Browsing Category

Sports

All sports related news will be uploaded

ଅଲଟିମେଟ୍‌ ଖୋ ଖୋ: ଫାଇନାଲରେ ଓଡ଼ିଶା ଜଗରନଟ୍ସ

ପୁନେର ଶିବ ଛତ୍ରପତି ଶିବାଜୀ ସ୍ପୋର୍ଟ୍ସ କମ୍ପେ୍ଲକ୍ସରେ ଇତିହାସ ରଚିଛି ଓଡ଼ିଶା ଜଗରନଟ୍ସ । ଏଠାରେ ଚାଲିଥିବା ଅଲଟିମେଟ୍‌ ଖୋ ଖୋ ଲିଗର ପ୍ରଥମ କ୍ୱାଲିଫାୟରରେ ବିଜୟୀ ହୋଇ ଓଡ଼ିଶା ଜଗରନଟ୍ସ ଫାଇନାଲରେ ପ୍ରବେଶ କରିଛି । ଏହି ବିଜୟ ପରେ ମୁଖ୍ୟମନ୍ତ୍ରୀ ଟିମକୁ ଅଭିନନ୍ଦନ ଜଣାଇଛନ୍ତି ।

ପାକିସ୍ତାନକୁ ହରାଇଲା ଭାରତ

ଏସିଆ କପ ମ୍ୟାଚରେ ପାକିସ୍ତାନକୁ 5 ଉଇକେଟରେ ପରାସ୍ତ କରିଛି ଟିମ ଇଣ୍ଡିଆ । ୧୪୮ ରନ୍ ଟାର୍ଗେଟକୁ ହାସଲ କରିଛି ରୋହିତ ବାହିନୀ । https://twitter.com/BCCI/status/1563963512526802944 ଭାରତ ୫ ଓ୍ବିକେଟ୍‌ରେ ପାକିସ୍ତାନକୁ ହରାଇଛି । ପାକିସ୍ତାନ ବିପକ୍ଷରେ ଶେଷ

ଏସିଆ କପ ପାଇଁ ରୋହିତବାହିନୀ ରେଡି

ଏସିଆ କପ୍‌ରେ ଭାରତ ତା’ର ପ୍ରଥମ ମ୍ୟାଚ୍ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଆସନ୍ତା ୨୮ ତାରିଖରେ ଖେଳିବ। ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ କ୍ରିକେଟ୍ । https://twitter.com/BCCI/status/1562455671396012034 ସଂପ୍ରତି ଜାତୀୟ କ୍ରିକେଟ୍

ବାରବାଟିରେ ଲିଜେଣ୍ତସ୍‌ ଲିଗ୍‌ ଟିକେଟ

ଭାରତ-ଦକ୍ଷିଣ ଆଫ୍ରିକା ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ୍‌ ପରେ ଲିଜେଣ୍ତ୍ସ ଲିଗ୍‌ ବାରବାଟୀକୁ ଆସୁଛି । ସେପ୍ଟେମ୍ବର ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ବାରବାଟୀ ଷ୍ଟାଡିୟମରେ ଲିଜେଣ୍ତ୍ସ ଲିଗ୍‌ କ୍ରିକେଟ ଟ୍ବେଣ୍ଟି-୨୦ ପ୍ରତିଯୋଗିତା ଆୟୋଜନ ହେବ । ଆୟୋଜକ ଆବସୋଲ୍ୟୁଟ ଲିଜେଣ୍ତ୍ସ

ଭୁବନେଶ୍ବର, ରାଉରକେଲାରେ ହକି ପ୍ରୋ ଲିଗ୍

ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ହକି ପ୍ରତିଯୋଗିତା ଭୁବନେଶ୍ବର ସହ ରାଉରକେଲାରେ ଖେଳାଯିବ। ଉଭୟ ଭେନ୍ୟୁରେ ପ୍ରୋ ଲିଗ୍‌ର ମୋଟ ୧୨ ମ୍ୟାଚ୍ ଆୟୋଜିତ ହେବ। ଜାନୁଆରି, ୨୦୨୩ରେ ଖେଳାଯିବାକୁ ଥିବା ପୁରୁଷ ହକି ବିଶ୍ବକପ୍‌ ପାଇଁ ପ୍ରସ୍ତୁତି ପର୍ବ ସ୍ବରୂପ ଏଭଳି ନିଷ୍ପତ୍ତି ନିଆଯାଇଥିବା

