Trending
- ପୁଣି ଭୁବନେଶ୍ବରରୁ ବ୍ୟାଙ୍କକକୁ ଉଡ଼ିବ ବିମାନ,ଅକ୍ଟୋବର ୨ତାରିଖରୁ ବ୍ୟାଙ୍କକ ପାଇଁ ବୁକିଂ ଆରମ୍ଭ କରିଛି ଇଣ୍ଡିଗୋ
- ଲୋକସେବା ଭବନ ପରିସରକୁ ‘ତମାଖୁମୁକ୍ତ ଅଞ୍ଚଳ’ ଘୋଷଣା
- ଘୁଞ୍ଚିଲା ଦାରା ସିଂ ମୁକ୍ତି ମାମଲାର ଶୁଣାଣି,୩ ସପ୍ତାହ ସମୟ ମାଗିଲେ ଦାରାଙ୍କ ଓକିଲ
- ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର ,ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି
- ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ,ଦେଶବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ
- ଆଜି ପବିତ୍ର ବିଶ୍ବକର୍ମା ପୂଜା , ଦେବଶିଳ୍ପୀଙ୍କ ଆବାହାନ ପାଇଁ ଚଳଚଞ୍ଚଳ ଶିଳ୍ପାଞ୍ଚଳ
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମ୍ୱଲପୁର ଗସ୍ତ : ଦେଶର ୫୧ତମ ଓ ରାଜ୍ୟର ୩ୟ ଡଫଲର ରାଡାର ଉଦଘାଟନ
- ରାଷ୍ଟ୍ରପତି ଭବନରେ ଲାଞ୍ଜିଆ ସଉରାଙ୍କ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ
- ଝିରଘାଟି ନରସଂହାର ମାମଲାରେ ଦୋଷୀ ସାବ୍ୟସ୍ତ ୧୦ ମାଓବାଦୀଙ୍କୁ ମୃତ୍ୟୁଦଣ୍ଡାଦେଶ
- ଶଙ୍ଖ ନଦୀରେ ବଡ଼ ଅଘଟଣ , ନଦୀରେ ବୁଡ଼ିଗଲେ 6 ନାବାଳିକା, 3 ମୃତ 3 ଉଦ୍ଧାର
Browsing Category
Odisha
All about all odisha state news updates
ନିର୍ବାଚନ ଲଢ଼ି ପାରିବେନି ୧୦୬୯, ଓଡିଶାରୁ ଅଛନ୍ତି ୩୫ ଜଣ
ଭାରତୀୟ ନିର୍ବାଚନ ଆୟୁକ୍ତ ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୧୦ଏ ଅନୁଯାୟୀ ଅଯୋଗ୍ୟ ବ୍ୟକ୍ତିଙ୍କ ତାଲିକା ଜାରି କରିଛନ୍ତି। ଅଯୋଗ୍ୟ ଘୋଷିତ ବ୍ୟକ୍ତି ମାନେ ୨୦୨୪ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିପାରିବେ ନାହିଁ। ଚଳିତ ବର୍ଷ ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ଅଯୋଗ୍ୟ ଘୋଷିତ…
ଓଡିଶାରେ ଚାରିଟି ପର୍ଯ୍ୟାୟରେ ହେବ ଭୋଟ
ବାଜିଛି ୨୦୨୪ ନିର୍ବାଚନ ବିଗୁଲ । ନିର୍ବାଚନ କମିଶନ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଘୋଷଣା ଅନୁସାରେ ଓଡିଶାରେ ଚାରିଟି ପର୍ଯ୍ୟାୟରେ ହେବ ଭୋଟ । ମେ’୧୩ ତାରିଖରେ ଓଡ଼ିଶାରେ ପଡିବ ଭୋଟ । ମେ’ ୧୩, ମେ’ ୨୦, ମେ’ ୧୫ ଓ ଜୁନ ୧ ତାରିଖରେ ମତଦାନ କରିବେ ଓଡ଼ିଶାବାସୀ । ଜୁନ ୪ ତାରିଖରେ ହେବ…
ବଢ଼ିଲା ପଞ୍ଚାୟତ ସମିତି ସଭ୍ୟ ଓ ଉପାଧ୍ୟକ୍ଷଙ୍କ ଦରମା
ସରପଞ୍ଚଙ୍କ ପରେ ପଞ୍ଚାୟତ ସମିତି ସଭ୍ୟ ଓ ଉପାଧ୍ୟକ୍ଷଙ୍କ ଦରମା ବଢ଼ାଇଛନ୍ତି ଓଡିଶା ସରକାର। ଆସନ୍ତା ଏପ୍ରିଲ ୧ ତାରିଖରୁ ଲାଗୁ ହେବ ଏହି ବର୍ଦ୍ଧିତ ଦରମା ଲାଗୁ ହେବ। ପୂର୍ବରୁ ୭୫୦୦ ଟଙ୍କା ପାଉଥିଲା ବେଳେ ଏଣିକି ୯୫୦୦ ଟଙ୍କା ପାଇବେ ସମିତି ସଭ୍ୟ । କେବଳ ସରପଞ୍ଚଙ୍କ ଦରମା ବଢିବା ପରେ…
ଆଜିର ରାଶିଫଳ
