Trending
- ପଶ୍ଚିମ ଏସିଆରେ ଉତ୍ତେଜନା ଓ ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ଦେଖି ଟେନସନରେ ଭାରତ,ଭାରତୀୟଙ୍କୁ ସୁରକ୍ଷା ଦବା କଥା କହିଲେ ପ୍ରଧାନମନ୍ତ୍ରୀ ମୋଦୀ
- ଆମେରିକା ଦୂତାବାସ ସମ୍ପତ୍ତି ଭଙ୍ଗାରୁଜା କଲେ ପ୍ରଦର୍ଶନକାରୀ,୧୨ ମୃତ ୬୦ରୁ ଅଧିକ ଆହତ
- ଦଳରୁ ବହିଷ୍କାର ପରେ ଅସନ୍ତୋଷ ଜାହିର କରିଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ
- ରାଜଧାନୀରେ ୟୁଟ୍ୟୁବର ହତ୍ୟା ମାମଲାରେ ଜଣେ ଯବାନଙ୍କ ସହ ୩ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୁଲିସ୍
- ଏୟାରଷ୍ଟ୍ରାଇକରେ ଇରାନର ସର୍ବୋଚ୍ଚ ନେତା ଖେମିନି ନିହତ
- ରାଜଧାନୀରେ ୟୁଟ୍ୟୁବ ବ୍ଲଗରଙ୍କୁ ହାଣି ହାଣି ହତ୍ୟା
- ବିଜେପିରୁ ଆସିଲା ବଡ଼ ଖବର: ରାଜ୍ୟସଭା ଯିବେ ମନମୋହନ ସାମଲ!
- ବିଶୃଙ୍ଖଳା ଏବଂ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ଦଳରୁ ବିଦା ହେଲେ ପ୍ରଭାତ ବିଶ୍ୱାଳ
- ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଟିଏମସି
- ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି ,ଡାକ୍ତର ଦତ୍ତେଶ୍ବର ହୋତା ଏବଂ ସଂତୃପ୍ତ ମିଶ୍ରଙ୍କୁ ମିଳିଲା ଟିକେଟ୍
Browsing Category
Sports
All sports related news will be uploaded
୧୯ ବର୍ଷରୁ କମ୍ ବିଶ୍ବକପ : ବାଂଲାଦେଶ କୁ ହରାଇ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିିଛି ଭାରତ
ଅଭିଜ୍ଞାନ କୁଣ୍ଡୁ ଓ ବୈଭବ ସୂର୍ଯ୍ୟବଂଶୀଙ୍କ ଅର୍ଦ୍ଧଶତକ ପରେ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ୧୯ ବର୍ଷରୁ କମ୍ ଦିନିକିଆ ବିଶ୍ବକପରେ ଭାରତ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିିଛି। ଶନିବାର ଗ୍ରୁପ୍ ‘ବି’ର ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଭାରତ ୧୮ ରନରେ ବାଂଲାଦେଶକୁ ପରାସ୍ତ କରିଛି।…
୧୯ବର୍ଷରୁ କମ୍ ବିଶ୍ୱକପ: ଆଜି ବାଂଲାଦେଶ ସହ ମ୍ୟାଚ ଖେଳିବ ଭାରତୀୟ ଦଳ
ଆମେରିକା ବିପକ୍ଷରେ ବିଜୟ ସହିତ ଆଇସିସି ୧୯ବର୍ଷରୁ କମ୍ ବିଶ୍ୱକପ ଆରମ୍ଭ କରିଥିବା ଭାରତୀୟ ଦଳ ଆଜି ବାଂଲାଦେଶ ସହ ମ୍ୟାଚ ଖେଳିବ । ମୁସ୍ତାଫିଜୁର ରହମାନଙ୍କୁ ନେଇ ବିସିସିଆଇ ଏବଂ ବିସିିବି ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ପ୍ରଥମ ଥା ପାଇଁ ଦୁଇ ଦଳ ପଡିଆରେ ପରସ୍ପରକୁ ଭେଟିବାକୁ…
ରାଜକୋଟ ଦିନିକିଆକୁ ୭ ୱିକେଟ୍ରେ ଜିତିଲା ନ୍ୟୁଜିଲାଣ୍ଡ
ରାଜକୋଟ ଦିନିକିଆକୁ ନ୍ୟୁଜିଲାଣ୍ଡ ୭ ୱିକେଟ୍ରେ ଜିତି ନେଇଛି। ଫଳରେ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ୧-୧ ସ୍ତରକୁ ଚାଲି ଆସିଛି। ସେଥିପାଇଁ ମଧ୍ୟ ଇନ୍ଦୋରରେ ୧୮ ତାରିଖ ଦିନ ଖେଳଯିବାକୁ ଥିବା ତୃତୀୟ ତଥା ଶେଷ ଦିନିକିଆ ଶୃଙ୍ଖଳା ନିର୍ଣ୍ଣାୟକ ପାଲଟି ଯାଇଛି। ସେହିଭଳି କେଏଲ୍ ରାହୁଲଙ୍କ…
ଭାରତ ଓ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ: ନ୍ୟୁଜିଲାଣ୍ଡ ଟିମକୁ ୨୮୫ ରନ ଟାର୍ଗେଟ
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରାଜକୋଟରେ ଦ୍ୱିତୀୟ ଦିନିକିଆ ଖେଳାଯାଉଛି । ରାଜକୋଟରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା କିୱି ଦଳ । ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଛି ଭ୍ରମଣକାରୀ ଦଳ । କିୱି ଦଳକୁ ଭାରତ ୭ ୱିକେଟ ହରାଇ ୨୮୪ ରନ କରିଛି । ଫଳରେ କିୱି ଟିମକୁ ୨୮୫ ରନ…
