Trending
- ଆତ୍ମସମର୍ପଣ କଲେ ୧୨୪ଜଣ ମାଓବାଦୀ
- କୋଲାବ ଜଳଭଣ୍ଡାରରେ ଗାଧୋଇବାକୁ ଯାଇ ବୁଡ଼ିଗଲେ ତିନି ଛାତ୍ର
- ୧୩ ବର୍ଷରୁ କମ୍ ବୟଷ୍କ ପିଲାଙ୍କ ଲାଗି ସୋସିଆଲ ମିଡିଆ ନିଷିଦ୍ଧ ନେଇ ଘୋଷଣା
- ମମତା ବାନାର୍ଜୀ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ନବୀନ ପଟ୍ଟନାୟକଙ୍କ ଉପରେ ଟିପ୍ପଣୀ ଦେଇ କେହି ବଡ଼ ହୋଇଯିବେନି-ବିଜେଡି ମୁଖପାତ୍ର ଲେନିନ ମହାନ୍ତି
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
Browsing Category
Sports
All sports related news will be uploaded
ଅଷ୍ଟ୍ରେଲିଆ ୫୦ ଓଭରରେ ୭ ୱିକେଟ ହରାଇ ୨୫୩ ରନ କରିଛି
ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଚାଲିଥିବା ୧୯ ବର୍ଷରୁ କମ୍ କ୍ରିକେଟ ବିଶ୍ୱକପର ଫାଇନାଲ ମ୍ୟାଚ ଚାଲିଛି । ଏହି କ୍ରମରେ ପ୍ରଥମେ ଅଷ୍ଟ୍ରେଲିଆ ବ୍ୟାଟିଂ କରି ୨୫୩ ରନ କରିଛି । ଅଷ୍ଟ୍ରେଲିଆ ୫୦ ଓଭରରେ ୭ ୱିଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଚାଲିଥିବା ୧୯ ବର୍ଷରୁ କମ୍ କ୍ରିକେଟ ବିଶ୍ୱକପର ଫାଇନାଲ…
ଏଫ୍ଆଇଏଚ୍ ପ୍ରୋ ଲିଗ୍ ହକି
ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ ହକି କମ୍ପ୍ଲେକ୍ସରେ ଚାଲିଥିବା ଏଫ୍ଆଇଏଚ୍ ପ୍ରୋ ଲିଗ୍ ହକି ପ୍ରତିଯୋଗିତାର ପୁରୁଷଙ୍କ ଭୁବନେଶ୍ବର ଚରଣ ପ୍ରୋ ଲିଗ୍ କଳିଙ୍ଗରେ ଆରମ୍ଭ ହେବ। ଉଦ୍ଘାଟନୀ ଦିବସରେ ଘରୋଇ ଦଳ ଭାରତ ତା’ର ୨୦୨୩-୨୪ ଅଭିଯାନ ସ୍ପେନ୍ ବିପକ୍ଷରୁ ଆରମ୍ଭ କରିବାକୁ ଯାଉଛି।…
ଚିନ୍ତାରେ ଟିମ୍ ଇଣ୍ଡିଆ
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିଛି । ଜଣଙ୍କ ପରେ ଜଣେ ଖେଳାଳି ଆହତ ହେବା ଏବେ ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର କାରଣ ପାଲଟିଛି । ପୂର୍ବରୁ ଭାରତୀୟ ଟିମ୍ ପାଇଁ ଯେଉଁ ଡର ରହିଥିଲା ତାହା ଏବେ ସତ୍ୟ ପ୍ରମାଣିତ ହୋଇଛି । ଇଂଲଣ୍ଡ ବିପକ୍ଷ ସିରିଜରୁ ବାଦ୍…
ଖୁବଶୀଘ୍ର ଉଦଘାଟନ ହେବ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା କ୍ରୀଡ଼ାକୁ ପ୍ରଧାନ୍ୟ ଦେଇ ଆସିଛନ୍ତି । ବିଗତ ଦିନରେ ଓଡ଼ିଶାରେ ହକି ବିଶ୍ୱକପ ସଫଳତାର ସହ ଆୟୋଜନ ହେବା ସହିତ ବିଭିନ୍ନ କ୍ରୀଡ଼ାର ଏନ୍ତୁଡ଼ିଶାଳ ଭାବେ ରାଜ୍ୟ ଆଗକୁ ବଢ଼ିବାରେ ଲାଗିଛି । ଏଥିସହିତ ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରୁଥିବା…
କମବ୍ୟାକ୍ କରିବେ ଜାଡେଜା-ରାହୁଲ !
ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼(BCCI) ଖୁବ ଶୀଘ୍ର ଦଳର ଘୋଷଣା କରିପାରେ । ଏହି ମ୍ୟାଚରେ ବିରାଟ କୋହଲିଙ୍କ ଖେଳିବା ନେଇ ଆଶଙ୍କା ଦେଖାଦେଇଛି । ଅପରପକ୍ଷରେ ଆଘାତ କାରଣରୁ ୨ୟ ମ୍ୟାଚରୁ ବାଦ୍ ପଡ଼ିଥିବା ରବିନ୍ଦ୍ର ଜାଡେଜା ଏବଂ କେଏଲ ରାହୁଲ ୩ୟ ମ୍ୟାଚରେ କମବ୍ୟାକ୍ କରିବା ନେଇ ଚର୍ଚ୍ଚା…
ଫାଇନାଲ୍ରେ ଭାରତ
ଅଧିନାୟକ ଉଦୟ ସହରନ୍ (୮୧) ଓ ସଚିନ୍ ଧାସ୍ (୯୬)ଙ୍କ ଶତକୀୟ ଭାଗୀଦାରି ସହାୟତାରେ ଭାରତ ୧୯ ବର୍ଷରୁ କମ୍ ବିଶ୍ବକପ୍ର ସେମିଫାଇନାଲ୍ରେ ଦକ୍ଷିଣ ଆଫ୍ରିକାକୁ ୨ ୱିକେଟ୍ରେ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛି। ଗୁରୁବାର ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା…
ବରୁଣ କୁମାରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ
ଭାରତୀୟ ହକି ଖେଳାଳି ବରୁଣ କୁମାରଙ୍କ ବିରୋଧରେ ସଂଗୀନ ଅଭିଯୋଗ । ବେଙ୍ଗାଲୁରୁର ଜଣେ ଯୁବତୀ ବରୁଣଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୁଲିସର ସୁଚନା ଅନୁସାରେ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଗତ ୫ବର୍ଷ ହେବ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ…
ବୁମ୍ରା ଦେଲେ ବଡ଼ ବିଜୟ
ବିଶାଖାପାଟଣା ଟେଷ୍ଟ୍ରେ ଭାରତ ବଡ଼ ବିଜୟ ହାସଲ କରିଛି। ଇଂଲଣ୍ଡକୁ ୨୯୨ ରନ୍ରେ ଅଲଆଉଟ୍ କରି ୧୦୬ ରନ୍ରେ ଦ୍ବିତୀୟ ଟେଷ୍ଟ୍ ଜିତିବା ସହ ୫ ଟିକିଆ ଶୃଙ୍ଖଳାକୁ ୧-୧ ସ୍ଥିତିକୁ ଆଣିଛି। ସେହିଭଳି ହାଇଦ୍ରାବାଦରେ ଯେଉଁ ଅପ୍ରତ୍ୟାଶିତ ପରାଜୟ ବରଣ କରିଥିଲା ତା’ର ମଧୁର ପ୍ରତିଶୋଧ ନେଇ ରାଜକୋଟ…
ନ୍ୟୁ ଜର୍ସିରେ ଫିଫା ବିଶ୍ୱକପ୍ ଫାଇନାଲ୍
୨୦୨୬ ବିଶ୍ୱକପ୍ ଫାଇନାଲ୍ ନ୍ୟୁୟର୍କ/ ନ୍ୟୁ ଜର୍ସିର ମେଟ୍ ଲାଇଫ୍ ଷ୍ଟାଡ଼ିୟମରେ ଆୟୋଜିତ ହେବ । ଏନେଇ ଫିଫା ଆୟୋଜକମାନଙ୍କ ପକ୍ଷରୁ ରବିବାର ଘୋଷଣା କରାଯାଇଛି । ମେକ୍ସିକୋ ସହରର ପ୍ରତିଷ୍ଠିତ ଏଜ୍ଟେକା(Azteca) ଷ୍ଟାଡ଼ିୟମରେ ଜୁନ ୧୧ରେ ଉଦ୍ଘାଟନୀ ମ୍ୟାଚ୍ ଖୋଳାଯିବ । FIFA ବିଶ୍ୱକପ୍…
ଇଂଲଣ୍ଡ ଆଗରେ ୩୯୯ ରନର ବିଜୟ ଲକ୍ଷ୍ୟ
ଦ୍ବିତୀୟ ଟେଷ୍ଟରେ ଭାରତ ପ୍ରଥମେ ବ୍ୟାଟିଂ କରି ପ୍ରଥମ ପାଳିରେ ଜୟସ୍ବାଲଙ୍କ ଦ୍ବିତଶକୀୟ ପାଳି ବଳରେ ୩୯୬ ରନ କରିଥିଲା । ଇଂଲଣ୍ଡ ପ୍ରଥମ ପାଳିରେ ୨୫୩ ରନ କରିଥିଲା । ତେବେ ଦ୍ବିତୀୟ ପାଳିରେ ଭାରତ ୨୫୫ ରନ କରିଥିବାବେଳେ ଇଂଲଣ୍ଡ ଆଗରେ ୩୯୯ ରନର ବିଜୟ ଲକ୍ଷ୍ୟ ରହିଛି । ପ୍ରଥମ ଟେଷ୍ଟରେ ଭାରତ…