Browsing Category

Sports

All sports related news will be uploaded

ସୁପର ଓଭରରେ ଜିତିଲା ଭାରତ

ଶେଷ ସୁପର୍‌-୪ ମ୍ୟାଚ୍‌ରେ ସବୁ ରୋମାଞ୍ଚ ଦେଖିବାକୁ ମିଳିଲା। ସର୍ବୋଚ୍ଚ ସ୍କୋର୍‌ ସହ ଉଭୟ ଭାରତ ଓ ଶ୍ରୀଲଙ୍କା ଦଳ ବି ସମାନ ୨୦୨/୫ ସ୍କୋର୍‌ କରି ମ୍ୟାଚ୍‌କୁ ଟାଇ କରିଦେଲେ। ସୁପର୍‌ ଓଭରରେ ଶ୍ରୀଲଙ୍କା ୫ ବଲ୍‌ ଖେଳି ମାତ୍ର ୨ ରନ୍‌ରେ ଉଭୟ ୱିକେଟ୍‌ ହରାଇଦେଲା। ରନ୍‌ଆଉଟ୍ ନାକଚ…

ସୁପର ଓଭରରେ ଜିତିଲା ଭାରତ

ଭାରତ ସୁପର ଓଭରରେ ବିଜୟଲାଭ କରିଛି । ଶ୍ରୀଲଙ୍କାକୁ ସୁପର ଓଭରରେ ପରାସ୍ତ କରିଛି ଭାରତ । ଶ୍ରୀଲଙ୍କା ଆଗରେ ୨୦୩ ରନର ଲକ୍ଷ୍ୟ ରଖିଥିଲା ଭାରତ । କିନ୍ତୁ ଶ୍ରୀଲଙ୍କା ୨୦୨ ରନ କରିବାକୁ ସକ୍ଷମ ହୋଇଥିଲା । ପରେ ସୁପର ଓଭରରେ ଶ୍ରୀଲଙ୍କା ଦୁଇ ଉଇକେଟ ହରାଇ ଦୁଇ ରନ୍…

ପ୍ରଥମ ଥର ପାଇଁ ଏସିଆ କପର ଫାଇନାଲରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ

୧୯୮୪ ମସିହାରେ ପ୍ରଥମ ଥର ପାଇଁ ଏସିଆ କପ୍ ଖେଳାଯାଇଥିଲା। ଏହା ପରେ ଏପର୍ଯ୍ୟନ୍ତ ଏସିଆ କପର ୧୭ଟି ସିଜିନ୍ ଅନୁଷ୍ଠିତ ହୋଇସାରିଛି। ୧୯୮୪ ରୁ ୨୦୨୫ ମଧ୍ୟରେ ୪୧ ବର୍ଷର ବ୍ୟବଧାନ ରହିଛି। କିନ୍ତୁ ଏହା ପ୍ରଥମ ଥର ହେବ ଯେତେବେଳେ ଭାରତ ଏବଂ ପାକିସ୍ତାନ ଏହି ମର୍ଯ୍ୟାଦାଜନକ ଟୁର୍ଣ୍ଣାମେଣ୍ଟର…

ଓଡ଼ିଶା ‌ପ୍ରୋ ଟି-୨୦ ଲିଗ୍- ପ୍ରଥମ ମ୍ୟାଚ୍‌ରେ ଭୁବନେଶ୍ବର ଟାଇଗର୍ସ ବିଜୟୀ

ବାରବାଟୀ ଷ୍ଟାଡିୟମ୍‌ରେ ଚାଲିଥିବା ଓଡ଼ିଶା ‌ପ୍ରୋ ଟି-୨୦ ଲିଗ୍ (ଓପିଟିଏଲ୍‌)ରେ ବୁଧବାରର ପ୍ରଥମ ମ୍ୟାଚ୍‌ରେ ଭୁବନେଶ୍ବର ଟାଇଗର୍ସ ବିଜୟୀ ହୋଇଛି। ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ନେତୃତ୍ବାଧୀନ ଏହି ଦଳ ୫ ୱିକେଟ୍‌ରେ ରାଉରକେଲା ଷ୍ଟିଲର୍ସଙ୍କୁ ହରାଇଛି। ବ‌ର୍ଷ‌ା କାରଣରୁ ମ୍ୟାଚ୍‌ ବିଳମ୍ବିତ…

ହାରିଲା ପାକିସ୍ତାନ କିନ୍ତୁ ବନ୍ଧୁକ ଚଳାଇବା ଢଙ୍ଗରେ ନଜର ଆସିଲେ ପାକ ଖେଳାଳି

ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଖେଳାଯାଇଥିବା ଏସିଆ କପ ସୁପର-୪ର ଏକ ମ୍ୟାଚରେ ପାକିସ୍ତାନକୁ ୬ ଓ୍ବିକେଟରେ ହରାଇ ଦେଇଛି ଭାରତ । ୧୭୨ ରନର ଲକ୍ଷ୍ୟକୁ ଭାରତ ୧୮.୫ ଓଭରରେ ହାସଲ କରିନେଇଥିଲା । ଭାରତ ପକ୍ଷରୁ ଅଭିଷେକ ଶର୍ମା ୭୪ ରନ, ଶୁବମନ ଗିଲ ୪୭ ରନ ଓ ତିଳକ ବର୍ମା ଅପରାଜିତ ୩୦ ରନ…

