Trending
- ଆଜିଠୁ ସଂସଦରେ ଆରମ୍ଭ ହେବ ଶୀତ ଅଧିବେଶନ
- BLOଙ୍କ ପାରିଶ୍ରମିକ ୬ ହଜାରରୁ ୧୨ ହଜାର ଟଙ୍କାକୁ ବୃଦ୍ଧି
- ଡିସେମ୍ବର 7ରେ ଆଉ ଥରେ ହେବ ASO ପରୀକ୍ଷା
- ରାହୁଲ, ସୋନିଆଙ୍କ ସହ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ
- ଗୋଟିଏ ଦିନରେ ବିଜେଡି ସମର୍ଥିତ ୩ ଜଣ ବ୍ଲକ୍ ଅଧ୍ୟକ୍ଷ ଦଳରୁ ଇସ୍ତଫା ଦେଲେ
- ଲକ୍ଷ୍ନୌରେ ମେଜର ଜେନେରାଲ ସୈୟଦ ତକି ଆବ୍ବାସ ରିଜଭୀଙ୍କ ଦେହାନ୍ତ
- ଭଦ୍ରକରେ ଭାଙ୍ଗୁଛି ବିଜେଡି ଗଡ଼, ଜଣଙ୍କ ପରେ ଜଣେ ବ୍ଲକ ଅଧ୍ୟକ୍ଷ ଦେଇ ଚାଲିଛନ୍ତି ଇସ୍ତଫା
- ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଆଡକୁ ଗତି କରୁଛି ବାତ୍ୟା ‘ଦିତ୍ୱାହ’
- ପୁଣି ଆତ୍ମସମର୍ପଣ କଲେ ଆଉ ୧୫ ମାଓବାଦୀ
- ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିବସ: ମନ୍ଦିର ଅନୁଦାନ ବୃଦ୍ଧି ସହ ଅଙ୍ଗନବାଡ଼ି ଗୃହ ପ୍ରସଙ୍ଗରେ ଆଲୋଚନା
Browsing Category
Politics
All politics-related news information will be uploaded here in daily besis
ଶେଷ ହେଲା ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା
କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାର ଆଜି ସମାପନ ହୋଇଛି। ମଣିପୁରରୁ ଆରମ୍ଭ ହୋଇଥିବା ଏହି ଯାତ୍ରାର ପରିସମାପ୍ତି ମୁମ୍ବାଇରେ ହୋଇଛି। ଯାତ୍ରାର ଉଦ୍ଯାପନୀ ସମାରୋହରେ ଆଜି ବହୁ ସଂଖ୍ୟାରେ ଇଣ୍ଡି ମେଣ୍ଟ ନେତାଙ୍କ ସମାଗମ ଦେଖିବାକୁ ମିଳିଥିଲା। ଲୋକସଭା…
ତାରିଖ ଘୋଷଣା ପରେ ମଧ୍ୟ ହଟୁନି ମେଣ୍ଟ ଦ୍ୱନ୍ଦ୍ୱ
କିଛି ଦିନ ଧରି ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଶୀର୍ଷରେ ପହଞ୍ଚିଥିବା ବେଳେ ସମସ୍ତେ ଆକଳନ କରୁଥିଲେ, ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ଦୁଇ ଦଳ । ହେଲେ, ତାରିଖ ଘୋଷଣା ପରେ ମଧ୍ୟ ହଟିଲା ନାହିଁ ଦ୍ୱନ୍ଦ୍ୱ ।
ତେବେ ପୂର୍ବରୁ ରାଜ୍ୟରେ ଯେତେ ନିର୍ବାଚନ…
ଫେକ୍ ନ୍ୟୁଜ୍ ପ୍ରଚାର ପାଇଁ କଠୋର ହେଲା ନିର୍ବାଚନ ଆୟୋଗ
ଆଗାମୀ ଲୋକସଭା ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଶନିବାର ନିର୍ବାଚନ ତାରିଖର ଘୋଷଣା କରିଛନ୍ତି । ଲୋକସଭାର ୫୪୩ଟି ଆସନ ପାଇଁ ମୋଟ୍ ୭ଟି ପର୍ଯ୍ୟାରେ ମତଦାନ ହେବ । ଏହା ଏପ୍ରିଲ ୧୯ରୁ ଆରମ୍ଭ ହୋଇ ଜୁନ୍ ୧ରେ ଶେଷ ହେବ ଏବଂ ଜୁନ୍ ୪ରେ ଫଳାଫଳ ପ୍ରକାଶ ପାଇବ । ସେ ଆହୁରି…
କେଜରିଓ୍ବାଲଙ୍କୁ ନବମ ସମନ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସମସ୍ୟା ହ୍ରାସ ହେବାର କୌଣସି ସଙ୍କେତ ଦେଉନାହିଁ। ଦିଲ୍ଲୀର ରଦ୍ଦ ହୋଇଥିବା ଏକ୍ସାଇଜ ପଲିସିରେ ହୋଇଥିବା ଅନିୟମିତତା ଘଟଣାର ଅନୁସନ୍ଧାନ କରୁଥିବା ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ଡକାଇ…
