Trending
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
Browsing Category
Sports
All sports related news will be uploaded
ଖେଳାଳିଙ୍କ ସହିତ ଯାଇ ପାରିବେନି ସ୍ତ୍ରୀ ଓ ପରିବାର
ଭାରତୀୟ ଖେଳାଳିଙ୍କ ଖରାପ ପ୍ରଦର୍ଶନ ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏହାର ଆଭିମୁଖ୍ୟ ଅଧିକ ଶକ୍ତ କରିଛି। ପୂର୍ବରୁ ଖେଳାଳିଙ୍କ ସହିତ ପରିବାର ଲୋକ ଓ ସ୍ତ୍ରୀ ଯିବାର ଅନୁମତି ରହିଥିବା ବେଳେ ବର୍ତ୍ତମାନ ଏହି ନିୟମକୁ ବଦଳାଇଛି ବିସିସିଆଇ। ଭାରତୀୟ ଦଳର ବିଦେଶ ଗସ୍ତ ସମୟରେ…
ଅଷ୍ଟ୍ରେଲିଆ ସ୍କ୍ୱାଡକୁ ଫେରିଲେ ଅଧିନାୟକ କମିନ୍ସ ଓ ଜୋଶ ହାଜଲେଉଡ
ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାଇଁ ଆରମ୍ଭ ହେଲାଣି କାଉଣ୍ଟଡାଉନ୍। ୮ ବର୍ଷ ପରେ ଫେରିଥିବା ଏହି ହାଇ ପ୍ରୋଫାଇଲ୍ ଆଇସିସି ଟୁର୍ଣ୍ଣାମେଣ୍ଟ ପାଇଁ ଗୋଟିଏ ପରେ ଗୋଟିଏ ଦେଶ ଏହାର ସ୍କ୍ୱାଡ ଘୋଷଣା କରୁଛନ୍ତି।ଜାନୁଆରୀ ୧୯ ଭିତରେ ସେମାନଙ୍କର ପ୍ରାରମ୍ଭିକ ଦଳ ଘୋଷଣା କରିବାକୁ ଆଇସିସି ନିର୍ଦ୍ଦେଶ…
ଆଇପିଏଲ ୨୦୨୫ ସିଜିନ୍ ୨୩ ମାର୍ଚ୍ଚରୁ ଆରମ୍ଭ ହେବ
ଆଇପିଏଲ ୨୦୨୫ ସିଜିନ୍ ୨୩ ମାର୍ଚ୍ଚରୁ ଆରମ୍ଭ ହେବ |ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଏହା ପ୍ରକାଶ କରିଛନ୍ତି।
ରାଜୀବ ଶୁକ୍ଳା କହିଛନ୍ତି ଯେ ଆଇପିଏଲ ୨୦୨୫ ସିଜିନ୍ ୨୩ ମାର୍ଚ୍ଚରୁ ଆରମ୍ଭ ହେବ। ଅର୍ଥାତ୍ ଏହି ଦିନ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ…
ଦେବଜିତ ସାଇକିଆ ହେଲେ ବିସିସିଆଇର ନୂଆ ସମ୍ପାଦକ
ବିସିସିଆଇ ବାର୍ଷିକ ସାଧାରଣ ବୈଠକ ଆଜି ମୁମ୍ବାଇରେ ଆୟୋଜିତ ହୋଇଛି । ଏହି ବୈଠକରେ ବିସିସିଆଇର ନୂଆ ସଚିବ ଓ କୋଷାଧ୍ୟକ୍ଷ ନିର୍ବାଚନ ହୋଇଛି । ଦେବଜିତ ସାଇକିଆଙ୍କୁ ବିସିସିଆଇ ସାଧାରଣ ସମ୍ପାଦକ ନିର୍ବାଚିତ ହୋଇଥିବା ବେଳେ ପ୍ରଭତେଜ ଭାଟିଆଙ୍କୁ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।…
ଚାମ୍ପିଅନ୍ସ ଟ୍ରଫି ମ୍ଯାଚରେ ଟୀମ ଇଣ୍ଡିଆରୁ ବାଦ୍ ପଡିବେ ଜସପ୍ରୀତ ବୁମରା
ଫେବ୍ଆରୀରେ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଛି । ଟିମର ଷ୍ଟାର ବୋଲର ଜସପ୍ରୀତ ବୁମରା ଆହତ ସମସ୍ୟା କାରଣରୁ ଟୁର୍ଣ୍ଣାମେଣ୍ଟର କିଛି ମ୍ୟାଚ୍ ଖେଳିନପାରନ୍ତି । ଗ୍ରୁପ ଷ୍ଟେଜ ମ୍ୟାଚରୁ ବୁମରା ବାଦ୍ ପଡିପାରନ୍ତି । ବୁମରା ପିଠି ଯନ୍ତ୍ରଣାରେ ଛଟପଟ…
ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା
ଜାନୁଆରୀ ୨୨ରୁ ଆରମ୍ଭ ହେଉଥିବା ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଶନିବାରଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଭାରତୀୟ ଦଳ ଘୋଷଣା କରିଛି। ଦ୍ରୁତ ବୋଲର ମହମ୍ମଦ ଶାମି ୧୪ ମାସ ପରେ ଭାରତୀୟ ଦଳକୁ ଫେରିଛନ୍ତି।…
ନୀରଜ ଚୋପ୍ରା ଚଳିତ ବର୍ଷର ବିଶ୍ବର ଶ୍ରେଷ୍ଠ ପୁରୁଷ ଜାଭ୍ଲିନ୍ ଫିଙ୍ଗାଳି
ଅଲିମ୍ପିକ୍ ପଦକ ବିଜେତା ନୀରଜ ଚୋପ୍ରା ଚଳିତ ବର୍ଷର ବିଶ୍ବର ଶ୍ରେଷ୍ଠ ପୁରୁଷ ଜାଭ୍ଲିନ୍ ଫିଙ୍ଗାଳି ହେବାର ଗୌରବ ଅର୍ଜନ କରିଛନ୍ତି। ବିଶ୍ବର ନାମକରା ଆମେରିକୀୟ ପତ୍ରିକା ‘ଟ୍ରାକ୍ ଆଣ୍ଡ ଫିଲ୍ଡ ନ୍ୟୁଜ୍’ ପକ୍ଷରୁ ପ୍ୟାରିସ୍ ଅଲିମ୍ପିକ୍ସ ରୌପ୍ୟ ବିଜେତା ନୀରଜଙ୍କୁ ଏହି ସମ୍ମାନ…
ପୁଣି ବିଜୟ ହାସଲ କଲା କଳିଙ୍ଗ ଲାନ୍ସର୍ସ
ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ୍ରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ରେ ଓଡ଼ିଶାର ଦଳ ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଦ୍ବିତୀୟ ବିଜୟ ପାଇଛି। ଗୁରୁବାର ନିଜର ପଞ୍ଚମ ମ୍ୟାଚ୍ରେ ଏହି ଘରୋଇ ଦଳ ୨-୧ ଗୋଲ୍ରେ ଓଡ଼ିଆ ଶିଳ୍ପପତି ତାରିଣୀ ପ୍ରସାଦ ମହାନ୍ତିଙ୍କ ମାଲିକାନାରେ ଥିବା ଟିମ୍…
ଓଡ଼ିଶାରେ ହେବ ଅଲିମ୍ପିକ୍ସ ହକି
ଭାରତ ୨୦୩୬ ଅଲିମ୍ପିକ୍ସ ପାଇଁ ବିଡ୍ ଦାଖଲ କରିବା ଲାଗି ପ୍ରସ୍ତୁତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମଧ୍ୟ ଏନେଇ ତାଙ୍କର ଆଗ୍ରହ ପ୍ରକାଶ କରିଛନ୍ତି। ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ବିଡ୍ରେ ଅହମଦାବାଦକୁ ଆୟୋଜକ ସହର ଉଲ୍ଲେଖ କରାଯାଇଛି।…
ଓଡ଼ିଶା ଭାରତୀୟ ଖୋ ଖୋ ଦଳ ପାଇଁ ୧୫ କୋଟି ଟଙ୍କା ପ୍ରାୟୋଜକ
ସ୍ବଦେଶୀ କ୍ରୀଡ଼ାକୁ ପ୍ରୋତ୍ସାହିତ ଦେବା ଲାଗି ଭାରତୀୟ ଜାତୀୟ ଖୋ ଖୋ ଟିମ୍ ପାଇଁ ଓଡ଼ିଶା ୩ ବର୍ଷ ସକାଶେ ପ୍ରାୟୋଜକ ହୋଇଛି। ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି, ଏ ନେଇ ରାଜ୍ୟ ସରକାର ବାର୍ଷିକ ୫ କୋଟି ଟଙ୍କା ନିବେଶ କରିବେ। ଜାନୁଆରୀ ୨୦୨୫ରୁ ଡିସେମ୍ବର ୨୦୨୭…