Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
Sports
All sports related news will be uploaded
IPL ମେଗା ନିଲାମରେ ମାଲାମାଲ ବିରାଟ କୋହଲି
ମେଟ୍ରୋ ଟିଭି ଓଡିଶା,୧୦/୨ : ଆଇପିଏଲ୍ ୨୦୨୨ର ମେଗା ନିଲାମ ପାଇଁ ଗଣନା ଆରମ୍ଭ ହୋଇଛି । ଫେବୃଆରୀ ୧୨ ଏବଂ ୧୩ରେ, ବେଙ୍ଗାଲୁରୁରେ ବିସିସିଆଇ ଦ୍ୱାରା ନିଲାମ ଚାଲିଛି । ୧୫ଟି ଦେଶରୁ ମୋଟ ୫୯୦ ଖେଳାଳି ନିଲାମ ତାଲିକାରେ ସ୍ଥାନ ପାଇଛନ୍ତି । ୧୦ଟି ଦଳ ନିଲାମ ପୂର୍ବରୁ ୩୩ ଖେଳାଳି!-->!-->!-->…
ପୁଣି ପଡିଆକୁ ଫେରିବେ ଶ୍ରୀସନ୍ଥ , ଖେଳିବେ ରଣଜୀ ଟ୍ରଫି
ମେଟ୍ରୋ ଟିଭି ଓଡିଶା,୯/୨ : ରଣଜୀ ଟ୍ରଫି ସିଜିନ ଫେବୃଆରୀ ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ରଣଜୀ ଟ୍ରଫିରେ ଅନେକ ଜଣାଶୁଣା କ୍ରିକେଟର ପୁଣି ମଇଦାନରେ ଯାଦୁ ଦେଖାଇବାକୁ ଯାଉଛନ୍ତି। ଏଥିରେ ମୁମ୍ବାଇ ଟିମ ଆଜିଜ୍ଞ୍ୟ ରାହାଣେ ।
ସୂଚନା ଅନୁସାରେ, ରଣଜୀ ଟ୍ରଫି ଜରିଆରେ ଟିମ୍!-->!-->!-->!-->!-->…
kl Rahul ଝୁକେଗା ନେହିଁ ପୋଷ୍ଟରେ ଟ୍ରୋଲ ହେଲେ ରାହୁଲ
ମେଟ୍ରୋ ଟିଭି ଓଡିଶା,୯/୨ : ଚଳିତବର୍ଷ ଆଇପିଏଲ୍ ସିଜନରେ ନୂଆ ଟିମ୍ ଲକ୍ଷ୍ମୌ ସୁପରଜିଆଣ୍ଟ ସ୍ଥାନ ପାଇଛି । ଆଉ ଏହି ଟିମ୍ ଦାୟିତ୍ୱ ନେବେ କେଏଲ ରାହୁଲ। ଟିମରେ ରାହୁଲଙ୍କ ବ୍ୟତୀତ ଅଷ୍ଟ୍ରେଲିଆ ଅଲରାଉଣ୍ଡର ମାର୍କସ ଷ୍ଟୋନିସ ଏବଂ ରବି ବିଶ୍ନୋଇ ରହିଛନ୍ତି । ଆସନ୍ତା ଶନିବାର ଓ ରବିବାର!-->!-->!-->…
ଅଣ୍ଡର ୧୯ ବିଶ୍ୱକପ ଜିତିଲା ଟିମ୍ ଇଣ୍ଡିଆ
ମେଟ୍ରୋ ଟିଭି ଓଡିଶା,୬/୨ : ଭାରତକୁ ପଞ୍ଚମ ଟାଇଟଲ । ୧୯ ବର୍ଷରୁ କମ୍ ବିଶ୍ୱକପ୍ କ୍ରିକେଟ୍ରେ ଭାରତ ଚାମ୍ପିଅନ୍। ଫାଇନାଲରେ ଇଂଲଣ୍ଡକୁ ୪ ୱିକେଟରେ ହରାଇ ବିଶ୍ୱକପ୍ କ୍ରିକେଟ୍ ଟ୍ରଫି କରିଛି ଟିମ୍ ଇଣ୍ଡିଆ । ରାଜ ବାୱା ଓ ରବି କୁମାରଙ୍କ ଘାତକ ବୋଲିଂର ମୁକାବିଲା କରିନପାରି ଇଂଲଣ୍ଡ ଟିମ ୪୪!-->…
ଅଷ୍ଟ୍ରେଲିଆ କ୍ରିକେଟ୍ରୁ ଇସ୍ତଫା ଦେଲେ କୋଚ ଜଷ୍ଟିନ ଲାଙ୍ଗର
ମେଟ୍ରୋ ଟିଭି ଓଡିଶା,୫/୨ : ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଲାଙ୍ଗର ହଠାତ୍ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ମାର୍ଗଦର୍ଶନରେ ଅଷ୍ଟ୍ରେଲିଆ ୫ ଟେଷ୍ଟ ଆଶେସ ସିରିଜରେ ଇଂଲଣ୍ଡକୁ ୪-୦ରେ ପରାସ୍ତ କରିଛି । ଏହା!-->!-->!-->…
