Trending
- ଜନଗଣନା କର୍ମଚାରୀଙ୍କୁ ଆକ୍ରମଣ,କାମାକ୍ଷାନଗର ଏନଏସି ତିନି ନମ୍ବର ୱାର୍ଡ ମହିମାନଗର ସାହିରେ ଘଟିଛି ଘଟଣା।
- ଏସ୍ସିବି ମେଡିକାଲ ବିଲ୍ଡିଙ୍ଗରୁ ଖସିଲା ସିଲିଂ,କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ପୂର୍ତ୍ତ ବିଭାଗ
- ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ୩ଟା ଯାଏଁ ଜନଗଣନା କରିବେନି ଜନଗଣନା ଅଧିକାରୀ
- ପହଲଗାମ ନରସଂହାରକୁ ପୂରିଲା ବର୍ଷେ: ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ, ‘ଅପରେସନ ସିନ୍ଦୂର’ର ସେହି ସଂକଳ୍ପକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ
- ଆଜି ବସୁଛି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୯ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର
- ୨୮ ଫେବୃଆରୀରୁ ୯ ଏଲପିଜି ଓ ୧ ଅଶୋଧିତ ତୈଳ ଜାହାଜ ସୁରକ୍ଷିତ ଭାବେ ହର୍ମୁଜ୍ ପ୍ରଣାଳୀ ପାର କରିଛି
- ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ ପୂର୍ବରୁ ଭାରତୀୟ ସେନା ସେୟାର କରିଛି ଏକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ
- ମହିଳାଙ୍କୁ ଖରାପ ଚାଟିଂ ଏବଂ ଫୋନ୍ କରି ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ ଖଣ୍ଡପଡ଼ା SDPOଙ୍କୁ ବଦଳି
- ଆସନ୍ତାକାଲି ବିଜେପିର ବିଶାଳ ମହିଳା ଜନଆକ୍ରୋଶ ସମାବେଶ,ଅପରାହ୍ଣ ୪ଟାରୁ ପ୍ରଦର୍ଶନୀ ପଡ଼ିଆରୁ ଲୋୟର ପିଏମଜି ଯାଏଁ ବିଶାଳ ରାଲି
- ‘ଫାଇଟର’ ସିକ୍ସେଲ ଆଣିବା ପାଇଁ ଆଗଧାଡ଼ିର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କର ଯୋଜନା କରିଥିବା ଜଣାପଡ଼ିଛି
Browsing Category
Sports
All sports related news will be uploaded
ବୋଲିଂ ବାହିନୀର ମିଳିତ ଆକ୍ରମଣରେ ବାଂଲାଦେଶ ହେଲା ଘାଇଲା: ହାର୍ଦ୍ଦିକ, ସୂର୍ଯ୍ୟଙ୍କ କମାଲ
ଗ୍ବାଲିୟର୍: ବୋଲିଂ ବାହିନୀ ଦେଲେ ବିଜୟ । ବାଂଲାଦେଶ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ରେ ଭାରତ ୭ ୱିକେଟ୍ର ବଡ଼ ବିଜୟ ପାଇଛି। ଗ୍ବାଲିୟରର ଶ୍ରୀମନ୍ତ ମାଧବରାଓ ସିନ୍ଧିଆ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ୟାଦବ ଟସ୍ ଜିତି ବାଂଲାଦେଶକୁ ବ୍ୟାଟିଂ…