ଆଜି ଭାରତ – ପାକିସ୍ତାନ ମ୍ୟାଚ୍, ପଦାରେ ପଡ଼ିଲା ସରକାରଙ୍କ ଗୁମର

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୁଦ୍ଧରେ ଜନସାଧାରଣଙ୍କ କ୍ରୋଧ ଏପର୍ଯ୍ୟନ୍ତ ଶାନ୍ତ ହୋଇନାହିଁ, ଏବଂ କ୍ରିକେଟ ଜଗତରେ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଭାରତ ଏବଂ ପାକିସ୍ତାନ ଦ୍ୱିତୀୟ ଥର ପାଇଁ ରବିବାର ସେପ୍ଯେମ୍ବର ୨୧ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏସିଆ କପର ଗ୍ରୁପ…

ଏସିଆ କପ -ଚଳିତ ମାସ 21 ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପୁଣି ଆଉ ଏକ ମୁକାବିଲା

ଟିମ୍ ଇଣ୍ଡିଆ ଏବଂ ପାକିସ୍ତାନ ଗ୍ରୁପ୍ ‘ଏ’ ରୁ ସୁପର ୪ ପାଇଁ  ଯୋଗ୍ୟତା ଅର୍ଜନ କରିଛନ୍ତି । ଏହା ଭାରତ ଏବଂ ପାକିସ୍ତାନ ମଧ୍ୟରେ ପୁଣି ଆଉ ଏକ ମୁକାବିଲା ହେବା ନିଶ୍ଚିତ ହୋଇଛି। ଦୁଇ ଦଳ ମଧ୍ୟରେ ପରବର୍ତ୍ତୀ ମ୍ୟାଚ୍ ସେପ୍ଟେମ୍ବର ୨୧ ରବିବାରରେ ଦୁବାଇରେ ଖେଳାଯିବ।…

ଆଇସିସି ଟ୍ବେଣ୍ଟି-୨୦ ବୋଲର୍‌ ମାନ୍ୟତାର ଏକ ନମ୍ବର ସ୍ଥାନ ଅଧିକାର କରି ନେଇଛନ୍ତି ସ୍ପିନର ବରୁଣ ଚକ୍ରବର୍ତ୍ତୀ

ଭାରତୀୟ ବିସ୍ମୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ନିଜ ଘଟଣା ବହୁଳ କ୍ରିକେଟ୍ କ୍ୟାରିୟର୍‌ରେ ଏକ ବଡ଼ ଲମ୍ଫ ମାରି ଆଇସିସି ଟ୍ବେଣ୍ଟି-୨୦ ବୋଲର୍‌ ମାନ୍ୟତାର ଏକ ନମ୍ବର ସ୍ଥାନ ଅଧିକାର କରି ନେଇଛନ୍ତି। ଚଳିତ ଏସିଆ କପ୍‌ରେ ୟୁଏଇ ବିପକ୍ଷରେ ୪ ରନ୍ ଏବଂ ପାକିସ୍ତାନ ବିପକ୍ଷରେ ୨୪ ରନ୍ ଖର୍ଚ୍ଚ କରି…

୫୭୯ କୋଟି ଟଙ୍କାରେ ଆପୋଲୋ ଟାୟର୍ସ ଭାରତୀୟ କ୍ରିକେଟ ଦଳର ନୂତନ ଜର୍ସି ପ୍ରାୟୋଜକ

ବିସିସିଆଇ ଏକ ନୂଆ ସ୍ପନସର ପାଇଛି ।  ଆପୋଲୋ ଟାୟର୍ସ ଭାରତୀୟ କ୍ରିକେଟ ଦଳର ନୂତନ ଜର୍ସି ପ୍ରାୟୋଜକ ହୋଇଛି। ଏନେଇ ବିସିସିଆଇ ଆନୁଷ୍ଠାନିକ ଭାବରେ ଚୁକ୍ତି ଚୂଡ଼ାନ୍ତ ହେବା ନିଶ୍ଚିତ କରିଛି।  ଏହି ଚୁକ୍ତି ୫୭୯ କୋଟି ଟଙ୍କାରେ ନିଶ୍ଚିତ ହୋଇଛି, ଯାହା ଆଗାମୀ ଅଢ଼େଇ ବର୍ଷ ପାଇଁ ରହିବ। ଏହି…

ଆସନ୍ତା ୧୭ରୁ ୨୬ତାରିଖ ପର୍ଯ୍ୟନ୍ତ ଓଡ଼ିଶା ପ୍ରୋ ଟି-୨୦ ଲିଗ୍

ଓଡ଼ିଶା କ୍ରିକେଟ ସଂଘ (ଓସିଏ) ଓ ଆରିଭା ‌ସ୍ପୋର୍ଟ୍ସ ମିଳିତ ଉଦ୍ୟମରେ ଆସନ୍ତା ୧୭ରୁ ୨୬ତାରିଖ ପର୍ଯ୍ୟନ୍ତ ଓଡ଼ିଶା ପ୍ରୋ ଟି-୨୦ ଲିଗ୍ (ଓପିଟିଏଲ୍‌) ବାରବାଟୀ ଷ୍ଟାଡିୟମ‌ରେ ଅନୁଷ୍ଠିତ ହେବ। ବୁଧବାର ଅପରାହ୍‌ଣ ୫ରୁ ୭ଟା ପର୍ଯ୍ୟନ୍ତ ଉଦ୍‌ଘାଟନୀ ସମାରୋହ ହେବ। ଏଥିରେ ବଲିଉଡ୍ ଷ୍ଟାର୍‌ଙ୍କ…