Trending
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
- ଆଜି ପବିତ୍ର ଦୋଳପୂର୍ଣ୍ଣିମା,ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ
Browsing Category
Sports
All sports related news will be uploaded
ଆଜି ଠାରୁ ଆରମ୍ଭ ହେବ ମହିଳା ପ୍ରିମିୟର ଲିଗ୍ର ଚତୁର୍ଥ ସଂସ୍କରଣ
ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ) ଚତୁର୍ଥ ସଂସ୍କରଣ ଶୁକ୍ରବାରଠାରୁ ଆରମ୍ଭ ହେଉଛି। ପ୍ରତିଯୋଗିତା ନବି ମୁମ୍ବଇର ଡି.ୱାଇ. ପାଟିଲ ଷ୍ଟାଡିୟମ ଓ ବରୋଦାରେ ଖେଳାଯିବ। ଏଥିରେ ୫ଟି ଦଳ ଦିଲ୍ଲୀ କ୍ୟାପିଟାଲ୍ସ, ଗୁଜରାଟ ଜ୍ୟାଣ୍ଟ୍ସ, ମୁମ୍ବଇ ଇଣ୍ଡିଆନ୍ସ, ରୟାଲ ଚ୍ୟାଲେଞ୍ଜର୍ସ…
ବିଜୟ ହଜାରେ ଟ୍ରଫିରେ ହଇଚଇ ସୃଷ୍ଟି କରିଛନ୍ତି ସରଫରାଜ ଖାନ ମାତ୍ର ୨୦ ବଲରେ କଲେ ୬୨ ରନ
ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟି ସରଫରାଜ ଖାନଙ୍କ ପ୍ରତିଭାକୁ ହୁଏତ ଦେଖିପାରି ନାହିଁ । କିନ୍ତୁ ମୁମ୍ବାଇ ବ୍ୟାଟର ପ୍ରତ୍ୟେକ ମ୍ୟାଚ୍ରେ ଦମଦାର ପ୍ରଦର୍ଶନ କରୁଛନ୍ତି। ସରଫରାଜ ଖାନ ଗୁରୁବାର (ଜାନୁଆରୀ ୮) ବିଜୟ ହଜାରେ ଟ୍ରଫିରେ ହଇଚଇ ସୃଷ୍ଟି କରିଛନ୍ତି। ସରଫରାଜ ମୁମ୍ବାଇ ପାଇଁ…
ସିଏମ୍ ଟ୍ରଫି ଚାମ୍ପିୟନସିପ ପାଇଁ ଆଜି ଠୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ , ୧୪ ପର୍ୟ୍ୟନ୍ତ ଚାଲିବ
ରାଜ୍ୟରେ କ୍ରୀଡ଼ାର ମୂଳଦୁଆକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ସିଏମ୍ ଟ୍ରଫି ଚାମ୍ପିୟନସିପର ଆୟୋଜନ କରାଯିବ। ଏଥିରେ ୪ଟି କ୍ରୀଡ଼ା ବିଭାଗରେ ଆୟୋଜିତ ହେବ ପ୍ରତିଯୋଗିତା। ୩୨ ହଜାରରରୁ ଅଧିକ ଯୁବ ଖେଳାଳି ଅଂଶଗ୍ରହଣ କରିବାର ସମ୍ଭାବନା। ଏନେଇ ଜାନୁଆରି ୭ରୁ ୧୪ ପର୍ୟ୍ୟନ୍ତ…
ଦ୍ୱିତୀୟ ଥର ବିବାହ କରିବାକୁ ଯାଉଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧଓ୍ୱନ
ପୂର୍ବତନ ଭାରତୀୟ କ୍ରିକେଟର । ଶିଖର ଧଓ୍ୱନ, ଗବ୍ବର ଭାବେ ବେଶ ଜଣାଶୁଣା । ଦ୍ୱିତୀୟ ଥର ବିବାହ କରିବାକୁ ଯାଉଛନ୍ତି ଏହି ପୂର୍ବତନ ଓପନର । ପୁଣିଥରେ ହାତକୁ ଦିହାତ ହେବେ ସଂସାର ଗଢିବେ । ତାଙ୍କର ବହୁ ଚର୍ଚ୍ଚିତ ଗର୍ଲଫ୍ରେଣ୍ଡ ତଥା ଆୟରଲ୍ୟାଣ୍ଡର ମଡେଲ ସୋଫି ସାଇନ୍ଙ୍କୁ ଖୁବ୍ ଶୀଘ୍ର ବିବାହ…
ଆଇପିଏଲ ପ୍ରସାରଣ ଉପରେ ବ୍ୟାନ ଲଗାଇଛି ବାଂଲାଦେଶ ସରକାର
