Browsing Category

Sports

All sports related news will be uploaded

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ଭାରତର ବିଜୟ: ଅର୍ଶଦୀପ, ଆଭେସ ଦକ୍ଷିଣ ଆଫ୍ରିକାକୁ ହରାଇଲେ

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା  ମାତ୍ର ୧୧୬ ରନ୍‌ରେ ଧରାଶାୟୀ ହୋଇଯାଇଥିଲା।  ମ୍ୟାଚ୍‌ର ଦ୍ବିତୀୟ ଓଭରରେ ନିଜ ପ୍ରଥମ ଓଭରରେ ଅର୍ଶଦୀପ ଲଗାତାର ବଲ୍‌ରେ ୨ ୱିକେଟ୍‌ ଦଖଲ…

ମହିଳା ଟେଷ୍ଟ୍‌ : ଇଂଲଣ୍ଡକୁ ୩୪୭ ରନ୍‌ରେ ହରାଇଲା ଭାରତ

ମୁମ୍ବାଇ: ଇଂଲଣ୍ଡ ବିପକ୍ଷ ଟେ‌ଷ୍ଟ୍‌ରେ ଭାରତ  ୩୪୭ ରନ୍‌ରେ ବିଜୟ ହାସଲ କରିଛି। ଏଥି ସହିତ ଭାରତ ମଧ୍ୟ ମହିଳା ଟେଷ୍ଟ୍ କ୍ରିକେଟ୍ ଇତିହାସରେ ସର୍ବବୃହତ ରନ୍‌ ବ୍ୟବଧାନ ବିଜୟ ସହ ବିଶ୍ବ ରେକର୍ଡ କରିଛି। ଅଫସ୍ପିନର୍‌ ଦୀପ୍ତି ଶର୍ମା ଉଭୟ ପାଳିରୁ ୯ ୱିକେଟ୍  ଅକ୍ତିଆର କରି ଏହି ଐତିହାସିକ…

ଆସନ୍ତାକାଲିଠାରୁ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ମ୍ୟାଚ୍

ଆସନ୍ତାକାଲିଠାରୁ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ମ୍ୟାଚ୍ ଆରମ୍ଭ ହେବ ।  ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ କ୍ରିକେଟ୍ ସିରିଜ୍ ଏଥର କାହାର ହେବ ସେ ନେଇ ସୋସିଆଲ ମିଡିଆରେ ୟୁଜରମାନେ ନାନା ମତ ରଖୁଛନ୍ତି । କାରଣ ଏଥର ଭାରତୀୟ ଦଳରେ ବହୁ ଯୁବ ଖେଳାଳିମାନଙ୍କୁ ସାମିଲ କରାଯାଇଛି। ସିରିଜରେ…

ରୋହିତ ଗଲେ, ପାଣ୍ଡ୍ୟା ଆସିଲେ

ମୁମ୍ବାଇ ଇଣ୍ଡିଆନ୍ସରେ ରୋହିତଙ୍କ ଯୁଗ ଶେଷ । ହାର୍ଦ୍ଦିକ ପାଣ୍ଡ୍ୟା ନୂଆ କ୍ୟାପ୍ଟେନ । ୨୦୨୪ ଆଇପିଏଲରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଧରିବେ ଟିମର ମଙ୍ଗ। ବର୍ତ୍ତମାନ କ୍ୟାପ୍ଟେନ ଥିବା ରୋହିତ ଶର୍ମାଙ୍କ ପରିବର୍ତ୍ତେ ହାର୍ଦ୍ଦିକ ପାଣ୍ଡ୍ୟା ହେବାକୁ ଯାଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ…

ନିଲାମୀ ପୂର୍ବରୁ ନୂଆ ଅଧିନାୟକ ଘୋଷଣା କଲା କେକେଆର

ଆଇପିଏଲ ୨୦୨୪ ପୂର୍ବରୁ ଡିସେମ୍ବର ୧୯ ରେ ଦୁବାଇରେ ଖେଳାଳିଙ୍କ ନିଲାମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କେଉଁ ଟିମ୍‌ କେଉଁ ଖେଳାଳିଙ୍କୁ ରଖିବ, ତାହାକୁ ନେଇ ଲିଷ୍ଟ ପ୍ରସ୍ତୁତ କରିସାରିଛି । କିନ୍ତୁ ଏହା ପୂର୍ବରୁ କୋଲକତା ନାଇଟ ରାଇଡର୍ସ ନିଜର ଅଧିନାୟକ ଦାୟିତ୍ୱ ଭାରତୀୟ ଟିମ୍‌ର ଧୂଆଁଦାର…

