Trending
- ଚାଷୀଙ୍କ ଆକାଉଣ୍ଟକୁ ଗଲା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତି
- ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷୟକ୍ଷତି – ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
Browsing Category
Politics
All politics-related news information will be uploaded here in daily besis
ରାହୁଲ ଗାନ୍ଧୀ ହେବେ ଲୋକସଭାରେ ବିରୋଧୀ ଦଳ ନେତା
ରାହୁଲଙ୍କୁ ବିରୋଧୀ ଦଳ ନେତା କରିବାକୁ କଂଗ୍ରେସ ବରିଷ୍ଠ ନେତା ଓ ସାଂସଦ ଅନୁରୋଧ କରିଥିଲେ । କଂଗ୍ରେସ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି । ରାହୁଲଙ୍କ ନାଁକୁ କାମଚଳା ବାଚସ୍ପତିଙ୍କୁ ପଠାଇଦିଆଯାଇଛି ।୨୦୧୪ ଓ ୨୦୧୯ରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଥିଲା । ସଂଖ୍ୟା କମ ଥିବାରୁ କାହାକୁ…
ଓଡ଼ିଶା ଫେରିବେ ଆଇଏଏସ ମନୋଜ ଆହୁଜା
୧୯୯୦ ବ୍ୟାଚ୍ର ବରିଷ୍ଠ ଆଇଏଏସ୍ ହେଉଛନ୍ତି ମନୋଜ ଆହୁଜା । ଏବେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ସଚିବ ଅଛନ୍ତି ମନୋଜ ଆହୁଜା । ମନୋଜଙ୍କୁ ଓଡ଼ିଶା ଫେରାଇବା ନେଇ କ୍ୟାବିନେଟ କମିଟିର ମଂଜୁରୀ ହୋଇଛି । ରାଜ୍ୟ ସରକାରଙ୍କ ଆବେଦନ ଆଧାରରେ ମଂଜୁରୀ ଦେଲା କ୍ୟାବିନେଟ ।ତେବେ ଆଗକୁ ସେ ତାଙ୍କର…
ସଂସଦରେ ଶପଥ ଗ୍ରହଣ:ଆଜି ଦ୍ୱିତୀୟ ଦିନରେ ବାକି ଥିବା ଓଡିଆ ସାଂସଦ ଶପଥ ଗ୍ରହଣ କରିଛନ୍ତି
ଓଡିଶାର ସାଂସଦମାନେ ଆଜି ସଂସଦରେ ଶପଥ ଗ୍ରହଣ କରିଛନ୍ତି । ଗତକାଲି କାମଚଳା ବାଚସ୍ପତି ଭାବେ ପ୍ରଥମେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଶପଥ ପାଠ କରାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାପରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ୍ ଓରାମ ଲୋକସଭାରେ ପ୍ରଥମେ ଶପଥ…
ମୋଦି ସରକାରଙ୍କୁ କଠିନ ପ୍ରଶ୍ନ କରିବ ବିଜେଡି
ଆଉ ନରମ ନୁହେଁ କଠୋର ଆଭିମୁଖ୍ୟ ପ୍ରଦର୍ଶନ କରିବ ବିଜୁ ଜନତା ଦଳ। ସୋମବାର ନବୀନ ନିବାସରେ ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦଳର ରାଜ୍ୟସଭା ଏମପି ମାନଙ୍କ ସହିତ ଆଲୋଚନା କରି ଚଳିତ ଅଧିବେଶନରେ ଦଳର ଆଭିମୁଖ୍ୟ କିପରି ରହିବ ତାହା ସ୍ଥିର କରିଛି ବିଜେଡି।ଏଥର ଲଢେଇ ଆର ପାର ହେବ,…
ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି
ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥପାଠ କରାଇଛନ୍ତି। ଲଗାତର ୬ ଥର ବିଜେଡିର ଏମ୍ପି ହୋଇଥିବା ବେଳେ ଭର୍ତ୍ତୃହରି ଗତ ନିର୍ବାଚନରେ ଭାଜପାରେ ମିଶି ମଧ୍ୟ ବିଜୟ ଲାଭ କରିଥିଲେ। ଲଗାତର ୭ ଥରର ଏମ୍ପି ଭର୍ତ୍ତୃହରି ନବନିର୍ବାଚିତ ଏମ୍ପିଙ୍କୁ ଶପଥ ପାଠ…
ନବୀନଙ୍କ ଫିଜିଓଥେରାପିଷ୍ଟ ଶ୍ରଦ୍ଧା ଏବେ କେଉଁଠି , କାହିଁକି ଛାଡ଼ିଲେ ନବୀନ ନିବାସ
ବିଜୁ ଜନତା ଦଳ ତିଷ୍ଠିବ ତ? ନା ଭୁଶୁଡ଼ି ପଡ଼ିବ? ନିର୍ବାଚନୀ ବିପର୍ଯ୍ୟୟର ଏପର୍ଯ୍ୟନ୍ତ ସମୀକ୍ଷା ହେଲାନି କି ଦଳୀୟ କର୍ମୀ ଓ ନେତାଙ୍କ ମନୋବଳ ବଢ଼ାଇବାକୁ ପଦକ୍ଷେପ ବି ନିଆଗଲାନି । ପାଣ୍ଡିଆନକୁ ନେଇ ବିଜେଡ଼ି କର୍ମୀ ମାନେ ଅସନ୍ତୁଷ୍ଟ ଥିବା ବେଳେ ନବୀନ କିନ୍ତୁ ତାଙ୍କ ସପକ୍ଷରେ ଯୁକ୍ତି…
ଆସନ୍ତାକାଲି ଠାରୁ ଆରମ୍ଭ ହେବ ୧୮ତମ ଲୋକସଭାର ପ୍ରଥମ ଅଧିବେଶନ
ଆସନ୍ତାକାଲି (ସୋମବାର)ଠାରୁ ଆରମ୍ଭ ହେବ ୧୮ତମ ଲୋକସଭାର ପ୍ରଥମ ଅଧିବେଶନ। ଏହି ଅଧିବେଶନରେ ନବନିର୍ବାଚିତ ସଦସ୍ୟଙ୍କ ଶପଥ ଗ୍ରହଣ କରାଯିବ।କେନ୍ଦ୍ରରେ ନୂଆ ସରକାର ଗଠନ ପରେ ଏହା ହେଉଛି ପ୍ରଥମ ଅଧିବେଶନ। ଏହି ଅଧିବେଶନରେ ପ୍ରୋଟେମ୍ ବାଚସ୍ପତି ଭାବେ ନିଯୁକ୍ତ ହୋଇଥିବା ବରିଷ୍ଠ ବିଜେପି ସାଂସଦ…
ବିଜେପିକୁ ଟାର୍ଗେଟ କରିଥିଲେ ବିରୋଧୀ
ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ପରାଜୟକୁ ଗ୍ରହଣ କରିବା ବିଜେପି ପାଇଁ କଷ୍ଟସାଧ୍ୟ ହୋଇପଡ଼ିଛି। ରାଜ୍ୟରେ ପରାଜୟ ପରେ ସମୀକ୍ଷା ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ବିଜେପି ସଭାପତି ଭୁପେନ୍ଦ୍ର ଚୌଧୁରୀ ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟି ପରାଜୟ ରିପୋର୍ଟ ମଧ୍ୟ ତାଙ୍କ…
ଆକ୍ସନମୋଡକୁ ଆସିଛନ୍ତି ଶିଳ୍ପମନ୍ତ୍ରୀ ,ଦାୟିତ୍ୱ ନେବା ପରେ ଇଡକୋକୁ ରିପୋର୍ଟ ତଲବ କରିଛନ୍ତି
ଆକ୍ସନମୋଡକୁ ଆସିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ । ଦାୟିତ୍ୱ ନେବା ପରେ ଇଡକୋକୁ ରିପୋର୍ଟ ତଲବ କରିଛନ୍ତି ଶିଳ୍ପମନ୍ତ୍ରୀ । ରାଜ୍ୟରେ ଶିଳ୍ପକ୍ଷେତ୍ରର ଷ୍ଟାଟସ୍ କଣ ? ରାଜ୍ୟରେ ଶିଳ୍ପ ପାଇଁ କେତେ ଜମି ବିକାଶ କରାଯାଇଛି ? କେତେ ଭିତ୍ତିଭୂମି ବିକାଶ ହୋଇଛି ? କେଉଁ ସଂସ୍ଥାକୁ କେତେ…
ଇଣ୍ଡିଆ ମେଣ୍ଟକୁ ଅଫର ଦେଲା ଜେଡିୟୁ!
ଭାରତୀୟ ଜନତା ପାର୍ଟିକୁ ଲୋକ ସଭା ନିର୍ବାଚନ ୨୦୨୪ରେ ଆଶା ଠାରୁ କମ ଆସନ ପାଇବା ପରେ ସମଗ୍ର ରାଜନୈତିକ ଜଗତରେ ଚର୍ଚ୍ଚା ଦେଖାଦେଇଛି।ଏହି ବିଷୟରେ ବିଭିନ୍ନ ପ୍ରକାରର ବିବୃତ୍ତି ମଧ୍ୟ ଦିଆଯାଉଛି। ଏହି କ୍ରମରେ ଭାଜପାର ସହଯୋଗୀ ଜେଡିୟୁ ଏଭଳି ଏକ ବିବୃତ୍ତି ଦେଇଛି ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ…