Browsing Category

Sports

All sports related news will be uploaded

ସିରିଜ ଜିତିଲା ଭାରତ

ଟେଷ୍ଟ ସିରିଜ ପରାଜୟର ପ୍ରତିଶୋଧ ଦିନିକିଆରେ ନେଇଛି ଟିମ୍ ଇଣ୍ଡିଆ । ବିଶାଖାପାଟଣାରେ ବଡ଼ ବିଜୟ ସହିତ ଦିନିକିଆ ସିରିଜକୁ ୨-୧ରେ ଜିତିନେଇଛି । ଆଜି ବିଶାଖାପାଟଣାରେ ଅନୁଷ୍ଠିତ ମୁକାବିଲାରେ ଭାରତ ୯ ୱିକେଟରେ ଭ୍ରମଣକାରୀ ଟିମ୍‌କୁ ପରାସ୍ତ କରିଛି । ଦମ୍‌ଦାର ଶତକ ହାସଲ କରିଛନ୍ତି ଯଶସ୍ବୀ…

ଆଜି ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ

ଆଜି ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ସିରିଜ ନିର୍ଣ୍ଣାୟକ ତୃତୀୟ ଦିନିକିଆ । ୧-୧ରେ ସିରିଜ ବରାବର ରହିଛି । ଭାରତୀୟ ଦଳକୁ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା କଡ଼ା ଟକ୍କର ଦେଉଛି । ୨-୦ରେ ଟେଷ୍ଟ ସିରିଜ ମୂଳପୋଛ କରିସାରିଥିବା ଦକ୍ଷିଣ ଆଫ୍ରିକା ଦଳ ଉକ୍ତ ମ୍ୟାଚ୍ ଜିତିଲେ…

ବାରବାଟୀ ଟି୨୦ ମ୍ୟାଚ୍‌ ପାଇଁ ଆଜି କାଉଣ୍ଟରରେ ଟିକଟ ବିକ୍ରି, ୯ଟାରେ ଖୋଲିବ କାଉଣ୍ଟର

ବାରବାଟୀ ଟି୨୦ ମ୍ୟାଚ୍‌ ପାଇଁ ଆଜି କାଉଣ୍ଟରରେ ବିକ୍ରି ହେବ ଟିକଟ। ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଟିକଟ ଖଣ୍ଡେ ପାଇବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ବହୁ କ୍ରିକେଟ୍‌ପ୍ରେମୀ ଗୁରୁବାରଠାରୁ କଟକରେ ଆସି ଡେରା ପକାଇଛନ୍ତି। ବିଶେଷକରି ଷ୍ଟାର ଖେଳାଳିଙ୍କ…

କାଉଣ୍ଟର ଆଗରେ ଅସମ୍ଭାଳ ଭିଡ଼

ଆଜି ଦିନ ୯ଟାରୁ ବାରବାଟୀ ଷ୍ଟାଡିୟମରେ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହେବ। ଟିକେଟ୍ ବିକ୍ରି ଆରମ୍ଭ ହେବା ପୂର୍ବରୁ ହିଁ ଷ୍ଟାଡିୟମ ବାହାରେ ଅସମ୍ଭାଳ ଭିଡ଼ ଜମିଛି। ଶତାଧିକ କ୍ରିକେଟ୍ ପ୍ରେମୀ ରାଜ୍ୟ ତଥା ବାହାରୁ ଆସି ଗତକାଲି ରାତିରୁ ହିଁ କାଉଣ୍ଟର ଆଗରେ ଲମ୍ବା ଧାଡ଼ି ଲଗାଇ ରହିଛନ୍ତି।…

ଭାରତକୁ ୪ ୱିକେଟରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା

ରାୟପୁରରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଭାରତକୁ ୪ ୱିକେଟରେ ପରାସ୍ତ କରି ଦକ୍ଷିଣ ଆଫ୍ରିକା ସିରିଜ୍‌କୁ ୧-୧ରେ ବରାବର କରିଛି। ଭାରତ ଦେଇଥିବା ୩୫୯ ରନର ବିଶାଳ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୪୯.୨ ଓଭରରେ ୬ ୱିକେଟ୍…

