Browsing Category

Sports

All sports related news will be uploaded

ପ୍ରଥମ ଥର ଅଲିମ୍ପିକ୍ସରେ ଆର୍ଥିକ ପୁରସ୍କାର

ଅଲିମ୍ପିକ୍ସରେ ଦୌଡ଼କୁଦ ପ୍ରଥମ ବିଭାଗ ଭାବେ ଏହାର ପଦକ ବିଜେତାଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରିବ। ପ୍ୟାରିସ୍‌ରେ କେବଳ ସ୍ବର୍ଣ୍ଣ ପଦକ ବିଜେତାଙ୍କୁ ପ୍ରତ୍ୟେକ ୫୦ହଜାର ଡଲାର (ପ୍ରାୟ ୪୧ଲକ୍ଷ ୬୦ହଜାର ଟଙ୍କା) ଲେଖାଏଁ ପୁରସ୍କାର ପାଇବାକୁ ଥିବା ବେଳେ ୨୦୨୮ ଲସ୍‌ ଏଞ୍ଜେଲ୍‌ସ…

ସନ୍‌ରାଇଜର୍ସ ୨ ରନ୍‌ରେ ଜିତିଲା

ଚଳିତ ଆଇପିଏଲ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ରୋମାଞ୍ଚକ ଭାବେ ୨ ରନ୍‌ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ହାଇଦ୍ରାବାଦ ୧୮୨ ରନ୍ କରିଥିବା ବେଳେ ପଞ୍ଜାବ ଶେଷ ଓଭରରୁ ୩ ଛକା ସହ ୨୬ ରନ୍ ଆଦାୟ କରିଥିଲେ ମଧ୍ୟ ମ୍ୟାଚ୍‌ ଜିତିପାରି ନଥିଲା। ପ୍ରଶଂସକମାନେ କିନ୍ତୁ ତାଙ୍କ ପଇସା ଅସୁଲ…

ଶତକ ହାସଲ କଲେ ରବିନ୍ଦ୍ର ଜାଡେଜା

ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୧୦ ଓଭରରେ ମାତ୍ର ୧୩୭ ରନ ସ୍କୋର କରିପାରନ୍ତି। କେକେଆରକୁ କମ ସ୍କୋରରେ ସୀମିତ ରଖିବାରେ ରବିନ୍ଦ୍ର ଜାଡେଜାଙ୍କ ବୋଲିଂ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏହି ମ୍ୟାଚ୍‌ରେ ଜାଡେଜା ୩ ଉଇକେଟ ନେଇଥିଲେ, କିନ୍ତୁ…

ରାଗିଲେ ଶୁବମନ ଗିଲ

ଗୁଜରାଟ ଟାଇଟାନ୍ସକୁ ଆଇପିଏଲ୍‌ ୨୦୨୪ର ପଞ୍ଚମ ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡିଛି। ଗୁଜୁରାଟକୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ପରାସ୍ତ କରିଛି। ଏହି ପରାଜୟ ପରେ ଗୁଜରାଟ ଅଧିନାୟକ ଶୁବମନ ଗିଲ ରାଗରେ ନିଆଁବାଣ ହୋପଡିଛନ୍ତି।ଗିଲ କହିଛନ୍ତି, ଆମକୁ ଭଲ ଆରମ୍ଭ ମିଳିଥିଲା। କିନ୍ତୁ ମଧ୍ୟଭାଗରେ…

ରୟାଲ୍‌କୁ ହରାଇଲା ରୟାଲ୍ସ

ବିରାଟ କୋହଲିଙ୍କ ଶତକକୁ ଫିକା କରିଦେଇଛନ୍ତି ଇଂଲିସ ବ୍ୟାଟର ଜୋସ୍‌ ବଟଲର୍‌। ଆର୍‌ସିବି ପକ୍ଷରୁ ଦିଆଯାଇଥିବା ୧୮୪ ରନ୍‌ର ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ରୟାଲ୍ସ ୫ ବଲ୍‌ ପୂର୍ବରୁ ମ୍ୟାଚ୍‌ ଜିତିନେଇଛି। ବଟଲର୍‌ ଛକା ମାରି ଶତକ ଅର୍ଜନ କରିବା ସହ ଦଳକୁ ଜିତାଇଛନ୍ତି। ଫଳରେ ରାଜସ୍ଥାନ…