ଆଜି ଘୋଷଣା ହେବ ନିର୍ବାଚନର ତାରିଖ
ଆଜି ଦେଶରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ଇଲେକ୍ସନ କମିସନ୍ । ନୂଆ ଦୁଇ ଜଣ ଅଧିକାରୀ ନିର୍ବାଚନ କମିସନ୍ ଭାବରେ ଦାୟିତ୍ୱ ନେବା ମାତ୍ରେ ନିର୍ବାଚନ ତାରିଖ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଜି ଏହି ସମୟରେ ଲୋକସଭାନିର୍ବାଚନ ସମେତ ୪ଟି ରାଜ୍ୟର ବିଧାନସଭା ଆସନ ପାଇଁ…
ନିର୍ବାଚନୀ ଇସ୍ତାହାରରେ ରାଜ୍ୟ କଂଗ୍ରେସ ଦେଲା ୯ ଗ୍ୟାରେଣ୍ଟି
ରାଜ୍ୟ କଂଗ୍ରେସ ପକ୍ଷରୁ ଶୁକ୍ରବାର ନିର୍ବାଚନୀ ଇସ୍ତାହାର ଘୋଷଣା କରାଯାଇଛି। ଭାଜପାକୁ ଚେକ୍ ଦେବାକୁ ୯ ଗ୍ୟାରେଣ୍ଟି ଦେଇଛି ଦଳ। ବିଶେଷକରି ମହିଳା, କୃଷକ, ଯୁବଗୋଷ୍ଠୀ, ଏସ୍ଏଚ୍ଜି ଉପରେ ଦଳ ଫୋକସ୍ କରିଛି। ଇସ୍ତାହାର ଅନୁଯାୟୀ, ବୋନସ ସହ ଧାନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୩୦୦୦…
କୋଏମ୍ବଟୁରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ ଶୋ’କୁ ମିଳିଲାନି ଅନୁମତି
ତାମିଲନାଡୁର କୋଏମ୍ବଟୁର ପ୍ରଶାସନ ବିଜେପିକୁ ସେଠାରେ ରୋଡ ଶୋ’ ପାଇଁ ଅନୁମତି ଦେଇନାହିଁ । ଲୋକସଭା ନିର୍ବାଚନ ପାଇଁ ବିଜେପି କୋଏମ୍ବଟୁର ସିଟି ପୋଲିସକୁ ୧୮ ମାର୍ଚ୍ଚକୁ ମୋଦୀଙ୍କ ୩.୬ କିଲୋମିଟର ରୋଡ ଶୋ’ ପାଇଁ ଅନୁମତି ମାଗିଥିଲା । ହେଲେ ପୋଲିସ ପ୍ରଶାସନ ବିଭିନ୍ନ କାରଣ ଦର୍ଶାଇ ଏହାକୁ…
କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କ ନାମରେ ଅସଦାଚରଣ ମାମଲା
କର୍ଣ୍ଣାଟକର ପୂର୍ବତନ ମୂୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବିଏସ୍ ୟେଦିୟୁରପ୍ପାଙ୍କ ନାମରେ ପୋକ୍ସୋ ଆଇନ ଅଧିନରେ ମାମଲା ରୁଜୁ ହୋଇଛି । ୟେଦିୟୁରପ୍ପାଙ୍କ ନାମରେ ଜଣେ ନାବାଳିକା ଅସଦାଚରଣ ଅଭିକର୍ଣ୍ଣାଟକର ପୂର୍ବତନ ମୂୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବିଏସ୍…
୨୦୨୯ରେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ହେବ
ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପାଇଁ ପଥ ପରିଷ୍ପାର ହୋଇଛି । ବିଭିନ୍ନ ରାଜନୀତିକ ଦଳ, ବିଶେଷଜ୍ଞ ଓ ଅନ୍ୟ ଅଂଶିଦାରଙ୍କ ମତାମତକୁ ଯାଞ୍ଚ କରି ସର୍ବସମ୍ମତିକ୍ରମେ ଦେଶରେ ଏକକ ନିର୍ବାଚନ ହେବା ସପକ୍ଷରେ କମିଟି କହିଛି। ଏଥିପାଇଁ କେନ୍ଦ୍ର ସରକାର ଏମିତି ଏକ ଆଇନଗତ ବ୍ୟବସ୍ଥା ଆପଣାନ୍ତୁ, ଯାହା…
କୃଷକଙ୍କୁ ରାହୁଲ ଗାନ୍ଧି ଦେଲେ ୫ ଗ୍ୟାରେଣ୍ଟି
ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦଳଗୁଡ଼ିକ ବିଭିନ୍ନ ପ୍ରତିଶ୍ରୁତି ଦେଉଛନ୍ତି। ଏହି କ୍ରମରେ କଂଗ୍ରେସ କୃଷକମାନଙ୍କୁ ୫ଟି ଗ୍ୟାରେଣ୍ଟି ଦେଇଛି।କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ କୃଷକମାନଙ୍କୁ ସମ୍ବୋଧିତ କରି ଲେଖିଛନ୍ତି, ଦେଶର ସମସ୍ତ ଖାଦ୍ୟ ପ୍ରଦାନକାରୀଙ୍କୁ…