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି-୨୦

ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ଆଜି ଜୋହାନସବର୍ଗରେ ଖେଳାଯିବ । ମ୍ୟାଚଟି ଭାରତ ପାଇଁ ‘କର ବା ମର’ ସ୍ଥିତି ହୋଇଛି । ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇ ଯାଇଥିବା ବେଳେ ଦ୍ୱିତୀୟ ମୁକାବିଲାକୁ ଜିତିଥିଲା ଘରୋଇ ଦଳ । ବିଜୟ ସହ ଦକ୍ଷିଣ ଅଫ୍ରିକା ୧-୦ରେ ଆଗରେ…

ଟାଟା ଷ୍ଟିଲ ସହ ରାଜ୍ୟ ସରକାରଙ୍କ MoU

ଭୁବନେଶ୍ବର: ଟାଟା ଷ୍ଟିଲ ସହ ରାଜ୍ୟ ସରକାରଙ୍କ  ତୀରନ୍ଦାଜ ଓ କ୍ଲାଇମ୍ବିଂ ସ୍ପୋର୍ଟ୍ସ ପାଇଁ MoU ସ୍ବାକ୍ଷରିତ କରାଯାଇଛି । ଦୁଇ ଅଲିମ୍ପିକ କ୍ରୀଡା ପାଇଁ ରାଜ୍ୟରେ ପ୍ରତିଷ୍ଠା ହେବ ଟାଟା ତୀରନ୍ଦାଜ ଓ ସ୍ପୋର୍ଟ୍ସ କ୍ଲାଇମ୍ବିଂ ଏକାଡେମୀ । ପରବର୍ତ୍ତୀ ପର୍ଯ୍ୟାୟରେ ତୃଣମୂଳସ୍ତରରେ ହେବ…

ହାରିଲା ଭାରତ

ଦକ୍ଷିଣ ଆଫ୍ରିକା ବିପକ୍ଷ ୨ୟ ଟି-୨୦ରେ ୫ ୱିକେଟରେ ହାରିଲା ଭାରତ । DLS ପଦ୍ଧତିରେ ଦକ୍ଷିଣ ଆଫ୍ରିକା ମ୍ୟାଚ ଜିତି ସିରିଜରେ ୧-୦ରେ ଆଗୁଆ ରହିଛି। ପ୍ରଥମେ ବ୍ୟାଟିଂ କରି ଭାରତ ୧୯ ଦଶମିକ ୩ ଓଭରରେ ୭ ୱିକେଟ ହରାଇ ୧୮୦ ରନ କରିଥିଲା ।

ଆଜି ଭାରତକୁ ଭେଟିବ ଦକ୍ଷିଣ ଆଫ୍ରିକା

କେପ୍ ଟାଉନ: ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟି-ଟ୍ବେଣ୍ଟି । ଦକ୍ଷିଣ ଆଫ୍ରିକାର ପୋର୍ଟ ଏଲିଜାବେଥର ସେଣ୍ଟ ଜଜ ପାର୍କରେ ମ୍ୟାଚ ଅନୁଷ୍ଠିତ ହେବ । ଭାରତୀୟ ସମୟ ରାତି ୮ଟା ୩୦ରେ ଖେଳ ଆରମ୍ଭ ହେବ । ସୂର୍ଯ୍ୟକୁମାର ଯାଦବ ଭାରତୀୟ ଦଳର ନେତୃତ୍ବ ନେଉଛନ୍ତି । ରୋହିତ ଶର୍ମା ଓ ବିରାଟ…

ଟିମ ଇଣ୍ଡିଆରେ ପ୍ଲାନ?

୨୦୨୪ରେ ଆଇସିସିର ଏହି ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉଥିବାବେଳେ ଚାମ୍ପିୟନ ହେବା ଲକ୍ଷ୍ୟରେ ରହିଛି ମେନ ଇନ ବ୍ଲୁ । ଦଳ ଦୀର୍ଘବର୍ଷ ଧରି ଆଇସିସି ର୍ୟାଙ୍କିଙ୍ଗରେ ଉପରେ ରହୁଥିଲେ ସୁଦ୍ଧା ଟ୍ରଫି ହାତେଇ ପାରିନାହିଁ । ଏବେ ଟି-୨୦ ବିଶ୍ବକପ କିଭରି ଜିତିବ ତାକୁ ନେଇ ଆରମ୍ଭ ହୋଇଛି କଳ୍ପନା…