Trending
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
- ଆଜି ପବିତ୍ର ଦୋଳପୂର୍ଣ୍ଣିମା,ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକିଲେ ବିଧାୟକ ଦଳ ବୈଠକ
Browsing Category
Sports
All sports related news will be uploaded
ମହିଳା ପ୍ରିମିୟର୍ ଲିଗ୍ : ସିଧାସଳଖ ଫାଇନାଲ୍ ଖେଳିବ ଆର୍ସିବି
ଚଳିତ ମହିଳା ପ୍ରିମିୟର୍ ଲିଗ୍ (ଡବ୍ଲ୍ୟୁପିଏଲ୍)ରେ ଆର୍ସିବି ସିଧାସଳଖ ଫାଇନାଲ୍ ଖେଳିବ। ନିଜ ଶେଷ ଲିଗ୍ ମ୍ୟାଚ୍ରେ ଆର୍ସିବି ଗୁରୁବାର ୟୁପି ୟାରିୟର୍ସକୁ ୮ ୱିକେଟ୍ରେ ପରାସ୍ତ କରିଛି। ଏଥି ସହିତ ଆର୍ସିବି ୮ରୁ ୬ ବିଜୟ ସହ ଶୀର୍ଷ ସ୍ଥାନକୁ ନିଶ୍ଚିତ କରିଛି। ଗୁରୁବାର ମେଗ୍…
ଭାରତ ଓ ନ୍ୟୁଜିଲାଣ୍ଡ ଚତୁର୍ଥ ଟି-୨୦ : ହାରିଲା ଭାରତ
ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଚତୁର୍ଥ ମ୍ୟାଚ୍ ବିଶାଖାପଟନମ ACA-VDCA କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଚମତ୍କାର ପ୍ରଦର୍ଶନ କରି ସିରିଜର ପ୍ରଥମ ବିଜୟ ହାସଲ କରିଛି। ଅଭିଷେକ ଓ ଅଧିନାୟକ ସୂର୍ଯ୍ୟ ବିଫଳ ହେବାର…
ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚତୁର୍ଥ ଟି-20
ବିଶାଖାପଟନମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚତୁର୍ଥ ଟି-20 ମ୍ୟାଚ୍ ଖେଳାଯିବ । ଭାରତ ପ୍ରଥମ ୩ଟି ଯାକ ମ୍ୟାଚ ଜିତି ସିରିଜ କବଜା କରି ସାରିଛି । ବାକି ୨ଟି ମ୍ୟାଚରେ ଅବଶିଷ୍ଟ ଖେଳାଳିଙ୍କୁ ସୁଯୋଗ ଦେବାକୁ ଟିମ ଇଣ୍ଡିଆର ଚୟନକର୍ତ୍ତା ଚାହୁଁଛନ୍ତି ।
ଟିମ୍ ଇଣ୍ଡିଆ ସିରିଜ କବଜା…
ବାଂଲାଦେଶୀ ସ୍ପୋଟର୍ସ ଜର୍ଣ୍ଣାଲିଷ୍ଟଙ୍କୁ ଟୁର୍ଣ୍ଣାମେଣ୍ଟ କଭରେଜ ପାଇଁ ଆକ୍ରିଡେଟେସନ ଦେବାକୁ ମନା କଲା ଆଇସିସି
ଆଇସିସି ଟି୨୦ ବିଶ୍ବକପ ୨୦୨୬ ରୁ ବାଂଲାଦେଶ କ୍ରିକେଟ ଟିମ୍ ବାଦ୍ ପଡିସାରିଛି । ଆଇସିସି ଏବେ ବାଂଲାଦେଶ ପତ୍ରକାରଙ୍କୁ ମଧ୍ୟ ରୋକ୍ ଲଗାଇଛି । ଆଇସିସି ବାଂଲାଦେଶୀ ସ୍ପୋଟର୍ସ ଜର୍ଣ୍ଣାଲିଷ୍ଟଙ୍କୁ ଟୁର୍ଣ୍ଣାମେଣ୍ଟ କଭରେଜ ପାଇଁ ଆକ୍ରିଡେଟେସନ ଦେବାକୁ ମନା କରିଦେଇଛି । ଏହା କେବଳ ଭାରତରେ…
ଗୌହାଟୀରେ ଭାରତର ବୃହତ ବିଜୟ,ସିରିଜ ଜିତିଲା ଭାରତ
ଗୌହାଟୀରେ ଭାରତର ବୃହତ ବିଜୟ। ୧୫୪ରନର ଟାର୍ଗେଟକୁ ମାତ୍ର ୧୦ଓଭରରେ ହାସଲ କରିଛି। ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ପରାସ୍ତ କରି ସିରିଜରେ ୩-୦ରେ ଆଗୁଆ ରହିଛି। ଅଭିଷେକ ଶର୍ମାଙ୍କ ବିସ୍ଫୋରକ ୬୮ରନ କରିଥିଲେ। ମାତ୍ର ୨୦ ବଲରେ ୫ଟି ଛକା ଓ ୭ଟି ଚୌକାରେ ୬୮ରନ କରି ଅପରାଜିତ ରହିଥିଲେ ଅଭିଷେକ।…
