Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Browsing Category
Sports
All sports related news will be uploaded
ନେଦରଲ୍ୟାଣ୍ଡସ ହକି ଟିମ କୁ ସ୍ବାଗତ
ଭୁବନେଶ୍ୱର: ହକି ବିଶ୍ବକପ ପାଇଁ ପହଁଚିଛନ୍ତି ବିଦେଶ ଖେଳାଳି । ପ୍ରଥମ ଦଳ ଭାବେ ପହଂଚିଲା ନେଦରଲ୍ୟାଣ୍ଡସ୍ ହକି ଟିମ୍ । ପ୍ରଥମ ବିଦେଶୀ ଦଳ ଭାବେ ଓଡ଼ିଶା ପହଞ୍ଚିଛି ନେଦରଲ୍ୟାଣ୍ଡସ ହକି ଟିମ୍ । ବିମାନବନ୍ଦରରେ ଟିମ କୁ ସ୍ୱାଗତ କରାଯାଇଛି । ଆସନ୍ତା ୧୩ତାରିଖରୁ ଭୁବନେଶ୍ୱର କଳିଙ୍ଗ…
ପ୍ରଥମ ଟି-20ରେ ଶ୍ରୀଲଙ୍କାକୁ ୨ ରନରେ ହରାଇଲା ଭାରତ
ମୁମ୍ବାଇ : ଦୁଇ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି ଭାରତ । ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଶେଷ ଓଭରରେ ଶ୍ରୀଲଙ୍କାକୁ ୨ ରନରେ ହରାଇଦେଇଛି ଭାରତ ।…
ଶ୍ରୀଲଙ୍କା ବିପକ୍ଷରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆଜି ସଂଧ୍ୟାରେ
ମୁମ୍ବାଇ: ଆଜିଠୁ ଶ୍ରୀଲଙ୍କା ବିପକ୍ଷରେ ୩ ମ୍ୟାଚ୍ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆରମ୍ଭ ହେଉଛି । ସଂଧ୍ୟାରେ ଖେଳିବ ହାର୍ଦିକ ପାଣ୍ଡ୍ୟାଙ୍କ ଦଳ। ହାର୍ଦିକଙ୍କୁ ଭାରତର ପୂର୍ଣ୍ଣକାଳୀନ ଟ୍ବେଣ୍ଟି-୨୦ ଅଧିନାୟକ କରାଯିବା ଦିଗରେ ମଧ୍ୟ ଏହି ଶୃଙ୍ଖଳା ନିର୍ଣ୍ଣାୟକ ହେବ। ଈଶାନ କିଶନ, ଋତୁରାଜ…
ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଛି ଦିଲ୍ଲୀ ଯିବେନି ଚିକିତ୍ସା ପାଇଁ
ଡେରାଡୁନ: ଦିଲ୍ଲୀ ଚିକିତ୍ସା ହେବା ପାଇଁ ଯିବେ ନାହିଁ ପନ୍ତ । ତାଙ୍କର ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ହେଉଥିବା ମେଡିକାଲ ପକ୍ଷରୁ କୁହାଯାଇଛି । ବିସିସିଆଇ ମଧ୍ୟ ପନ୍ତଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଯୋଗାଯୋଗରେ ଅଛନ୍ତି । କାର୍ ଦୁର୍ଘଟଣାରେ ଗୁରୁତର ଆହତ ହୋଇ…
ସୁଧୁରୁଛି ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା
ଡେରାଡୁନ: ପନ୍ତଙ୍କ ପ୍ରଶଂସକଙ୍କ ପାଇଁ ଭଲ ଖବର । ଧୀରେ ଧୀରେ ସୁଧୁରୁଛି ଟିମ୍ ଇଣ୍ଡିଆ ୱିକେଟ କିପର ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା । ରିଷଭଙ୍କୁ ଏବେ ଆଇସିୟୁରୁ ବାହାର କରାଯାଇ ୱାର୍ଡକୁ ଅଣାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ତାଙ୍କର…
