Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Browsing Category
Sports
All sports related news will be uploaded
ସାନିଆଙ୍କ କ୍ୟାରିୟର ଶେଷ
ନିଜ ଖେଳ ପାଇଁ ଚର୍ଚାରେ ଥିବା ସାନିଆ ମିର୍ଜାଙ୍କ କ୍ୟାରିୟର ଶେଷ ହୋଇଛି । ଗତମାସରେ ନିଜର ଅନ୍ତିମ ଗ୍ରାଣ୍ଡ୍ ସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନ୍ ଖେଳିଥିବା ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ପରାଜୟ ସହ କ୍ୟାରିୟରର ଅନ୍ତ ଘଟାଇଛନ୍ତି। ଡବ୍ଲୁଟିଏ ଦୁବାଇ ଡ୍ୟୁଟି ଫ୍ରି…
ଭାରତ-ଆୟର୍ଲାଣ୍ଡକୁ ହରାଇ ସେମିଫାଇନାଲରେ ପହଁଚିଲା
କେପଟାଉନ: ଦକ୍ଷିଣ ଆଫ୍ରିକାର କେପଟାଉନରେ ଭାରତ ଓ ଆୟର୍ଲାଣ୍ଡକୁ 5 ରନରେ ହରାଇଦେଇଛି । ପ୍ରଥମ ଦୁଇ ମ୍ୟାଚ ଜିତିବା ପରେ ତୃତୀୟ ମୁକାବିଲାରେ ଇଂଲଣ୍ଡଠୁ ପରାସ୍ତ ହୋଇଥିଲା ଭାରତ । ଆଜି ଆୟର୍ଲାଣ୍ଡ ବିପକ୍ଷରେ ଭାରତ ଜିତି ସେମିଫାଇନାଲରେ ପହଁଚିଛି ।
ଭାରତ ପ୍ରଥମେ ବ୍ୟାଟିଂ କରି 6 ଉଇକେଟ…
ଦ୍ୱିତୀୟ ଟେଷ୍ଟରେ ଭାରତର ଦମଦାର ବିଜୟ
ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟରେ ଭାରତ ବିଜୟ ହାସଲ କରିଛି। ଆଉ ଗୋଟିଏ ମ୍ୟାଚ ଜିତିଲେ ଭାରତ ଟେଷ୍ଟ ଚାମ୍ପିୟନସିପିର ଫାଇନାଲ ମ୍ୟାଚ ଖେଳିବ । ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ଟେଷ୍ଟରେ ଭାରତ ତୃତୀୟ ଦିନରେ ୬ ୱିକେଟ୍ରେ ଅଷ୍ଟ୍ରେଲିଆକୁ ହରାଇ ଦେଇଛି ।…
ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାର ଆଜି ଦ୍ୱିତୀୟ ଟେଷ୍ଟ
ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାର ଆଜି ଦ୍ୱିତୀୟ ଟେଷ୍ଟ । ଦିଲ୍ଲୀର ଫିରୋଜ ଶାହ କୋଟଲାରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ନାଗପୁରରେ ଏକତରଫା ବିଜୟ ପରେ ଦିଲ୍ଲୀରେ ମ୍ୟାଚ ଜିତିବାକୁ ଲକ୍ଷ୍ୟ ରଖିଛି ରୋହିତ ବାହିନୀ । ତେବେ ଆହତ ସମସ୍ୟା ଏବଂ ଭାରତୀୟ ସ୍ପିନରଙ୍କୁ ଖେଳିବାର…
ସ୍ମୃତି ମନ୍ଧାନା ସବୁଠୁ ଦାମୀ ଖେଳାଳି
ଭାରତୀୟ ବ୍ୟାଟର୍ ସ୍ମୃତି ମନ୍ଧାନା ସବୁଠୁ ଦାମୀ ଖେଳାଳି ଭାବେ ବିକ୍ରି ହୋଇଛନ୍ତି। ମନ୍ଧାନାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୩ କୋଟି ୪୦ ଲକ୍ଷ ଟଙ୍କାରେ କିଣିଛି। ମୁମ୍ବାଇରେ ହୋଇଥିବା ଏହି ନିଲାମରେ ମନ୍ଧାନାଙ୍କୁ କିଣିବା ପାଇଁ ଆର୍ସିବି ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ…