ସୁପର ହିରୋ ଲୁକ୍ରେ ମାହୀ
ମେଟ୍ରୋ ଟିଭି ଓଡିଶା,୪/୨ : ଭାରତୀୟ କିକ୍ରେଟର ସଫଳ ଅଧିନାୟକ ଓ ୱିକେଟ୍ କିପର ତଥା ଲକ୍ଷ ଲକ୍ଷ ଲୋକଙ୍କ ପସନ୍ଦ ମହେନ୍ଦ୍ର ସିଂ ଧୋନୀଙ୍କ ହିରୋ ଅବତାରକୁ ଦେଖି ଫ୍ୟାନ୍ସ ମାନେ ବେଶ୍ ଉତ୍ସାହ ଦେଖାଇଛନ୍ତି । ତାଙ୍କର କିକ୍ରେଟ ପଡିଆରେ ଖେଳର ରଣନୀତକୁ ବହୁ ପ୍ରଶଂସକ ପସନ୍ଦ କରିଥାନ୍ତି ।!-->…
ବେଜିଂରେ ଶୀତକାଳୀନ ଅଲିମ୍ପିକ୍ସ
ମେଟ୍ରୋ ଟିଭି ଓଡିଶା,୪/୨ : ଆଜିଠୁ ବେଜିଂରେ ଶୀତକାଳୀନ ଅଲିମ୍ପିକ୍ସ। ଚୀନର ବେଜିଂରେ ଆରମ୍ଭ ହେବାକୁ ଯାଉଛି ଶୀତକାଳୀନ ଅଲିମ୍ପିକ୍ସ କ୍ରୀଡା-୨୦୨୨। ୯୧ଟି ଦେଶରୁ ପାଖାପାଖି ୩ ହଜାର କ୍ରୀଡାବିତ ବିଭିନ୍ନ କ୍ରୀଡ଼ାରେ ଭାଗ ନେଇଛନ୍ତି। ଆସନ୍ତା ୨୦ ତାରିଖରେ କ୍ରୀଡ଼ା ଉଦଯାପିତ ହେବ। ଚୀନ୍!-->…
ପୁଷ୍ପା ଫିଲ୍ମ କ୍ରେଜରେ ବିଦେଶୀ କ୍ରିକେଟର
ମେଟ୍ରୋ ଟିଭି ଓଡିଶା,୨/୨ : ଅଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ର କ୍ରେଜ ଦିନକୁ ଦିନ ବଢିବାରେ ଲାଗିଛି। ଫିଲ୍ମ ରିଲିଜ ହେବା ପରେ କ୍ରିକେଟରଙ୍କୁ ମଧ୍ୟ ଏହି ଫିଭର ଚଢିଲାଣି। ଡେଭିଡ ଓ୍ଵାର୍ଣ୍ଣର, ରବିନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଖେଳାଳି ପୁଷ୍ପା ଫିଲ୍ମର ଡାଇଲଗକୁ କପି!-->…
2022 IPL ମେଗା ଅକ୍ସନ୍ରେ ନିଲାମ ହେବେ ୫୯୦ ଖେଳାଳି
ମେଟ୍ରୋ ଟିଭି ଓଡିଶା,୧/୨ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ ସିଜିନ୍-୧୫ ମେଗା ଅକ୍ସନ୍ ପୂର୍ବରୁ ଖେଳାଳିଙ୍କ ତାଲିକା ଜାରିକରାଯାଇଛି । BCCI ପକ୍ଷରୁ ମଙ୍ଗଳବାର ମୋଟ ୫୯୦ ଜଣ କ୍ରିକେଟରଙ୍କ ଲିଷ୍ଟ ଜାରି କରାଯାଇଛି । ଚଳିତ ଥର ମେଗା ଅକ୍ସନ ହେବାକୁ ଯାଉଛି । ଆସନ୍ତା ଫେବୃଆରୀ ୧୨ ଏବଂ ୧୩!-->!-->!-->…
ପ୍ରଥମ ଗ୍ରାଣ୍ଡସ୍ଲାମ ଜିତି ଇତିହାସ ରଚିଲେ ନାଡାଲ
ମେଟ୍ରୋ ଟିଭି ଓଡ଼ିଶା,୩୧/୧: ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ ଓପନ ଜିତି ଇତିହାସ ରଚିଲେ ରାଫେଲ ନାଡାଲ। ଏଥିସହ ସେ ୨୧ତମ ଗ୍ରାଣ୍ଡସ୍ଲାମ ଜିତି ଦୁନିଆର ସର୍ବାଧିକ ଗ୍ରାଣ୍ଡସ୍ଲାମ ଜିତିବାର ରେକର୍ଡ ନିଜ ନାମରେ କରିଛନ୍ତି। ୩୫ ବର୍ଷୀୟ ନାଡାଲ ମେଲବର୍ଣ୍ଣରେ ଖେଳାଯାଇଥିବା ଫାଇନାଲ୍!-->…