Browsing Category

Odisha

All about all odisha state news updates

ପଞ୍ଚଭୂତରେ ବିଲୀନ ହେଲେ ଦେବେନ୍ଦ୍ର ପ୍ରଧାନ

ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତରେ ଆଉ ଏକ ଯୁଗର ଅନ୍ତ ହୋଇଛି । ଦୀପ ଭଳି ଜଳି ଜଳି ସମାଜକୁ ଆଲୋକିତ କରୁଥିବା ଦେବେନ୍ଦ୍ର ପ୍ରଧାନ ପଞ୍ଚଭୂତରେ ବିଲୀନ ହୋଇଛନ୍ତି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ଵର୍ଗଦ୍ଵାରରେ ସମ୍ପନ୍ନ ହୋଇଛି ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ଶେଷକୃତ୍ୟ । ଶେଷକୃତ୍ୟ…

ଆଜି ପୁରୀ ସ୍ବର୍ଗଦ୍ବାରରେ ହେବ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ଶେଷକୃତ୍ୟ

ସ୍ବର୍ଗଦ୍ବାର ଅଭିମୁଖେ ବିଶିଷ୍ଟ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀର ।  ସୋମବାର ଭୁବନେଶ୍ବର ବିମାନବନ୍ଦରରେ ପହଂଚିବା  ପରେ ଦେବେନ୍ଦ୍ରଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା  ।  ବିମାନବନ୍ଦରରେ ବିଭିନ୍ନ ଦଳର ରାଜନେତା ପହଂଚିଥିଲେ।…

୨୪, ୨୫ ମାର୍ଚ୍ଚରେ ବ୍ୟାଙ୍କ ୟୁନିଅନଗୁଡ଼ିକ ଧର୍ମଘଟ

୪ ଦିନ ବନ୍ଦ ରହିବ ବ୍ୟାଙ୍କ । ଆସନ୍ତା ସପ୍ତାହରେ ସାପ୍ତାହିକ ଛୁଟି ଓ ଧର୍ମଘଟ ଡାକରା ଯୋଗୁଁ ବିଭିନ୍ନ ବ୍ୟାଙ୍କ ୪ ଦିନ ଧରି ବନ୍ଦ ରହିବ । ୨୨ ଓ ୨୩ରେ ସାପ୍ତାହିକ ଛୁଟି ଯୋଗୁଁ ବ୍ୟାଙ୍କ ବନ୍ଦ ରହିବା ଥିବା ବେଳେ ୨୪ ଓ ୨୫ର ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛି ୟୁନାଇଟେଡ୍ ଫୋରମ୍…

ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି, ଦେଶ ଓ ରାଜ୍ୟରୁ ଦୂର ହେଲା ବିପଦ

ଶ୍ରୀମନ୍ଦିର ପତିତପାବନ ବାନାରେ ପଡିଲା ଶୂନ୍ୟ ଗଣ୍ଠି  l ଶୂନ୍ୟରେ ପତିତପାବନ ବାନାରେ ଆପେ ଆପେ ଗଣ୍ଠି ପଡିଗଲେ ତାହା ଶୂନ୍ୟ ଗଣ୍ଠି କୁହାଯାଏ  ।  ବିଶ୍ବାସ ରହିଛି ଶୂନ୍ୟଗଣ୍ଠି ଘରେ ରଖିଲେ ସମସ୍ତ ପ୍ରକାରର ବ୍ୟାଧିରୁ ମୁକ୍ତ ମିଳିଥାଏ ।  ବିପଦ ଆପଦ ଦୂର ହୋଇଥାଏ ବୋଲି ଚୂନରା ସେବକ…

ଦେବେନ୍ଦ୍ର ପ୍ରଧାନଙ୍କୁ ଶେଷ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କର ପରଲୋକ ହୋଇଛି। ତାଙ୍କର ବିୟୋଗରେ ସମଗ୍ର ରାଜନୈତିକ ମହଲରେ ଶୋକର ଛାୟା ଖେଳାଇ ଦେଇଛି। ଦେବେନ୍ଦ୍ରଙ୍କ ନିଧନ ଖବର ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିବା ସହ ଦିବଙ୍ଗତ ନେତାଙ୍କ ଶେଷ ଦର୍ଶନ କରିଛନ୍ତି।…

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। "ସ୍ୱର୍ଗତ ପ୍ରଧାନ ଜଣେ ଲୋକପ୍ରିୟ ନେତା ଏବଂ ଦକ୍ଷ…

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କର ଆଜି ଦେହାନ୍ତ ହୋଇଛି। ତାଙ୍କର ବୟସ ୮୪ ବର୍ଷ ଥିଲା। ବରିଷ୍ଠ ବିଜେପି ନେତା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସେ ସକାଳ ପ୍ରାୟ ୧୦.୩୦ ସମୟରେ ତାଙ୍କ ପୁଅ ଏବଂ କେନ୍ଦ୍ର…

ଆତ୍ମସମର୍ପଣ କଲେ ୬୪ ମାଓବାଦୀ

ତେଲଙ୍ଗାନା ଭଦ୍ରାଦ୍ରି କତାଗୁଡେମ ଜିଲା ପୋଲିସ ନିକଟରେ ଛତିଶଗଡ ବିଜାପୁର ଓ ସୁକ୍‌ମାର ୬୪ ମାଓବାଦୀ ରବିବାର ଆତ୍ମସମର୍ପଣ କରିଛନ୍ତି। ସୁକ୍‌ମା ଓ ବିଜାପୁରରେ ଏହି ମାଓବାଦୀମାନେ ଦଳ ସଭ୍ୟଭାବେ କାର୍ଯ୍ୟକରି ଆସୁଥିଲେ। ଏମାନଙ୍କ ମଧ୍ୟରୁ ୧୬ ମହିଳା ଥିବା ବେଳେ ୪୮ ପୁରୁଷ ରହିଛନ୍ତି। ଏ ସମସ୍ତ…

ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ରମାକାନ୍ତ ରଥଙ୍କ ଶେଷକୃତ୍ୟ

ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ରମାକାନ୍ତ ରଥଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝି ଘୋଷଣା କରିଛନ୍ତି। ସୋମବାର ପୁରୀ ସ୍ବର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ରମାକାନ୍ତ ରଥ(ଜନ୍ମ ୧୩ ଡିସେମ୍ବର ୧୯୩୪)ଓଡ଼ିଆ ସାହିତ୍ୟରଜଣେ ଆଧୁନିକ…

ଲେଣ୍ଡୋ ଗ୍ରାମର ପ୍ରସିଦ୍ଧ ଐତିହାସିକ ଦୋଳ ଯାତ୍ରା ଆରମ୍ଭ

ଦୋଳ ଉତ୍ସବକୁ ପାଳନ କରିବା ପାଇଁ ଦୋଳପଡିଆକୁ ବିରାଟ ଶୋଭାଯାତ୍ରାରେ ଦୋଳବିମାନରେ ବିରାଜମାନ କରିଛନ୍ତି ଠାକୁର ପତିତପାବନ ଦେବ ଓ ଐଶାନେଶ୍ୱର ଦେବଙ୍କ ସହିତ ୧୨ ଠାକୁର ଠାକୁରାଣୀ।ଚଳିତ ବର୍ଷ ମହା ଆଡମ୍ବରରେ ହେଉଛି ଦୋଳ ଯାତ୍ରା। ପତିତପାବନ ଦେବ ଓ ଐଶାନେଶ୍ୱର ଦେବ ଏକ ବିରାଟ ପଟୁଆରରେ ଗ୍ରାମ…