Trending
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
- ଆଜି ପବିତ୍ର ଦୋଳପୂର୍ଣ୍ଣିମା,ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକିଲେ ବିଧାୟକ ଦଳ ବୈଠକ
Browsing Category
Sports
All sports related news will be uploaded
ବାଜିଲା ୨୦୨୬ ଟି-୨୦ ବିଶ୍ୱକପ : ଆଜି ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ପାକିସ୍ତାନ ଏବଂ ନେଦରଲାଣ୍ଡ
୨୦୨୬ ଟି-୨୦ ବିଶ୍ୱକପ ବିଗୁଲ ବାଜିଛି । ଆଜି ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ପାକିସ୍ତାନ ଏବଂ ନେଦରଲାଣ୍ଡ । କଲମ୍ବୋର ଉଭୟ ଦଳ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯାଉଛି । ପାକିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।
ନେଦରଲାଣ୍ଡ ଦୁଇ ଓଭରରେ କୌଣସି ୱିକେଟ…
ବିଶ୍ୱକପ୍ ଫାଇନାଲରେ ବୈଭବଙ୍କ ‘ସୂର୍ଯ୍ୟବଂଶୀ’ ଅବତାର: ୮୦ ବଲ୍ରେ ୧୭୫ ରନ୍; ଛାରଖାର ହେଲା ଇଂଲଣ୍ଡ ବୋଲିଂ ବାହିନୀ
ହରାରେ (ଜିମ୍ବାୱେ): ୧୯ ବର୍ଷରୁ କମ୍ ପୁରୁଷ ବିଶ୍ୱକପ୍ ଫାଇନାଲରେ ଦେଖିବାକୁ ମିଳିଛି ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟର ପ୍ରଳୟଙ୍କରୀ ରୂପ। ଇଂଲଣ୍ଡ ବିପକ୍ଷ ହାଇ-ଭୋଲଟେଜ୍ ଫାଇନାଲରେ ବୈଭବଙ୍କ ପ୍ରଚଣ୍ଡ ପ୍ରହାରରେ ହରାରେ ସ୍ପୋର୍ଟ୍ସ କ୍ଲବର ଚତୁର୍ଦ୍ଦିଗରେ କେବଳ ଚୌକା ଓ ଛକାର ବର୍ଷା…
ଡବ୍ଲ୍ୟୁପିଏଲ୍ : ଟ୍ରଫି ଜିତିଲା ଆର୍ସିବି
ଦ୍ବିତୀୟ ଥର ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍) ଚମ୍ପିଆନ୍ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି)। ଗୁରୁବାର ଏକ ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟ୍େର ଆର୍ସିବି ପରାସ୍ତ କରିଛି। ଅଧିନାୟିକା େଜମିମା…
ମହିଳା ପ୍ରିମିୟର ଲିଗ୍ – ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟର ହବ…
ମହିଳା ପ୍ରିମିୟର ଲିଗ୍ (ଡବ୍ଳ୍ୟୁପିଏଲ) ଚତୁର୍ଥ ସଂସ୍କରଣ-୨୦୨୬ର ଫାଇନାଲ ଗୁରୁବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଭଦୋଦରାର କୋଟାମ୍ବି ଷ୍ଟାଡ଼ିୟମରେ ଖେଳାଯିବ। ଦିଲ୍ଲୀ କ୍ରମାଗତ ଚତୁର୍ଥ ଓ ବେଙ୍ଗାଲୁରୁ ଦ୍ବିତୀୟ ଥର ପାଇଁ ଫାଇନାଲ ଖେଳିବାକୁ…
୧୯ ବର୍ଷରୁ କମ ବିଶ୍ଵକପ୍ ଦ୍ଵିତୀୟ ସେମି ଫାଇନାଲ: ଭାରତ ସମ୍ମୁଖରେ ରହିଛି ୩୧୧ ରନର ବିଜୟ ଲକ୍ଷ୍ୟ
୧୯ ବର୍ଷରୁ କମ ବିଶ୍ଵକପ୍ ୨୦୨୬ରେ ଆଜି ଦ୍ଵିତୀୟ ସେମି ଫାଇନାଲରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଆଫଗାନିସ୍ତାନ। ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ୪ ଓ୍ଵିକେଟ୍ ହରାଇ ୩୧୦ ରନର ଦମଦାର ସ୍କୋର କରିଛି। ଭାରତ ସମ୍ମୁଖରେ ରହିଛି ୩୧୧ ରନର ବିଜୟ ଲକ୍ଷ୍ୟ। ଫୈଜଲ ସିନୋଜାଦା ୧୧୦ ରନ ଓ…
