Trending
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
- ଆଜି ପବିତ୍ର ଦୋଳପୂର୍ଣ୍ଣିମା,ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ
Browsing Category
Sports
All sports related news will be uploaded
ଦକ୍ଷିଣ ଆଫ୍ରିକାକୁ ଧୂଳି ଚଟାଇଲା ଟିମ୍ ଇଣ୍ଡିଆ: ୩୦ ରନ୍ରେ ବିଜୟ ସହ ଶୃଙ୍ଖଳା କବଜା
ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ହାଇ-ଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ବାଜି ମାରିଛି। ଘାତକ ବୋଲିଂ ଏବଂ ଶୃଙ୍ଖଳିତ ବ୍ୟାଟିଂ ପ୍ରଦର୍ଶନ କରି ଭାରତ ଦକ୍ଷିଣ ଆଫ୍ରିକାକୁ ୩୦ ରନ୍ରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତୀୟ ଦଳ ଶୃଙ୍ଖଳାରେ ନିଜର ଆଧିପତ୍ୟ…
ଟ୍ବେଣ୍ଟି୨୦ ବ୍ୟାଟିଂ ମାନ୍ୟତା: ସୂର୍ଯ୍ୟକୁମାର ଗୋଟିଏ ସ୍ଥାନ ତଳକୁ ଖସି ୧୦ତମ ସ୍ଥାନରେ ରହିଛନ୍ତି
ଭାରତୀୟ ଟ୍ବେଣ୍ଟି୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଗତ କିଛି ମାସ ହେବ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଉକ୍ତ ପ୍ରଦର୍ଶନ ତାଙ୍କ କ୍ୟାରିୟର ମାନ୍ୟତା ଉପରେ ପ୍ରଭାବ ପକାଇଛି। ୪ ବର୍ଷ ପରେ ସୂର୍ଯ୍ୟକୁମାର ଆଇସିସି ଟ୍ବେଣ୍ଟି୨୦ ବ୍ୟାଟିଂମାନ୍ୟତାର ୧୦ମ ସ୍ଥାନକୁ ଖସି ଆସିଛନ୍ତି। ଆଇସିସି…
ମେସିଙ୍କ ଗସ୍ତରେ କଲକାତାରେ ଭଙ୍ଗାରୁଜା- କ୍ରୀଡ଼ାମନ୍ତ୍ରୀ ଅରୂପ ବିଶ୍ବାସଙ୍କ ଇସ୍ତଫା
ଆର୍ଜେଣ୍ଟିନାର ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ଭାରତ ଗସ୍ତରେ ଶନିବାର କଲକାତାର ସଲ୍ଟ ଲେକ୍ ଷ୍ଟାଡିୟମ୍ରେ ପ୍ରବଳ ଗଣ୍ଡଗୋଳ ହୋଇଥିଲା। ଭିଆଇପି, ମନ୍ତ୍ରୀ, ରାଜେନତା, ନିରାପତ୍ତା ରକ୍ଷୀ, ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ଘେରି ଯାଇଥିଲେ। ତେଣୁ ଦର୍ଶକ ଉତ୍ତ୍ୟକ୍ତ…
ଆଜି ଚତୁର୍ଥ ଟ୍ବେଣ୍ଟି୨୦ – ମ୍ୟାଚ୍ ଜିତି ଶୃଙ୍ଖଳା ହାତେଇବା ଲକ୍ଷ୍ୟରେ ଭାରତ
ଦକ୍ଷିଣ ଆଫ୍ରିକାର ଚଳିତ ଭାରତ ଗସ୍ତେର କଡ଼ା ସଂଘର୍ଷ ଦେଖିବାକୁ ମିଳିଛି। ଟେଷ୍ଟ ଶୃଙ୍ଖଳାରେ ଦକ୍ଷିଣ ଆଫ୍ରିକା ଅପ୍ରତ୍ୟାଶିତ ଭାବେ ଉଭୟ ଟେଷ୍ଟକୁ ଜିତି ଭାରତକୁ ଚକିତ କରିଥିଲା। ପରେ ଦିନିକିଆ ଶୃଙ୍ଖଳା ସଂଘର୍ଷପୂର୍ଣ୍ଣ ହୋଇଥିବା ବେଳେ ଭାରତ ଏହାକୁ ୨-୧ରେ ଜିତିଥିଲା। ଟ୍ବେଣ୍ଟି୨୦…
ସାରା ବିଶ୍ବର ଧ ନୀ କ୍ରୀଡ଼ାବିତ ଆର୍ଜେଣ୍ଟିନାର ଷ୍ଟାର ଫୁଟବଳର ମେସି
ଆର୍ଜେଣ୍ଟିନାର ଷ୍ଟାର ଫୁଟବଳର ମେସି । ସାରା ବିଶ୍ବର ଧନୀ କ୍ରୀଡ଼ାବିତଙ୍କ ମଧ୍ୟରେ ତାଙ୍କ ନାମ ଆସେ । ତେବେ ତାଙ୍କର ରୋଜଗାର ସମ୍ପର୍କରେ ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ । ମେସି ଏତେ ସମ୍ପତ୍ତିର ମାଲିକ ଯେ ଭାରତର ଜଣାଶୁଣା ତଥା ଧନୀ କ୍ରିକେଟର ୭ ଜଣଙ୍କ ରୋଜଗାର ମିଶିଲେ ମଧ୍ୟ କମ୍…
