Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Browsing Category
Sports
All sports related news will be uploaded
ଏସିଆ କପ ୨୦୨୨ ଦୁବାଇରେ ହୋଇପାରେ
ଏସିଆ କପର ଚଳିତ ସଂସ୍କରଣ ଶ୍ରୀଲଙ୍କାରୁ ବାହାରେ ଖେଳାଯିବା ନେଇ ଯୋଜନା ପ୍ରସ୍ତୁତ ହେଉଛି । ତେବେ ଏହାକୁ ଦୁବାଇ ସ୍ଥାନାନ୍ତର କରିବାକୁ ଯୋଜନା ହେଉଛି । ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଏହାକୁ ଆୟୋଜନ କରୁଥିବାବେଳେ କେବଳ ଦୁବାଇର ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯିବ ।
ଦୁଇଟି ଦଳ ମଧ୍ୟରେ!-->!-->!-->…
୫ ଓ୍ବିକେଟରେ ଇଂଲଣ୍ଡକୁ ହରାଇ ସିରିଜ୍ ଜିତିଲା ଭାରତ
୫ ଓ୍ବିକେଟରେ ଇଂଲଣ୍ଡକୁ ହରାଇ ସିରିଜ୍ ଜିତିଛି ଭାରତ। ପନ୍ତଙ୍କ ଦମଦାର ଶତକ ବଳରେ ସିରିଜକୁ ୨-୧ରେ ଜିତି ନେଇଛି ରୋହିତ ବାହିନୀ। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୪୫.୫ ଓଭରରେ ୨୫୯ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ଅଧିନାୟକ ଜୋସ୍ ବଟଲର ୬୦ ରନ କରିଥିବା ବେଳେ ଜାସନ ରୟ ୪୧ ରନ!-->…
ସିଙ୍ଗାପୁର ଓପନ୍ସ ଜିତିଲେ ପିଭି ସିନ୍ଧୁ
ସିଙ୍ଗାପୁର ଓପନ ମହିଳା ସିଙ୍ଗଲ୍ସରେ ବିଜୟ ହାସଲ କରିଛନ୍ତି ସିନ୍ଧୁ । ଫାଇନାଲରେ ଚୀନ ଖେଳାଳି ୱଙ୍ଗ ଝିଙ୍କୁ ୨୧-୯, ୧୧-୨୧ ଓ ୨୧-୧୫ରେ ହରାଇଛନ୍ତି । ବର୍ଷକ ଭିତରେ ଏହା ହେଉଛି ସିନ୍ଧୁଙ୍କର ତୃତୀୟ ସଫଳତା । ପିଭି ସିନ୍ଧୁ ସିଙ୍ଗାପୁର ଓପନ୍ ସୁପର-୫୦୦ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ତଥା!-->…
ଦ୍ଵିତୀୟ ଦିନିକିଆରେ ଭାରତ ପରାସ୍ତ
ଦ୍ଵିତୀୟ ଦିନିକିଆରେ ଭାରତ ପରାସ୍ତ ହୋଇଛି । ପ୍ରାରମ୍ଭିକ ବ୍ୟାଟିଂ ବିଫଳତା ପର ଗୋଟିଏ ପରେ ଗୋଟିଏ ଉଇକେଟ ହରାଇ ଚାଲିଥିଲା ଭାରତ । 247 ରନର ପିଛା କରି ଭାରତ 146 ରନରେ ଅଲଆଉଟ ହୋଇଥିଲା । ଦଳ ପକ୍ଷରୁ ଶିଖର ଧାଓ୍ବନ 9 ରନ୍ କରିଥିଲେ । ବିରାଟ କୋହଲି 16 ରନ କରିଥିବା ବେଳେ!-->…
୨ୟ ଦିନିକିଆ ଆଜି : ସିରିଜ ବିଜୟ ରୋହିତଙ୍କ ଇଚ୍ଛା
ଲର୍ଡସ ଗ୍ରାଉଣ୍ଡରେ ଆଜି ରୋହିତ ବାହନୀ ଭେଟିବ ଇଂଲଣ୍ଡ ଟିମକୁ । ୨ୟ ଦିନିକିଆ ଖେଳିବା ପାଇଁ ପୁରାଦମରେ ପଡିଆକୁ ଓହ୍ଲାଇବେ ରୋହିତ ବାହିନୀ । ଆଜି ଜିତିଲେ ସିରିଜ ବିଜୟୀ ହେବ ଭାରତ । ଦୃଢ଼ ମନୋବଳରେ ଥିବା ଭାରତୀୟ ଦଳ ର ଅଧିନାୟକ ରୋହିତ ଶର୍ମା କହିଛନ୍ତି ଆଜିର ମ୍ୟାଚ ବିଜୟ ପାଇଁ!-->…
