Trending
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
Browsing Category
Politics
All politics-related news information will be uploaded here in daily besis
ପଦ୍ମ ଧରିଲେ ସୁଜିତ କୁମାର
ଅବଶେଷରେ ସୁଜିତ କୁମାର ବିଜେପିରେ ଦେଇଛନ୍ତି। ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସୁଜିତ କୁମାର ପଦ୍ମ ଧରିଛନ୍ତି। ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଟକ ସାଂସଦ ଭର୍ତ୍ତୃହରି ମହତାବ, ଦଳର ସାଧାରଣ ସଂପାଦକ ଅରୁଣ ସିଂ ଓ ଓଡ଼ିଶା ବିଜେପି ପ୍ରଭାରୀ…
ମହାରାଷ୍ଟ୍ର ରାଜନୀତି
ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସୁପ୍ରିୟା ସୁଲେ ଏନସିପି ଶରଦ ପାୱାର ଦଳର ମୁଖପାତ୍ରଙ୍କ ସହ ମିଳିତ ବୈଠକ କରିଛନ୍ତି। ଏହି ବୈଠକରେ ମୁଖପାତ୍ରଙ୍କୁ ସୁପ୍ରିୟା ସୁଲେ ଦେଇଥିବା ଆଦେଶକୁ ନେଇ ଶରଦ ପାୱାରଙ୍କ ପାର୍ଟି ଏନସିପି ମନରେ କ’ଣ ଅଛି। ଏ ବାବଦରେ ଆଲୋଚନା ଆରମ୍ଭ…
ବିଧାନସଭାରେ ରେଭେନ୍ସା ଝଡ଼
ଆଜି ବିଧାନସଭାରେ ପୁଣି ରେଭେନ୍ସା ପ୍ରସଙ୍ଗ ଉଠିଛି। ବିରୋଧୀ ବିଜେଡି ଓ କଂଗ୍ରେସ ସଭ୍ୟମାନେ ରେଭେନ୍ସା ନାମ ବଦଳାଇବା ପ୍ରସ୍ତାବକୁ ବିରୋଧ କରିଥିଲେ। ବିଜେପି ସଭ୍ୟମାନେ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଶୂନ୍ୟକାଳରେ ବିଜେଡି ସଭ୍ୟ ବ୍ୟୋମକେଶ ରାୟ କହିଥିଲେ, କେନ୍ଦ୍ର ମନ୍ତ୍ରୀ…
ପଦ୍ମ ଧରିଲେ ଜାଡେଜା
ଭାରତୀୟ କ୍ରିକେଟ୍ ଟିମର ଅଲରାଉଣ୍ଡର ଖେଳାଳି ରବୀନ୍ଦ୍ର ଜାଡେଜା ବିଜେପିରେ ସାମିଲ ହୋଇଛନ୍ତି । ଗୁରୁବାର ସେ ଦଳରେ ସାମିଲ ହୋଇଥିବା ନେଇ ତାଙ୍କ ପତ୍ନୀ ରିଭାବା ଜାଡେଜା ଏକ୍ସରେ ସୂଚନା ଦେଇଛନ୍ତି । କହିରଖୁଛୁ ରିଭାବା ଗୁଜରାଟ ଜାମନଗରରୁ ବିଜେପି ବିଧାୟକ ଅଛନ୍ତି ରିଭାବା ଜାଡେଜା…
ବିଦେଶରେ ଯାଇ ଦେଶ ବିଷୟରେ କ’ଣ କହିବେ କେମିତି କହିବେ ରାହୁଲ ଗାନ୍ଧୀ ଶିଖନ୍ତୁ – ରବିଶଙ୍କର ପ୍ରସାଦ
ଦୀର୍ଘଦିନ ଧରି ଗାନ୍ଧୀ ପରିବାରର ପରାମର୍ଶଦାତା ଥିବା ସାମ୍ ପିଟ୍ରୋଡା ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧୀ ତାଙ୍କ ପିତା ରାଜୀବ ଗାନ୍ଧୀଙ୍କ ଅପେକ୍ଷା ଅଧିକ ବୁଦ୍ଧିଜୀବୀ ଏବଂ ରଣନୀତିଜ୍ଞ। ଆହୁରି ମଧ୍ୟ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ…
ବୁଲଡୋଜର‘ ଟିପ୍ପଣୀକୁ ନେଇ ଯୋଗୀ-ଅଖିଳେଶ କଥା କଟାକଟି
କେବଳ ଅଭିଯୁକ୍ତ କାହିଁକି ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ଘରେ ମଧ୍ୟ ବୁଲଡୋଜର ଚଲାଯାଇ ପାରିବ ନାହିଁ ସୁପ୍ରିମକୋର୍ଟ ସୋମବାର ଟିପ୍ପଣୀ ଦେବା ପରେ ଏହି ପ୍ରସଙ୍ଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ସମାଜବାଦୀ ପାର୍ଟି (ସପା)…
ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ ପରିର୍ତ୍ତନକୁ ନେଇବିଧାନସଭାରେ ହଟ୍ଟଗୋଳ ସୃଷ୍ଟି
ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ ପରିର୍ତ୍ତନକୁ ନେଇ ଗୁରୁବାର ବିଧାନସଭାରେ ହଟ୍ଟଗୋଳ ସୃଷ୍ଟି ହୋଇଛି। ଶୂନ୍ୟକାଳରେ ଶାସକ ଏବଂ ବିରୋଧୀ ଏହି ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ ଏବଂ ବିଜେଡ଼ି ବିଧାୟକ ଏହି ପ୍ରସଙ୍ଗରେ ଶାସକ ବିଜେପିକୁ ଘେରିଛନ୍ତି। ୧୫୬ ବର୍ଷର ପୁରୁଣା…
ୟୁନୁସଙ୍କ ଚେତାବନୀ: ‘ମୁହଁରେ ତାଲା ଲଗାଇ ବସନ୍ତୁ ଶେଖ ହସିନା’
ଗତ ଅଗଷ୍ଟ ୫ ତାରିଖରେ ବାଂଲାଦେଶରେ ସରକାର ବଦଳିବା ପରଠାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତରେ ଅଛନ୍ତି। ବାଂଲାଦେଶରେ ସରକାର ବିରୋଧୀ ହିଂସା ଉଗ୍ରରୂପ ନେବା ପରେ ହସିନାଙ୍କୁ ବାଧ୍ୟବଶତଃ ଇସ୍ତଫା ଦେବାକୁ ପଡ଼ିଥିଲା। ଏହା ପରେ ଗିରଫଦାରି ଭୟରେ ସେ ଦେଶ ଛାଡ଼ି ଭାରତ ପଳାଇ…
ସମୟ ଆସିଛି ବିଜେପିର ମିଛ ରହସ୍ୟ ଖୋଲିବାକୁ ପଡ଼ିବ
ମିଛ ପ୍ରତିଶ୍ରୁତି ଦେଇ ବିଜେପି କ୍ଷମତାକୁ ଆସିଛି। ବିଜେପିର ସବୁଠାରୁ ବଡ଼ ପରିଚୟ ହେଉଛି ମିଛ। ଏବେ ସମୟ ଆସିଛି ବିଜେପିର ମିଛ ରହସ୍ୟ ଖୋଲିବାକୁ ପଡ଼ିବ। ଶଙ୍ଖ ଭବନରେ ଆୟୋଜିତ ବିଜୁ ମହିଳା ଜନତା ଦଳର ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ଓ ରାଜ୍ୟ ନେତୃବୃନ୍ଦଙ୍କୁ ସମ୍ବୋଧିତ କରି ବିଜେଡି ସଭାପତି…
ଜୈବିକ କୃଷି ପଦ୍ଧତି ଆପଣାନ୍ତୁ ରାଜ୍ୟବାସୀ
ରାଜ୍ୟବାସୀ ଜୈବିକ ଚାଷକୁ ଆପଣାନ୍ତୁ । ଏହା ଦ୍ୱାରା ମାଟିର ଉର୍ବରତା ବୃଦ୍ଧି ପାଇଥାଏ । ରାସାୟନିକ ସାର ପ୍ରୟୋଗ ଦ୍ୱାରା ଅମଳ ବଢ଼ୁଛି ଭାବିବା ଭୁଲ । ମାଛ, ଚିକେନ୍ ଓ ଅନ୍ୟାନ୍ୟ ଚାଷରେ ରାସାୟନିକ ସାର ବ୍ୟବହାର ଦ୍ୱାରା ମେଦବହୁଳତା ସହ କ୍ୟାନସର ବୃଦ୍ଧି ପାଉଛି । ତେଣୁ ସମସ୍ତେ ଜୈବିକ ଚାଷ…