Browsing Category

Sports

All sports related news will be uploaded

ପାକିସ୍ତାନ କ୍ରିକେଟରମାନଙ୍କୁ କେହି ପଚାରୁ ନାହାନ୍ତି

 ଲଗାତାର ଖରାପ ପ୍ରଦର୍ଶନ ପାଇଁ ଚର୍ଚ୍ଚାରେ ପାକିସ୍ତାନ କ୍ରିକେଟ ଟିମ । ଚାମ୍ପିୟନ୍ସ ଟ୍ରଫିରେ ଗୋଟିଏ ବି ମ୍ୟାଚରେ ନଜିତି ଟୁର୍ଣ୍ଣାମେଣ୍ଟର ଗ୍ରୁପ ଷ୍ଟେଜରୁ ବାଦ ପଡିଥିଲା ପାକ ଦଳ । ନିଜ ଆୟୋଜକ ହୋଇ ଚାମ୍ପିୟନ୍ସ ଟ୍ରଫିରୁ ବାହାର ହେବା ଘଟଣାକୁ ପାକିସ୍ତାନ କ୍ରିକେଟରମାନେ ସହଜରେ ଗ୍ରହଣ…

ଭାରତ-ପାକିସ୍ତାନ ଟିମ ଭିତରୁ କେଉଁ ଟିମ ଭଲ,ଜବାବ ରଖିଲେ ମୋଦୀ

ଭାରତ-ପାକିସ୍ତାନ ଟିମ ଭିତରୁ କେଉଁ ଟିମ୍ ଭଲ? ପ୍ରଧାନମନ୍ତ୍ରୀ ମୋଦୀ ଦେଲେ ପଡକାଷ୍ଟରେ ଜବାବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକୀୟ ପଡକାଷ୍ଟର ଲେକ୍ସ ପ୍ରିଡମ୍ୟାନଙ୍କ ସହ କଥାବାର୍ତ୍ତା ହୋଇଛନ୍ତି , ଆଉ ଏହି ପଡକାଷ୍ଟରେ ମୋଦୀ ଭାରତ-ପାକିସ୍ତାନ ଟିମ ଭିତରୁ କେଉଁ ଟିମ ଭଲ, ତାର…

ମହିଳା ପ୍ରିମିୟର ଲିଗ୍ ୨୦୨୫ରେ ପୁଣି ଚାମ୍ପିଅନ ହୋଇଛି ମୁମ୍ୱାଇ ଇଣ୍ଡିଆନ୍ସ

ମହିଳା ପ୍ରିମିୟର ଲିଗ୍ ୨୦୨୫ରେ ପୁଣି ଚାମ୍ପିଅନ ହୋଇଛି ମୁମ୍ୱାଇ ଇଣ୍ଡିଆନ୍ସ । ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ରନ୍‌ରେ ପରାସ୍ତ କରି ଚଳିତ ସଂସ୍କରଣ ଟ୍ରଫି ହାତେଇଛି । ଏହା ସହ ମୁମ୍ୱାଇ ଇଣ୍ଡିଆନ୍ସ ଦ୍ୱିତୀୟ ଥର ପାଇଁ ଡବ୍ଲୁପିଏଲ୍ ଚାମ୍ପିଅନ ହୋଇଛି । ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ…

ଆଇପିଏଲ୍-୨୦୨୫ ସଂସ୍କରଣରେ ବଦଳିଲେ ୫ଦଳର କ୍ୟାପଟେନ୍‌

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)ର ୧୮ତମ ସଂସ୍କରଣ ଲାଗି ବିଗୁଲ୍ ବାଜି ସାରିଛି । ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବା ସମସ୍ତ ଦଳ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଆଇପିଏଲ୍-୨୦୨୫ ସଂସ୍କରରଣରେ ୫ଟି ଦଳ ନୂଆ ଅଧିନାୟକଙ୍କ ସହ ମୈଦାନକୁ ଓହ୍ଲାଇବେ । ସମସ୍ତ ୧୦ ଦଳର ଅଧିନାୟକ ସ୍ଥିର ହୋଇ…

ରଙ୍ଗରେ ଭିଜିଲେ କ୍ରିକେଟର

IPL 2025ର ୧୮ତମ ସିଜିନର ବିଗୁଲ ବାଜିସାରିଛି। ସମସ୍ତ ଦଳର ଖେଳାଳି ନିଜ ନିଜ ଘରୋଇ ପଡ଼ିଆରେ କଠିନ ଅଭ୍ୟାସ କରୁଛନ୍ତି। ହେଲେ ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ସମଗ୍ର ଦେଶ ହୋଲି ରଙ୍ଗରେ ରଙ୍ଗିତ। ଏହି ପରିପ୍ରେକ୍ଷୀରେ ହୋଲି ରଙ୍ଗରେ ଭିଜିଛନ୍ତି ବିଦେଶୀ କ୍ରିକେଟର। ଭାରତୀୟ ହୁଅନ୍ତୁ କି…