ଟି-୨୦ ମହିଳା ବିଶ୍ୱକପ: ପାକିସ୍ତାନକୁ ଘାଇଲା କଲେ ଭାରତୀୟ ବୋଲର୍
ଟି-୨୦ ମହିଳା ବିଶ୍ୱକପରେ କମାଲ୍ ଦେଖାଇଛନ୍ତି ଭାରତୀୟ ବୋଲର। ୧୦୫ ରନରେ ପାକିସ୍ତାନକୁ ଅଟକାଇବାରେ ସଫଳ ହୋଇଛନ୍ତି। ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୧୦୫ ରନ୍ କରିଛି ପାକିସ୍ତାନ। ଫଳରେ ଭାରତ ଆଗରେ ୧୦୬ ରନର ବିଜୟ ଲକ୍ଷ୍ୟ ରହିଛି।
ଅରୁନ୍ଧତୀ ରେଡ୍ଡୀ ସର୍ବାଧିକ ତିନି ୱିକେଟ ନେଇ…
ଭାରତ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆର
ଭାରତ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆରମ୍ଭ ହେବା ପୂର୍ବରୁ ବାଂଲାଦେଶ ଖେଳାଳିଙ୍କୁ ନୂଆ ପିଚ୍କୁ ନେଇ ଚିନ୍ତା ଘାରିଛି। ଗ୍ବାଲିୟରର ଶ୍ରୀମନ୍ତ ମାଧବରାଓ ସିନ୍ଧିଆ ଷ୍ଟାଡିୟମ୍ର ନୂଆ ପିଚ୍ ଧିମା ରହିବା ଆଶଙ୍କା ଅଛି। ତେଣୁ ପିଚ୍ ଓ ପରିବେଶ ଉଭୟ ଦଳ ପାଇଁ ସଂପୂର୍ଣ୍ଣ ନୂଆ ରହିବାକୁ…
ଆଜି ଭାରତ-ପାକିସ୍ତାନ ଲଢ଼େଇ: କିଏ ମାରିବ ବାଜି !
ଆଜି ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକସ୍ତାନକୁ ଭେଟିବ ଭାରତ। ଅନ୍ୟତମ ଟ୍ରଫି ଦାବିଦାର ଭାବେ ଭାରତ ଏହି ପ୍ରତିଯୋଗିତାକୁ ଯାଇଥିବା ବେଳେ ହର୍ମନପ୍ରୀତ କୌରଙ୍କ ଦଳକୁ ନିଜ ଅଭିଯାନ ଟ୍ରାକ୍ରେ ରଖିବା ଲାଗି ପାକିସ୍ତାନକୁ ହରାଇବା ନିହାତି ଦରକାର । ଆଜିର ମ୍ୟାଚ କର ବା ମର ଭଳି । ଆଜି ଯଦି…
ମୁମ୍ବାଇକୁ କେତେ ବର୍ଷ ପରେ ମିଳିଲା ଇରାନୀ ଟ୍ରଫି !
ଅନେକ ବର୍ଷ ପରେ ମୁମ୍ବାଇ ପାଇଛି ଇରାନୀ ଟ୍ରଫି । ୪୩ ଥର ରଣଜୀ ଟ୍ରଫି ଜିତିଥିବା ମୁମ୍ବାଇ ଦୀର୍ଘ ୨୭ ବର୍ଷ ପରେ ଘରୋଇ କ୍ରିକେଟ୍ର ଅନ୍ୟତମ ପ୍ରମୁଖ ପ୍ରତିଯୋଗିତା ଈଇାନୀ କପ୍ ହାସଲ କରିଛି। ମୁମ୍ବାଇ ମୋଟ ଉପରେ ପଞ୍ଚଦଶ ଥର ପାଇଁ ଈରାନୀ ଟ୍ରଫି ଜିତିଛି। ଶେଷଥର ପାଇଁ ୧୯୯୭-୯୮ରେ…
ଫେରୁଛି ହକି ଇଣ୍ଡିଆ ଲିଗ୍