ବାଂଲାଦେଶ ଏବେ ଭାରତରେ ଏହାର ସମସ୍ତ ନିର୍ଦ୍ଧାରିତ ମ୍ୟାଚ୍ ଖେଳିବାକୁ ବାଧ୍ୟ
ବାଂଲାଦେଶ କ୍ରିକେଟ ବୋର୍ଡକୁ ବଡ଼ ଝଟକା ଦେଇଛି ICC । ଆନ୍ତର୍ଜାତୀୟ କ୍ରିକେଟ ପରିଷଦ କହିଛି ଯେ, ଟି-୨୦ ବିଶ୍ୱକପ୍ ମ୍ୟାଚ୍ ଭାରତ ବାହାରକୁ ସ୍ଥାନାନ୍ତର କରିବା ପାଇଁ ବାଂଲାଦେଶର ଦାବି ଗ୍ରହଣ କରାଯିବ ନାହିଁ । ବାଂଲାଦେଶ ଦଳ ଭାରତରେ କୌଣସି ଗମ୍ଭୀର ବିପଦର ସମ୍ମୁଖୀନ ହେଉନାହିଁ । ଆଉ…
ନିୟୁଜିଲାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ଭାରତ ୪ ୱିକେଟରେ ବିଜୀୟ
ନୂଆ ବର୍ଷରେ ବିଜୟରୁ ଯାତ୍ରା ଆରମ୍ଭ କଲା ଟିମ୍ ଇଣ୍ଡିଆ। ଛକା ମାରି ମ୍ୟାଚ୍ ଜିତାଇଲେ କେଏଲ୍ ରାହୁଲ। ରବିବାର ଭଦୋଦରାର କୋଟାମ୍ବି ଷ୍ଟାଡିୟମରେ ଖେଳାଯାଉଥିବା ନିୟୁଜିଲାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ଭାରତ ୪ ୱିକେଟରେ ବିଜୀୟ ହୋଇଛି। ୪୯ ଓଭରର ଶେଷ ବଲ୍ରେ କେଏଲ୍ ରାହୁଲ ଛକ୍କା ମାରି…
ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ମ୍ୟାଚ୍ର ଦିନିକଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳିବ ଭାରତ
ଭାରତ ୨୦୨୬ରେ ପ୍ରଥମ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳିବାକୁ ଯାଉଛି। ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ତିନି ମ୍ୟାଚ୍ର ଦିନିକଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳିବ। ଟ୍ବେଣ୍ଟି୨୦ ବିଶ୍ବକପ୍ ମାସକରୁ କମ୍ ସମୟ ଥିବା ବେଳେ ଉଭୟ ଦଳ ଦିନିକିଆ ଶୃଙ୍ଖଳାରୁ କିଛି ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ…
ମହିଳା ପ୍ରିମିୟର ଲିଗ୍ – ମୁମ୍ବଇ ଇଣ୍ଡିଆନ୍ସକୁ ପରାସ୍ତ କଲା ବେଙ୍ଗାଲୁରୁ
ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ) ଚତୁର୍ଥ ସଂସ୍କରଣ-୨୦୨୬ ଆରମ୍ଭ ହୋଇଛି। ଶୁକ୍ରବାର ନବି ମୁମ୍ବଇର ଡି ୱାଇ ପାଟିଲ ଷ୍ଟାଡ଼ିୟମରେ ଖେଳାଯାଇଥିବା ଉଦ୍ଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩ ୱିକେଟରେ ମୁମ୍ବଇ ଇଣ୍ଡିଆନ୍ସକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି। ମୁମ୍ବଇ…
ବାଂଲାଦେଶ କ୍ରିକେଟ ବୋର୍ଡ ଏହାର ଖେଳାଳିମାନଙ୍କୁ ଭାରତ ପଠାଇବାକୁ ଚାହୁଁନାହିଁ
ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ହେବାକୁ ଥିବା ICC ଟି-୨୦ ବିଶ୍ୱକପ ୨୦୨୬ ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଏହାର ଖେଳାଳିମାନଙ୍କୁ ଭାରତ ପଠାଇବାକୁ ଚାହୁଁନାହିଁ। BCB ଏହି ମର୍ମରେ ପୁଣି ଥରେ ICCକୁ ଇମେଲ କରିଛି। ପୂର୍ବରୁ ବୋର୍ଡ ଖେଳାଳି ସୁରକ୍ଷା ନେଇ ଚିନ୍ତାପ୍ରକଟ କରି ଏକ…
ଆଜି ଠାରୁ ଆରମ୍ଭ ହେବ ମହିଳା ପ୍ରିମିୟର ଲିଗ୍ର ଚତୁର୍ଥ ସଂସ୍କରଣ
ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ) ଚତୁର୍ଥ ସଂସ୍କରଣ ଶୁକ୍ରବାରଠାରୁ ଆରମ୍ଭ ହେଉଛି। ପ୍ରତିଯୋଗିତା ନବି ମୁମ୍ବଇର ଡି.ୱାଇ. ପାଟିଲ ଷ୍ଟାଡିୟମ ଓ ବରୋଦାରେ ଖେଳାଯିବ। ଏଥିରେ ୫ଟି ଦଳ ଦିଲ୍ଲୀ କ୍ୟାପିଟାଲ୍ସ, ଗୁଜରାଟ ଜ୍ୟାଣ୍ଟ୍ସ, ମୁମ୍ବଇ ଇଣ୍ଡିଆନ୍ସ, ରୟାଲ ଚ୍ୟାଲେଞ୍ଜର୍ସ…