Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Browsing Category
Special
ଆନ୍ତର୍ଜାତୀୟ ଡଗ୍ ଡେ’
ଆଜି ହେଉଛି ଇଣ୍ଟର ନ୍ୟାସନାଲ ଡଗ୍ ଡେ । ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଏଭଳି ଦିବସ ପାଳନ କରୁଛନ୍ତ ଲୋକେ । କୁକୁରଙ୍କୁ ଭଲ ପାଉଥିବା ପଶୁପ୍ରେମୀ ଲୋକମାନେ ଆଜିର ଦିନରେ ଏହି ଦିନକୁ ପାଳନ କରୁଛନ୍ତି । ମଣିଷର ସର୍ବୋତ୍ତମ ବନ୍ଧୁ କୁକୁର ଭଳି ହୃଦୟ କେହି ଜିତି ପାରିବେ ନାହିଁ । …
ମୟୂରଭଞ୍ଜରେ 5T ସଚିବଙ୍କ ମାରାଥନ ସମୀକ୍ଷା
ମୟୂରଭଞ୍ଜ: ଦ୍ବିତୀୟ ଦିନରେ ମୟୂରଭଞ୍ଜରେ 5T ସଚିବଙ୍କ ମାରାଥନ ସମୀକ୍ଷା । ଗ୍ରାଉଣ୍ଡ ଜିରୋରେ ବିକାଶ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି 5T ସଚିବ । ଆଜି ବାରିପଦା ମିଶନ ଶକ୍ତି କାଫେ ଯାଇ ମିଶନ ଶକ୍ତି ମା’ଙ୍କୁ ଭେଟିବା ସହ ଲୋକଙ୍କ ହାତରୁ ନେଇଥିଲେ ଦାବିପତ୍ର । ସମସ୍ୟାର ସମାଧାନ ପାଇଁ…
ଆଜି ବିଶ୍ବହାତୀ ଦିବସ: ହାତୀ ସୁରକ୍ଷା ଚିନ୍ତା
ହାତୀଙ୍କ ସୁରକ୍ଷା ଓ ସଂରକ୍ଷଣ ପ୍ରତି ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖକୁ ‘ବିଶ୍ବ ହସ୍ତୀ ଦିବସ ଭାବେ’ ପାଳନ କରାଯାଉଛି। ଏହିଦିନ ହାତୀଙ୍କ ସୁରକ୍ଷା ଲାଗି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଏ। ୨୦୧୨ରୁ ଏହି ଦିବସ ପାଳନ ଆରମ୍ଭ ହୋଇଛି। ରିପୋର୍ଟ…
ବନ୍ଧୁ ପାଇଁ ଦିନ ଟିଏ: ଆଜି ଫ୍ରେଣ୍ଡସିପ୍ ଡେ
ଆଜି ଫ୍ରେଣ୍ଡସିପ୍ ଡେ’ । ବନ୍ଧୁ ପାଇଁ ଦିନ ଟିଏ । ପରସ୍ପର ହାତରେ ଫ୍ରେଣ୍ଡସିପ ବ୍ୟାଣ୍ଡ୍ ବାନ୍ଧି ସେଲିବ୍ରେଟ୍ କରୁଛନ୍ତି ଯୁବ ପିଢି। ଆଜି ବିଶ୍ୱ ବନ୍ଧୁତ୍ୱ ଦିବସ, ବନ୍ଧୁ ପାଇଁ ଦିନ ଟିଏ । ଏହି ଅବସରରେ ସାଙ୍ଗ ସାଥୀମାନେ ପରସ୍ପର ପରସ୍ପର ହାତରେ ଫ୍ରେଣ୍ଡସିପ ବ୍ୟାଣ୍ଡ୍ ବାନ୍ଧିବା ସହ…
ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୩
ଶ୍ରୀହରିକୋଟା : ଚନ୍ଦ୍ର କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୩ । ଏବେ ଚନ୍ଦ୍ରଯାନ-୩ ଚନ୍ଦ୍ରର ଚାରିପାଖେ ୧୬୬କିମିX୧୮୦୫୪ କିଲୋମିଟରର ଅଣ୍ଡାକାର କକ୍ଷପଥରେ ଘୂରିବ । ଇସ୍ରୋ ଚନ୍ଦ୍ରୟାନ-୩କୁ ଚନ୍ଦ୍ରର କକ୍ଷପଥକୁ ଧରିବା ପାଇଁ ପ୍ରାୟ ୨୦ରୁ ୨୫ ମିନିଟ ପର୍ଯ୍ୟନ୍ତ ଥ୍ରଷ୍ଟର୍ସ ଅନ୍ ରଖିଥିଲା ।…
