Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Browsing Category
Odisha
All about all odisha state news updates
ରାଜ୍ୟରେ ସରକାର ଥିବା ଭଳି ଅନୁଭବ ହେଉନି , ସାର ପାଉନି ଚାଷୀ, ରାଜ୍ୟରେ ମଣ୍ଡି ଖୋଲୁନି – ଦଳ ସୁପ୍ରିମୋ ନବୀନ…
ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସରେ ଯୋଗଦେଲେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ସୁପ୍ରିମୋ । ବିଜୁ ଜନତା ଦଳ ଦେଶର ଏକ ସଫଳ ଆଞ୍ଚଳିକ ଦଳ । ୧୯୯୭ରୁ ଆମେ ବିଜୁ ବାବୁଙ୍କ ଆଦର୍ଶରେ ଓଡ଼ିଶାବାସୀଙ୍କ ସେବା କରି ଆସୁଛୁ । ସେବା, ସ୍ୱାଭିମାନ ଓ…
୩ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ହେଲିକପ୍ଟର ଯୋଗେ ପୂର୍ବାହ୍ନରେ କେନ୍ଦୁଝର ଏୟାରଷ୍ଟ୍ରିପ୍ ରାଇସୁଆଁରେ ଅବତରଣ କରିବା ପରେ ପଳାଶପଙ୍ଗା ପ୍ରାଥମିକ ସମବାୟ ସମିତିରେ ଧାନକ୍ରୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ…
ଜନ୍ମ ନେଇଛନ୍ତି ପ୍ରଭୁ ଯୀଶୁ, ସବୁଠି ସଜେଇ ହୋଇଛି ଚର୍ଚ୍ଚ
ଆଜି ବଡ଼ଦିନ। ଜନ୍ମ ନେଇଛନ୍ତି ପ୍ରଭୁ ଯୀଶୁ। ସାରା ବିଶ୍ବରେ ଚର୍ଚ୍ଚରେ ଚାଲିଛି ସମୂହ ପ୍ରାର୍ଥନା। ସବୁଠି ସଜେଇ ହୋଇଛି ଚର୍ଚ୍ଚ। ରାତି ୧୦ଟାରୁ ବିଭିନ୍ନ ଚର୍ଚ୍ଚରେ ଭିଡ଼ ଲାଗିଥିଲା । କିଏ ଗୋଲାପ ଧରି ଆସୁଥିଲେ ତ କିଏ ମହମବତୀ ବତୀ। କ୍ରିସମାସ୍ କ୍ୟାରୋଲସ୍ ରେ ଗଞ୍ଜରୁଥାଏ ଚର୍ଚ୍ଚ ପରିସର।…
ଭଦ୍ରକ ଚାନ୍ଦବାଲିରେ ୧୦ବର୍ଷୀୟ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ୬ଘଣ୍ଟିଆ ଚାନ୍ଦବାଲି ବନ୍ଦ…
ଭଦ୍ରକ ଚାନ୍ଦବାଲିରେ ୧୦ବର୍ଷୀୟ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆଜି ଚାନ୍ଦବାଲି ବନ୍ଦ ଡାକରା ଦିଆଯାଇଛି। ଏହି ଅମାନୁଷିକ ଘଟଣା କୁ ନିନ୍ଦା କରିବା ସହ ସକାଳ ୬ଟାରୁ ୬ଘଣ୍ଟିଆ ଚାନ୍ଦବାଲି ବନ୍ଦ ଡାକରା ଦେଇଛି ବିଜେଡି। ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଗାଡି ମୋଟର…
ଆଜି ମଧ୍ୟରାତ୍ରିରେ ଜନ୍ମ ନେବେ ପ୍ରଭୁ ଯୀଶୁଖ୍ରୀଷ୍ଟ
ଭୁବନେଶ୍ୱର: ଆସିଗଲା ପବିତ୍ର ବଡ଼ଦିନ। ଶାନ୍ତି, ମୈତ୍ରୀ ଓ କାରୁଣ୍ୟର ଅବତାର ପ୍ରଭୁ ଯୀଶୁଙ୍କ ଧରାବତରଣ ପାଇଁ ସାରା ବିଶ୍ୱ ଉତ୍ସବମୁଖର ହୋଇଉଠିଛି। ଆଜି ମଧ୍ୟରାତ୍ରିରେ ଚର୍ଚ୍ଚଗୁଡ଼ିକରେ ପ୍ରାର୍ଥନା ଓ ସ୍ୱତନ୍ତ୍ର ନୀତିକାନ୍ତି ସହ ପ୍ରଭୁଙ୍କ ଜନ୍ମୋତ୍ସବ ପାଳନ କରାଯିବ। ଓଡ଼ିଶାର କଟକ,…