୩ୟ ଟି-୨୦ – ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ପରାସ୍ତ କରିଛି ଭାରତ
ଧର୍ମଶାଳାଠାରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ୩ୟ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ପରାସ୍ତ କରିଛି ଭାରତ । ୧୧୮ ରନର ବିଜୟ ଲକ୍ଷ୍ୟକୁ ଭାରତ ୧୫.୫ ଓଭରରେ ୩ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଭାରତ ପକ୍ଷରୁ ଅଭିଷେକ ଶର୍ମା ୩୫ ରନ କରିଥିବାବେଳେ ଶୁଭମନ ଗିଲ୍ ୨୮ ରନ…
କୋଲକାତା ଷ୍ଟାଡିୟମ୍ ହଙ୍ଗାମା: ଫୁଟବଲ୍ ପ୍ରଶଂସକଙ୍କ ଉତ୍ପାତ ଘଟଣାର ତଦନ୍ତ ପାଇଁ କମିଟି ଗଠିତ
କୋଲକାତା ଷ୍ଟାଡିୟମ୍ରେ ଫୁଟବଲ୍ ମ୍ୟାଚ୍ ଚାଲିଥିବା ବେଳେ ପ୍ରଶଂସକଙ୍କ ଦ୍ୱାରା ହୋଇଥିବା ହଙ୍ଗାମା ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି। ଷ୍ଟାଡିୟମ୍ ଭିତରେ ଶୃଙ୍ଖଳା ଓ ସୁରକ୍ଷା ବଜାୟ ରଖିବା ଦିଗରେ ଏହି ଉତ୍ପାତ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଏହି ତଦନ୍ତ କମିଟିର ରିପୋର୍ଟ…
ହାପି ବାର୍ଥ ଡ଼େ ଲିଜେଣ୍ଡ କ୍ରିକେଟର ଯୁବରାଜ ସିଂହଙ୍କ
ଛକା..ଛକା...ଥକ୍କା । ଏକାଥରକେ ୬ଟା ଛକ୍କା । ସେ ସିକ୍ସର କିଙ୍ଗ, ସେ ବିଶ୍ୱବିଜେତା । ଏତିକି କହିଲେ ବି ମନକୁ ଆସେ ଗୋଟିଏ ନାମ । ପଞ୍ଜାବ ଦା ପୁତର । କ୍ରିକେଟ ଇତିହାସରେ ଅଲୋଡା ରେକର୍ଡ । ଯୁବରାଜ ସିଂହ । ଦିନିକିଆ ହେଉ କି ଟି-୨୦ ବ୍ୟାଟ୍ ଧରିଲେ ସେ ସବୁ ଫର୍ମାଟରେ କରନ୍ତି ରାଜ୍ । ଟିମ…
୨ୟ T-20 : ଭାରତକୁ ୫୧ ରନରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା
ନ୍ୟୁ ଚଣ୍ଡିଗଡ଼ର ମହାରାଜା ଯାଦବିନ୍ଦ୍ର ସିଂ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ୨ୟ T-20ରେ ଭାରତକୁ ୫୧ ରନରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ଏହା ସହିତ ଏହି ସିରିଜ ଏବେ ୧-୧ରେ ବରାବର ହୋଇଯାଇଛି । ଦକ୍ଷିଣ ଆଫ୍ରିକା ଦ୍ବାରା ରଖାଯାଇଥିବା ୨୧୪ ରନର ଲକ୍ଷ୍ୟ ଜବାବରେ…
ବାରବାଟୀରେ ବଢ଼ିବ ସିଟ୍, ଷ୍ଟାଡିୟମର ହେବ ଉନ୍ନତି, ବଡ଼ ସଙ୍କେତ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ବାରବାଟୀରେ ବଢ଼ିବ ସିଟ୍, ଷ୍ଟାଡିୟମର ହେବ ଉନ୍ନତି । ଟିମ୍ ଇଣ୍ଡିଆର ଦମଦାର ବିଜୟ ପରେ ବଡ଼ ସଙ୍କେତ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଆଜିର ମ୍ୟାଚ୍ ବହୁତ ଉତ୍କଣ୍ଠା ଭରା ଥିଲା । ହଜାର ହଜାର ଦର୍ଶକ ଏହାକୁ ଦେଖି ଆନନ୍ଦିତ ହୋଇଛନ୍ତି । ଭାରତୀୟ ଟିମ୍…