ମେଷ:କର୍ମକ୍ଷେତ୍ରରେ ମାନସମ୍ମାନ ସହ ପଦୋନ୍ନତି ପାଇଁ ଶୁଭଖବର ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଓ ସୁସ୍ୱାଦୁ ଭୋଜନ କରିବେ। ଛାତ୍ରଛାତ୍ରୀ ପାଠପଢ଼ାରେ ଉନ୍ନତି କରିବେ ଓ ଚାକିରୀ କ୍ଷେତ୍ରରେ ସଫଳତା ପାଇବେ।
ବୃଷ:ପରିବାରରେ ହସଖୁସିରେ ସମୟ ବିତାଇବେ ଏବଂ ମାଙ୍ଗଳିକ କାର୍ଯ୍ୟରେ ଯୋଗ…
ଆଜି ବସିବ ଶେଷ କ୍ୟାବିନେଟ୍
ଆଜି ଦିନ ୧୧ଟାରେ ବସିବ ରାଜ୍ୟ କ୍ୟାବିନେଟ୍ । ଚଳିତ ସରକାରର ବସିବ ଶେଷ କ୍ୟାବିନେଟ୍। ଏକାଧିକ ପ୍ରସ୍ତାବ ଉପରେ ବାଜିପାରେ ମୋହର । ଶେଷ କ୍ୟାବିନେଟ ଥିବାରୁ ରାଜ୍ୟବାସୀଙ୍କ ରହିବ ନଜର । ବିଭିନ୍ନ ବିଭାଗର ଦାବି ନେଇ ହୋଇପାରେ ଆଲୋଚନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ…
ବିଜେଡିରୁ ଇସ୍ତଫା ଦେଲେ ଅରିନ୍ଦମ ରାୟ
ବିଜେଡିରୁ ଇସ୍ତଫା ଦେଲେ ଅରିନ୍ଦମ ରାୟ । ସାଧାରଣ ସମ୍ପାଦକ ଓ ପ୍ରାଥମିକ ସଦସ୍ୟ ପଦ ଛାଡିଲେ ଅରିନ୍ଦମ । ଇସ୍ତଫା ନେଇ ବିଜେଡି ସୁପ୍ରିମୋଙ୍କୁ ଲେଖିଲେ ଚିଠି । ଫେସବୁକ ପେଜରେ ଚିଠି ସେୟାର କରିଛନ୍ତି ଅରିନ୍ଦମ । ପୂର୍ବରୁ ଅରିନ୍ଦମଙ୍କ ରାଜନୈତିକ ଗତି ନେଇ ଚର୍ଚ୍ଚା ଲାଗି ରହିଥିଲା । ବିଜେପି…
ବିନ୍ଦୁ ସାଗରରୁ ଅଜଣା ମହିଳାଙ୍କ ମୃତଦେହ
ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ନିକଟସ୍ଥ ବିନ୍ଦୁ ସାଗରରୁ ଏକ ଅଜଣା ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳାଙ୍କ ପରିଚୟ ଏଯାବତ୍ ମିଳି ପାରି ନଥିବା ବେଳେ ଶବ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଛି । ମୃତ ମହିଳାଙ୍କ ଶବ ଉଦ୍ଧାର ପରେ ଅନେକ ପ୍ରଶ୍ନ ଉଠିଛି । ତେବେ ଏହା ପ୍ରକୃତରେ…
୫୫ ଖିଲାପକାରୀଙ୍କ ଉପରେ ୨୯.୫୦ କୋଟି ବକେୟା
ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି)ର ରାଜସ୍ବ ଆଦାୟ ଅତି ନଗଣ୍ୟ ରହିବ। ଆର୍ଥତ୍କ ବର୍ଷ ପୂରିବାକୁ ଆଉ ମାତ୍ର ୧୫ଦିନ ଥିବାବେଳେ ଏବେସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟର ୬୦% ରାଜସ୍ବ ଆଦାୟ ହୋଇପାରିନାହିଁ। ଗୋଟିଏ ପଟେ ଟ୍ୟାକ୍ସ କଲେକ୍ଟର ତଥା ୱାର୍ଡ ଅଫିସରଙ୍କୁ ଟାର୍ଗେଟ ପୂରଣ କରିବାକୁ ପରୱାନା…
ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଗାଡ଼ି ଦୁର୍ଘଟଣା
ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର ହୋଇଥିବା ଜଣାଯାଇଛି। ତାଙ୍କ ପିଏସଓ ବି ଆହତ ହୋଇଛନ୍ତି।ଭୁବନେଶ୍ୱରରୁ ବରଗଡ଼ ଫେରିବା ବେଳେ ରେଢ଼ାଖୋଲ ନିକଟ ଲୁହାପଙ୍କ ନିକଟରେ ଏକ ଗ୍ୟାସ ଟ୍ୟାଙ୍କର ସହିତ ଧକ୍କା ହୋଇଥିଲା। ଏହି ସମୟରେ…
ରାଶିଫଳ
ଅଦ୍ୟ ମାର୍ଚ୍ଚ ମାସ ୧୫ ତାରିଖ ୨୦୨୪ ମସିହା(ଶୁକ୍ରବାର)
ଶକାବ୍ଦ -୧୯୪୫
ସମ୍ବତ -୨୦୮୦
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-ପିଙ୍ଗଳ
ଫାଲଗୁନମାସ- ଶୁକ୍ଳପକ୍ଷ
ତିଥି- ଷଷ୍ଠୀ ରାତ୍ରି ଘ୧୦/୦୪ ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ
ନକ୍ଷତ୍ର- କୃତ୍ତିକା ଦିବା ଘ୦୪/୪୦ ପର୍ଯ୍ୟନ୍ତ ତଦନ୍ତେ ରୋହିଣୀ…