୭ ବର୍ଷର ବ୍ୟବଧାନ ପରେ ପୁଣିଥରେ ଫେରୁଛି ହକି ଇଣ୍ଡିଆ ଲିଗ୍ । ଏହାର ଘୋଷଣା ପରେ ହକି ପ୍ରେମୀଙ୍କ ମନରେ ଉସବାହ ବଢି ଯାଇଛି । ଚଳିତବର୍ଷ ୨୦୨୪-୨୫ ହକି ଇଣ୍ଡିଆ ଲିଗ୍ ଆସନ୍ତା ଡିସେମ୍ବର ମାସରୁ କେଳାଯିବ ବୋଲି ଘୋଷଣା କରାଯାଇଛି । ଡିସେମ୍ବର ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି…
ପ୍ରଥମରୁ ଝୁଣ୍ଟିଲା ଭାରତ ନ୍ୟୁଜିଲାଣ୍ଡଠାରୁ ହାରିଲା
ଲଗାତାର 10ଟି ମ୍ୟାଚ ହାରିଥିଲା ନ୍ୟୁଜିଲାଣ୍ଡ । କିନ୍ତୁ ବିଶ୍ବକପ୍ ଆରମ୍ଭରୁ ଭାରତକୁ ହରାଇଛି । ଲଗାତାର ଉଇକେଟ ପଡ଼ିବାରୁ ଭାରତ ପ୍ରଥମ ମ୍ୟାଚରେ ପରାସ୍ତ ହୋଇଛି । ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପରେ ଭାରତ ପରାଜୟ ସହ ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚରେ ହରମନପ୍ରୀତ କୌରଙ୍କ…
୪ ମାସ ହେବ କ୍ରିକେଟର୍ଙ୍କୁ ମିଳିନି ଦରମା
ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ରେ ବିବାଦ ଶେଷ ହେବାର ନାଁ ଧରୁନି। ପାକିସ୍ତାନର ଅନେକ ତାରକା ଖେଳାଳିଙ୍କୁ ଗତ ଚାରିମାସ ଧରି ଦରମା ଦିଆଯାଇ ନାହିଁ। ଏହି ଆର୍ଥିକ ସଙ୍କଟ ଏପରି ଏକ ସମୟରେ ଆସିଛି ଯେତେବେଳେ ପାକିସ୍ତାନ ଦଳରେ ସବୁକିଛି ଠିକ ଚାଲିନାହିଁ। ଗତ ଏକ ବର୍ଷ ଧରି ଆଇସିସି…
ବିଶ୍ବ ଚ୍ୟାଲେଞ୍ଜ୍ କପ୍ରେ ଅଂଶଗ୍ରହଣ କରିବେ ରାକେଶ
ହଙ୍ଗେରୀର ସୋମ୍ବାଥେରେ ଅକ୍ଟୋବର ୪ରୁ ୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏଫ୍ଆଇଜି ବିଶ୍ବ ଚ୍ୟାଲେଞ୍ଜ କପ୍ ପୁରୁଷ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସରେ ଅଂଶଗ୍ରହଣ କରିବେ ଓଡ଼ିଆ ପୁଅ ରାକେଶ କୁମାର ପାତ୍ର। ଏଥିପାଇଁ ଓଡ଼ିଶା ଜିମ୍ନାଷ୍ଟିକ୍ସ ସଂଘ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ ସହ ସଫଳତା…
ବିଶ୍ୱକପରେ ସ୍କଟଲାଣ୍ଡକୁ ପରାସ୍ତ କଲା ବାଂଲାଦେଶ
ମହିଳା ଟି-୨୦ ବିଶ୍ୱକପ ମହାସମର । ପ୍ରଥମ ମ୍ୟାଚରେ ଆୟୋଜକ ଦଳ ବାଂଲାଦେଶ ଏବଂ ନବାଗତ ଦଳ ସ୍କଟଲାଣ୍ଡ ବିପକ୍ଷରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ତେବେ ଏହି ମ୍ୟାଚରେ ସ୍କଟଲାଣ୍ଡକୁ ପରାସ୍ତ କରି ବାଂଲାଦେଶ ଏକ ଐତିହାସିକ ବିଜୟ ହାସଲ କରିଛି । ଏହି ବିଜୟ ସହ ଦୀର୍ଘ ଦଶନ୍ଧିରୁ ଚାଲୁଥିବା…