ଚଳିତ ମହିଳା ପ୍ରିମିୟର ଲିଗ୍ : ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଜାଏଣ୍ଟ୍ସ ମଧ୍ୟରେ ଖେଳାଯିବ ଏଲିମିନେଟର୍…
ଚଳିତ ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍)ରେ ଆଉ ଦୁଇଟି ମ୍ୟାଚ୍ ବାକିଅଛି। ମଙ୍ଗଳବାର ଏଲିମିନେଟର୍ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଜାଏଣ୍ଟ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚର ବିଜେତା ଫେବୃଆରୀ ୫ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ସହ…
ଭାରତ ବିପକ୍ଷରେ ଟି – ୨୦ ବିଶ୍ୱକପ ଖେଳିବ ନାହିଁ ପାକିସ୍ତାନ
ପାକିସ୍ତାନ କ୍ରିକେଟ ବୋର୍ଡ ଏବଂ ଏହାର ସରକାର ଟି-୨୦ ବିଶ୍ୱକପରେ ସେମାନଙ୍କର କ୍ରିକେଟ ଦଳ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି, କିନ୍ତୁ ଫେବୃଆରୀ ୧୫ ତାରିଖରେ ଭାରତ ବିପକ୍ଷରେ ହେବାକୁ ଥିବା ମ୍ୟାଚରେ ଅଂଶଗ୍ରହଣ କରିବେ ନାହିଁ। ସାରା ବିଶ୍ୱ ଏବେ ଜାଣୁଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ…
କ୍ରୀଡା ସାମଗ୍ରୀ ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଭାବରେ ଉଭା ହେବ ଭାରତ – ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ଚଳିତ ବର୍ଷର କେନ୍ଦ୍ରୀୟ ବଜେଟ୍ କ୍ରୀଡା କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ, “ଭାରତରେ କ୍ରୀଡା ସାମଗ୍ରୀ ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଭାବରେ ଉଭା ହେବାର ସମ୍ଭାବନା ରହିଛି।” ସେ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ କ୍ରୀଡା…
ଭାରତ- ନ୍ୟୁଜିଲାଣ୍ଡ ଶେଷ ଟି 20 : ସିରିଜ ହାତେଇଲା ଭାରତ
୪୬ ରନରେ ଶେଷ ଟି 20 ମ୍ୟାଚ ଜିତିଛି ଭାରତ । ଫଳରେ ଭାରତ ୪-୧ ରେ ସିରିଜ ବିଜୟ ଲାଭ କରିଛି । ନ୍ୟୁଜିଲାଣ୍ଡ ୧୯.୪ ଓଭର ଖେଳି ସମସ୍ତ ୱେକେଟ ହରାଇ ୨୨୫ କରିବାକୁ ସକ୍ଷମ ହୋଇଥିଲା । ଅର୍ଶଦୀପ ସିଂହଙ୍କ ୫ ୱିକେଟ୍ ସଫଳତା ଭାରତକୁ ନ୍ୟୁଜିଲାଣ୍ଡକୁ ୨୨୫ ରନ୍ ରେ ସୀମିତ ରଖିବା ଏବଂ ୪୬ ରନ୍ ରେ…
ଆଜି ଭାରତ ଓ ନ୍ୟୁଜିଲାଣ୍ଡ ଶେଷ ଟ୍ବେଣ୍ଟି୨୦, କିଏ ହାତାଇବ ସିରିଜ
ଟ୍ବେଣ୍ଟି୨୦ ବିଶ୍ବକପ୍ ପୂର୍ବରୁ ଶନିବାର ଭାରତ ଓ ନ୍ୟୁଜିଲାଣ୍ଡ ଶେଷ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି। ପାଞ୍ଚ ମ୍ୟାଚ୍ର ଟି୨୦ ଶୃଙ୍ଖଳାରେ ଏହା ଅନ୍ତିମ ମ୍ୟାଚ୍। ଘରୋଇ ଭାରତ ପ୍ରଥମ ୩ଟି ମ୍ୟାଚ୍କୁ ସହଜରେ ଜିତି ଶୃଙ୍ଖଳା ହାତେଇବା ପରେ ଚତୁର୍ଥ ଟ୍ବେଣ୍ଟି୨୦ରେ ଚମତ୍କାର…