Trending
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
Browsing Category
Politics
All politics-related news information will be uploaded here in daily besis
ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ସ୍ୱତନ୍ତ୍ର ବିମାନରେ ଆସି ରାତିରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ୨ ଦିନିଆ ଓଡିଶା ଗସ୍ତରେ ଆସିଥିବା ଅମିତ ଶାହା ଏହି ଅବସରରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ । ରାତି ପାଖାପାଖି ୧୧ଟା ୫୦ରେ ବିମାନ ବନ୍ଦରରେ ପହଞ୍ଚିଥିଲେ ଶାହା । ବିମାନ…
ରାହୁଲ ଗାନ୍ଧୀଙ୍କ ଦୁଇ ବର୍ଷ ଜେଲଦଣ୍ଡ ଉପରେ ସୁପ୍ରିମକୋର୍ଟଙ୍କ ରୋକ ପରେ କଂଗ୍ରେସ ଶିବିରରେ ସେଲିବ୍ରେସନ
ନୂଆଦିଲ୍ଲୀ : ରାହୁଲ ଗାନ୍ଧୀଙ୍କ ଦୁଇ ବର୍ଷ ଜେଲଦଣ୍ଡ ଉପରେ ସର୍ବୋଚ୍ଚ କୋର୍ଟଙ୍କ ରୋକ ପରେ କଂଗ୍ରେସ ଶିବିରରେ ସେଲିବ୍ରେସନ ଚାଲିଛି । କୋର୍ଟଙ୍କ ରାୟ ପରେ ପ୍ରଥମ ଟୁଇଟ କରି ରାହୁଲ କହିଛନ୍ତି, ଯାହାବି ଘଟୁ, ମୋ କର୍ତ୍ତବ୍ୟ ସମାନ ରହିବ । ଭାରତର ଆଦର୍ଶର ସୁରକ୍ଷା କରିବି ବୋଲି …
ମନମୋହନ ସାମଲଙ୍କ ନୂଆ ଟିମ ଘୋଷଣା
ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କର ନୂଆ ଟିମ ଘୋଷଣା କରିଛନ୍ତି | ଆଜି ବିଜେପି ରାଜ୍ୟ ପଦାଧିକାରୀ ଓ ମୋର୍ଚ୍ଚା ସଭାପତିଙ୍କ ନାମ ଘୋଷଣା କରାଯାଇଛି | ବିଜେପି ରାଜ୍ୟ ସଭାପତି ୩୫ ଜଣିଆ ତାଲିକା ଜାରି କରିଥିବାବେଳେ ଏଥିରେ ୧୦ ଜଣ ଉପସଭାପତି ଓ ୫ ଜଣ ସାଧାରଣ ସମ୍ପାଦକ…
ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ
ଭୁବନେଶ୍ବର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ରାତ୍ରିରେ ଅମିତ ଶାହ ଦିଲ୍ଲୀରୁ ବିମାନ ଯୋଗେ ଆସି ଭୁବନେଶ୍ୱରରେ ପଂହଚିବେ । ଶନିବାର ଦିନ ସକାଳେ ଅମିତ ଶାହ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହା ପରେ ଅମିତ…
ଦିଲ୍ଲୀ ଅଧ୍ୟାଦେଶ ବିଲ୍ ଲୋକସଭାରେ ଗୃହୀତ
ନୂଆଦିଲ୍ଲୀ:ଦିଲ୍ଲୀ ଅଧ୍ୟାଦେଶ ବିଲ୍ ଲୋକସଭାରେ ଗୃହୀତ ହୋଇଛି । ଦିଲ୍ଲୀରେ ଅଧିକାରୀଙ୍କ ବଦଳି ଏବଂ ନିଯୁକ୍ତି ଅଧ୍ୟାଦେଶକୁ ଆଇନରେ ପରିଣତ କରିବାପାଇଁ ଅଣାଯାଇଥିବା ବିଲ୍ ଲୋକସଭାରେ ବାଚନିକ ଭୋଟ୍ରେ ଗୃହୀତ ହୋଇଯାଇଛି। ବିଲ୍ର ପ୍ରାବଧାନ ଅନୁଯାୟୀ ଉପରାଜ୍ୟପାଳ ହିଁ ଦିଲ୍ଲୀରେ…
ଦିଲ୍ଲୀ ସେବା ବିଲକୁ ବିଜେଡିର ସଂସଦରେ ସମର୍ଥନ
ଭୁବନେଶ୍ବର: ଦିଲ୍ଲୀ ସେବା ବିଲକୁ ବିଜେଡିର ସମର୍ଥନ । ପାର୍ଲାମେଣ୍ଟରେ ନିଜର ଆଭିମୁଖ୍ୟକୁ ସ୍ପଷ୍ଟ କଲା ବିଜେଡି । ଆଜି ପୁରୀ ସାଂସଦ ପିନାକି ମିଶ୍ର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି । ଓ୍ବାଇଏସଆର କଂଗ୍ରେସ୍ ପରେ ଏନଡିଏକୁ ବିଜେଡିର ସମର୍ଥନ ନେଇ ଚର୍ଚ୍ଚା ହେଉଛି । ସମଦୂରତା କଥା ମଧ୍ୟ ସ୍ପଷ୍ଟ…
ବେରୋଜଗାରୀଙ୍କୁ ନେଇ ସରକାରଙ୍କୁ ଟାର୍ଗେଟ କରୁଛନ୍ତି ବିରୋଧୀ
ଦେଶରେ ବଢୁଥିବା ବେରୋଜଗାରୀଙ୍କୁ ନେଇ ବିରୋଧୀଦଳମାନେ ବାରମ୍ବାର ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ପ୍ରତି ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକଦଳମାନେ ବେରୋଜଗାର ଓ ନିଯୁକ୍ତିକୁ ବଡ ପ୍ରସଙ୍ଗ କରିଥାନ୍ତି । ଏହି କ୍ରମରେ ସଂସଦର ମୌସୁମୀ ଅଧିବେଶନ ବେଳେ ଗୃହମନ୍ତ୍ରଣାଳୟ ଅଧିନରେ ଥିବା…
କଂଗ୍ରେସରେ ଚିରଞ୍ଜୀବଙ୍କ ପତିଆରା ସମାପ୍ତ
ଭୁବନେଶ୍ବର: କଂଗ୍ରେସରୁ ନିଲମ୍ବନର ପ୍ରାୟ ୧୫ଦିନ ପରେ ଚିରଞ୍ଜୀବ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ବାସଭବନକୁ ଯାଇ ସେଠାରେ ଦଳୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଶ୍ରୀ ଜେନା ଓ ଏଆଇସିସି ସାଧାରଣ ସମ୍ପାଦକ ଶରତ ରାଉତଙ୍କ ସହ ବିଚାରବିମର୍ଶ କରିଥିବା ଜଣାପଡ଼ିଛି । ଯାହାକୁ…
ଇଣ୍ଡିଆ ଟିଭି-ସିଏନ୍ଏକ୍ସର ଜନମତ ସର୍ଭେ, ନବୀନ ପୁଣି ଗଢ଼ିବେ ସରକାର
ନବୀନ ପୁଣି ଗଢ଼ିବେ ସରକାର । ରାଜ୍ୟରେ ପୁଣି ଥରେ ବିଜେଡି ବିପୁଳ ଭୋଟରେ ବିଜୟୀ ହେବ ଏବଂ ଦଳର ସଭାପତି ନବୀନ ପଟ୍ଟନାୟକ କ୍ରମାଗତ ଷଷ୍ଠଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ। କ୍ରମାଗତ ୨୩ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିବା ସତ୍ତ୍ବେ ନବୀନ ପଟ୍ଟନାୟକ ପୁଣି ସରକାର ଗଢ଼ିବେ । ଇଣ୍ଡିଆ…
ବିଧାୟିକା ବର୍ଷାଙ୍କ ବିରୋଧରେ ମାମଲା ରୁଜୁ
ବରଗଡ଼ :ବିଧାୟିକାଙ୍କ ବିରୋଧରେ ମାମଲା ରୁଜୁ । ପଦମପୁର ବିଧାୟିକା ବର୍ଷା ସିଂ ବରିହାଙ୍କ ସହ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପାଇକମାଳ ବିଏଲ୍ସି ରୋହିଣୀ ବରିହାଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ ହୋଇଛି। ପାଇକମାଳ ବ୍ଲକ୍ କାର୍ଯ୍ୟାଳୟରେ ମାରପିଟ୍ ସହ ଗାଳିଗୁଲଜ…