Trending
- ଆଜି ମହିଳାଙ୍କ ଖାତାକୁ ଯିବ ସୁଭଦ୍ରା କିସ୍ତି
- ଆଜି ଅନ୍ତର୍ଜାତୀୟ ମହିଳା ଦିବସ ,ଥିମ୍ ରହିଛି ‘ଗିଭ୍ ଟୁ ଗେନ୍’
- ଆତ୍ମସମର୍ପଣ କଲେ ୧୨୪ଜଣ ମାଓବାଦୀ
- କୋଲାବ ଜଳଭଣ୍ଡାରରେ ଗାଧୋଇବାକୁ ଯାଇ ବୁଡ଼ିଗଲେ ତିନି ଛାତ୍ର
- ୧୩ ବର୍ଷରୁ କମ୍ ବୟଷ୍କ ପିଲାଙ୍କ ଲାଗି ସୋସିଆଲ ମିଡିଆ ନିଷିଦ୍ଧ ନେଇ ଘୋଷଣା
- ମମତା ବାନାର୍ଜୀ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ନବୀନ ପଟ୍ଟନାୟକଙ୍କ ଉପରେ ଟିପ୍ପଣୀ ଦେଇ କେହି ବଡ଼ ହୋଇଯିବେନି-ବିଜେଡି ମୁଖପାତ୍ର ଲେନିନ ମହାନ୍ତି
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
Browsing Category
Politics
All politics-related news information will be uploaded here in daily besis
ନବରଙ୍ଗପୁର ରାଇଘର ଗସ୍ତରେ ଭି କେ ପାଣ୍ଡିଆନ୍
ଉମରକୋଟ: 5T ତଥା ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ ଙ୍କ ନବରଙ୍ଗପୁର ଜିଲ୍ଲାର ରାଇଘର ଗସ୍ତ । ସଭାରେ ପ୍ରାୟ ୪୫ ମିନିଟ ଧରି ଉପସ୍ଥିତ ରହିବା ପରେ ସେ ଲକ୍ଷ୍ମୀପୁରକୁ ଗସ୍ତ କରିବେ ବୋଲି ସୂଚନା ମିଳିଛି । ଗତ ଦୁଇ ଦିନ ଧରି ଜିଲ୍ଲାସ୍ତରୀୟ ଅଧିକାରୀ ତଥା ଜିଲ୍ଲା…
ବଳଭଦ୍ର ମାଝୀ ବିଜେଡିରୁ ଇସ୍ତଫା ଦେଲେ
ଭୁବନେଶ୍ୱର: ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ବଳଭଦ୍ର ମାଝୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ବିଜେଡି ଉପରେ ବର୍ଷିଛନ୍ତି । ତେବେ ଇସ୍ତଫା ଦେବା ପରେ ସେ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଇଚ୍ଛା କରିଥିଲି । କିନ୍ତୁ ଭେଟିବାକୁ ଦିଆଗଲାନି…
ହେଭିଓ୍ବେଟ୍ ନେତାମାନେ ସାଂସଦ ପ୍ରାର୍ଥୀ ହେବାକୁ ପ୍ରସ୍ତାବ
କଂଗ୍ରେସ ରାଜନୈତିକ ବ୍ୟାପାର କମିଟି ବୈଠକରେ ମଧ୍ୟ ୨୦୨୪ରେ ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତାମାନେ ସାଂସଦ ପ୍ରାର୍ଥୀ ହେବା ନେଇ ଆଲୋଚନା ହୋଇଛି । ସୁରେଶ ରାଉତ କହିଛନ୍ତି, ବରିଷ୍ଠ ନେତାମାନେ ନିର୍ବାଚନ ନ ଲଢ଼ିବା ଉଚିତ। ଯାହାକୁ ନେଇ କଂଗ୍ରେସ ଶିବିର ଉଷ୍ମ ହୋଇଛି । ସାଂଗଠନିକ…
ପଞ୍ଚମ ଥର ପାଇଁ ଶେଖ୍ ହସିନା ସରକାର
ପୁଣିଥରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ତଥା ଆୱାମୀ ଲିଗ୍ ମୁଖ୍ୟ ଶେଖ୍ ହସିନା କ୍ଷମତା ଦଖଲ କରିବାକୁ ଯାଉଛନ୍ତି। ସାଧାରଣ ନିର୍ବାଚନରେ ବିପୁଳ ବିଜୟ ହାସଲ ସହ ହସିନା ପଞ୍ଚମ ଥର ପାଇଁ ସରକାର ଗଠନ କରିବା ରାସ୍ତା ସଫା ହୋଇଯାଇଛି। ୨୦୦୯ ମସିହାରୁ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଦକ୍ଷିଣ…
ଧର୍ମେନ୍ଦ୍ରଙ୍କ ପରେ ପାଣ୍ଡିଆନଙ୍କ ଗସ୍ତ
ଅନୁଗୁଳ ରାଜନୀତି ଉଠୁଛି ପଡ଼ୁଛି। ପ୍ରଥମେ ଧର୍ମେନ୍ଦ୍ର ପ୍ରଧାନ ଆସି ବିଜେପି ନେତା ଓ କର୍ମୀଙ୍କ ଉତ୍ସାହ ବଢ଼ାଇଥିଲେ। ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଗଡ଼ ସଜାଇଥିଲେ। ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ କର୍ମୀଙ୍କୁ…
ଇଡି ସମ୍ମୁଖରେ କେଜ୍ରିଓ୍ଵାଲ
ଇଡି ନିକଟରେ ହାଜର ହୋଇନଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ଆମ୍ ଆଦମୀ ପାର୍ଟି (ଆପ୍) ମଧ୍ୟରେ ଲାଗି ରହିଛି ବିବାଦ। ଅରବିନ୍ଦ କେଜ୍ରିୱାଲ ତୃତୀୟ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନରେ ପହଞ୍ଚି ନାହାନ୍ତି। ବିଜେପି…
ଅବ କି ବାର୍ ୪୦୦ ପାର୍
ଅବକି ବାର ୪୦୦ ପାର, ତିସରି ବାର୍ ମୋଦୀ ସରକାର’। ବୈଠକରେ ବିଜେପି ରାଜ୍ୟ, ଲୋକସଭା ଓ ବିଧାନସଭା ସ୍ତରରେ ଆବାହକ ଓ ସହ ଆବାହକ ମଧ୍ୟ ସ୍ଥିର କରିଦିଆଯାଇଛି । ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଲୋକସଭା ନିର୍ବାଚନ ପାଇଁ…
ପ୍ରତିଥର ନୂଆ ମୁହଁ
ଗଞ୍ଜାମ ଜିଲ୍ଲାରେ ସଂସଦୀୟ କ୍ଷେତ୍ର ଦୁଇଟି, ବ୍ରହ୍ମପୁର ଏବଂ ଆସିକା। ରାଜନୈତିକ ଦୃଷ୍ଟିରୁ ଆସିକା ଲୋକସଭା କ୍ଷେତ୍ରର ଏକ ସ୍ବତନ୍ତ୍ର ପରିଚୟ ରହିଛି। କାରଣ ଏହି ଲୋକସଭା ଆସନରୁ ସ୍ବର୍ଗତ ବିଜୁ ପଟ୍ଟନାୟକ ସାଂସଦ ହୋଇଥିଲେ। ସେହିପରି ବିଜୁ ବାବୁଙ୍କ ଦେହାନ୍ତ ପରେ ତାଙ୍କର ପୁତ୍ର ତଥା…
ଦାମୋଦର ରାଉତଙ୍କ ଉପରୁ ହଟିଲା ବହିଷ୍କାର ଆଦେଶ
ଭୁବନେଶ୍ବର: ଶେଷରେ ବରିଷ୍ଠ ନେତା ଦାମୋଦର ରାଉତଙ୍କ ଉପରୁ ହଟିଲା ବହିଷ୍କାର ଆଦେଶ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦାମଙ୍କ ଉପରୁ ବହିଷ୍କାର ଆଦେଶ ଉଠାଇଛନ୍ତି । ୨୦୧୮ରେ ବିଜେଡିରୁ ବହିଷ୍କୃତ ହୋଇଥିଲେ ଦାମ ରାଉତ। ବହିଷ୍କାର ପରେ ବିଜେପିରେ ଯୋଗ ଦେଇ ୨୦୧୯ ନିର୍ବାଚନରେ ବିଜେପି…
୧୦ ବିଭାଗର ୧୩ ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର
ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକରେ ୧୦ ବିଭାଗର ୧୩ ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର । ୧୩ଟି ପ୍ରସ୍ତାବରେ ରହିଛି ୬ଟି ସେବା ସମ୍ବନ୍ଧୀୟ ପ୍ରସ୍ତାବ । ଏମଏସଏମଇ ବିଭାଗ ଅଧୀନରେ ଓଡ଼ିଶା ଶିଳ୍ପ ସେବା- ଓଆଇଏସ କ୍ୟାଡରର ବିଭିନ୍ନ ପଦବୀରେ ନିଯୁକ୍ତିର ପଦ୍ଧତି ଏବଂ ସେବା…