ବୁମ୍ରା ବିଶ୍ବର ୧ନଂ ଦିନିକିଆ ବୋଲର
ବୁମ୍ରା ବିଶ୍ବର ୧ନଂ ଦିନିକିଆ ବୋଲର । ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଚମତ୍କାର ପ୍ରଦର୍ଶନ କରି ବୁମ୍ରା ବିଶ୍ବର ୧ ନମ୍ବର ଦିନିକିଆ ବୋଲରର ମାନ୍ୟତା ପାଇଛନ୍ତି। ଆଇସିସି ପକ୍ଷରୁ ଦିନିକିଆ ବୋଲିଂ ମାନ୍ୟତାରେ ଯଶପ୍ରିତ ବୁମ୍ରା ୧ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ବୁମରା!-->…
୧୦ ୱିକେଟ୍ ବିଜୟୀ ହେଲା ଭାରତ
ଭାରତ ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ୧୦ ୱିକେଟ୍ରେ ପରାସ୍ତ କରିଛି । ବୁମ୍ରାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ (୬/୧୯) କାରଣରୁ କେନିଂଟନ୍ ଓଭାଲରେ ଇଂଲଣ୍ଡ ମାତ୍ର ୨୫.୨ ଓଭରରେ ୧୧୦ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ରୋହିତ ଶର୍ମାଙ୍କ ଅପରାଜିତ ୭୬ ରନ୍, ୫୮ ବଲ୍, ୬ ଚୌକା, ୫!-->…
ଦ୍ବିତୀୟ ଟ୍ବେଣ୍ଟି-୨୦କୁ ୪୯ ରନ୍ରେ ଜିତିଲା ଭାରତ
ଦ୍ବିତୀୟ ଟ୍ବେଣ୍ଟି-୨୦କୁ ୪୯ ରନ୍ରେ ଜିତି ନେଇଛି ଭାରତ । ପ୍ରଥମେ ବ୍ୟାଟିଂ କରି ୧୭୧ ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ନୂଆ ଯୋଡ଼ି ଅଧିନାୟକ ରୋହିତ ଶର୍ମା (୩୧) ଓ ଋଷଭ ପନ୍ତ (୨୬)ଙ୍କୁ ନେଇ ପାଳି ଆରମ୍ଭ କରିଥିଲା। ଉଭୟ!-->…
ପନ୍ତ ଟେଷ୍ଟରେ ପଞ୍ଚମ ସ୍ଥାନକୁ ଡେଇଁଲେ
ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳାର ସମାପ୍ତି ପରେ ୱିକେଟ୍ରକ୍ଷକ ଋଷଭ ପନ୍ତଙ୍କୁ ମିଳିଛି ବଡ଼ ସଫଳତା । ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ୍ର ପ୍ରଥମ ପାଳିରେ ୧୪୬ ଏବଂ ଦ୍ବିତୀୟ ପାଳିରେ ୫୭ ରନ୍ କରିଥିବା ପନ୍ତ୍ ବୁଧବାର ପ୍ରକାଶିତ ବ୍ୟାଟର୍ଙ୍କ ମାନ୍ୟତାରେ ପଞ୍ଚମ ସ୍ଥାନକୁ ଲମ୍ଫ!-->…
ଭାରତକୁ ୭ ଓ୍ବିକେଟରେ ହରାଇ ସିରିଜ ବରାବର୍ କଲା ଇଂଲଣ୍ଡ
ଭାରତ କୁ ହରାଇଲା ଇଂଲଣ୍ଡ । ଏଜବେଷ୍ଟନ୍ କ୍ରିକେଟ୍ ଗ୍ରାଉଣ୍ଡରେ ୫ମ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ସହଜ ବିଜୟ ହାସଲ କରିଛି ଘରୋଇ ଦଳ ଇଂଲଣ୍ଡ । ୭ ଓ୍ବିକେଟରେ ଭାରତକୁ ପରାଜୟ କରିଛି । ୫ ଟିକିଆ ଟେଷ୍ଟ ୨-୨ରେ ବରାବର୍ ହୋଇଛି ।
Eng vs Ind Test
ଦ୍ବିତୀୟ ଇନିଂସରେ ବିଜୟ!-->!-->!-->!-->!-->…