ଶୁବମନ ଗିଲ୍ ଜାନୁଆରିର ଶ୍ରେଷ୍ଠ ଖେଳାଳି
ଆଇସିସି ପକ୍ଷରୁ ଗତ ଜାନୁଆରି ମାସର ଶ୍ରେଷ୍ଠ କ୍ରିକେଟ ଖେଳାଳି ଘୋଷଣା କରାଯାଇଛି । ଉତ୍ତମ ପ୍ରଦର୍ଶନ ପାଇଁ ଭାରତୀୟ ଦଳର ବ୍ୟାଟ୍ସମ୍ୟାନ ଶୁବମନ ଗିଲଙ୍କୁ ଜାନୁଆରି ମାସର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଛି । ସେହିପରି ଇଂଲଣ୍ଡ ୧୯ ବର୍ଷରୁ କମ ମହିଳା ଦଳର ଅଧିନାୟକ ଗ୍ରେସ ସ୍ରିଭେନ୍ସଙ୍କୁ…
ମହିଳା ଟି-୨୦ ବିଶ୍ବକପ୍: ରୋମାଂଚକର ମ୍ୟାଚରେ ପାକିସ୍ତାନକୁ ହରାଇଲା ଭାରତ
କେପ୍ଟାଉନ: ରୋମାଂଚକର ମ୍ୟାଚରେ ପାକିସ୍ତାନକୁ ହରାଇଲା ଭାରତ । ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ମହିଳା ଟି-୨୦ ବିଶ୍ବକପ୍ରେ ପାକିସ୍ତାନକୁ ଭାରତ ୭ ୱିକେଟ୍ରେ ପରାସ୍ତ କରିଛି।…
ଆଜିଠୁ ଆରମ୍ଭ ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟେଷ୍ଟ ସିରିଜ
ଆଜିଠୁ ଆରମ୍ଭ ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟେଷ୍ଟ ସିରିଜ । ନାଗପୁରରେ ଦିନ ୯ଟା ୩୦ରେ ପ୍ରଥମ ମ୍ୟାଚ । ନମ୍ବର ୱାନ ଅଷ୍ଟ୍ରେଲିଆ ଓ ନମ୍ବର ୨ ଭାରତ ଭିତରେ କଡା ମୁକାବିଲା ସମ୍ଭାବନା । ଏହି ସିରିଜରେ ଉଭୟ ଦେଶର ଖେଳାଳି ନିଜ ନାଁରେ ରେକର୍ଡ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି…
ବର୍ଡର-ଗାଭାସ୍କର ଟ୍ରଫି ଆସନ୍ତାକାଲିଠୁ
ନାଗପୁର: ବର୍ଡର-ଗାଭାସ୍କର ଟ୍ରଫି ଆସନ୍ତାକାଲି ଖେଳାଯିବ । ଏହି ଟେଷ୍ଟରେ ଭାରତ ଜିତିବାକୁ ଚାହିଁବ । କାରଣ ଭାରତ ହାରିଲେ ଟେଷ୍ଟ ଚାମ୍ପିଆନସିପ୍ ର ଫାଇନାଲକୁ ଯାଇପାରିବ ନାହିଁ । ଏବେ ଦ୍ବିତୀୟ ନମ୍ବରରେ ଅଷ୍ଟ୍ରେଲିଆ ପଛକୁ ରହିଛି ଭାରତ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର…
୧୬୮ ରନ୍ରେ ହାରିଲା ନ୍ୟୁଜିଲାଣ୍ଡ୍
ଅହମଦାବାଦ: ୧୬୮ ରନ୍ରେ ହାରିଲା ନ୍ୟୁଜିଲାଣ୍ଡ୍ । ସିରିଜ ଜିତିଲା ଭାରତ । ଶୁବମନ ଗିଲ୍ଙ୍କ ପ୍ରଥମ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ଶତକ ଦଳକୁ ବିଜୟ ଦେବାରେ ସହାୟକ ହେଲା ।
https://twitter.com/BCCI/status/1620831772580929536?s=20&t=tAmQhFclKwSklqrAgW2Ifw…