କ ଘରୁ ବାହାରିଲା ୫୫ଟି ଗ୍ୟାସ୍ ସିଲିଣ୍ଡର
- ଚଳିତ ବର୍ଷ ହେବନି ପାୱାରକଟ୍ – ମନ୍ତ୍ରୀ ସୁରେଶ ପୂଜାରୀ
- ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସାମୁହିକ ବିବାହ କଲେ ୧୧୦ ବର କନ୍ୟା
- IAS ସ୍ତରରେ ଅଦଳବଦଳ,ବରିଷ୍ଠ ପ୍ରଶାସକ ମନୀଷ ଅଗ୍ରଓ୍ୱାଲଙ୍କୁ ମିଳିଲା ସମବାୟ ବିଭାଗର ରେଜିଷ୍ଟ୍ରାର ଭାବେ ଅତିରିକ୍ତ ଦାୟିତ୍ୱ
- ମୁଖ୍ୟ ନିର୍ବାଚନ କମିଶନରଙ୍କୁ ହଟାଇବା ପାଇଁ ଏକ ନୋଟିସ୍ ରେ ସ୍ୱାକ୍ଷର କଲେ ଲୋକସଭା ଓ ରାଜ୍ୟସଭା ସାଂସଦ
- ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଟିଂ ଯୋଗୁଁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିଶ୍ବାସ ଆଜି ସଂକଟରେ-ରାଜ୍ୟ ମହିଳା ଆୟୋଗ
- ନିୟମିତ ହେଲା ଭୁବନେଶ୍ବର-ଧାନବାଦ୍ ଏବଂ ପୁରୀ-ପାଟନା ରେଳସେବା
- ବଜେଟ ଅଧବେଶନର ଦ୍ଵିତୀୟ ପର୍ଯ୍ୟାୟର ଚତୁର୍ଥ ଦିନ, ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସାଢେ ୧୧ଟା ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି
Browsing Category
Odisha
All about all odisha state news updates
ଆଜି ଭାଗବତ ଜନ୍ମ
ଆଜି ପବିତ୍ର ଭାଗବତ ଜନ୍ମ । ଏହି ଦିନକୁ ପ୍ରତି ଗାଁ ଗାଁରେ ପାଳନ କରାଯାଉଛି । ଭାଦ୍ରବ ମାସ ପୂର୍ଣ୍ଣିମା ତିଥିରେ ଭାଗବତ ଜନ୍ମଦିନ ରୂପେ ପାଳନ କରାଯାଉଛି । ଏହି ଦିନ ଜଗନ୍ନାଥ ଦାସ ଭାଗବତ ଲେଖିବା ଆରମ୍ଭ କରିଥିବା କଥାରେ ଅଛି । ଗାଁ ଗାଁରେ ରହିଥିବା ଭାଗବତ ଟୁଙ୍ଗିରେ ଆଜି ପୂଜା ହେବା ସହ…
ବାଚସ୍ପତିଙ୍କ ପୋଡିୟମ ଉପରକୁ ଡ଼ାଲି ପକାଇ ୨ ବିଜେପି ବିଧାୟକ ନିଲମ୍ବିତ
ଭୁବନେଶ୍ୱର : ବିଧାନସଭାରେ ଗୃହ କାର୍ଯ୍ୟ ଚାଲୁଥିବା ବେଳେ ଦୁଇ ବିଜେପି ବିଧାୟକ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଫୋପାଡିଥିଲେ ଡ଼ାଲି । ପଲିଥିନରେ ଆଣିଥିବା ଡାଲି ଦେଖାଇ ପୋଡିୟମ ଉପରକୁ ଫିଙ୍ଗିଥିଲେ । ଡାଲି ଫିଙ୍ଗିଥିବା ଦୁଇ ବିଧାୟକଙ୍କୁ ନିଲମ୍ବନ କରିବାକୁ ପ୍ରସ୍ତାବ ଆସିଥିଲା । ଆଉ ଏହି…