ବିରାଟଙ୍କ ୫୩ତମ ଶତକ, ରୁତୁରାଜଙ୍କ ପ୍ରଥମ ଶତକ ବେକାର, ଜିତିଲା ସାଉଥ ଆଫ୍ରିକା

ରାୟପୁର: ଏଠାରେ ଖେଳାଯାଇଥିବା ଘରୋଇ ଭାରତ ବିପକ୍ଷ ଦ୍ବିତୀୟ ଦିନିକିଆକୁ ୪ ଓ୍ବିକେଟରେ ଜିତି ନେଇଛି ଦକ୍ଷିଣ ଆଫ୍ରିକା। ଫଳରେ ଏହି ୩ ମ୍ୟାଚ୍‌ ବିଶିଷ୍ଟ ଏହି ଶୃଙ୍ଖଳା ୧-୧ ସ୍ତରକୁ ଆସିବ‌ା ସହ ଜୀବନ୍ତ ରହିଛି। ୩୫୯ ରନ୍‌ର ସ୍କୋର୍‌କୁ ପିଛା କରୁଥିବା ଭ୍ରମଣକାରୀ ଦଳ ୨୬ ରନ୍‌ରେ କ୍ବିଣ୍ଟନ…

ଆଜି ଭାରତ–ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଦିନିକିଆ

ଆଜି ଭାରତ--ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଦିନିକିଆ । ଛତିଶଗଡ଼ ରାୟପୁର ଷ୍ଟାଡିୟମରେ ଖେଳାଯିବ ମ୍ୟାଚ। ସିରିଜ ବିଜୟ ଲକ୍ଷ୍ୟରେ ଟିମ ଇଣ୍ଡିଆ । ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ଅଛି ଭାରତ । ଶୁଭମନ ଗିଲ ଆହତ କାରଣରୁ ଲୋକେଶ ରାହୁଲଙ୍କ ଅଧିନାୟକତ୍ବରେ ଖେଳିବ ଟିମ ଇଣ୍ଡିଆ। ରାଞ୍ଚିରେ…

ରୋହିତ-ବିରାଟଙ୍କ ଦିନିକିଆ ଭବିଷ୍ୟତ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ  ଦ୍ୱାରା ଏକ ଜରୁରୀ ବୈଠକ ଡକାଯାଇଛି। ଖବର ଅନୁଯାୟୀ, ଆସନ୍ତାକାଲି, ଡିସେମ୍ବର ୩, ବୁଧବାର, ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ପୂର୍ବରୁ ରାୟପୁରରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ବିସିସିଆଇର ଏହି ଜରୁରୀ ବୈଠକର ମୁଖ୍ୟ…

ଅନ୍‌ଲାଇନ୍ ଟିକଟ ୪୫ ମିନିଟ୍‌ରେ ଶେଷ

ଡିସେମ୍ବର ୯ ତାରିଖରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ ପାଇଁ ଆଜି ଅନ୍‌ଲାଇନ୍‌ରେ ଟିକଟ ବିକ୍ରି ହୋଇଛି। ଅନ୍‌ଲାଇନ୍‌ରେ ୨ ହଜାର ଟିକଟ ବିକ୍ରି ହେବାର ଥିଲା। ଅପରାହ୍ଣ ୨ଟାରେ ବିକ୍ରି ଆରମ୍ଭ ହୋଇଥିବା ବେଳେ ମାତ୍ର ୪୫ ମିନିଟ୍‌ ଭିତରେ ସବୁ ଟିକଟ ବିକ୍ରି…

ମହିଳା ଦୃଷ୍ଟିବାଧିତ ଟି-୨୦ ବିଶ୍ୱକପ୍: ଓଡ଼ିଶାର ୪ ଜଣ ଖେଳାଳିଙ୍କୁ ପୁରସ୍କାର ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ…

ବିଶ୍ବ ବିଜୟିନୀ ହୋଇ ଫେରିଲେ ଓଡିଶାର ୪ ସୁନାଝିଅ । ମହିଳା ଦୃଷ୍ଟିବାଧିତ ଟି-୨୦ ବିଶ୍ୱକପ୍ ଭାରତୀୟ ଦଳରେ ଥିବା ଓଡ଼ିଶାର ୪ ଜଣ ଖେଳାଳି ଆଜି ଓଡିଶା ଫେରିଛନ୍ତି । ବିମାନବନ୍ଦରରେ ସେମାନଙ୍କୁ ଭବ୍ୟ ସ୍ବାଗତ କରାଯିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ…