Trending
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
Browsing Category
Politics
All politics-related news information will be uploaded here in daily besis
ଭାଙ୍ଗିଲା ବାଂଲାଦେଶ ସଂସଦ
ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଦେଶର ସଂସଦ ଭଙ୍ଗ କରିବା ପାଇଁ ଏକ ଆଦେଶ ଜାରି କରିଛନ୍ତି । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ପ୍ରେସ୍ ଶାଖା ପକ୍ଷରୁ ମଙ୍ଗଳବାର ପଠାଯାଇଥିବା ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି । ନୋଟିସରେ କୁହାଯାଇଛି ଯେ ରାଷ୍ଟ୍ରପତି ମହମ୍ମଦ…
ଛିଡୁଛି ବିଜେଡି, ବଢୁଛି ବିଜେପି
ବିଜେପିରେ ମିଶିବେ ବଡ଼ ବିଜେଡି ନେତା । ବିଜେପି ବିଧାୟକଙ୍କ ବିସ୍ଫୋରକ ବୟାନ । ‘ଲାଇନ୍ରେ ଅଛନ୍ତି ଅନେକ ବଡ ନେତା’ ।ଏଭଳି ଏକ ଚର୍ଚ୍ଚା ଏବେ ରାଜ୍ୟ ରାଜନୀତିରେ ଜୋରଦାର ହୋଇଛି । ନିର୍ବାଚନ ପୂର୍ବରୁ ଯଦିଓ କିଛି ବିଜେଡି ନେତା ବିଜେପିରେ ମିଶିଥିଲେ ଏହା ପଛରେ କିନ୍ତୁ ଦଳୀୟ ଟିକେଟ୍…
ବିଧାନସଭା ନିର୍ବାଚନରେ ମାଟି କାମୁଡି ପଡିବ ଭାଜପା
ଚଳିତ ବର୍ଷ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଅଣ୍ଟା କଷି ସାରିଲେଣି ସବୁ ଦଳ। ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ତୀବ୍ର କଥା କଟାକଟିି ଜାରି ରହିଥିବାବେଳେ ଭେଟେରାନ ନେତାମାନେ ମଧ୍ୟ ପରସ୍ପରକୁ ଭେଟୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…
ଯାହା ଘର ଦୁର୍ବଳ ହେବ ସେହି ଘର ଭାଙ୍ଗିଯିବ, ଏଥିରେ କିଛି କହିବାର ନାହିଁ – ସାଂସଦ ଅପରାଜିତା ଷଡଙ୍ଗୀ
ମମତା ମହନ୍ତ ବିଜେଡ଼ି ଛାଡି ବିଜେପିରେ ମିଶିବା ପ୍ରସଙ୍ଗକୁ ନେଇ ଭୁବନେଶ୍ୱର ସାଂସଦଙ୍କ ବଡ଼ ପ୍ରତିକ୍ରିୟା। ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ବର୍ତ୍ତମାନ ଟ୍ରେଲର ଦେଖିଛନ୍ତି, ଆଗକୁ ପୁରା ଫିଲ୍ମ ଦେଖିବେ। ଯାହା ଘର ଦୁର୍ବଳ ହେବ ସେହି ଘର ଭାଙ୍ଗିଯିବ, ଏଥିରେ କିଛି କହିବାର ନାହିଁ। ମମତା…
ମମତାଙ୍କ ଦବଙ୍ଗଗିରି ମନ୍ତ୍ରୀ
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତ୍ରୀଙ୍କ ଦବଙ୍ଗଗିରି କରି ଗାଳିଗୁଲଜ କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ଶନିବାର ଜଣେ ମହିଳା ବନ ଅଧିକାରୀଙ୍କୁ ଧମକ ଦେଉଥିବାର ନଜର ଆସିଛନ୍ତି। ଏହାକୁ ନେଇ ରାଜ୍ୟ ଜେଲ୍ ମନ୍ତ୍ରୀ ଅଖିଳ ଗିରି ବିବାଦକୁ…
ସିନ୍ଦେଙ୍କୁ ଭେଟିଲେ ରାଜ୍ ଠାକ୍ରେ
ଚଳିତ ବର୍ଷ ଶେଷରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାପୂର୍ବରୁ ନିର୍ବାଚନ ସମ୍ଭାବନାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ବିଭିନ୍ନ ରାଜନୈତିକ ଦଳର ସଦସ୍ୟଙ୍କ ମଧ୍ୟରେ କଥାବାର୍ତ୍ତା ଏବଂ ସାକ୍ଷାତ ପ୍ରକ୍ରିୟା ଆରମ୍ଭ ହୋଇଛି।ଏହି ସମୟରେ ମହାରାଷ୍ଟ୍ର ନବନିର୍ମାନ…
ବିଜେଡି ବସା ଖାଲି ହୋଇଯିବ – ବିଜେପି ନେତା ଅରବିନ୍ଦ ଢାଲି
ବିଜେଡି ରାଜ୍ୟସଭା ସାଂସଦ ପଦରୁ ମମତା ମହାନ୍ତ ପଦ ସହ ଦଳରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି । ବିଜେଡି ଛାଡି ପଦ୍ମ ଧରିବା ପରେ ବିଜେପି ନେତା ଅରବିନ୍ଦ ଢାଲି ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଭବିଷ୍ୟତରେ ବିଜେଡି ଆଉ ରହିବ ନାହିଁ । ବିଜେଡି ବସା ଖାଲି ହୋଇଯିବ । ବିଜେପି ହେଲା…
କିଏ ହେବେ ଭାଜପାର ଅଧ୍ୟକ୍ଷ?
ଦେଶର ଶାସକ ଦଳ ଭାଜପାର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବେ ସେନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ଭାଜପାର ଅନେକ ବଡ ନେତା ଅଛନ୍ତି ଏହି ପଦବୀ ରେସ୍ରେ ଅଛନ୍ତି ବୋଲି କୁହାଯାଉଛି। ଏଥିମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନ, ଭୁପେନ୍ଦ୍ର ଯାଦବ, ବିନୋଦ ତାୱଡେ ଏବଂ କେଶବ ପ୍ରସାଦ ମୌର୍ଯ୍ୟଙ୍କ ନାମ ରହିଛି।…
ବିଜେପିରେ ଯୋଗଦେଲେ ମମତା ମହନ୍ତ,ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ
ବିଜେପିରେ ଯୋଗଦେଲେ ମମତା ମହନ୍ତ । ଦିଲ୍ଲୀରେ ବିଜେପି କାର୍ଯ୍ୟାଳୟରେ ହେଲେ ସାମିଲ । ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ମମତା । ରାଜ୍ୟସଭା ସଦସ୍ୟତା ପଦରୁ ମଧ୍ୟ ଦେଇଥିଲେ ଇସ୍ତଫା । ବିଜେପିରେ ସାମିଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ମମତା । ସେ କହିଛନ୍ତି ଯେ କାଲି ରାଜ୍ୟସଭା ଓ…
ସରିଲା ପ୍ରଥମ ପର୍ଯ୍ୟାୟ ବିଧାନସଭା ବଜେଟ୍ ଅଧିବେଶନ
ସରିଲା ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ । ବିଧାନସଭାରେ ୯୫ ହଜାର କୋଟି ଲେଖାନୁଦାନ ପାରିତ ହେବା ପରେ ଆସନ୍ତା ଅଗଷ୍ଟ ୨୦ ତାରିଖ ଯାଏଁ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି । ତେବେ ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନର ଶେଷ ଦିନରେ ଅନେକ ନାଟକ ଗୃହ ମଧ୍ୟରେ ଦେଖିବାକୁ ମିଳିଥିଲା । ବିରୋଧୀ…