ଓଡ଼ିଆ ସାମ୍ବାଦିକ ଦିବସ
ଓଡ଼ିଆ ସାମ୍ବାଦିକ ଦିବସ ଭାବେ ଆଜିର ଦିନକୁ ଓଡ଼ିଶାବାସୀ ପାଳନ କରୁଛନ୍ତି । ରାଜ୍ୟରେ ଉତ୍କଳ ଦୀପିକା, ଓଡ଼ିଶାର ପ୍ରଥମ ଓଡ଼ିଆ ସମ୍ବାଦପତ୍ର ଭାବେ ଆଜିର ଦିନରେ ପ୍ରକାଶ ପାଇଥିଲା । ୪ ଅଗଷ୍ଟ ୧୮୬୬ ତାରିଖରେ ପ୍ରଥମ କରି ପ୍ରକାଶିତ ହୋଇଥିଲା । ଗୌରୀଶଙ୍କର ରାୟ ଏହାର ପ୍ରତିଷ୍ଠାତା ତଥା…
ମାହିଙ୍କ ସହ ଭିଡିଓକୁ ପସନ୍ଦ କଲେନି ଲୋକେ
ନୂଆଦିଲ୍ଲୀ:ପୂର୍ବତନ ଖେଳାଳି ମହେନ୍ଦ୍ର ସିଂ ଧୋନିଙ୍କ ଟିକେ ଝଲକ୍ ପାଇଁ ପ୍ରଶଂସକମାନେ ପାଗଳ ହୋଇଯାଆନ୍ତି। ଭିଡିଓରେ ଧୋନି ନିଜ ସିଟ୍ରେ ଶୋଇଥିବା ବେଳେ ବିମାନର ଜଣେ ଏୟାର ହଷ୍ଟେସ୍ ତାଙ୍କୁ ନଜଣାଇ ତାଙ୍କ ସହ ନିଜର ଭିଡିଓ ବନାଇଛନ୍ତି। ଏୟାର ହଷ୍ଟେସ୍ ଜଣକ ଏହି ଭିଡିଓକୁ…
ସ୍ତ୍ରୀମାନେ ଭୁଲ୍ରେ ବି କହନ୍ତୁନି ଏହି ସବୁ କଥା
ଭାରତୀୟ ଜନମାନସରେ ଚାଣକ୍ୟ ତାଙ୍କର ନୀତି ଲାଗି ଅତ୍ୟନ୍ତ ଆଦରଣୀୟ। ପ୍ରାଚୀନ ଭାରତର ଅର୍ଥନୀତିଜ୍ଞ, ଦାର୍ଶନିକ ତଥା ପରାମର୍ଶଦାତା ମହର୍ଷି ଚାଣକ୍ୟ କୌଟିଲ୍ୟ ଏବଂ ବିଷ୍ଣୁଗୁପ୍ତ ନାମରେ ବି ବେଶ ପରିଚିତ। ପୁଣି କାଳଜୟୀ ଗ୍ରନ୍ଥ ‘ଅର୍ଥଶାସ୍ତ୍ର’ର ରଚୟିତା ସେ। ନିଜ ଜୀବନ ଓ ଦର୍ଶନକୁ ନେଇ ବହୁ…
ସମୁଦ୍ର କୂଳରେ ଦେଖିବାକୁ ମିଳିଲା ରହସ୍ୟମୟ ବସ୍ତୁ
ନୂଆଦିଲ୍ଲୀ: ୱେଷ୍ଟର୍ନ ଅଷ୍ଟ୍ରେଲିଆର ଜୁରିୟନ ବେସ୍ଥିତ ସମୁଦ୍ର କୂଳକୁ ଏକ ରହସ୍ୟମୟବସ୍ତୁ ଭାସି ଆସି ବାଲି ଉପରେ ପଡ଼ିଛି। ଏହି ବସ୍ତୁକୁ ଦେଖିବା ପରେ ଏହାର ଏକ ଫଟୋ ଅଷ୍ଟ୍ରେଲିଆର ସ୍ପେସ ଏଜେନ୍ସି ଟୁଇଟରରେ ସେୟାର କରିଛନ୍ତି।ଟୁଇଟରରେ ଅଷ୍ଟ୍ରେଲିଆ ସ୍ପେସ ଏଜେନ୍ସି ଲେଖିଛନ୍ତି, ‘ଜୁରିୟନ…
ଜୁଲାଇରେ ଲଞ୍ଚ ହେବ ଚନ୍ଦ୍ରାୟନ ୩
ନୂଆଦିଲ୍ଲୀ: ଜୁଲାଇ ୧୨ରୁ ୧୯ ତାରିଖ ମଧ୍ୟରେ ଲଞ୍ଚ ହେବ ଚନ୍ଦ୍ରାୟନ ୩ । ଚନ୍ଦ୍ରକୁ ଭାରତର ମିଶନର ଏହା ହେବ ତୃତୀୟ ଅଧ୍ୟାୟ । ଏନେଇ ଘୋଷଣା କରିଛନ୍ତି ଭାରତୀୟ ମହାକାଶ ଗବେଶଷଣା ସଂସ୍ଥା ବା ଇସ୍ରୋ ଅଧ୍ୟକ୍ଷ ଏସ. ସୋମନାଥ । କୋଟାୟମଠାରେ ଏକ କଲେଜରେ ଇସ୍ରୋ ପକ୍ଷରୁ ଆୟୋଜିତ ଦିନିକିଆ…