ପନ୍ତଙ୍କ ଏମ୍ଆର୍ଆଇ ରିପୋର୍ଟ ଜାରି କଲା ମେଡିକାଲ
ନୂଆଦିଲ୍ଲୀ : ଋଷଭ ପନ୍ତଙ୍କ କାର୍ ଦୁର୍ଘଟଣା ହେବା ପରେ ସେ ଏବେ ଚିକିତ୍ସିତ ହେଉଛନ୍ତି । ଗୁରୁତର ଆହତ ହୋଇଥିବା ଋଷଭ ପନ୍ତ୍ଙ୍କର ମସ୍ତିସ୍କ ଏବଂ ମେରୁଦଣ୍ଡର ଏମ୍ଆର୍ଆଇ କରାଯାଇଥିବା ବେଳେ ଡେରାଡୁନର ମାକ୍ସ ହସ୍ପିଟାଲ ପକ୍ଷରୁ କୁହାଯାଇଛି ତାହା ଏତେ ଗୁରୁତର ନୁହେଁ । ଏଥିରେ ଉଭୟ…
ବ୍ରାଜିଲ୍ର ମହାନ ଫୁଟବଲ ଖେଳାଳି ପେଲେଙ୍କ ବିୟୋଗରେ ସାରା ବିଶ୍ବରେ ଗଭୀର ଶୋକ ପ୍ରକାଶ
ସାଓପାଓଲୋ: ବ୍ରାଜିଲର ମହାନ ଫୁଲବଲ ଖେଳାଳି ପେଲେଙ୍କ ବିୟୋଗ ଘଟିଛି । ତାଙ୍କ ପରଲୋକରେ ସାରା ବିଶ୍ବରେ ଶୋକର ଛାୟା ଖେଳିଯାଇଛି । କର୍କଟରେ ପୀଡ଼ିତ ହୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ମହାନ ଫୁଟବଲ ଖେଳାଳି ପେଲେଙ୍କ ଦେହାନ୍ତ କୁ ନେଇ ସାରା ବିଶ୍ବର କ୍ରୀଡ଼ା ପ୍ରେମୀ ଶୋକ…
ସ୍ବର୍ଣ୍ଣ ଜିତିଲେ ଖେଳାଳି ପିଛା ୨୫ଲକ୍ଷ ଲେଖାଏଁ ପୁରସ୍କାର
ହକି ବିଶ୍ବକପ୍ ପାଇଁ ହକି ଇଣ୍ଡିଆ ପୁରସ୍କାର ଘୋଷଣା କରିଛି । ଚାମ୍ପିଅନ ହେଲେ ଭାରତୀୟ ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୨୫ ଲକ୍ଷ ଟଙ୍କା ମିଳିବ ବୋଲି ହକି ଇଣ୍ଡିଆ କହିଛି । ଭାରତୀୟ ଦଳର ଉତ୍ସାହ ବୃଦ୍ଧି ପାଇଁ ହକି ଇଣ୍ଡିଆ ପକ୍ଷରୁ ପୁରସ୍କାର ଘୋଷଣା କରାଯାଇଛି। ବିଶ୍ବକପ୍ରେ ଯଦି ଭାରତ…
ସ୍କୁଟରରେ କମେଣ୍ଟ୍ରି
କ୍ରିକେଟ ମ୍ୟାଚ ଆଜିକା ଯୁଗରେ କାହାର ବା ପସନ୍ଦ ନୁହେଁ । ଛୋଟ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ କ୍ରିକେଟ ମ୍ୟାଚ ଦେଖିବା ପାଇଁ ପାଗଳ ହୋଇ ଯାଆନ୍ତି । କ୍ରିକେଟ ମ୍ୟାଚରେ ସବୁଠାରୁ ଇେଂଟ୍ରଷ୍ଟିଙ୍ଗ ପାର୍ଟ ହେଲା କମେଂଟ୍ରି । ଯାହାକି କ୍ରିକେଟ ଖେଳ ପ୍ରେମୀଙ୍କୁ ତାଙ୍କ ଆଡକୁ!-->…
ବାଂଲାଦେଶକୁ ହରାଇଲା ଭାରତ
ରୋମାଞ୍ଚକର ସ୍ଥିତିରେ ଥିବା ଟେଷ୍ଟ ମ୍ୟାଚରେ ଭାରତ ଓ ବାଂଲାଦେଶକୁ ପରାସ୍ତ କରିଛି । ଦ୍ୱିତୀୟ ତଥା ଶେଷ ଟେଷ୍ଟ ମ୍ୟାଚ ଜିତି ଭାରତ ସିରିଜ ବିଜୟୀ ହୋଇଛି । ଆଜି ଚତୁର୍ଥ ଦିନରେ ଭାରତକୁ ଜିତିବାକୁ ହେଲେ ୧୦୦ ରନର ଆବଶ୍ୟକତା ଥିବା ବେଳେ ଅଶ୍ବିନ ଏବଂ ଶ୍ରେୟସ ଆୟରଙ୍କ ଭାଗିଦାରୀ ଦ୍ବାରା!-->…