Trending
- ରାହୁଲ, ସୋନିଆଙ୍କ ସହ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ
- ଗୋଟିଏ ଦିନରେ ବିଜେଡି ସମର୍ଥିତ ୩ ଜଣ ବ୍ଲକ୍ ଅଧ୍ୟକ୍ଷ ଦଳରୁ ଇସ୍ତଫା ଦେଲେ
- ଲକ୍ଷ୍ନୌରେ ମେଜର ଜେନେରାଲ ସୈୟଦ ତକି ଆବ୍ବାସ ରିଜଭୀଙ୍କ ଦେହାନ୍ତ
- ଭଦ୍ରକରେ ଭାଙ୍ଗୁଛି ବିଜେଡି ଗଡ଼, ଜଣଙ୍କ ପରେ ଜଣେ ବ୍ଲକ ଅଧ୍ୟକ୍ଷ ଦେଇ ଚାଲିଛନ୍ତି ଇସ୍ତଫା
- ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଆଡକୁ ଗତି କରୁଛି ବାତ୍ୟା ‘ଦିତ୍ୱାହ’
- ପୁଣି ଆତ୍ମସମର୍ପଣ କଲେ ଆଉ ୧୫ ମାଓବାଦୀ
- ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିବସ: ମନ୍ଦିର ଅନୁଦାନ ବୃଦ୍ଧି ସହ ଅଙ୍ଗନବାଡ଼ି ଗୃହ ପ୍ରସଙ୍ଗରେ ଆଲୋଚନା
- ବିଧାନସଭାରେ ବଙ୍ଗାଳି କଟାକ୍ଷ: ‘ଓଡ଼ିଆ ଅସ୍ମିତା’ ପ୍ରଶ୍ନ ଘେରରେ ଗୃହ
- ଆଜି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ
- ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
Browsing Category
Sports
All sports related news will be uploaded
ଅଲକାରାଜଙ୍କୁ ଦ୍ୱିତୀୟ ଟାଇଟଲ
ସର୍ବପୁରାତନ ଟେନିସ୍ ଗ୍ରାଣ୍ଡସ୍ଲାମ ଓ୍ବିମ୍ବେଲଡନ୍ର ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ବିଜୟୀ ହୋଇଛନ୍ତି ସ୍ପେନ୍ର କାର୍ଲୋସ୍ ଅଲକାରାଜ। ଡିଫେଣ୍ଡିଂ ଚାମ୍ପିୟନ ଅଲକାରାଜ ଫାଇନାଲରେ ସର୍ବିୟାର ନୋଭାକ୍ ଜୋକୋଭିଚ୍ଙ୍କୁ ୬-୨, ୬-୨ ଓ ୭-୬(୭/୪)ରେ ପରାସ୍ତ କରିଥିଲେ। ଏହା ସହ କ୍ୟାରିୟରର…
ସ୍ପେନ୍-ଇଂଲଣ୍ଡ ଟ୍ରଫି ଟକ୍କର
ୟୁରୋ-୨୦୨୪’ ଟ୍ରଫି ଟକ୍କର। ଲଗାତାର ଦ୍ବିତୀୟ ଥର ପାଇଁ ଫାଇନାଲ୍ରେ ପ୍ରବେଶ କରିଥିବା ଉତ୍ସାହୀ ଇଂଲଣ୍ଡ ଓ ଆତ୍ମବିଶ୍ବାସର ଭରପୂର ସ୍ପେନ୍ ମଧ୍ୟରେ ହେବାକୁ ଥିବା ଏହି ପ୍ରତୀକ୍ଷିତ ମେଗା ଫାଇନାଲ୍ ଉପରେ ସାରା ବିଶ୍ବର ଫୁଟ୍ବଲ୍ପ୍ରେମୀଙ୍କ ନଜର। ଉଭୟ ଦଳ ପୂରା ପ୍ରତିଯୋଗିତାରେ ଅପରାଜେୟ…
ଜୁଲାଇ ୨୬ରୁ ଆରମ୍ଭ ହେବ ପ୍ୟାରିସ ଗେମ୍ସ
ଜୁଲାଇ ୨୬ରୁ ଆରମ୍ଭ ହେଉଥିବା ପ୍ୟାରିସ ଗେମ୍ସ ପାଇଁ ଦୁଇଥର ଅଲିମ୍ପିକ ପଦକ ବିଜୟିନୀ ପି.ଭି. ସିନ୍ଧୁ ଓ ଏଚ୍.ଏସ୍. ପ୍ରଣୟଙ୍କୁ ସହଜ ଗ୍ରୁପ୍ରେ ସ୍ଥାନ ମିଳିଛି। ରିଓ ଗେମ୍ସରେ ରୌପ୍ୟ ଏବଂ ଟୋକିଓ ଅଲିମ୍ପିକ୍ସରେ ଏକ ବ୍ରୋଞ୍ଜ ଜିତିଥିବା ସିନ୍ଧୁଙ୍କୁ ୧୦ମ ସିଡ୍ ମାନ୍ୟତା ମିଳିଛି। ବିଶ୍ୱର…
ବିଜୟ ସହ କ୍ରିକେଟକୁ ଅଲବିଦା କହିଲେ ଜେମ୍ ଆଣ୍ଡରସନ୍
ବିଜୟ ସହ କ୍ରିକେଟକୁ ଅଲବିଦା କହିଲେ ଇଂଲଣ୍ଡର ଭେଟେରାନ୍ ଫାଷ୍ଟ ବୋଲର ଜେମ୍ ଆଣ୍ଡରସନ୍ । ଶୁକ୍ରବାର ଲର୍ଡସରେ ଦମଦାର ବିଜୟ ହାସଲ କରିଛି ଇଂଲଣ୍ଡ । ୱେଷ୍ଟଇଣ୍ଡିଜକୁ ଇଂନିସ୍ ୧୧୪ ରନରେ ଦଳ ପରାସ୍ତ କରିଛି । ଆଉ ଏଥିସହ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି ଆଣ୍ଡରସନ୍ ।ଐତିହାସିକ…