ଇଂଲଣ୍ଡ୍ ବ୍ୟାଟର୍ ହ୍ୟାରି ବ୍ରୁକ୍‌ଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କରିଛି ବିସିସିଆଇ

ଶେଷ ମୁହୂର୍ତ୍ତରେ ଆଇପିଏଲ୍‌-୨୦୨୫ରୁ ଓହରିଯାଇଥିବାରୁ ଇଂଲଣ୍ଡ୍ ବ୍ୟାଟର୍ ହ୍ୟାରି ବ୍ରୁକ୍‌ଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କରିଛି ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)। ବିସିସିଆଇ ଏ ସମ୍ପର୍କରେ ବ୍ରୁକ୍‌ଙ୍କ ଜାତୀୟ କ୍ରିକେଟ୍‌ ସଂଘ ଇଂଲଣ୍ଡ୍ ଆଣ୍ଡ୍ ୱେଲ୍ସ କ୍ରିକେଟ୍…

ଆଇପିଏଲରୁ ହ୍ୟାରି ବ୍ରୁକଙ୍କୁ ୨ବର୍ଷ ବାସନ୍ଦ

ଇଂଲଣ୍ଡ ଖେଳାଳି ହ୍ୟାରି ବ୍ରୁକଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କରାଯାଇଛି। ବ୍ରୁକ ଏବେ ତାଙ୍କର ଦୁଇ ବର୍ଷର ବାସନ୍ଦ ସମାପ୍ତ କରିବା ପରେ ହିଁ ଆଇପିଏଲରେ ଖେଳିପାରିବେ। ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କିଛି ଦିନ ପୂର୍ବରୁ ବ୍ରୁକ ବ୍ୟକ୍ତିଗତ କାରଣରୁ ଆଇପିଏଲ ୨୦୨୫ରୁ ତାଙ୍କ ନାମ…

ଶୁବମନଙ୍କୁ ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌

ଚଳିତ ବର୍ଷ ଚାମ୍ପିୟନ୍ସ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତୀୟ ଦଳର ଷ୍ଟାର ଓପ୍‌ନର ଶୁବମନ ଗିଲ୍‌ଙ୍କୁ ବୁଧବାର ଫେବୃଆରୀ ମାସ ପାଇଁ ଆଇସିସି ମେନ୍ସ ପ୍ଲେୟର ଅଫ୍‌ ଦି ମନ୍ଥ୍‌ ବିବେଚିତ କରାଯାଇଛି। ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ ଓ ନ୍ୟୁଜିଲାଣ୍ଡର ଗ୍ଲେନ୍‌ ଫିଲିପ୍ସଙ୍କୁ ପଛରେ…

ଆଇପିଏଲ୍‌ ରେ ତମାଖୁ ଓ ମଦ ବିଜ୍ଞାପନ ଉପରେ କଟକଣା ଲଗାଇବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁରୋଧ କରିଛି

ସମସ୍ତ ପ୍ରକାର ତମାଖୁ ଓ ମଦ ବିଜ୍ଞାପନ ଉପରେ କଟକଣା ଲଗାଇବାକୁ ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ (ଆଇପିଏଲ୍‌)କୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁରୋଧ କରିଛି। ଷ୍ଟାଡିୟମ୍‌ ଭିତରେ ଏବଂ ସିଧାପ୍ରସାରଣ ସମୟରେ ଜାତୀୟ ଟିଭି ଚ୍ୟାନେଲ୍‌ରେ ଏହାକୁ ନ ଦେଖାଇବାକୁ ଚଳିତ ମାସ ୨୨ ତାରିଖରୁ…

ଅବସର ଗୁଜବ ମିଛ – ରବିନ୍ଦ୍ର ଜାଡେଜା

ଚାମ୍ପିଅନ୍ସ ଟ୍ରଫି ୨୦୨୫ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ, ବିରାଟ କୋହଲି, ରୋହିତ ଶର୍ମା ଏବଂ ରବିନ୍ଦ୍ର ଜାଡେଜା ଏକଦିବସୀୟ ଫର୍ମାଟରୁ ଅବସର ନେବାର ଗୁଜବ ଶୀର୍ଷରେ ଥିଲା। ଚାମ୍ପିଅନ୍ସ ଟ୍ରଫି ଫାଇନାଲ ପରେ ରବିନ୍ଦ୍ର ଜାଡେଜା ଯେତେବେଳେ ବିରାଟ କୋହଲିଙ୍କୁ ଆଲିଙ୍ଗନ କରିଥିଲେ,…