ଗିଲଙ୍କ ପ୍ରଥମ ଦିନିକିଆ ଶତକ ବଳରେ ଭାରତ ବିଜୟୀ

ଭାରତ ଏବଂ ଜିମ୍ବାଓ୍ବେ ମଧ୍ୟରେ ୩ୟ ଦିନିକିଆରେ ଶୁଭମନ ଗିଲଙ୍କ ଶତକ ବଳରେ ଭାରତ ବିଜୟୀ ହୋଇଛି । 13 ରନରେ ଜିମ୍ବାଓ୍ବକୁ ହରାଇଛି ଟିମ ଇଣ୍ଡିଆ । https://twitter.com/BCCI/status/1561769192856375296?s=20&t=ICQIb8OdbYRKel78SNBHuQ ଭାରତ ୮ ଓ୍ବିକେଟ ହରାଇ

ଜିମ୍ବାଓ୍ଵେ ବିପକ୍ଷରେ ଭାରତ ଜିତିଲା

ଭାରତ ଏବଂ ଘରୋଇ ଜିମ୍ବାଓ୍ଵେ ମଧ୍ୟରେ ଚାଲିଥିବା ପ୍ରଥମେ ଓ୍ବାନଡେରେ ଭାରତ ବିଜୟୀ ହୋଇଛି । ଜିମ୍ବାଓ୍ବେ 40.3 ଓଭରରେ 189 ରନ କରି ଅଲଆଉଟ ହୋଇଥିବା ବେଳେ ଭାରତ କୈାଣସି ଉଇକେଟ ନହରାଇ ମ୍ୟାଚ ଜିତି ଯାଇଛି।

ଅଲ୍‌ ଇଣ୍ଡିଆ ଫୁଟ୍‌ବଲ୍‌ ଫେଡେରସନ୍‌କୁ ସସ୍‌ପେଣ୍ଡ କଲା ବିଶ୍ୱ ପୁଟବଲ୍‌ର ଶୀର୍ଷ ସଙ୍ଗଠନ

ଭାରତକୁ ବଡ ଝଟ୍‌କା। AIFF ତଥା ଅଲ୍‌ ଇଣ୍ଡିଆ ଫୁଟ୍‌ବଲ୍‌ ଫେଡେରସନ୍‌କୁ ସସ୍‌ପେଣ୍ଡ କଲା ବିଶ୍ୱ ପୁଟବଲ୍‌ର ଶୀର୍ଷ ସଙ୍ଗଠନ FIFA। ତୃତୀୟ ପକ୍ଷର ଅଯଥା ହସ୍ତକ୍ଷେପ ତଥା ଫୁଟବଲ ଫେଡେରେଶନରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଯୋଗୁଁ ଫିଫା ଏହି ପଦକ୍ଷେପ ନେଇଛି। ଗଣତାନ୍ତ୍ରିକ

ଖେଳାଳୀଙ୍କ ସହ ଭାବ ଆଦାନ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ଦେଶ ୭୫ତମ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ କ୍ରୀଡ଼ା କ୍ଷେତ୍ରରେ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ଇତିହାସ ରଚିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଏହି କ୍ରୀଡାରେ କୃତ୍ବିତ୍ବ ହାସଲ କରିଥିବା ଖେଳାଳୀଙ୍କ ସହ ଭାବ ଆଦାନ ପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଭାରତୀୟ

ଜିମ୍ବାୱେ ଗସ୍ତ ପାଇଁ କୋଚ ହେବେ ଲକ୍ଷ୍ମଣ

ଆସନ୍ତା ୧୮ ତାରିଖ ଠାରୁ ଜିମ୍ବାଓ୍ବେ ଏବଂ ଭାରତ ମଧ୍ୟରେ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବ । ତେବେ ଏହି ଗସ୍ତ ପାଇଁ ଟିମ୍ ଇଣ୍ଡିଆର ଅଧିନାୟକ ପରିବର୍ତ୍ତନ କରାଯାଇଥିବା ବେଳେ ଏବେ କୋଚ ମଧ୍ୟ ବଦଳି ହୋଇଛି । ଏହି ଶୃଙ୍ଖଳାରେ ନ୍ୟାସନାଲ କ୍ରିକେଟ ଏକାଡେମୀର ନିର୍ଦ୍ଦେଶକ ଭିଭିଏସ୍ ଲକ୍ଷ୍ମଣ