ରାହୁଲ ସାଜିଲେ ଉଦାହରଣ
ଟି-୨୦ ବିଶ୍ବକପ୍ ୨୦୨୪ର ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଦଳକୁ ୭ ରନରେ ପରାସ୍ତ କରି ଦ୍ବିତୀୟ ଥର ପାଇଁ ଟାଇଟଲ୍ ଜିତିବାରେ ସଫଳ ହୋଇଥିଲା। ୧୧ବର୍ଷ ପରେ ଭାରତ ବିଶ୍ବକପ ଜିତିବାରେ ସଫଳ ହେବାରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୧୫ଜଣ କ୍ରିକେଟର, କୋଚ ରାହୁଲ ଦ୍ରାବିଡଙ୍କ…
ଗମ୍ଭୀରଙ୍କ ପ୍ରତିକ୍ରିୟା
ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ନୂଆ ମୁଖ୍ୟ କୋଚ୍ ଭାବେ ନିଯୁକ୍ତ ହୋଇଛନ୍ତି। ମଙ୍ଗଳବାର ବିସିସିଆଇ ସଚିବ ଅମିତ ଶାହ ଏନେଇ ଘୋଷଣା କରିଛନ୍ତି। ୪୨ ବର୍ଷୀୟ ଏହି କ୍ରିକେଟରଙ୍କ ନିଯୁକ୍ତି ନେଇ ଘୋଷଣା ହେବା ପରେ ଗମ୍ଭୀର ନିଜର ପ୍ରତିକ୍ରିୟା ଦେଇଛନ୍ତି।ଗମ୍ଭୀର କହିଛନ୍ତି, ଭାରତ ମୋର ପରିଚୟ,…
ଫେବୃଆରୀ ୧୯ରୁ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ
ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚ ମାସରେ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଆୟୋଜନ କରିବ । ଭାରତ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଗସ୍ତ କରିବ ନାହିଁ ବୋଲି ପୂର୍ବରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ପାଦକ ଜୟ ଶାହ କହି ସାରିଛନ୍ତି । ଏହା ମଧ୍ୟରେ…
ଟିମ ଇଣ୍ଡିଆ ବିଶ୍ବକପ ଜିତିବା ପରେ ଜାଣନ୍ତୁ କାହାକୁ ମିଳିବ କେତେ ପୁରୁସ୍କାର ରାଶି
ଟିମ ଇଣ୍ଡିଆ ଟି -୨୦ ବିଶ୍ୱକପ ୨୦୨୪ରେ ଟାଇଟଲ ଜିତିବା ମାତ୍ରେ ଭାରତୀୟ କ୍ରିକେଟ ବୋର୍ଡ ୧୨୫କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା। ତା’ପରେ, ଯେତେବେଳେ ଜୁଲାଇ ୪ରେ ଟିମ ଇଣ୍ଡିଆ ଟ୍ରଫି ନେଇ ଭାରତ ଫେରିଥିଲା, ସେତେବେଳେ ଉତ୍ସବ ସମୟରେ ବୋର୍ଡ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଏକ…
ଶତକ ହାସଲ ପରେ ବଡ଼ ଖୁଲାସା କଲେ ଅଭିଷେକ
ଅଭିଷେକ ଶର୍ମା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ମ୍ୟାଚରେ ଖାତା ନ ଖୋଲି ଆଉଟ ହୋଇଥିଲେ। ପରେ ତାଙ୍କୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଥିଲା। କିନ୍ତୁ ତାଙ୍କ କ୍ୟାରିୟରର ଦ୍ୱିତୀୟ ମ୍ୟାଚରେ ଅଭିଷେକ ଏକ ଚମତ୍କାର ଶତକ ସ୍କୋର କରି ସମସ୍ତଙ୍କ ଜବାବ ଦେଇଥିଲେ। ଭାରତ ଏବଂ ଜିମ୍ବାୱେ ମଧ୍ୟରେ…
ଭାରତକୁ ୧୩ ରନ୍ରେ ହରାଇଲା ଜିମ୍ବାୱେ
ଜିମ୍ବାୱେ ଗସ୍ତରେ ଯାଇଥିବା ଟିମ୍ ଇଣ୍ଡିଆ ପ୍ରଥମ ଟି-୨୦ ମ୍ୟାଚ୍ରେ ୧୩ ରନ୍ରେ ପରାଜିତ ହୋଇଛି। ଦୁଇ ଦଳ ହରାରେର ହରାରେ ସ୍ପୋର୍ଟସ୍ କ୍ଲବ୍ଠାରେ ଖେଳାଯାଉଥିବା ପ୍ରଥମ ଟି-୨୦ରେ ମୁହାଁମୁହିଁ ହୋଇଥିଲେ। ଭାରତୀୟ ଅଧିନାୟକ ଶୁଭମାନ ଗିଲ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି…