Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Browsing Category
Sports
All sports related news will be uploaded
ରୋହିତ-ବିରାଟଙ୍କ ଦିନିକିଆ ଭବିଷ୍ୟତ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଦ୍ୱାରା ଏକ ଜରୁରୀ ବୈଠକ ଡକାଯାଇଛି। ଖବର ଅନୁଯାୟୀ, ଆସନ୍ତାକାଲି, ଡିସେମ୍ବର ୩, ବୁଧବାର, ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ପୂର୍ବରୁ ରାୟପୁରରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ବିସିସିଆଇର ଏହି ଜରୁରୀ ବୈଠକର ମୁଖ୍ୟ…
ଅନ୍ଲାଇନ୍ ଟିକଟ ୪୫ ମିନିଟ୍ରେ ଶେଷ
ଡିସେମ୍ବର ୯ ତାରିଖରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ପାଇଁ ଆଜି ଅନ୍ଲାଇନ୍ରେ ଟିକଟ ବିକ୍ରି ହୋଇଛି। ଅନ୍ଲାଇନ୍ରେ ୨ ହଜାର ଟିକଟ ବିକ୍ରି ହେବାର ଥିଲା। ଅପରାହ୍ଣ ୨ଟାରେ ବିକ୍ରି ଆରମ୍ଭ ହୋଇଥିବା ବେଳେ ମାତ୍ର ୪୫ ମିନିଟ୍ ଭିତରେ ସବୁ ଟିକଟ ବିକ୍ରି…
ମହିଳା ଦୃଷ୍ଟିବାଧିତ ଟି-୨୦ ବିଶ୍ୱକପ୍: ଓଡ଼ିଶାର ୪ ଜଣ ଖେଳାଳିଙ୍କୁ ପୁରସ୍କାର ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ…
ବିଶ୍ବ ବିଜୟିନୀ ହୋଇ ଫେରିଲେ ଓଡିଶାର ୪ ସୁନାଝିଅ । ମହିଳା ଦୃଷ୍ଟିବାଧିତ ଟି-୨୦ ବିଶ୍ୱକପ୍ ଭାରତୀୟ ଦଳରେ ଥିବା ଓଡ଼ିଶାର ୪ ଜଣ ଖେଳାଳି ଆଜି ଓଡିଶା ଫେରିଛନ୍ତି । ବିମାନବନ୍ଦରରେ ସେମାନଙ୍କୁ ଭବ୍ୟ ସ୍ବାଗତ କରାଯିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ…
ବାରବାଟୀ ଲଢ଼େଇ ଆଜିଠୁ ଅନ୍ଲାଇନ୍ ଟିକେଟ୍
ବାରବାଟୀ ଲଢ଼େଇ ପାଇଁ ଆଜିଠୁ ଅନ୍ଲାଇନ୍ ଟିକେଟ୍ ନେଇପାରିବେ । ଆଜି ଅନଲାଇନରେ ଉପଲବ୍ଧ ହେବ ମ୍ୟାଚ୍ ଟିକେଟ । ଗତ ମ୍ୟାଚ୍ ତୁଳନାରେ ଏଥର ଟିକେ୍ଟ ସଂଖ୍ୟା ହ୍ରାସ ପାଇଛି । ଅର୍ଥାତ୍ ୪ହଜାର ପରିବର୍ତ୍ତେ ଏଥର ମାତ୍ର ୨ହଜାର ଟିକେଟ୍ ଦର୍ଶକଙ୍କ ପାଇଁ ଅନଲାଇନରେ ଉପଲବ୍ଧ ହେବ । ସେହିପରି…
ଭାରତ ବିଜୟୀ : କିଙ୍ଗ୍ କୋହଲିଙ୍କ ଶତକ , ରୋହିତଙ୍କ ରେକର୍ଡ ଛକା
ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୫୦ ଓଭରରେ ୮ ୱିକେଟ ହରାଇ ୩୪୯ ରନ୍ ସଂଗ୍ରହ କରିଥିଲା। ଏଥିସହ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ୩୫୦ ରନ୍ର ବିଶାଳ ଲକ୍ଷ୍ୟ ମିଳିଥିଲା। ତେବେ ଏତେ ବଡ଼ ସ୍କୋରକୁ ଅତିକ୍ରମ କରିନପାରି ସାଉଥ ଆଫ୍ରିକା ପରାଜୟ ବରଣ କରିଛି ।
ବିରାଟ କୋହଲି ୧୨୦ ବଲ୍ରେ ୧୩୫…
ରାଞ୍ଚିରେ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ମୁକାବିଲା
ରାଞ୍ଚି: ୨୦୨୩ ବିଶ୍ୱକପ୍ ଫାଇନାଲ୍ ହାରିବା ପରେ ଏସିଆ କପ୍ ଓ ଚାମ୍ପିଅନ୍ସ ଟ୍ରଫି ବିଜୟୀ ହୋଇଥିବା ଶକ୍ତିଶାଳୀ ଟିମ୍ ଇଣ୍ଡିଆ ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଆରମ୍ଭ କରୁଛି। ବିଶ୍ୱର ଏକ ନମ୍ବର ଦଳ ଭାରତ ଏହି ଶୃଙ୍ଖଳାରେ ବିଜୟୀ ହେବାକୁ ଆଶା…
ବାରବାଟୀରେ ଫ୍ଲଡ ଲାଇଟରେ ସୁଧାର ଆସିବ, ରହିବ ବ୍ୟାକଅପ୍ ବ୍ୟବସ୍ଥା
ଡିସେମ୍ବର ୯ରେ ବାରବାଟୀରେ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି ମୁକାବିଲା । ୫ ତାରିଖରୁ ସାଧାରଣ ଦର୍ଶକଙ୍କ ପାଇଁ ଆରମ୍ଭ ହେବ ଟିକେଟ ବିକ୍ରି । ତେଣୁ ମ୍ୟାଚକୁ ଆଉ ଗୋଟିଏ ସପ୍ତାହ ଥିବାରୁ ଫ୍ଲଡ ଲାଇଟଗୁଡ଼ିକ ଯାଞ୍ଚ କରିଛି ଓସିଏ । ଫ୍ଲଡ ଲାଇଟରେ ଏକ ଡିଜିଟାଲ…
ପନ୍ତଙ୍କ ପାଇଁ ଅଗ୍ନିପରୀକ୍ଷା
ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ଭାରତର ଷ୍ଟାର ୱିକେଟକିପର ଓ ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ପାଇଁ ଅଗ୍ନିପରୀକ୍ଷା ସଦୃଶ । ସେ ଏହି ସିରିଜ ମାଧ୍ୟମରେ ଦିିନିକିଆ ଦଳରେ ନିଜ ସ୍ଥାନ ସୁରକ୍ଷିତ ରଖିପାରିବେ । ଶୁଭମନ ଗିଲ ଓ ଶ୍ରେୟାଶ ଆୟାରଙ୍କ ଅନୁପସ୍ଥିତି ପନ୍ତଙ୍କ ପାଇଁ ବଡ…
ଗୌହାଟୀରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଭାରତର ଲଜ୍ଜାଜନକ ପରାଜୟ
ନିରାଶ କଲା ଭାରତ । ନିଜ ମାଟିରେ ହାରିଗଲା ଟିମ୍ ଇଣ୍ଡିଆ । ଗୌହାଟୀରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ୪୦୮ରନ୍ରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା । ଦକ୍ଷିଣ ଆଫ୍ରିକା ଭାରତ ବିପକ୍ଷ ଦୁଇଟି ଟେଷ୍ଟ ମ୍ୟାଚ୍ର ଜିତିଥିବା ବେଳେ ଭାରତ କୌଣସି ବି…
ଟି-୨୦ ବିଶ୍ୱକପ୍ – ଫେବ୍ରୁଆରି ୧୫ ରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ
ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ୨୦୨୬ରେ ଟି-୨୦ ବିଶ୍ୱକପ୍ ଆୟୋଜନ କରିବେ। ଏହି ଟୁର୍ଣ୍ଣାମେଣ୍ଟ ଫେବ୍ରୁଆରି ୭ ରୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଚାଲିବ। ଏଥିରେ ୨୦୨୪ ବିଶ୍ୱକପ୍ ପରି ସମାନ ଫର୍ମାଟ୍ ଅନୁସରଣ କରାଯିବ। ଆଇସିସି ପକ୍ଷରୁ ଟୁର୍ଣ୍ଣାମେଣ୍ଟର ଆମ୍ବାସାଡର ୨୦୨୪ ଟି-୨୦ ବିଶ୍ୱକପର…