ଚହଲ ଭାଙ୍ଗି ପାରନ୍ତି ଶେନ ଓ୍ବାର୍ନଙ୍କ ବଡ ରେକର୍ଡ

ଆଇପିଏଲ ୨୦୨୪ର ୧୯ ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ । ଉଭୟ ଦଳ ଏଥିପାଇଁ ପ୍ରସ୍ତୁତ ଅଛନ୍ତି। ରାଜସ୍ଥାନ ପାଇଁ ଏହି ମ୍ୟାଚରେ ୟୁଜବେନ୍ଦ୍ର ଚହଲ ମଧ୍ୟ ନଜର ଆସିବେ। ଯଦି ସେ ପ୍ଲେଇଙ୍ଗ ଏକାଦଶରେ ଖେଳିବାର ସୁଯୋଗ ପାଆନ୍ତି, ତେବେ ସେ ତାଙ୍କ…

ହାଇଦ୍ରାବାଦ ସହ ହେବ ଟକ୍କର ଚେନ୍ନାଇ

ଆଇପିଏଲ-୨୦୨୪ରେ ଦମଦାର ପ୍ରଦର୍ଶନ କରିଛି ଚେନ୍ନାଇ ସୁପର କିଙ୍ଗସ । ୩ଟି ମ୍ୟାଚ ଖେଳି ୨ଟି ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ଦିଲ୍ଲୀ ବିପକ୍ଷରେ ପରାସ୍ତ ହୋଇଛି ଚେନ୍ନାଇ । ତେବେ ଚତୁର୍ଥ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବାକୁ ଥିବା ବେଳେ ଏହାପୂର୍ବରୁ ଷ୍ଟାର ବୋଲର…

କେକେଆର୍‌ର ବଡ଼ ବିଜୟ

 ଚଳିତ ଆଇପିଏଲ୍‌ରେ  କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବଡ଼ ବିଜୟ ପାଇଛି। ବିଶାଖାପାଟଣାର ୱାଇଏସ୍‌ ରାଜଶେଖର ରେଡ୍ଡୀ ଷ୍ଟାଡିୟମ୍‌ରେ ବୁଧବାର କେକେଆର୍‌ ୧୦୬ ରନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ୨୭୩ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ ପ୍ରାରମ୍ଭିକ…

ଟି୨୦ ବିଶ୍ୱକପ୍‌ ପୂର୍ବରୁ ବଡ଼ ଘୋଷଣା

ଟି୨୦ ବିଶ୍ୱକପ୍‌ ପୂର୍ବରୁ ଇଂଲଣ୍ଡ ଟିମ୍‌କୁ ବଡ଼ ଝଟ୍‌କା ଲାଗିଛି। ଦଳର ଷ୍ଟାର ଖେଳାଳି ତଥା ଟେଷ୍ଟ ଅଧିନାୟକ ବେନ୍‌ ଷ୍ଟୋକ୍ସ ମଙ୍ଗଳବାର ଆଗାମୀ ଟି୨୦ କ୍ରିକେଟ ବିଶ୍ୱକପ୍‌ରୁ ଓହରିଯାଇଛନ୍ତି। ଜଣେ ଅଲରାଉଣ୍ଡର ଭାବେ ସେ ତାଙ୍କ ଫିଟ୍‌ନେସ୍‌ ଓ ବୋଲିଂରେ ଉନ୍ନତି ଆଣିବା ଦିଗରେ ତାଙ୍କ…

ଧୋନିଙ୍କ ନୂଆ ଟ୍ବେଣ୍ଟି-୨୦ ମାଇଲ୍‌ଖୁଣ୍ଟ

ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ୱିକେଟ୍‌ରକ୍ଷକ ମହେନ୍ଦ୍ର ସିଂହ ଧୋନି ରବିବାର ନୂଆ ମାଇଲ୍‌ଖୁଣ୍ଟ ଅତିକ୍ରମ କରିଛନ୍ତି। ସେ ପ୍ରଥମ ଭାରତୀୟ ୱିକେଟ୍‌ରକ୍ଷକ ଭାବେ ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ୭ ହଜାର ରନ୍‌ ପୂରଣ କରିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଧୋନି ୧୬…