Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Browsing Category
Public
Public related news information updates will be here
ସ୍ୱାଧୀନତା ଦିବସ ପାଇଁ କଲେଜଗୁଡ଼ିକୁ ନିର୍ଦ୍ଦେଶାବଳୀ ଜାରି
ପ୍ରତିରକ୍ଷା ମନ୍ତ୍ରଣାଳୟ (MoD) ସମସ୍ତ ଶିକ୍ଷାନୁଷ୍ଠାନରେ ସ୍ୱାଧୀନତା ଦିବସ ପାଳନ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (SOP) ଜାରି କରିଛି। ସମସ୍ତ ଅନୁଷ୍ଠାନରେ ସକାଳ ୯ଟାରେ ଫ୍ଲାଟ ହୋଷ୍ଟିଂ କରାଯିବ ବୋଲି ସମସ୍ତ ଅନୁଷ୍ଠାନ ତଥା ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ସମ୍ବୋଧିତ କରାଯାଇଥିବା ଏକ!-->…
ଆମେରିକାର ମିସାଇଲ୍ ମାଡ଼ରେ ଅଲକାଏଦା ନେତା ନିହତ
ଆଫଗାନିସ୍ତାନରେ ଆମେରିକାର ୨ ଟି ମିସାଇଲ୍ ମାଡ଼ରେ ଅଲକାଏଦା ନେତା ଆୟମାନ ଅଲ ଜୱାହିରି ନିହତ ହୋଇଛି। ଆମେରିକାରେ ଥିବା ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସିର ଅଧିକାରୀମାନେ ସୋମବାର ଏ ସଂକ୍ରାନ୍ତରେ ଗଣମାଧ୍ୟମ ସଂସ୍ଥା ରଏଟରକୁ କହିଛନ୍ତି। ତେବେ ପ୍ରଶ୍ନ ହେଉଛି ଆୟମାନ ଅଲ ଜୱାହିରିକୁ!-->…
ବିଜୟ ନାୟକ ରାଷ୍ଟ୍ରପତିଙ୍କ ଅତିରିକ୍ତ ଗଣମାଧ୍ୟମ ସଚିବ ନିଯୁକ୍ତ
ଦ୍ରୌପଦୀ ମୁର୍ମୁଙ୍କ ଅତିରିକ୍ତ ଗଣମାଧ୍ୟମ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି ପୂର୍ବତନ ପ୍ରଶାସନିକ ଅଧିକାରୀ ବିଜୟ ନାୟକ। ପୂର୍ବରୁ ଦ୍ରୌପଦୀ ମୁର୍ମୁ ଓଡିଶାରେ ମନ୍ତ୍ରୀ ଥିଲେ। ଏହି ସମୟରେ ବିଜୟ ନାୟକ ବ୍ୟକ୍ତିଗତ ସଚିବ ଥିଲେ। ଅବସର ଗ୍ରହଣ କରିବା ପରେ ବିଜୟ ନାୟକ ରାଜ୍ୟ ସରକାରଙ୍କ ପାଇଁ!-->…
କାଶୀପୁରରେ ପୁଣି ମୁଣ୍ଡ ନେଲା କଲେରା
କାଶୀପୁରରେ ପୁଣି ମୁଣ୍ଡ ନେଲା କଲେରା । ଟିକରପଡା ଗାଁରେ କଲେରାରେ ଜଣେ ପ୍ରାଣ ହରାଇଛନ୍ତି । ଏହା ସହ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ବେସରକାରୀ ଭାବେ ଏହି ସଂଖ୍ୟା ୧୩ ବୋଲି କୁହାଯାଉଛି । ପ୍ରାଣ ହରାଇଥିବା ମହିଳା ୫୫ ବର୍ଷୀୟା ଗୁରୁବାର ଦୋରୀ ବୋଲି ଜଣାଯାଇଛି!-->…
ମନି ଲଣ୍ଡ୍ରିଂ ମାମଲାରେ ସଞ୍ଜୟ ରାଉତଙ୍କ ଘରେ ଇଡିି ଟିମ୍
ମନି ଲଣ୍ଡ୍ରିଂ ମାମଲାରେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟାର୍ଗେଟରେ ଶିବସେନା ସାଂସଦ ସଞ୍ଜୟ ରାଉତ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀମାନେ ପାତ୍ରା ଚୌଲ ଜମି ଘୋଟାଲା ମାମଲାରେ ଶିବସେନା ନେତା ସଞ୍ଜୟ ରାଉତଙ୍କ ବାସଭବନରେ ପହଞ୍ଚିଛନ୍ତି।ମନି ଲଣ୍ଡରିଂ ମାମଲାରେ ପଚରାଉଚରା!-->…
ନରସିଂହପୁରରେ ହାତୀଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ
ବିପଦରେ ଗଜରାଜ । ବାରମ୍ବାର ଦନ୍ତାହାତୀଙ୍କୁ ଗୁଳି କରୁଛନ୍ତି ଶିକାରୀ । ଏବେ ପ୍ରାୟତଃ ସବୁ ଜଙ୍ଗଲରେ ଶିକାରୀଙ୍କ ପାଦୁର୍ଭାବ ବଢିଛି । ଯାହାର ପରିଣାମ ହାତୀଙ୍କୁ ଭୋଗିବାକୁ ପଡୁଛି । କେତେବେଳେ ହାତୀଙ୍କୁ ମାରି ଦାନ୍ତ କାଢି ନେଉଛନ୍ତି ଶିକାରୀ, ତ ପୁଣି କେତେବେଳେ ଗୁଳି ଖାଇ ଜଙ୍ଗଲରେ!-->…
ମୁମ୍ବାଇ ଆକ୍ରମଣକୁ ନେଇ ପୁଣିଥରେ ଏକ ଚାଞ୍ଚଲ୍ୟକର ତଥ୍ୟ
୨୬ ନଭେମ୍ବର ୨୦୦୮ ମୁମ୍ବାଇ ଆକ୍ରମଣକୁ ନେଇ ପୁଣିଥରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ସେତେବେଳେ ଇସଲାମାବାଦରେ ଥିବା ଭାରତୀୟ ରାଷ୍ଟ୍ରଦୂତ ଶରତ ସଭରଓ୍ବାଲ ଏହି ମାମଲାକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଛନ୍ତି। ଶରତ କହିଛନ୍ତି ତାଙ୍କୁ ପାକିସ୍ତାନ ଆର୍ମିରୁ ତଥ୍ୟ ମିଳିଥିଲା!-->…
ଇରାକରେ ସଂସଦ ଭବନ ଭିତରକୁ ପଶିଗଲେ ବିକ୍ଷୋଭକାରୀ
ମେଟ୍ରୋ ଟିଭି ଓଡ଼ିଶା ବ୍ୟୁରୋ: ବାଗଦାଦରେ ବୁଧବାର ହଜାର ହଜାର ସଂଖ୍ୟାରେ ପ୍ରଦର୍ଶନକାରୀ ସଂସଦ ଭବନକୁ କବଜା କରିଛନ୍ତି ।ଇରାକରେ ଶ୍ରୀଲଙ୍କା ଭଳି ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି ।ଅଧିକାଂଶ ବିକ୍ଷୋଭକାରୀ ଇରାକର ଶିୟା ନେତା ମୁକତଦା ଅଲ-ସଦରଙ୍କ ସମର୍ଥକ । ଏମାନେ ଇରାନ ସମର୍ଥିତ!-->…
୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ପଦ୍ମ ପୁରସ୍କାର ପାଇଁ ଆବେଦନ
ଆସନ୍ତା ବର୍ଷ ୨୦୨୩ ପାଇଁ ପଦ୍ମ ପୁରସ୍କାର ପାଇଁ ନାମାଙ୍କନ ଚଳିତ ବର୍ଷ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ କରାଯାଇପାରିବ । ଏଥିପାଇଁ ନାମାଙ୍କନ କିମ୍ବା ସୁପାରିଶ ଜାତୀୟ ପୁରସ୍କାର ପୋର୍ଟାଲରେ ଅନଲାଇନରେ କରାଯାଇପାରିବ। ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାରରେ ଅନ୍ତର୍ଭୁକ୍ତ ପଦ୍ମବିଭୂଷଣ, ପଦ୍ମ!-->…
ଆମେରିକା ଓ ଚୀନ୍ ମଧ୍ୟରେ ପୁଣି ବିବାଦ
ଆମେରିକାର ସଂପର୍କ ତାଇଓ୍ବାନ ସହ ବଢ଼ୁଥିବାରୁ ଚାଇନା ରାଗିପାଚି ଲାଲ ହୋଇଯାଇଛି । ଆମେରିକାର ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ ଅଧ୍ୟକ୍ଷା ନାନ୍ସି ପେଲୋସି ତାଇୱାନ ଗସ୍ତ ପାଇଁ ପ୍ରସ୍ତୁତ ହେଉଥିବା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ଚୀନ୍ ଏଭଳି କଠୋର ଆଭିମୁଖ୍ୟ ପୋଷଣ କରିଛି ।ତାଇୱାନ!-->…