Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Browsing Category
Public
Public related news information updates will be here
ମୋଦୀ ସରକାର ମୋଗଲ ଗାର୍ଡେନର ନାମକୁ ହଟାଇ ଅମୃତ ଉଦ୍ୟାନ ରଖିଛନ୍ତି
ରାଷ୍ଟ୍ରପତି ଭବନ ପରିସରରେ ଥିବା ପ୍ରସିଦ୍ଧ ମୋଗଲ ଗାର୍ଡେନର ନାମ ପରିବର୍ତନ କରାଯାଇଛି । ମୋଦୀ ସରକାର ମୋଗଲ ଗାର୍ଡେନର ନାମକୁ ହଟାଇ ଅମୃତ ଉଦ୍ୟାନ ରଖିଛନ୍ତି । ଏଣିକି ରାଷ୍ଟ୍ରପତି ଭବନ ପରିସରରେ ଥିବା ଏହି ଉଦ୍ୟାନକୁ ଲୋକେ ଅମୃତ ଉଦ୍ୟାନ ନାଁରେ ଜାଣିବେ । ଶନିବାର ରାଷ୍ଟ୍ରପତିଙ୍କ…
ଉତ୍ତପ୍ତ ହେଉଛି ଓଡ଼ିଶା, ତାତି ଅସହ୍ୟ
ଭୁବନେଶ୍ୱର: ଶୀତ ଦିନ ସରିନି କିନ୍ତୁ ତାତି ସହି ହେଉନି । ମୁଣ୍ଡ ଉପରକୁ ସୂର୍ଯ୍ୟ ଆସିଲେ ଏବେ ପ୍ରବଳ ଖରା । ବଢ଼ିଯାଇଛି ସୂର୍ଯ୍ୟଙ୍କ ତେଜ। ଟିକିଏ ଏପାଖ ସେପାଖ ହେଲେ ଦେହ ଆଉ ମୁଣ୍ଡରୁ ବୋହି ଯାଉଛି ଝାଳ। ସ୍ୱାଭାବିକ ଠାରୁ ପାରଦ ୬ ଡିଗ୍ରୀ ଉପରେ ରହୁଛି। ଏପରିକି ୧୭ ସହରର ତାପମାତ୍ରା ୩୨…
ଛୁଟିଦିନରେ ଖୋଲା ରହିବ ଓଟି
ଭୁବନେଶ୍ବର : ରାଜ୍ୟରେ ସ୍ବାସ୍ଥ୍ୟସେବାରେ ଅନେକ ସମସ୍ୟା କୁ ନେଇ ଏବେ ସରକାର ସଚେତନ ହୋଇଛନ୍ତି ରବିବାର ଓ ମାସର ଦ୍ବିତୀୟ ଓ ଚତୁର୍ଥ ଶନିବାର ରେ ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନରେ ଅସ୍ତ୍ରୋପଚାର ବନ୍ଦ ରହିବାକୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଥିଲା । ଏହାକୁ ନେଇ ସ୍ବାସ୍ଥ୍ୟ ବିଭାଗ…
ଓଡ଼ିଶାର ୪ ଜଣ ପାଇବେ ପଦ୍ମଶ୍ରୀ
ଓଡିଶାର ୪ ଜଣଙ୍କୁ ମିଳିବ ପଦ୍ମ ପୁରସ୍କାର । ମାଗୁଣି ଚରଣ କୁଅଁରଙ୍କୁ କଳା କ୍ଷେତ୍ର ପାଇଁ ପଦ୍ମ ପୁରସ୍କାର ମିଳିବ । ସେହିପରି କ୍ରିଷ୍ଣା ପଟେଲଙ୍କୁ କଳା ପାଇଁ ମିଳିବ ପଦ୍ମ ଶ୍ରୀ । କୃଷି ପାଇଁ ପଟ୍ଟାୟତ ସାହୁଙ୍କୁ ମିଳିବ ପଦ୍ମ ଶ୍ରୀ । ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ଶିକ୍ଷା ଓ ସାହିତ୍ୟ ପାଇଁ…
ପଦ୍ମ ପୁରସ୍କାର ଘୋଷଣା: ମୋଟ ୧୦୬ ଜଣଙ୍କୁ ମିଳିବ ପଦ୍ମ ପୁରସ୍କାର
ଘୋଷଣା ହେଲା ପଦ୍ମ ପୁରସ୍କାର । ଚଳିତ ବର୍ଷ ଜଣଙ୍କୁ ପଦ୍ମ ବିଭୁଷଣ, ପଦ୍ମ-ଭୂଷଣ ଓ ପଦ୍ମଶ୍ରୀ ପୁରସ୍କାର ପାଇଁ ୧୦୬ ଜଣଙ୍କୁ ମନୋନୀତ କରାଯାଇଛି । ୬ଜଣଙ୍କୁ ପଦ୍ମ-ବିଭୂଷଣ, ୯ଜଣଙ୍କୁ ପଦ୍ମ-ଭୂଷଣ ଓ ୯୧ଜଣଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର । ମୂଲାୟମ ସିଂ ଯାଦବ, ଡାକ୍ତର ଦିଲ୍ଳୀପ ମାହାଲାନବୀସ,…
