Browsing Category

Sports

All sports related news will be uploaded

ଭାରତକୁ ୭ ଓ୍ବିକେଟରେ ହରାଇ ସିରିଜ ବରାବର୍‌ କଲା ଇଂଲଣ୍ଡ

ଭାରତ କୁ ହରାଇଲା ଇଂଲଣ୍ଡ । ଏଜବେଷ୍ଟନ୍‌ କ୍ରିକେଟ୍‌ ଗ୍ରାଉଣ୍ଡରେ ୫ମ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ସହଜ ବିଜୟ ହାସଲ କରିଛି ଘରୋଇ ଦଳ ଇଂଲଣ୍ଡ । ୭ ଓ୍ବିକେଟରେ ଭାରତକୁ ପରାଜୟ କରିଛି । ୫ ଟିକିଆ ଟେଷ୍ଟ ୨-୨ରେ ବରାବର୍‌ ହୋଇଛି । Eng vs Ind Test ଦ୍ବିତୀୟ ଇନିଂସରେ ବିଜୟ

ବ୍ୟାଟ୍ସମ୍ୟାନଙ୍କ ସହ କୋହଲିଙ୍କ ଯୁକ୍ତିତର୍କ

ମେଟ୍ରୋ ଟିଭି ଓଡିଶା (୩.୭.୨୦୨୨) ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟେଷ୍ଟ ଖେଳାଯାଉଛି। ରବିବାର ମ୍ୟାଚର ତୃତୀୟ ଦିନରେ ବିରାଟ କୋହଲି ପଡ଼ିଆରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋଙ୍କ ସହ ଝଗଡା କରିଥିଲେ। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଅଙ୍ଗଭଙ୍ଗୀରେ ପାଟି ବନ୍ଦ କରି

ଆଇପିଏଲ ଫାଇନାଲ ଦେଖିବାକୁ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହା

ମେଟ୍ରୋ ଟିଭି ଓଡିଶା (୨୯.୫.୨୦୨୨ ) ଆଇପିଏଲ୨୦୨୨ର ଫାଇନାଲ ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ । ଏହି ମୁକାବିଲକୁ ଦେଖିବା ଲାଗି ଲକ୍ଷାଧିକ ପ୍ରଶଂସକଙ୍କ ଭିଡ଼ ଷ୍ଟାଡିୟମରେ ଦେଖିବାକୁ ମିଳିବ। ଏହବାଦ୍

ଆଜି ରାଜସ୍ଥାନ-ଆର୍‌ସିବି ଲଢ଼େଇ

ମେଟ୍ରୋ ଟିଭି ଓଡିଶା (୨୭.୫.୨୦୨୨)  ରବିବାର ଚଳିତ ଆଇପିଏଲ୍‌ର ଫାଇନାଲରେ ଗୁଜରାଟ ଟାଇଟାନ୍‌ସର ମୁକାବିଲା କିଏ କରିବ; ତାହା ଶୁକ୍ରବାର ଜଣା ପଡ଼ିଯିବ। ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଶୁକ୍ରବାର ରାଜସ୍ଥାନ ରୟାଲ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ମଧ୍ୟରେ କ୍ବାଲିଫାୟର-୨ ଖେଳାଯିବ।