Browsing Category

Politics

All politics-related news information will be uploaded here in daily besis

ନୂଆଦିଲ୍ଲୀରେ ବସିବ ଇଣ୍ଡିଆ ମେଣ୍ଟର ଆଉ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ: ଖଡ଼ଗେ

ନୂଆଦିଲ୍ଲୀ: ମୋଦିଙ୍କ ବିରୋଧରେ ପୁଣି ଏକାଠି ବସି ରଣନୀତି କରିବେ ବିରୋଧୀ ମେଂଟ । ଆଜି ନୂଆଦିଲ୍ଲୀରେ ବସିବ ଇଣ୍ଡିଆ ମେଣ୍ଟର ଆଉ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ । ନିର୍ବାଚନ ପୂର୍ବରୁ ଘନ ଘନ ଆକ୍ରମଣ କରିବା ପାଇଁ ଏହି ବୈଠକ ଡାକିଛନ୍ତି ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ । ଖଡ଼ଗେଙ୍କ…

ବିଜେପିକୁ ଟାର୍ଗେଟ କଲେ ବିଜେଡି ବିଧାୟକ ରୋହିତ ପୂଜାରୀ

ଭୁବନେଶ୍ୱର: ବିଜେପି କୁ ପୁଣି ଟାର୍ଗେଟ କରିଛି ବିଜେଡି ।  ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ରୋହିତ ପୂଜାରୀ । ଜୟନାରାୟଣ ଏକାଧିକ ଅପରାଧିକ ମାମଲାରେ ସଂଶ୍ଲିଷ୍ଟ ରହିଥିବା କଥା କହିଛନ୍ତି। ତାଙ୍କ ବିରୋଧରେ କୋର୍ଟରେ ୧୬ଟି ଚାର୍ଜସିଟ୍ ଦାଖଲ…

ସରକାରଙ୍କୁ ଘେରିବ ବିଜେପି, ବିଜେଡି କଲା ଟାର୍ଗେଟ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ୧୦୮ଟି ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ପ୍ରସ୍ତୁତ କରିଛି ଚାର୍ଜସିଟ । ୫-ଟି ସଚିବଙ୍କ ଜିଲ୍ଲା ଗସ୍ତ ପ୍ରସଙ୍ଗ ଚାର୍ଜସିଟରେ ରହିବ । ଚାର୍ଜସିଟକୁ ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ଯେ ସଚିବ କେଉଁ କ୍ଷମତାରେ ଜିଲ୍ଲା ଜିଲ୍ଲା ବୁଲୁଛନ୍ତି । …

କୁସୁମ ଟେଟେଙ୍କୁ ଇପସିତାଙ୍କ ଟାର୍ଗେଟ

ଭୁବନେଶ୍ବର: ସୁନ୍ଦରଗଡ଼ର ବିଜେପି ବିଧାୟିକା କୁସୁମ ଟେଟେଙ୍କୁ ଟାର୍ଗେଟ କରିଛନ୍ତି  ବିଜେଡି ମୁଖପାତ୍ର ଇପସିତା ସାହୁ । କୁସୁମ ଟେଟେଙ୍କ ନିକଟତମ ସମ୍ପର୍କୀୟ ୨ ନମ୍ବର କୋଇଲା ବେପାର ଏବଂ ଟେଣ୍ଡର ଫିକ୍ସିଂ କରି ଯେଉଁ ୫୦୦ କୋଟି ରୋଜଗାର କରିଛନ୍ତି, ସେ ବିଷୟରେ ଆପଣ କହିଲେ କି ବୋଲି ପ୍ରଶ୍ନ…

ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକରେ ବିଶିଷ୍ଠ ବ୍ୟକ୍ତିଙ୍କ ଶୋକପ୍ରକାଶ

ଭୁବନେଶ୍ୱର : ପୂର୍ବତନ  ବାଚସ୍ପତି ତଥା ବର୍ତମାନର ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ ରାଷ୍ଟ୍ରପତି ଗଭୀର ଶୋକ ପ୍ରକାଶ କରିଛନ୍ତି । ଓଡ଼ିଶାର ସେବା ପାଇଁ ତାଙ୍କର ଦାନ ଅତୁଳନୀୟ ବୋଲି କହିଛନ୍ତି ରାଷ୍ଟ୍ରପତି ।…

ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ପୂର୍ବତନ ବାଚସ୍ପତି ତଥା ବର୍ତ୍ତମାନର ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ।  ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ଗଞ୍ଜାମ ଦିଗପହଣ୍ଡିର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ କାର୍ଯ୍ୟ ତୁଲାଇଛନ୍ତି । ବିଭିନ୍ନ ସମୟରେ ଭିନ୍ନ…

ବିରୋଧୀ ଏକାଠି ହେଲେ ବିଜେପି ପାଇଁ ଜିତିବା ଅସମ୍ଭବ ହେବ

କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି ଯେ ବିରୋଧୀ ଏକଜୁଟ ହେଲେ ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ପାଇଁ ଜିତିବା ଅସମ୍ଭବ ହୋଇପଡ଼ିବ। ଆଗାମୀ ସାଧାରଣ ନିର୍ବାଚନରେ ଆଇଏନଡିଆଇଏ ବ୍ଲକ୍‌ ବିଜେପିକୁ ପରାସ୍ତ କରିବ ବୋଲି ସେ ନିଶ୍ଚିତ । ଶ୍ରୀ ଗାନ୍ଧି ମେଣ୍ଟର ନେତାମାନଙ୍କୁ ଧନ୍ୟବାଦ…

ଶେଷହେଲା 5T ସଚିବଙ୍କ ବିକାଶ ସମୀକ୍ଷା

5T ସଚିବ କହିଛନ୍ତି, ବୁଲି ବୁଲି ଲୋକଙ୍କଠୁ ଅଭିଯୋଗ ଗ୍ରହଣ କରିବାକୁ ଦାୟିତ୍ବ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫେବ୍ରୁଆରୀରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ କୋରେଇ ମାଟିରେ ଶେଷ ହୋଇଛି । ଆସନ୍ତା ସପ୍ତାହେ ଭିତରେ ମୁଖ୍ୟମନ୍ତ୍ରୀ କୋରେଇ ମାଟିର ବିକାଶ ପାଇଁ ଖୁସି ଖବର ଦେବେ ।…

 ଇଣ୍ଡିଆ ମହାମେଣ୍ଟର ଦ୍ବିତୀୟ ଦିନ ବୈଠକରେ ବଡ ନିଷ୍ପତ୍ତି

ନୂଆ ଦିଲ୍ଲୀ:  ଇଣ୍ଡିଆ ମହାମେଣ୍ଟର ଦ୍ବିତୀୟ ଦିନ ବୈଠକରେ ବଡ ନିଷ୍ପତ୍ତି  । ତିନୋଟି ରିଜୋଲୁସନ ପାସ ହୋଇଛି । ୧୩ ସଦସ୍ୟ ବିଶିଷ୍ଟ ସମନ୍ବୟ କମିଟି ଗଠିତ ହୋଇଛି । ଇଣ୍ଡିଆ ମହାମେଣ୍ଟର ସମନ୍ବୟ ସମିତି ସେପ୍ଟେମ୍ବର ୩୦ ସୁଦ୍ଧା ସିଟ୍‌ ବଣ୍ଟନ ନେଇ ନିର୍ଣ୍ଣୟ ନେବେ  । ଏହି ପ୍ୟାନେଲରେ…

ଓ୍ବାନ ନେସନ ଓ୍ବାନ ଇଲେକସନ ନୀତିକୁ ନେଇ କମିଟି ଗଠନ ପରେ ବିରୋଧୀଙ୍କ ଟାର୍ଗେଟ

ଦିଲ୍ଲୀ : ଓ୍ବାନ ନେସନ ଓ୍ବାନ ଇଲେକସନ ନୀତି ଲାଗୁ ହେବା ନେଇ ସାରା ଦେଶରେ ଏବେ ଚର୍ଚା ଜୋର ଧରିଛି । ଏକ ଦେଶ, ଏକ ନିର୍ବାଚନ’ ବ୍ୟବସ୍ଥା ଲାଗୁ କରାଯିବା ପ୍ରସଙ୍ଗରେ ପର୍ଯ୍ୟବେକ୍ଷଣ କରିବା ଲାଗି ଆଜି କେନ୍ଦ୍ର ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବରେ  ‘ଏକ…