Trending
- ୧୩ ବର୍ଷରୁ କମ୍ ବୟଷ୍କ ପିଲାଙ୍କ ଲାଗି ସୋସିଆଲ ମିଡିଆ ନିଷିଦ୍ଧ ନେଇ ଘୋଷଣା
- ମମତା ବାନାର୍ଜୀ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ନବୀନ ପଟ୍ଟନାୟକଙ୍କ ଉପରେ ଟିପ୍ପଣୀ ଦେଇ କେହି ବଡ଼ ହୋଇଯିବେନି-ବିଜେଡି ମୁଖପାତ୍ର ଲେନିନ ମହାନ୍ତି
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
Browsing Category
Politics
All politics-related news information will be uploaded here in daily besis
ବିରୋଧୀ ଏକାଠି ହେଲେ ବିଜେପି ପାଇଁ ଜିତିବା ଅସମ୍ଭବ ହେବ
କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି ଯେ ବିରୋଧୀ ଏକଜୁଟ ହେଲେ ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ପାଇଁ ଜିତିବା ଅସମ୍ଭବ ହୋଇପଡ଼ିବ। ଆଗାମୀ ସାଧାରଣ ନିର୍ବାଚନରେ ଆଇଏନଡିଆଇଏ ବ୍ଲକ୍ ବିଜେପିକୁ ପରାସ୍ତ କରିବ ବୋଲି ସେ ନିଶ୍ଚିତ । ଶ୍ରୀ ଗାନ୍ଧି ମେଣ୍ଟର ନେତାମାନଙ୍କୁ ଧନ୍ୟବାଦ…
ଶେଷହେଲା 5T ସଚିବଙ୍କ ବିକାଶ ସମୀକ୍ଷା
5T ସଚିବ କହିଛନ୍ତି, ବୁଲି ବୁଲି ଲୋକଙ୍କଠୁ ଅଭିଯୋଗ ଗ୍ରହଣ କରିବାକୁ ଦାୟିତ୍ବ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫେବ୍ରୁଆରୀରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ କୋରେଇ ମାଟିରେ ଶେଷ ହୋଇଛି । ଆସନ୍ତା ସପ୍ତାହେ ଭିତରେ ମୁଖ୍ୟମନ୍ତ୍ରୀ କୋରେଇ ମାଟିର ବିକାଶ ପାଇଁ ଖୁସି ଖବର ଦେବେ ।…
ଇଣ୍ଡିଆ ମହାମେଣ୍ଟର ଦ୍ବିତୀୟ ଦିନ ବୈଠକରେ ବଡ ନିଷ୍ପତ୍ତି
ନୂଆ ଦିଲ୍ଲୀ: ଇଣ୍ଡିଆ ମହାମେଣ୍ଟର ଦ୍ବିତୀୟ ଦିନ ବୈଠକରେ ବଡ ନିଷ୍ପତ୍ତି । ତିନୋଟି ରିଜୋଲୁସନ ପାସ ହୋଇଛି । ୧୩ ସଦସ୍ୟ ବିଶିଷ୍ଟ ସମନ୍ବୟ କମିଟି ଗଠିତ ହୋଇଛି । ଇଣ୍ଡିଆ ମହାମେଣ୍ଟର ସମନ୍ବୟ ସମିତି ସେପ୍ଟେମ୍ବର ୩୦ ସୁଦ୍ଧା ସିଟ୍ ବଣ୍ଟନ ନେଇ ନିର୍ଣ୍ଣୟ ନେବେ । ଏହି ପ୍ୟାନେଲରେ…
ଓ୍ବାନ ନେସନ ଓ୍ବାନ ଇଲେକସନ ନୀତିକୁ ନେଇ କମିଟି ଗଠନ ପରେ ବିରୋଧୀଙ୍କ ଟାର୍ଗେଟ
ଦିଲ୍ଲୀ : ଓ୍ବାନ ନେସନ ଓ୍ବାନ ଇଲେକସନ ନୀତି ଲାଗୁ ହେବା ନେଇ ସାରା ଦେଶରେ ଏବେ ଚର୍ଚା ଜୋର ଧରିଛି । ଏକ ଦେଶ, ଏକ ନିର୍ବାଚନ’ ବ୍ୟବସ୍ଥା ଲାଗୁ କରାଯିବା ପ୍ରସଙ୍ଗରେ ପର୍ଯ୍ୟବେକ୍ଷଣ କରିବା ଲାଗି ଆଜି କେନ୍ଦ୍ର ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବରେ ‘ଏକ…
ଯାଜପୁରରେ 5T ସଚିବଙ୍କ ପ୍ରତିଶ୍ରୁତି
ଯାଜପୁର ଗସ୍ତରେ ଯାଇ ବିକାଶ କାର୍ଯ୍ୟର ମାରାଥନ ସମୀକ୍ଷା କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ । ଗସ୍ତ ଅବସରରେ ବଡ଼ଚଣା ମହାବିନାୟକ ବାଳିକା ଉଚ୍ଚ ବିଦ୍ୟାଳୟ ପଡିଆରେ ପହଞ୍ଚି ଲୋକଙ୍କ ଠାରୁ ନେଇଛନ୍ତି ଅଭିଯୋଗପତ୍ର । ସବୁ କଲେଜକୁ 5Tରେ ରୂପାନ୍ତର କରୁଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତେ…
ବିଶେଷ ଅଧିବେଶନରେ ଆସିବ ଏକ ନିର୍ବାଚନ ବିଲ୍
ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ସଂସଦର ସ୍ବତନ୍ତ୍ର ଅଧିବେଶନ ବସିବାକୁ ଡକାଯାଉଛି । ତେବେ କଣ ପାଇଁ ଏହି ବିଶେଷ ଅଧିବେଶନ ଡକାଯାଉଛି ତାହା ଉପରେ ବିତର୍କ ଆରମ୍ଭ ହୋଇଯାଇଛି । ଆଗକୁ ନିର୍ବାଚନ ଆସୁଥିବାବେଳେ ମୋଦି ସରକାର ନୂଆ ଯୋଜନା ସହ କିଛି ଗୁରୁତ୍ବପୂର୍ଣ୍ଣ…
ଓଡ଼ିଶା ସ୍ବାର୍ଥକୁ ଅଣଦେଖା କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ: ସସ୍ମିତ ପାତ୍ର
ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । କେନ୍ଦ୍ରୀୟ ସଂସ୍ଥାରେ ଓଡ଼ିଆ ପିଲାଙ୍କୁ ଚାକିରି ନାହିଁ । ଏମସିଏଲ, ଆଇଓସିଏଲ, ନାଲକୋରେ ମିଳୁନି ଓଡ଼ିଆ ପିଲାଙ୍କୁ ନିଯୁକ୍ତି । ଓଡ଼ିଆ ପିଲାଙ୍କ ବଦଳରେ ବିହାର ଓ…
ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ହେବ ସଂସଦର ସ୍ବତନ୍ତ୍ର ଅଧିବେଶନ
ନୂଆଦିଲ୍ଲୀ : କେନ୍ଦ୍ର ସରକାର ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏକ ପୋଷ୍ଟରେ କହିଛନ୍ତି ଯେ ସଂସଦର ସ୍ୱତନ୍ତ୍ର ଅଧିବେଶନ ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ୫ଟି ବୈଠକ ଅନୁଷ୍ଠିତ ହେବ। ନୂଆ ସଂସଦରେ ଏହି…
୨୨ ରୁ ବିଧାନସଭା,୨୧ ତାରିଖରେ ବାଚସ୍ପତି ନିର୍ବାଚନ
ଆସନ୍ତା ସେପ୍ଟେମ୍ବର ୨୧ ତାରିଖରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ୧୮ ତାରିଖରେ ନାମାଙ୍କନ ପତ୍ର ଦାଖଲ ହେବ । ସେପ୍ଟେମ୍ବର ୨୨ ତାରିଖରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏହା ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ । ଅକ୍ଟୋବର ୩ ରେ ଗୃହରେ ଅତିରିକ୍ତ ବଜେଟ ଆଗତ ହେବ । ବିଧାନସଭା…
ଇଣ୍ଡିଆ ମେଣ୍ଟର ବୈଠକ ଆଜି
୨୮ଟି ରାଜନୈତିକ ଦଳର ମୋଟ୍ ୬୩ ପ୍ରତିନିଧି ଇଣ୍ଡିଆ ମେଣ୍ଟର ବୈଠକରେ ଯୋଗ ଦେବାକୁ ମୁମ୍ବାଇରେ ପହଁଚିଛନ୍ତି । ବୈଠକରେ ଇଣ୍ଡିଆ ମେଣ୍ଟର ଲୋଗୋ ଉନ୍ମୋଚନ ହେବ ବୋଲି ଜଣାପଡ଼ିଛି। ଆର୍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ କହିଛନ୍ତି, ଆଗକୁ ନିର୍ବାଚନ ଥିବାରୁ ଏନେଇ ପ୍ରସ୍ତୁତି ପାଇଁ …