Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Browsing Category
Sports
All sports related news will be uploaded
ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ ଆରମ୍ଭ
ଢାକା: ଭାରତ ଓ ବାଂଲାଦେଶ ଆରମ୍ଭ ହୋଇଛି ଦ୍ବିତୀୟ ଟେଷ୍ଟ୍। ପ୍ରଥମ ଟେଷ୍ଟ୍କୁ ୧୮୮ ରନ୍ରେ ଜିତିବା ପରେ ଭାରତର ପଲା ଭାରି ରହିଛି । ପ୍ରଥମ ଟେଷ୍ଟ୍ ଭଳି ଦ୍ବିତୀୟ ଟେଷ୍ଟ୍ରେ ଭାରତର ବ୍ୟାଟସମ୍ୟାନଙ୍କର ପଲା ବି ଭାରି ରହିବ । ପ୍ରଥମ ଟେଷ୍ଟରେ ଚେତେଶ୍ବର ପୂଜାରା, ଶୁବମନ ଜିଲ୍,!-->…
ବିଶ୍ୱକପ ହକି ପାଇଁ ଆଜିଠୁ ଅଫ୍ଲାଇନ୍ ଟିକେଟ ବିକ୍ରି ଆରମ୍ଭ
ଭୁବନେଶ୍ବର: ଆରମ୍ଭ ହୋଇଛି ହକି ବିଶ୍ବକପ ପାଇଁ ଟିକେଟ ବିକ୍ରି । ଜାନୁଆରୀ ୧୩ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବାକୁ ଥିବା ବିଶ୍ୱକପ ହକି ପାଇଁ ଆଜିଠୁ ଅଫ୍ଲାଇନ୍ ଟିକେଟ ବିକ୍ରି ଆରମ୍ଭ ହୋଇଛି। ଉଭୟ ଭୁବନେଶ୍ୱର ଓ ରାଉଲକେଲାରେ ବିକ୍ରି ହେଉଛି ଏହି ଟିକେଟ୍। ଭୁବନେଶ୍ୱର କଳିଙ୍ଗ!-->…
ବିଶ୍ବକପ୍ ଫାଇନାଲରେ ଫ୍ରାନ୍ସକୁ ହରାଇ ଇତିହାସ ରଚିଲା ଆର୍ଜେଣ୍ଟିନା
ଦୋହା: ଫିଫା ବିଶ୍ବକପ୍-୨୦୨୨ର ଫାଇନାଲ ମ୍ୟାଚ୍ରେ ବିଜୟୀ ହୋଇଛି ଆର୍ଜେଣ୍ଟିନା । କାତାରର ରାଜଧାନୀ ଦୋହାସ୍ଥିତ ଲୁସେଲ ଷ୍ଟାଡିୟମରେ ଆୟୋଜିତ ଫାଇନାଲ ମ୍ୟାଚରେ ନିର୍ଦ୍ଧାରିତ ସମୟ ଏବଂ ଇଂଜରି ସମୟ ପରେ ମଧ୍ୟ ଫ୍ରାନ୍ସ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଫାଇନାଲ ମୁକାବିଲା 3-3ରେ ବରାବର ଥିଲା।!-->…
ଆଜି ବିଶ୍ବକପ ଫାଇନାଲ: ଆର୍ଜେଣ୍ଟିନା-ଫ୍ରାନ୍ସ ମୁକାବିଲା
ଦୋହା : ଆଜି ବିଶ୍ବ ଫୁଟ୍ବଲ୍ ଫାଇନାଲ ପାଇଁ ସାରା ବିଶ୍ବରେ ଫୁଟବଲ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ । ଦୁଇ ଶକ୍ତିଶାଳୀ ଦଳ ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ଫାଇନାଲ୍ ଖେଳାଯିବାକୁ ନେଇ ସମସ୍ତେ କରିଛନ୍ତି ଅପେକ୍ଷା । ମେସିଙ୍କ ପାଇଁ ସୋସିଆଲ ମିଡିଆରେ ଦେଖାଦେଇଛି କ୍ରେଜ । ଅଧିକାଂଶ!-->…
କାଂସ୍ୟ ଜିତିଲା କ୍ରୋଏସିଆ
ଦୋହା: ବିଶ୍ବକପରେ ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚରେ ମରକ୍କୋକୁ ହରାଇଲା କ୍ରୋଏସିଆ । ଗତଥରର ଉପବିଜେତା ଏଥର କାଂସ୍ୟ ଜିତିଲା କ୍ରୋଏସିଆ । କ୍ରୋଏସିଆ ଫିଫା ବିଶ୍ବକପ୍ କାତାର ସଂସ୍କରଣର ତୃତୀୟ ପାଇଁ ଖେଳାଯାଇଥିବା ମ୍ୟାଚରେ ନିଜର ଦବଦବା ରଖିଥିଲା । ଖଲିଫା!-->…