ଗାନ୍ଧୀ ଜୟନ୍ତୀରୁ ପଦଯାତ୍ରା ପାଇଁ ବିଜେଡିର ଜୋରଦାର ପ୍ରସ୍ତୁତିି
ଭୁବନେଶ୍ବର:ପାଖେଇ ଆସୁଛି ନିର୍ବାଚନ । ଭୋଟରଙ୍କ ନିକଟତର ହେବାକୁ ବିଜେଡି ଆଉ ତିନି ଦିନ ପରେ ଆରମ୍ଭ କରିବ ପଦଯାତ୍ରା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବହୁ କାର୍ଯ୍ୟକ୍ରମ ସାଙ୍ଗକୁ ବିକାଶକୁ ଶୀର୍ଷକୁ ନେବାକୁ ସଂକଳ୍ପ ନେବେ ଦଳୀୟ ନେତା ଓ କର୍ମୀ । ସବୁ ନିର୍ବାଚନ ମଣ୍ଡଳୀରେ ଏହି…
ଅଧ୍ୟାପକ ସଙ୍କଟକୁ ନେଇ ସରକାରଙ୍କୁ ଭର୍ତ୍ସନା କଲେ ନରସିଂହ
ଭୁବନେଶ୍ବର: ଅଧ୍ୟାପକ ସଙ୍କଟକୁ ନେଇ ସରକାରଙ୍କୁ ଭର୍ତ୍ସନା କଲେ ନରସିଂହ । ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ତଳିତଳାନ୍ତ ହୋଇସାରିଲାଣି । କଲେଜରେ ଅଧ୍ୟାପକ ନାହାଁନ୍ତି କର୍ମଚାରୀ ନାହାଁନ୍ତି । ବିଶ୍ବବିଦ୍ୟାଳୟ ଅତିଥି ଅଧ୍ୟାପକରେ ଚାଲିଛି । ଏଠାରେ ଗବେଷଣା ହେବା କଥା। ଅତିଥି ଅଧ୍ୟାପକଙ୍କ…
ରେଳ ଫାଟକ ଭାଙ୍ଗି ଟ୍ରାକରେ ଚଢ଼ିଗଲା କଣ୍ଟେନର
ବାଲେଶ୍ୱର : ବାଲେଶ୍ଵର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାମ୍ପଦା ଛକରେ ଫାଟକ ଭାଙ୍ଗି କଣ୍ଟେନରଟି ଟ୍ରାକ୍କୁ ଚଢିଯିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। କର୍ଣ୍ଣାଟକ ନମ୍ବର ଥିବା କଣ୍ଟେନରରେ ନୂଆ କାର୍ ଲୋଡ୍ କରିଆସୁଥିଲା। ବାଲେଶ୍ବର ଷୋହଳ ନମ୍ବର ଜାତୀୟରାଜପଥ ବାମପଦା ଛକରେ…
ବିଧାୟକ ପ୍ରତାପ ଜେନାଙ୍କୁ ଅକ୍ଟୋବର ୬ରେ ବ୍ୟକ୍ତିଗତ ହାଜିରା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ
ସାଲେପୁର : ବିଜେଡି ବିଧାୟକ ପ୍ରତାପ ଜେନାଙ୍କୁ ସମନ । ଅକ୍ଟୋବର ୬ରେ ବ୍ୟକ୍ତିଗତ ହାଜିରା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ । ସାଲେପୁର ଜେଏମଏଫସି କୋର୍ଟ ଦେଲେ ନିର୍ଦ୍ଦେଶ । ଖସିଯାଉଥିଲେ, ଆଇନ ଜାଲରେ ଫସିଗଲେ । ବନ୍ଧା ହୋଇପାରନ୍ତି ପାୱାରଫୁଲ୍ ବିଜେଡି ବିଧାୟକ ପ୍ରତାପ ଜେନା । ସେପଟେ ଥାନାରେ…