ଆଜି ତୃତୀୟ ଟି – 20 , ମ୍ୟାଚ୍ ଜିତି ଶୃଙ୍ଖଳା ହାତେଇବାକୁ ପ୍ରୟାସ କରିବ ଭାରତ
ଟ୍ବେଣ୍ଟି୨୦ ବିଶ୍ବକପ୍ ଆରମ୍ଭ ହେବାକୁ ଦୁଇ ସପ୍ତାହରୁ କମ୍ ସମୟ ବାକିଅଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଚଳିତ ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ୨ଟି ମ୍ୟାଚ୍ ଦେଖିବା ପରେ ଲାଗୁଛି ଯେ ଗତଥରର ଚମ୍ପିଆନ୍ ଭାରତ ସଠିକ୍ ରାସ୍ତାରେ ଯାଉଛି। ଅଦ୍ୟାବଧି କୌଣସି ଦଳ କ୍ରମାଗତ ୨ଟି ଟି୨୦ ବିଶ୍ବକପ୍…
ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ବିତୀୟ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ
ରାୟପୁରର ସହିଦ ବୀରନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ବିତୀୟ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚ ଜିତିଥିବା ଭାରତ ଏହି ମ୍ୟାଚକୁ ଜିତି ଶୃଙ୍ଖଳାରେ ନିଜର ଅଗ୍ରଣୀ ସ୍ଥିତିକୁ ଜାରି ରଖିବାକୁ ଉଦ୍ୟମ କରିବ। ନ୍ୟୁଜିଲାଣ୍ଡ ବି…
ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-20 : ଜିତିଲା ଟିମ୍ ଇଣ୍ଡିଆ
ନାଗପୁରର ବିଦର୍ଭ କ୍ରିକେଟ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-20ରେ ଜିତିଲା ଟିମ୍ ଇଣ୍ଡିଆ । ସୀମିତ କୋଡିଏ ଓଭରରେ ଭାରତ ୭ ୱିକେଟ୍ ହରାଇ ୨୩୮ ରନ୍ କରିଥିଲା । ଦଳ ପକ୍ଷରୁ ଅଭିଷେକ ଶର୍ମା ସର୍ବାଧିକ ୮୫ ରନ୍ ସ୍କୋର କରିଥିବା ବେଳେ ମିଡିଲ ଅର୍ଡରରେ…
ନାଗପୁରରେ ଭାରତ-ନ୍ୟୁଜିଲାଣ୍ଡ ଟି-୨୦ସିରିଜ୍
ନାଗପୁରରେ ଭାରତ-ନ୍ୟୁଜିଲାଣ୍ଡ ଟି-୨୦ସିରିଜ୍ । ବିଦର୍ଭ କ୍ରିକେଟ ଗ୍ରାଉଣ୍ଡରେ ୫ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଲଢେଇ ହେବ । ଦୁଇ ସପ୍ତାହ ପରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଆରମ୍ଭ ହେଉଥିବାରୁ ଏହି ସରିଜ ଉଭୟ ଟିମ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । ସିରିଜ ମାଧ୍ୟମରେ ଭାରତୀୟ ଦଳ ନିଜର…
ଅନ୍ତର୍ଜାତୀୟ କ୍ୟାରିୟରରୁ ଅବସର ଘୋଷଣା କଲେ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ
ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ ଅନ୍ତର୍ଜାତୀୟ କ୍ୟାରିୟରରୁ ଅବସର ଘୋଷଣା କରିଛନ୍ତି । ସାଇନା ନିଜ ଶେଷ ମ୍ୟାଚ୍ ୨୦୨୩ରେ ଶେଷ ଥର ପାଇଁ ଖେଳିଥିଲେ । ଆଣ୍ଠୁରେ ଆଘାତ ଯୋଗୁ ସାଇନା ସଂପୂର୍ଣ୍ଣ ସୁସ୍ଥ ହୋଇପାରି ନାହାନ୍ତି । ବାରମ୍ବାର ଅସ୍ତ୍ରୋପଚାର କରାଇ କିଛି ସୁଫଳ ମିଳିନାହିଁ ।
ସେ…