Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
Sports
All sports related news will be uploaded
ବିଜୟ ପଥରେ ନ୍ୟୁଜିଲାଣ୍ଡ୍
ମେଟ୍ରୋ ଟିଭି ଓଡିଶା (୧୯ .୨.୨୦୨୨) :
ମ୍ୟାଟ୍ ହେନରିଙ୍କ ଘାତକ ବୋଲିଂ (୭/୨୩) ପରେ ହେନରି ନିକଲ୍ସଙ୍କ ଶତକ (୧୦୫, ୧୬୩ ବଲ୍) ବଳରେ ନ୍ୟୁଜିଲାଣ୍ଡ୍ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ବଡ଼ ବିଜୟ ଦିଗରେ ଅଗ୍ରସର ହୋଇଛି। ଏପରିକି ଅଢ଼େଇ ଦିନରେ ଘରୋଇ ଦଳ ଟେଷ୍ଟ୍ ଜିତିଯିବାର!-->!-->!-->…
ଶ୍ରେୟସ ଆୟରଙ୍କୁ ୧୨.୨୫ କୋଟିରେ କିଣିଲା କେକେଆର
ମେଟ୍ରୋ ଟିଭି ଓଡିଶା,୧୨/୨ : ଆଇପିଏଲ ନିଲାମୀରେ ଚଢା ଦରରେ ବିକ୍ରି ହେଲେ ଶ୍ରେୟସ ଆୟର । ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟର ଶ୍ରେୟସ ଆୟରଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୧୨.୨୫ କୋଟିରେ କିଣିଛି । ପୂର୍ବ ବର୍ଷ ତୁଳନାରେ ୭୫ ପ୍ରତିଶତ ଅଧିକ ଦାମରେ ଶ୍ରେୟସ ବିକ୍ରି ହୋଇଛନ୍ତି ।ପୂର୍ବଥର!-->!-->!-->…
ଆଇପିଏଲ ନିଲାମୀ: ପଞ୍ଜାବ କିଣିଲା ଧାୱନଙ୍କୁ ଓ ଅଶ୍ୱୀନଙ୍କୁ ରାଜସ୍ଥାନ ରୟାଲ୍ସ
ମେଟ୍ରୋ ଟିଭି ଓଡିଶା,୧୨/୨ : ଆରମ୍ଭ ହୋଇଛି ଆଇପିଏଲ ନିଲାମୀ । ଭାରତୀୟ ଦଳର ବରିଷ୍ଠ ଓପନର ବ୍ୟାଟସମ୍ୟାନ୍ ଶିଖର ଧାଓ୍ୱନଙ୍କୁ କିଣିଛି କିଙ୍ଗସ ଏକାଦଶ ପଞ୍ଜାବ । ୮ କୋଟି ୨୫ ଲକ୍ଷ୍ୟ ଟଙ୍କାରେ ପଞ୍ଜାବ ତାଙ୍କୁ କିଣିଛି ।
pic credit-CAଧାଓ୍ୱନଙ୍କୁ ନେଇ ପ୍ରଥମେ ଦିଲ୍ଲୀ!-->!-->!-->!-->!-->!-->!-->…
ଚାଲିଛି ଆଇପିଏଲର ମେଗା ନିଲାମ
ମେଟ୍ରୋ ଟିଭି ଓଡିଶା,୧୨/୨ : ଆଜି ଚାଲିଛି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୨୦୨୨ ସଂସ୍କରଣ ପାଇଁ ଦୁଇ ଦିନ ଧରି ମେଗା ଖେଳାଳି ନିଲାମ ବେଙ୍ଗାଲୁରୁରେ ଆୟୋଜିତ ହେବ । ନିଲାମୀରେ ସାମିଲ ହେବେ ମୋଟ୍ ୫୯୦ ଖେଳାଳି । ଏଥିରେ ଅଛନ୍ତି ୩୭୦ ଜଣ ଘରୋଇ ଏବଂ ୨୨୦ ବିଦେଶୀ ଖେଳାଳି । ପୁଣି!-->!-->!-->…