Trending
- ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ ପୂର୍ବରୁ ଭାରତୀୟ ସେନା ସେୟାର କରିଛି ଏକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ
- ମହିଳାଙ୍କୁ ଖରାପ ଚାଟିଂ ଏବଂ ଫୋନ୍ କରି ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ ଖଣ୍ଡପଡ଼ା SDPOଙ୍କୁ ବଦଳି
- ପଶ୍ଚିମବଙ୍ଗରେ ମତଦାନ: ବାଇକ୍ରେ ରାଲି ବ୍ୟାନ୍ କରିବା ସହ, ରାତିର ବାଇକ୍ ଚଳାଇବା ଉପରେ କଟକଣା ଲଗାଇଛନ୍ତି ନିର୍ବାଚନ କମିଶନ
- ନିଜେ ଆଗକୁ ଯାଅ, ଅନ୍ୟମାନଙ୍କୁ ଆଗକୁ ଯିବାକୁ ଦିଅ- ରାଷ୍ଟ୍ରପତି ଦୌପଦ୍ରୀ ମୁର୍ମୁ
- ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପହଁଚିଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ
- ମେଟ୍ରୋରେ କୌଣସି ପ୍ରକାରର ଶବ୍ଦ କଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ
- ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ଶୁଣାଣି,ପରବର୍ତ୍ତୀ ଶୁଣାଣି ମେ’ ୨ ତାରିଖରେ
- ଜମ୍ମୁରେ ଭୟଙ୍କର ସଡ଼କ ଦୁର୍ଘଟଣା,ଲିଭିଲା ୨୧ ଜଣଙ୍କ ଜୀବନ
- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
Browsing Category
Sports
All sports related news will be uploaded
ବିଶ୍ୱକପ ସେମିଫାଇନାଲରେ ଜର୍ମାନୀ ଓ ନେଦରଲାଣ୍ଡ୍ସ
ଓଡ଼ିଶାରେ ଚାଲିଥିବା ଚଳିତ ଏଫଆଇଏଚ ହକି ବିଶ୍ୱକପରେ ସେମିଫାଇନାଲକୁ ଯାଇଛନ୍ତି ଜର୍ମାନୀ ଓ ନେଦରଲାଣ୍ଡ୍ସ । କ୍ୱାଟର ଫାଇନାଲରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଇଂଲଣ୍ଡ-ଜର୍ମାନୀ ୨-୨ ଗୋଲ ଦେଇଥିଲେ । ଶେଷରେ ସୁଟଆଉଟ ୪-୩ରେ ଜିତିଥିଲା ଜର୍ମାନୀ । ଏହା ପୂର୍ବରୁ ମଧ୍ୟ ଇଂଲଣ୍ଡ ବିଶ୍ୱକପରେ…
ବିଜୟ ସହ ବିଶ୍ୱ ଦିନିକିଆ କ୍ରିକେଟରେ ଏକ ନମ୍ବର ସ୍ଥାନ ଅଧିକାର କରିଛି ଭାରତ
ତୃତୀୟ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୯୦ ରନରେ ହରାଇ ଦେଇଛି ଟିମ୍ ଇଣ୍ଡିଆ । ଏହା ୩-୦ରେ କ୍ଲିନ୍ ସୁଇପ୍ କରି ସିରିଜ ବିଜୟ ହାସଲ କରିଛି ଘରୋଇ ଦଳ । ବିଜୟ ସହ ବିଶ୍ୱ ଦିନିକିଆ କ୍ରିକେଟରେ ଏକ ନମ୍ବର ସ୍ଥାନ ଅଧିକାର କରିଛି ଭାରତ । ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳା ଯାଉଥିବା ତୃତୀୟ…
ଜିତୁ ଜିତୁ ହାରିଲା ଭାରତ
ଭାରତୀୟ ଦଳର ବିଶ୍ବକପ୍ ଅଭିଯାନ ଶେଷ ହୋଇଛି । ସବୁ ଆଶା ଆଶା ର ରହିଯାଇଛି । ମ୍ୟାଚ୍ ବହୁ ରୋମାଞ୍ଚ ହେବା ସହ ଦୁଃଖ ର ସହ ଶେଷ ହୋଇଗଲା। ବିଶ୍ବକପ୍ ପଦକଟିଏ ପାଇଁ ଥିବା ୪୮ ବର୍ଷର ସ୍ବପ୍ନ ପୁଣି ଥରେ ଚୂରମାର ହେବାରୁ ପ୍ରଶଂସକମାନେ ଦୁଃଖରେ ଭାଙ୍ଗିପଡିଥିଲା ଦେଖିବାକୁ ମିଳିଥିଲା । …
ଆଜିଠୁ ଆରମ୍ଭ ହେଉଛି କ୍ରସ୍ ଓଭର ମ୍ୟାଚ୍
ଭୁବନେଶ୍ବର: ହକି ବିଶ୍ବକପ୍ ଆଗକୁ ବଢ଼ିବା ସହ ବଢ଼ିବାରେ ଲାଗିଛି ଉତ୍କଣ୍ଠା । ଆଜିଠୁ ଆରମ୍ଭ ହେଉଛି କ୍ରସ୍ ଓଭର ମ୍ୟାଚ୍ । ଆଜି ଦୁଇଟି ମ୍ୟାଚ ହେବାକୁ ଥିବା ବେଳେ ସମସ୍ତଙ୍କ ନଜର କଳିଙ୍ଗ ଷ୍ଟାଡିୟମର ସନ୍ଧ୍ୟା ୭ଟା ମ୍ୟାଚ୍ ଉପରେ ନଜର ରହିଛି । କାରଣ ଏହି ମ୍ୟାଚରେ ନ୍ୟୁଜଲାଣ୍ଡକୁ ଟକ୍କର…
ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁକୁ ନେଇ ରାଜନୀତି ଜୋର ଧରିଲା
କଟକ: ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁକୁ ନେଇ ରାଜନୀତି ଜୋର ଧରିଛି । ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁକୁ ନେଇ ବିଜେପି , କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯାଇଛି । ରାଜ୍ୟରେ ମହିଳାମାନଙ୍କ ଉପରେ ଦିନକୁ ଦିନ ଅତ୍ୟାଚାର ବୃଦ୍ଧି ପାଇଥିବା ବେଳେ ପୋଲିସ ଏବଂ…
ଗିଲଙ୍କ ଦ୍ବିଶତକ, ରୋମାଞ୍ଚକର ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୧୨ ରନରେ ହରାଇଲା ଭାରତ
୧୨ ରନରେ ନ୍ୟୁଜିଲାଣ୍ଡକୁ ହରାଇ ଜିତିଲା ଭାରତ । ରୋମାଂଚକର ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଶେଷ ଓଭରରେ ପରାସ୍ତ କରିଛି ଭାରତ । ଭାରତ ପକ୍ଷରୁ ୩୫୦ ରନର ଟାର୍ଗେଟ ଥିଲା ନ୍ୟୁଜିଲାଣ୍ଡ ଆଗରେ । ୭ମ ସ୍ଥାନରେ ଆସିଥିବା ମାଇକେଲ ବ୍ରେସଓ୍ବେଲଙ୍କ ଲଢୁଆ ଇନିଂସ ମ୍ୟାଚକୁ ରୋମାଞ୍ଚକର ସ୍ଥିତିକୁ…
ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ
ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ । ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଆଜି ହାଇଦ୍ରାବାଦରେ ଖେଳାଯିବ । ଶ୍ରୀଲକ୍ଷା ବିପକ୍ଷ ସିରିଜ୍ ୩-୦ରେ ବିଜୟୀ ହୋଇଥିବାରୁ ଭାରତୀୟ ଖେଳାଳଳିଙ୍କ ମନୋବଳ ଦୃଢ ରହିଛି । ଘରୋଇ ଗ୍ରାଉଣ୍ଡରେ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ…
ହକି ବିଶ୍ବକପ୍: ଭାରତ-ଇଂଲଣ୍ଡ ମଧ୍ୟରେ କଡ଼ା ଟକ୍କର
ଗତ ୧୩ ତାରିଖରେ ଭାରତ ୨-୦ ଗୋଲ୍ରେ ସ୍ପେନକୁ ହରାଇଥିଲା ବେଳେ ଆଜି ଦ୍ବିତୀୟ ମ୍ୟାଚରେ ଇଂଲଣ୍ଡ ସହ ମ୍ୟାଚ ଡ୍ର ରଖିଛି। ନିର୍ଦ୍ଧାରିତ ସମୟ ଭିତରେ କେହି କାହାରିକୁ ଗୋଲ୍ ଦେଇପାରି ନାହାନ୍ତି। ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି।ଆଜି ଦୁଇ ଦଳ ମଧ୍ୟରେ କଡ୍ଡା ଟକ୍କର ଦେଖିବାକୁ…
ଭାରତର ଶ୍ରୀଲଙ୍କା ବିପକ୍ଷରେ ରେକର୍ଡ ବିଜୟ
ତିରୁଅନ୍ତପୁରମ: ତୃତୀ୍ୟ ଦିନିକିଆରେ ଭାରତ ଶ୍ରୀଲଙ୍କା ବିପକ୍ଷରେ ରେକର୍ଡ ବିଜୟ ହାସଲ କରିଛି । କେରଳର ତିରୁଭନନ୍ତପୁରମସ୍ଥିତ ଗ୍ରୀନଫିଲ୍ଡ ଅନ୍ତର୍ଜାତୀୟ ଷ୍ଟାଡିୟମରେ ପ୍ରଥମେ ଟସ ଜିତି ବ୍ୟାଟିଂ କରିଥିବା ଭାରତ ୩୧୭ ରନ୍ରେ ମ୍ୟାଚ୍ ଜିତିଛି।…
ଭାରତୀୟ ପୁରୁଷ ହକି ଦଳ ଆଜି ତା’ର ଦ୍ୱିତୀୟ ମୁକାବିଲାରେ ଇଂଲଣ୍ଡକୁ ଭେଟିବ
ସ୍ପେନ ବିରୋଧରେ ଜବରଦସ୍ତ ବିଜୟ ସହ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଥିବା ଭାରତୀୟ ପୁରୁଷ ହକି ଦଳ ଆଜି ତା’ର ଦ୍ୱିତୀୟ ମୁକାବିଲାରେ ଇଂଲଣ୍ଡକୁ ଭେଟିବ । ଶୁକ୍ରବାର ପ୍ରଥମ ମ୍ୟାଚରେ ଭାରତ ଦମଦାର ପ୍ରଦର୍ଶନ କରି ସ୍ପେନକୁ ୨-୦ ଗୋଲରେ ହରାଇଥିଲା । କିନ୍ତୁ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଟିମକୁ କଡ଼ା…