ତିନି- ତିନି ଜଣ ହିନ୍ଦୁଙ୍କୁ ହତ୍ୟା ପରେ ବାଂଲାଦେଶ ସହ ଭାରତର ସଂପର୍କ ତିକ୍ତ ହୋଇଛି। ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଦୁଇ ଦେଶ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। କେବଳ ରାଜନୈତିକ ନୁହେଁ ଏହି ବିବାଦ ଏବେ କ୍ରିକେଟ ଗ୍ରାଉଣ୍ଡକୁ ବି ବ୍ୟାପିଲାଣି। ଏହି କ୍ରମରେ ସୋମବାର ବାଂଲାଦେଶ,…
ଟି-୨୦ ବିଶ୍ବକପ ପାଇଁ ବାଂଲାଦେଶ ଦଳ ଘୋଷଣା
ଆସନ୍ତା ଫେବ୍ରୁଆରି ଓ ମାର୍ଚ୍ଚ ମାସରେ ଭାରତ ଓ ଶ୍ରୀଲଙ୍କାରେ ହେବାକୁ ଥିବା ଟି-୨୦ ବିଶ୍ବକପ ପାଇଁ ବାଂଲାଦେଶ ଦଳ ଘୋଷଣା ହୋଇଛି । ଲିଟନ କୁମାର ଦାସଙ୍କୁ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି ଓ ମହମ୍ମଦ ସୈଫ୍ ହାସନଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି। ବର୍ତ୍ତମାନ ଚର୍ଚ୍ଚାରେ ଥିବା…
ଆଜି ଠାରୁ ଆରମ୍ଭ ପୁରୁଷ ହକି ଇଣ୍ଡିଆ ଲିଗ
ସଂପ୍ରତି ରାଞ୍ଚିରେ ମହିଳା ହକି ଇଣ୍ଡିଆ ଲିଗ୍ ଚାଲିଥିଲା ବେଳେ ପୁରୁଷଙ୍କ ଲିଗ୍ ଶନିବାରଠୁ ଚେନ୍ନାଇରେ ଆରମ୍ଭ ହେବ। ଚେନ୍ନାଇର ମେୟର ରାଧାକ୍ରିଷ୍ଣନ୍ ହକି ଷ୍ଟାଡିୟମ୍ରେ ୯ ତାରିଖ ପର୍ଯ୍ୟନ୍ତ ଏହି ଲିଗ୍ର ପ୍ରଥମ ୧୦ ମ୍ୟାଚ୍ ଖେଳାଯିବ। ଗୋଟିଏ ଦିନର ବିଶ୍ରାମ ପରେ ୧୧ରୁ ୧୬ ତାରିଖ…
ଅଗଷ୍ଟ ୨୮ରେ ବାଂଲାଦେଶ ଗସ୍ତ କରିବ ଭାରତୀୟ କ୍ରିକେଟ୍ ଦଳ
ଭାରତୀୟ କ୍ରିକେଟ୍ ଦଳ ଆସନ୍ତା ଅଗଷ୍ଟ ମାସରେ ବାଂଲାଦେଶ ଗସ୍ତ କରି ୩ଟି ଦିନିକିଆ ମ୍ୟାଚ ଓ ୩ଟି ଟି-୨୦ ମ୍ୟାଚ୍ ଖେଳିବ । ଏହି ମ୍ୟାଚଗୁଡ଼ିକ ସେପ୍ଟେମ୍ବର ପ୍ରଥମ ଓ ଦ୍ବିତୀୟ ସପ୍ତାହରେ ଖେଳାଯିବ । ଭାରତର ଏହି ଗସ୍ତ ୨୦୨୫ ଅଗଷ୍ଟ-ସେପ୍ଟେମ୍ବର ମାସରେ ହେବାକୁ ଥିଲେ ବି ସେଠାକାର ରାଜନୈତିକ…
ଇତିହାସ ରଚିଲେ ସ୍ମୃତି
ଭାରତୀୟ ମହିଳା କ୍ରିକେଟ୍ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟ୍ (ଟେଷ୍ଟ, ଦିନିକିଆ ଓ ଟି-୨୦) ମିଶାଇ ୧୦,୦୦୦ ରନ୍ ପୂରଣ କରିଛନ୍ତି। ଏହି ମାଇଲଖୁଣ୍ଟ ଅତିକ୍ରମ…
୧୯ ବର୍ଷରୁ କମ୍ ଏସିଆ କପ୍: ଭାରତୀୟ ଦଳ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନଠାରୁ ପରାଜିତ
୧୯ ବର୍ଷରୁ କମ୍ ଏସିଆ କପ୍ କ୍ରିକେଟ ଫାଇନାଲ ମ୍ୟାଚରେ ଭାରତୀୟ ଦଳ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନଠାରୁ ପରାଜିତ ହୋଇଛି। ପାକିସ୍ତାନୀ ଟିମ ଦ୍ବାରା ଧାର୍ଯ୍ୟ ହୋଇଥିବା ୩୪୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୨୬.୨ ଓଭରରେ ୧୫୬ ରନ ସଂଗ୍ରହ କରି ଅଲଆଉଟ୍ ହୋଇଯାଇଛି। ଫଳରେ ଫାଇନାଲ…