ଆରମ୍ଭ ହେଲା ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ‘ବରଗଡ଼ ଧନୁଯାତ୍ରା’
ବରଗଡ଼: ପୁଣିଥରେ ଦ୍ୱାପର ଯୁଗର ପୁରାଣ ପୃଷ୍ଠା ଜୀବନ୍ତ ହୋଇ ଉଠିଛି। ଆଜିଠାରୁ ଆରମ୍ଭ ହେଉଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଆଗାମୀ ୧୧ ଦିନ ଧରି ବରଗଡ଼ ସହର ମଥୁରା ନଗରୀରେ ପରିଣତ ହେବାକୁ ଥିବାବେଳେ, ମହାରାଜ କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ସମଗ୍ର ଅଞ୍ଚଳ। ସମଗ୍ର ବରଗଡ଼ ସହର ଏକ…
ଆଦିବାସୀଙ୍କ ଜମିପଟ୍ଟା ଓଡ଼ିଆ ଓ ଇଂରାଜୀରେ ଲେଖାଯିବ
ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ରାଜ୍ୟର ଆଦିବାସୀମାନଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କହିବା ଅନୁସାରେ, ଆଦିବାସୀମାନେ କେବଳ ହିତାଧିକାରୀ ନୁହନ୍ତି, ସେମାନେ ପ୍ରଗତିର ସହଭାଗୀ। ଦ୍ୱିଭାଷୀ ରେକର୍ଡ ଅଫ୍ ରାଇଟ୍ସ (RoR):…
ମାଲକାନଗିରି ଜିଲ୍ଲା ପୁଲିସ୍ ନିକଟରେ ୨୨ଜଣ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି ଜିଲ୍ଲା ପୁଲିସ୍ ନିକଟରେ ୨୨ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ୯ଟି ବନ୍ଧୁକ, ୧୪ଟି ଟିଫିନ ବୋମା, ଗୁଳି, ବିସ୍ଫୋରକ ସାମଗ୍ରୀ ଓ ଅନ୍ୟ ମାଓ ସାମଗ୍ରୀ ସହ ମାଓବାଦୀମାନେ ପୁଲିସ୍ ଡିଜି ୱାଇ ବି ଖୁରାନିଆଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏନେଇ ଜିଲ୍ଲା ପୁଲିସ୍…
ନିରୀହ ପଶୁ ପକ୍ଷୀଙ୍କ ରକ୍ତରେ ରକ୍ତ ରଞ୍ଜିତ ହୋଇଛି ସୁଲିଆ ପୀଠ
ପ୍ରତି ବର୍ଷ ପୌଷ ମାସ ଶୁକ୍ଲ ପକ୍ଷ ପ୍ରଥମ ମଙ୍ଗଳବାରରେ ସୁଲିଆ ଯାତ୍ରା ପାଳିତ ହୋଇଥାଏ । ଆଜି ସକାଳୁ ଖଇରଗୁରା ମୁଖ୍ୟ ସୁଲିଆ ପୀଠ ତଥା ବଡଖଳା ଓ କୂମୁରିଆ ସ୍ଥିତ ସାନଖଳାରେ ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା ଆରମ୍ଭ ହୋଇଛି। ସୁଲିଆ ଯାତ୍ରାରେ ସୁଲିଆ ବୁଢ଼ାଙ୍କୁ ପଶୁ, ପକ୍ଷୀ ସହ…
ରାଜ୍ୟରେ ସ୍ୱାସ୍ଥ୍ୟ ସେବାରେ ଯୋଡ଼ି ହେଲା ଆଉ ୧୫୦ ନୂଆ ଆମ୍ବୁଲାନ୍ସ, ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ସ୍ୱାସ୍ଥ୍ୟ ସେବାରେ ଆସିବ ଆହୁରି ଉନ୍ନତି । ରାଜ୍ୟରେ ସ୍ୱାସ୍ଥ୍ୟ ସେବାରେ ଯୋଡ଼ି ହେଲା ଆଉ ୧୫୦ ନୂଆ ଆମ୍ବୁଲାନ୍ସ । ୧୦୮ ଆମ୍ବୁଲାନ୍ସ ସେବାରେ ସାମିଲ ହେଲା ୧୫୦ ନୂଆ ଆମ୍ବୁଲାନ୍ସ । କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଆମ୍ବୁଲାନ୍ସକୁ ଲୋକାର୍ପିତ କରିଛନ୍ତି…