Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
Odisha
All about all odisha state news updates
ଆଜି ଶ୍ରୀମନ୍ଦିରରେ ପବିତ୍ର ଦଶହରା ବା ବିଜୟା ଦଶମୀ,ସୁନାବେଶରେ ସଜ୍ଜିତ ମହାପ୍ରଭୁ
ଆଜି ଶ୍ରୀମନ୍ଦିରରେ ପବିତ୍ର ଦଶହରା ବା ବିଜୟା ଦଶମୀ। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁ ସୁନାବେଶରେ ସଜ୍ଜିତ ହୋଇଥାନ୍ତି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି, ଚନ୍ଦନ, ନୂଆ ଲୁଗା ସହ ୩୨ ମୂର୍ତ୍ତି ସ୍ୱର୍ଣ୍ଣ ଅଳଙ୍କାର ପରେ ଅନୁଷ୍ଠିତ ସୁନାବେଶ ଅନୁଷ୍ଠିତ ହୋଇଥାଏ।…
ଆଜି ବିଜୟା ଦଶମୀ,ସତ୍ୟ ଉପରେ ଅସତ୍ୟ, ଅଧର୍ମ ଉପରେ ଧର୍ମର ଜୟ
ଆଜି ବିଜୟା ଦଶମୀ । ମାହାମାୟାଙ୍କ ଅନ୍ତିମ ପର୍ବ । ସତ୍ୟ ଉପରେ ଅସତ୍ୟ, ଅଧର୍ମ ଉପରେ ଧର୍ମର ଜୟ । ଘଣ୍ଟ, ଘଣ୍ଟା ଓ ମନ୍ତ୍ର ଉଚ୍ଚାରଣରେ ମୁଖରିତ ପୂଜା ମଣ୍ଡପ । ସକାଳୁ ସକାଳୁ ପୂଜାପାଠ ଚାଲିଛି । ସବୁଠି ଭକ୍ତିମୟ ପରିବେଶ । ମାଆଙ୍କ ଆଶିଷ ଲାଭ ପାଇଁ ବିଭିନ୍ନ ମଣ୍ଡପରେ ଜମୁଛି ଭକ୍ତଙ୍କ ଭିଡ଼।…
ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ଓଡ଼ିଶାର ରାଜ୍ୟପାଳ ବ୍ରଜମୋହନ ରାମ
ଓଡ଼ିଶାର ରାଜ୍ୟପାଳ ବ୍ରଜମୋହନ ରାମ ମଙ୍ଗଳବାର ଦିନ ବିଜୟା ଦଶମୀ ଅବସରରେ ରାଜ୍ୟର ପ୍ରଥମ ମହିଳା ଲୀଳା ଦେବୀଙ୍କ ସହ ଭୁବନେଶ୍ୱରସ୍ଥିତ ଏସ୍ଓଏସ୍ ଚିଲ୍ଡ୍ରେନ୍ସ ଭିଲେଜ୍ ପରିଦର୍ଶନ କରିବା ସହ ଅନ୍ତେବାସୀଙ୍କ ସହ ଭାବ ବିନିମୟ କରିଛନ୍ତି । ଏହି ଅବସରରେ ଏସ୍ଓଏସ୍ ଚିଲ୍ଡ୍ରେନ୍ସ…
ହତ୍ୟାକାରୀ ପୁଅକୁ ପୁରୀ ପୁଲିସ ୫୭ ଦିନର କସରତ ପରେ ଗିରଫ କରିବାରେ ସଫଳ
ପୁରୀ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଏକ ଭଡ଼ାଘରେ ନିଜ ମା’ଙ୍କୁ ହତ୍ୟାକରି କାନ୍ଥରେ ପ୍ଲାଷ୍ଟର କରିଦେଇଥିବା ହତ୍ୟାକାରୀ ପୁଅକୁ ପୁରୀ ପୁଲିସ ୫୭ ଦିନର କସରତ ପରେ ଶେଷରେ ଗିରଫ କରିବାରେ ସଫଳ ହୋଇଛି । ତା ନାଁ ମଦନ ଦଳେଇ । ତା ଘର ଗଜପତି ଜିଲା କାଶୀନଗର ଖରଡ଼ା ଗାଁରେ । କୁମ୍ଭାରପଡ଼ା ପୁଲିସ…
କୋଟିଆରେ ପଞ୍ଚାୟତ ନିର୍ବାଚନ ପାଇଁ ଆନ୍ଧ୍ର ବିଜ୍ଞପ୍ତି ପ୍ରକାଶ, ଓଡିଶା ସରକାରଙ୍କ ବଢିଲା ମୁଣ୍ଡ ବିନ୍ଧା
କୋଟିଆକୁ ନେଇ ଦୁଇ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ଏବଂ ଓଡ଼ିଶା ଭିତରେ ସୀମା ବିବାଦ ନୂଆ ନୁହେଁ । କିନ୍ତୁ କୋଟିଆରେ ପଞ୍ଚାୟତ ନିର୍ବାଚନ ପାଇଁ ଆନ୍ଧ୍ର ବିଜ୍ଞପ୍ତି ପ୍ରକାଶ କରିବା ପରେ ପୁଣି ଓଡିଶା ସରକାରଙ୍କ ମୁଣ୍ଡ ବିନ୍ଧା ବଢ଼ିଛି । ଏହି ମୌକାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…
ଦୁର୍ଗାପୂଜା ପାଇଁ ଉତ୍ସବମୁଖର କଟକ ସହର,ଚଳିତବର୍ଷ କଟକରେ ୩୮ଟି ଚାନ୍ଦି ମେଢ ଅନୁଷ୍ଠିତ
ଦୁର୍ଗାପୂଜା ପାଇଁ ଉତ୍ସବମୁଖର କଟକ ସହର । ମା’ଙ୍କ ଦର୍ଶନ ଓ ଚାନ୍ଦି ମେଢ଼ ଦେଖିବାକୁ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼ । ରଙ୍ଗ ବେରଙ୍ଗର ଆଲୋକମାଳା ସାଙ୍ଗକୁ ଆକର୍ଷଣୀୟ ତୋରଣ ହୋଇଛି । ଚଳିତବର୍ଷ କଟକରେ ୩୮ଟି ଚାନ୍ଦି ମେଢ କରାଯାଇଛି ।
ଦୁଇ ଶହ କୋଟି ଟଙ୍କାରୁ ଅଧିକ ଟଙ୍କାର ସୁନା ଚାନ୍ଦି…
ଦୁର୍ଗାପୂଜା ଭସାଣିରେ ବାଜିବନି ଡିଜେ,ନିୟମ ଉଲ୍ଲଂଘନ କଲେ ସମ୍ପୃକ୍ତଙ୍କ ବିରୋଧରେ କ୍ରିମିନାଲ କେସ୍ ରୁଜୁ କରାଯିବ
ଦୁର୍ଗାପୂଜା ଭସାଣି ଓ ରାବଣପୋଡ଼ିକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବାଜିବନି ଡିଜେ । କେବଳ ପାରମ୍ପରିକ ବାଦ୍ୟଯନ୍ତ୍ରକୁ ଅନୁମତି ମିଳିଛି । ରାତି ୧୦ ପରେ ମ୍ୟୁଜିକ ବଜାଇବା ଉପରେ କଟକଣା ଲଗାଯାଇଛି ।…
ଆଜି ରାଜ୍ୟର ଶକ୍ତିପୀଠରେ ଦଶହରା ପର୍ବ ପାଳନ କରାଯାଉଥିବା ବେଳେ ପୂଜାମଣ୍ଡପଗୁଡ଼ିକରେ ମହାନବମୀ ପୂଜାର ଆୟୋଜନ
ଶକ୍ତିପୀଠରେ ଦଶହରା, ପୂଜାମଣ୍ଡପରେ ମହାନବମୀ । ମା’ଙ୍କ ଆରାଧନାରେ ଉତ୍ସବମୁଖର ଓଡ଼ିଶା । ଆଜି ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଦଶହରା ପର୍ବ ପାଳନ କରାଯାଉଥିବା ବେଳେ ପୂଜାମଣ୍ଡପଗୁଡ଼ିକରେ ମହାନବମୀ ପୂଜାର ଆୟୋଜନ ହେଉଛି । ମନ୍ତ୍ରୋଚ୍ଚାରଣ, ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ଚଣ୍ଡୀପାଠରେ ମୁଖରିତ…
ଭକ୍ତିରେ ଭିଜିଲା ଭବାନୀପାଟଣା,ଛତରଯାତ୍ରାରେ ମା’ ମାଣିକେଶ୍ୱରୀଙ୍କ ପିଠରେ ପଡ଼ିଲା ବଳି
ଭକ୍ତିରେ ଭିଜିଲା ଭବାନୀପାଟଣା । ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା ପାଇଁ ସହରରେ ଉତ୍ସବର ମାହୋଲ । ପରମ୍ପରା ଅନୁଯାୟୀ ମହାଷ୍ଟମୀ ମଧ୍ୟରାତ୍ରିରୁ ଗୁପ୍ତ ପୂଜାପରେ ମହାନବମୀ ପ୍ରତ୍ୟୁଷରେ ଜେନାଖାଲରେ ହୋଇଥିଲା ସ୍ୱତନ୍ତ୍ର ଗୁପ୍ତପୂଜା । ପରେ ଭୋର ୪ଟା ୩୦ରେ ଜେନାଖାଳ ଠାରୁ ପୂଜକ, ବହୁକ,…
ଚଳିତ ଦୁର୍ଗା ପୂଜାରେ ମଣ୍ଡପ ବୁଲିବେନି ମୁଖ୍ୟମନ୍ତ୍ରୀ ମୋହନ ମାଝୀ,ଜାଣନ୍ତୁ କାରଣ
ଚଳିତ ଦୁର୍ଗା ପୂଜାରେ ରାଜଧାନୀ ଭୁବନେଶ୍ଵରରେ ମଣ୍ଡପ ବୁଲିବେନି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟରେ ଲଗାଣ ବର୍ଷା ଏବଂ ବନ୍ୟାଜନିତ ବ୍ୟାପକ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଦୁର୍ଗାପୂଜାକୁ ଅତି ନିରାଡମ୍ବର ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।…