୨୧ଟି ବଡ଼ ଦ୍ବୀପକୁ ୨୧ ଜଣ ବୀର ଯବାନଙ୍କ ନାମରେ ନାମିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ: ପରାକ୍ରମ ଦିବସ ତଥା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ର ଶାସିତ ଅଞ୍ଚଳ ଆଣ୍ଡାମାନ ଏବଂ ନିକୋବରର ୨୧ଟି ବଡ଼ ଦ୍ବୀପକୁ ୨୧ ଜଣ ବୀର ଯବାନଙ୍କ ନାମରେ ନାମିତ କରିଛନ୍ତି। ପୂର୍ବରୁ ଉକ୍ତ ଦ୍ବୀପ ଗୁଡ଼ିକର କୌଣସି ନାମ…
ହିଜାବ ମାମଲାର ଜରୁରୀ ଶୁଣାଣି ପାଇଁ ରାଜି ହୋଇଛନ୍ତି ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ହିଜାବ ମାମଲାର ଜରୁରୀ ଶୁଣାଣି ପାଇଁ ଏହାକୁ ତାଲିକାଭୁକ୍ତ କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି, ଉକ୍ତ ମାମଲାକୁ ସେ ତର୍ଜମା କରିବେ ଏବଂ ମାମଲାକୁ ଏକ ୩ ଜଣିଆ ଖଣ୍ଡପୀଠ ନିକଟରେ ତାଲିକାଭୁକ୍ତ କରିବେ।…
ଭୁବନେଶ୍ବର ଗାନ୍ଧୀ ମାର୍ଗରେ ପରେଡ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି
ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସକୁ ମଝିରେ ଆଉ ୨ଦିନ। ଏଥିପାଇଁ ଦିଲ୍ଲୀରେ ଚାଲିଛି ଜୋରଦାର ପ୍ରସ୍ତୁତି। ରାଜପଥରେ ଫୁଲ ଡ୍ରେସ ରିହର୍ସାଲ କରାଯାଇଛି। ଚିତାକର୍ଷକ ପରେଡ୍ ସାଙ୍ଗକୁ ଦମ୍ ଦେଖାଇଛନ୍ତି ପରେଡରେ ସାମିଲ ହୋଇଥିବା କଣ୍ଟିଜେଣ୍ଟ। ଏପଟେ ରାଜ୍ୟସ୍ତରୀୟ ପରେଡ ପାଇଁ ଚାଲିଛି ଜୋରଦାର…
ଖୋର୍ଦ୍ଧା ନାଚୁଣୀରେ ସୁଟକେଶରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା
ସୁଟକେସରୁ ମୃତ ଦେହ ମିଳିବା ଘଟଣାର ସାମନାକୁ ଆସିଲା ସାଂଘାତିକ ଦିଗ । ସ୍ତ୍ରୀ ସମେତ ୩ଜଣ ହତ୍ୟା କରିଥିବା ସୂଚନା । ସ୍ତ୍ରୀ, ଶଳା ଏବଂ ଜଣେ ସହଯୋଗୀଙ୍କୁ ଅଟକ ରଖିଲା ନାଚୁଣୀ ପୋଲିସ । ପ୍ରେସମିଟରେ ପର୍ଦ୍ଦାଫାଶ କରିବ ପୋଲିସ । ଗତକାଲି ନାଚୁଣୀ ନିକଟ ହରିପୁର ଜଙ୍ଗଲରୁ ସୁଟକେସରେ ମିଳିଥିଲା…
୧୨ଟି ପ୍ରସ୍ତାବରେ କ୍ୟାବିନେଟ୍ ମୋହର
ଭୁବନେଶ୍ବର : ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ଏବଂ ପୂର୍ବତନ କନିଷ୍ଠ ମହାବିଦ୍ୟାଳୟର ଯୋଗ୍ୟ କର୍ମଚାରୀଙ୍କୁ ଓଡ଼ିଶା ସଂଶୋଧିତ ବେତନ ହାର ନିୟମ, ୨୦୧୭ (୭ମ ବେତନ ହାର) ଅନୁସାରେ ଜାନୁଆରି ୨୦୨୨ରୁ ଅନୁଦାନ ପ୍ରଦାନ କରାଯିବ। ଏହାଦ୍ବାରା ୧୫,୭୭୧ଜଣ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ…