Browsing Category

Politics

All politics-related news information will be uploaded here in daily besis

ସରକାର ବଦଳିଛି, କିନ୍ତୁ ବିରୋଧୀ ମଧ୍ୟ ସେହି ତୁଳନାରେ ବେଶ୍ ସଶକ୍ତ

ଏଥର ସରକାର ବଦଳିଛି, କିନ୍ତୁ ବିରୋଧୀ ମଧ୍ୟ ସେହି ତୁଳନାରେ ବେଶ୍ ସଶକ୍ତ । ୨୦୧୪ ଓ ୨୦୧୯ରେ ବିଜେଡି ୧୦୦ରୁ ଅଧିକ ଆସନ ଜିତି ମଜଭୁତ ସରକାର ଗଢ଼ିଥିଲା । କିନ୍ତୁ ସେହି ତୁଳନାରେ ଦୁର୍ବଳ ଥିଲା ବିରୋଧୀ ବିଜେପି ଓ କଂଗ୍ରେସ । ୨୦୧୪ରେ ଯେଉଁଠି କଂଗ୍ରେସ ୧୬ ଆସନ ଥିବା ବେଳେ ବିଜେପି ୧୦ ଆସନ…

ରବିବାର ସନ୍ଧ୍ୟାରେ ଶପଥ ନେବେ ମୋଦୀ

ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଜବାହରଲାଲ ନେହରୁଙ୍କ ପରେ ଦ୍ୱିତୀୟ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ମୋଦୀ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାପାଇଁ ମଞ୍ଚ ପ୍ରସ୍ତୁତ କରାଯାଉଛି। ଶପଥ ଗ୍ରହଣ ସମାରୋହରେ ଅନେକ ଦକ୍ଷିଣ ଏସୀୟ…

ନବୀନ ନିବାସରେ ପରାଜିତ ପ୍ରାର୍ଥୀଙ୍କୁ ନେଇ ସମୀକ୍ଷା ବୈଠକ

ନିର୍ବାଚନ-୨୦୨୪ରେ ବିଜୁ ଜନତା ଦଳ (ବିଜେଡି)ର ବିପର୍ଯ୍ୟୟ ପରେ ଗୁରୁବାର ପରାଜିତ ପ୍ରାର୍ଥିମାନଂଙ୍କୁ ନେଇ ନବୀନ ନିବାସରେ ସମୀକ୍ଷା ବୈଠକ ହୋଇଛି। ଏହି ବୈଠକରେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଫୁଲବାଣୀ ବିଧାନସଭା ଆସନରୁ ପ୍ରାର୍ଥୀ ଜୟଶ୍ରୀ କହଁରଙ୍କ ସହିତ ଅନ୍ୟ ପରାଜିତ ବିଧାୟକ…

ମଧ୍ୟପ୍ରଦେଶ କଂଗ୍ରେସରେ ଘୋର ନୈରାଶ୍ୟ

ବିଜେପି ୟୁପି, ମହାରାଷ୍ଟ୍ର ଓ ରାଜସ୍ଥାନରେ ଝଟକା ପାଇଥାଇପାରେ, କିନ୍ତୁ ମୂଳ ଗୈରିକ ହାର୍ଟଲ୍ୟାଣ୍ଡ ମଧ୍ୟପ୍ରଦେଶରେ ଉତ୍ସବ ପାଳନ କରିବା ପାଇଁ ଦଳ ପାଖରେ ‘୨୯’ କାରଣ ଅଛି। ବିଜେପିର ‘୪୦୦ ପାର’ ସ୍ଲୋଗାନ ବିଫଳ ହୋଇଥିଲା, କିନ୍ତୁ ମଧ୍ୟପ୍ରଦେଶରେ ୨୯ରୁ ୨୯ ଆସନରେ ଜିତିଛି ବିଜେପି। ଏପରିକି…

ଭବିଷ୍ୟତରେ ଆଉ ଭୋଟ୍ ରାଜନୀତିରେ ଭାଗ ନେବି ନାହିଁ -ନିରଞ୍ଜନ ପଟ୍ଟନାୟକ

ଭଣ୍ଡାରୀପୋଖରୀରୁ ପରାଜିତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ । କହିଲେ, ମୋର ଦୀର୍ଘ ରାଜନୈତିକ ଜୀବନରେ ମୁଁ ପ୍ରଥମରୁ କଂଗ୍ରେସ ଦଳ ସହ ରହିଆସିଛି । କ୍ଷମତା ବା ସ୍ୱାର୍ଥ ପାଇଁ କେବେ ଦଳ ପରିବର୍ତନ କରିବା କଥା ଚିନ୍ତା କରିନାହିଁ । ଚଳିତ ଥର…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ

ଓଡ଼ିଶାରେ ଏଥର ବିଜେଡି ଯାହା ଆଶା କରିଥିଲା ତାହା ଧୂଳିସାତ ହୋଇଯାଇଛି | ଇସ୍ତଫା ଦେଲେ ବିଜେଡି ସୁପ୍ରିମୋ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ। ନବୀନ ହିଞ୍ଜିଳିରୁ ଜିତିଥଲେ ମଧ୍ୟ…

ସନ୍ନ୍ୟାସ ହେବେ ପାଣ୍ଡିଆନ

ଓଡ଼ିଶାରେ ଫୁଟିବାକୁ ଯାଉଛି ପଦ୍ମ। ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ଏବେ ବଡ଼ ପରାଜୟ ମୁଖେ ଅଗ୍ରସର ହେଉଛି। ରାଜ୍ୟରେ ଭାଜପା ୮୧ ଆସନରେ ଆଗୁଆ ଥିବାବେଳେ ବିଜେଡି ୪୭ ଆସନରେ ସୀମିତ ରହିଛି। ତେବେ ୧୫ବର୍ଷ ପରେ ଭାଜପା ଓଡ଼ିଶାରେ ସରକାର ଗଢିବାକୁ ଯାଉଛି।ଚଳିତ ନିର୍ବାଚନରେ ବିଜେଡି-ଭାଜପା…

ଭୁବନେଶ୍ବର ମଧ୍ୟମ ଆସନ: ଜିତିଲେ ଅନନ୍ତ ନାରାୟଣ ଜେନା

ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳ ନେଇ ଭୋଟ ଗଣତି ଜାରି ରହିଛି। ଶାସକ ଦଳ ବିଜେଡ଼ିକୁ ବିଜେପି ଚଳିତ ଥର କଡ଼ା ଟକ୍କର ଦେଇଛି। ଭୁବନେଶ୍ବର ମଧ୍ୟମ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ବିଜୟୀ ହୋଇଛନ୍ତି। ତେବେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଅନନ୍ତଙ୍କୁ କଡ଼ା…

ଝାରସୁଗୁଡ଼ାରେ ବିଜେପିକୁ ମିଳିଛି ପ୍ରଥମ ସଫଳତା

ଝାରସୁଗୁଡ଼ାରେ ବିଜେପିକୁ ମିଳିଛି ପ୍ରଥମ ସଫଳତା। ଝାରସୁଗୁଡ଼ା ଏବଂ ବ୍ରଜରାଜନଗରର ବିଜେପି ବିଧାନସଭା ପ୍ରାର୍ଥୀ ଯଥାକ୍ରମେ ଟଙ୍କଧର ତ୍ରିପାଠୀ ଓ ସୁରେଶ ପୂଜାରୀ ବିଜୟୀ ହୋଇଛନ୍ତି। ଟଙ୍କଧର ତ୍ରିପାଠୀ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡିର ଦୀପାଳି ଦାସଙ୍କୁ ୧୩୨୨ ଭୋଟରେ ପରାଜିତ…

୨୫ ବର୍ଷ ପରେ ରାଜ୍ୟର ରାଜନୈତିକ ସମୀକରଣରେ ନୂଆ ଧାରା

ଓଡ଼ିଶାରେ ଭୋଟ ଗଣତି ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ବିଧାନସଭା ପ୍ରାରମ୍ଭିକ ଧାରାରେ, ରାଜ୍ୟରେ ବିଜେପି ଆଗରେ ଚାଲୁଥିବାବେଳେ, ଶାସକ ଦଳ ବିଜେଡି ବହୁ ଆସନରେ ପଛୁଆ ରହିଛି।  ରାଜ୍ୟର ୧୪୭ ବିଧାନସଭା ଆସନ ମଧ୍ୟରୁ ବିଜେପି ୭୮ ଓ ବିଜେଡି ୫୪ ସିଟ୍‌ରେ ଆଗୁଆ ଅଛନ୍ତି। ସେହିପରି କଂଗ୍ରେସ ୧୨,…