ହକି ବିଶ୍ୱ କପ୍ ଟ୍ରଫି ଅନାବରଣ କଲେ କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର
ନୂଆଦିଲ୍ଲୀ: ଏଫଆଇଏଚ ଓଡ଼ିଶା ପୁରୁଷ ହକି ବିଶ୍ୱକପ ୨୦୨୩ ଭୁବନେଶ୍ୱର-ରାଉରକେଲା’ର ଟ୍ରଫି ନୂଆଦିଲ୍ଲୀରେ ପହଞ୍ଚିଛି । ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ହକି ପ୍ରଶଂସକଙ୍କ ସମ୍ମୁଖରେ ବିଶ୍ୱକପ୍ ଟ୍ରଫିକୁ ଅନାବରଣ କରିଥିଲେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ!-->…
ଭାରତ -ବାଂଲାଦେଶ ପ୍ରଥମ ଟେଷ୍ଟ: ପ୍ରଥମ ଦିନରେ ଭାରତ 278/6
ଆଜି ଭାରତ -ବାଂଲାଦେଶ ପ୍ରଥମ ଟେଷ୍ଟ ଖେଳାଯାଉଥିବା ବେଳେ ପ୍ରଥମ ଦିନରେ ଭାରତ 278 ରନ୍ କରି 6 ଉଇକେଟ ହରାଇଛି । ବାଂଲାଦେଶର ଚଟ୍ଟଗ୍ରାମସ୍ଥିତ ‘ଜହୁର୍ ଅହମଦ୍ ଚୌଧୁରୀ ଷ୍ଟାଡିୟମ୍’ରେ ଆରମ୍ଭ ହୋଇଥିବା ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ୍ ରେ ଚେତେଶ୍ବର ପୂଜାରା 90 ରନ କରି ଆଉଟ!-->…
ବିଶ୍ୱକପ ଫାଇନାଲରେ ଆର୍ଜେଣ୍ଟିନା,3-0 ହାରିଲା କ୍ରୋଏସିଆ
କତାର: ବିଶ୍ୱକପ ଫାଇନାଲକୁ ପ୍ରବେଶ କରିଛି ଆର୍ଜେଣ୍ଟିନା । କ୍ରୋଏସିଆକୁ ୩-୦ ଗୋଲରେ ପରାସ୍ତ କରି ଆର୍ଜେଣ୍ଟିନା ୬ଷ୍ଠ ଥର ପାଇଁ ଫିଫା ଫୁଟବଲ ବିଶ୍ୱକପ ଫାଇନାଲ ଟିକେଟ ହାତେଇଛି। ଗତକାଲି ରାତିରେ ଖେଳାଯାଇଥିବା ମ୍ୟାଚରେ ମେସିଙ୍କ ଦମଦାର ପ୍ରଦର୍ଶନ ଫଳରେ ଆର୍ଜେଣ୍ଟିନା କ୍ରୋଏସିଆକୁ!-->…
ବାଂଲାଦେଶ ବିପକ୍ଷରେ ଭାରତର ବ୍ୟାଟିଂ ଜାରି
ଢାକା: ଆରମ୍ଭ ହୋଇଛି ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ । ଅଧିନାୟକ କେଏଲ ରାହୁଲ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିସହ ଭାରତ ପ୍ରଥମେ ବ୍ୟାଟିଂ କରି ଏକ ଉଇକେଟ ହରାଇ କରିଛି 43 ରନ୍ । ବୋଲି ସେ ନିଷ୍ପତ୍ତି ନେଇଛନ୍ତି। ୩ଟି ଯାକ ଦିନିକିଆରେ ଟସ୍ ହାରିଥିବା ଭାରତ!-->…
ଇଂଲଣ୍ଡଠୁ ହାରିଗଲା ପାକିସ୍ତାନ, ସୋସିଆଲ ମିଡିଆରେ ପାକିସ୍ତାନ ଖେଳାଳିଙ୍କୁ କଟାକ୍ଷ
ମୁଲତାନ୍: ମୁଲତାନ୍ ଟେଷ୍ଟରେ ପାକିସ୍ତାନ ଜିତିବ ବୋଲି ଆଶା ରଖିଥିଲେ ପାକିସ୍ତାନ ପ୍ରଶଂସକ । ତେବେ ଜିତିବା ମ୍ୟାଚ ହାରିଗଲା ପାକିସ୍ତାନ । ଜିତିବା ର ସଂଭାବନା ଥିବା ମ୍ୟାଚ ଶେଷ ବେଳକୁ ପାକିସ୍ତାନ ଉଇକେଟ ଗୋଟେ ପଟେ ଗୋଟେ ହରାଇ ହାରିଯାଇଥିଲା । ଚତୁର୍ଥ ଦିନରେ ରିସ୍କ ନେଇଥିବା!-->…