Trending
- ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ ଗେଟ୍,ବର୍ତ୍ତମାନ ୧୬ ଟି ଗେଟ୍ ଦେଇ ପାଣି ନିଷ୍କାସିତ
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
Browsing Category
National
ଦିଲ୍ଲୀରେ ଭୟଙ୍କର ବିସ୍ଫୋରଣ , ଜିଅନ୍ତା ଜିଳିଗଲେ 3 ଜଣ
ବସ୍ତିରେ ଭୟଙ୍କର ବିସ୍ଫୋରଣ । ସିଲିଣ୍ଡର ଫାଟିବାରୁ ରାଜଧାନୀର ଛାତି ଉପରେ ଥିବା ଏକ ବସ୍ତିରେ ବଡଧରଣର ଅଗ୍ନିକାଣ୍ଡ । ନିଆଁରେ ଜଳିଗଲା ଦିଲ୍ଲୀ ସ୍ଥିତ ଆନନ୍ଦ ବିହାର ବସ୍ତି । ଅଗ୍ନିକାଣ୍ଡର ମାତ୍ର ଏତେ ଅଧିକ ଥିଲା ଯେ ଘରଦ୍ବାରା ଜଳିପୋଡି ସବୁ ଛାରଖାର ହେଇ ଯାଇଛି । ଏଥିସହ ନିଆଁରେ…
ପାକିସ୍ତାନୀ ଟ୍ରେନ ଜାଫର ଏକ୍ସପ୍ରେସ ଅପହରଣ କାଣ୍ଡ ସଂପର୍କରେ ଏକ ବଡ଼ ଅପଡେଟ୍, ମହିଳା, ଶିଶୁ ଏବଂ ବଲୋଚ ନାଗରିକଙ୍କୁ…
ପାକିସ୍ତାନୀ ଟ୍ରେନ ଜାଫର ଏକ୍ସପ୍ରେସ ଅପହରଣ କାଣ୍ଡ ସଂପର୍କରେ ଏକ ବଡ଼ ଅପଡେଟ୍ ଆସିଛି । ବେଲୁଚିସ୍ତାନ ମୁକ୍ତି ବାହିନୀ ଦାବି କରିଛି ଯେ ମୋଟ ୧୮୨ ଜଣଙ୍କୁ ମୁଣ୍ଡଜାମିନ ରଖାଯାଇଛି । ଏହା ସହିତ ୧୧ ଜଣ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି। ଖାଲି ସେତିକି ନୁହେଁ, ବିଏଲଏ ଲଢୁଆ ମାନେ ଏକ…
ବେରୋଜଗାରୀ ଓ ଋଣ ଭାର ବୁଡ଼ାଇ ଦେଲା ବଂଶ, 2 ଛୁଆଙ୍କୁ ମାରିବା ଜୀବନ ହାରିଲେ ସ୍ବାମୀ – ସ୍ତ୍ରୀ
ବେରୋଜଗାରୀ ଓ ଋଣ ଭାର ବୁଡ଼ାଇ ଦେଲା ବଂଶ। ଦୈନନ୍ଦିନ ଖର୍ଚ୍ଚ ଉଠାଇବା କଷ୍ଟ ହେବାରୁ ଜୀବନ ହାରିଲେ ଦମ୍ପତି। ପ୍ରଥମେ ନିଜ ପୁଅ-ଝିଅଙ୍କ ଗଳା ଚିପି ହତ୍ୟା କରିବା ପରେ ସ୍ବାମୀ-ସ୍ତ୍ରୀ ଜୀବନ ହାରିଥିବା ଜଣାଯାଇଛି। ଏନେଇ ଖବର ମିଳିବା ପରେ ପୁଲିସ ୪ଟି ମୃତଦେହ ଜବତ କରିଛି। ମୃତକଙ୍କମାନେ…
ଆଜି କିଛି ସମୟ ଅଚଳ ହୋଇଥିଲା ‘ଏକ୍ସ’
ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଆଜି ଏକ ବଡ଼ ଧରଣର ବିଭ୍ରାଟ ଦେଖିବାକୁ ମିଳିଥିଲା। କିଛି ସମୟ ପାଇଁ ଏକ୍ସର ସେବା ଅଚଳ ହୋଇଯାଇଥିଲା, ଯାହା ଫଳରେ ଆପ୍ ବ୍ୟବହାର କରୁଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ସୂଚନା ଅନୁସାରେ, ସୋମବାର, ମାର୍ଚ୍ଚ ୧୦ ତାରିଖ ଅପରାହ୍ନ ପ୍ରାୟ…
ଉପରାଷ୍ଟ୍ରପତିଙ୍କୁ ଦେଖିବାକୁ ଏମ୍ସ ରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି ଉପରାଷ୍ଟ୍ରପତି ଜଗଦୀପ ଧନକଡ । ଛାତିରେ ଯନ୍ତ୍ରଣା, ନିଃଶ୍ବାସ ନେବାରେ ସମସ୍ୟା ଦେଖାଯିବାରୁ ତାଙ୍କୁ ଏମ୍ସର କ୍ରିଟିକାଲ କେୟାର ୟୁନିଟରେ ଭର୍ତ୍ତି କରାଯାଇଛି । ବିଳମ୍ବିତ ରାତିରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା ।…
ଓଡ଼ିଶାର ସୁଦ୍ଧୃତି ପଡ଼ିହାରୀ ହେଲେ ‘ମିସ୍ ଡିଭା ଫ୍ୟାଶନ ଡିଜାଇନର’
ମୁମ୍ବାଇରେ ଶୁକ୍ରବାର ବିଳମ୍ବିତ ରାତିରେ ‘ଲିଭା ମିସ୍ ଡିଭା’ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେ ଆୟୋଜିତ ହୋଇଯାଇଛି। ଏହି ଗ୍ରାଣ୍ଡ୍ ଫିନାଲେରେ ମଡେଲ ଆୟୁଶ୍ରୀ ମଲିକ ‘ଲିଭା ମିସ୍ ଡିଭା ସୁପର ନ୍ୟାଶନାଲ ୨୦୨୪’ ଭାବେ କ୍ରାଉନ୍ ହାତେଇଥିବା ବେଳେ ବିପ୍ରା ମେହେଟ୍ଟା ‘ଲିଭା ମିସ୍ ଡିଭା…
ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଅସୁସ୍ଥ
ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ରାତିରେ ଶୋଇବା ସମୟରେ ସେ ଅସ୍ଥିରତା ଏବଂ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା କୁହାଯାଉଛି।
ସୂଚନାନୁଯାଇ, ୭୩ ବର୍ଷୀୟ…
କର୍ଣ୍ଣାଟକରେ ଇସ୍ରାଏଲର ମହିଳା ଗଣଦୁଷ୍କର୍ମର ଶିକାର: ବିରୋଧ କରିବାରୁ ଓଡ଼ିଆ ଯୁବକଙ୍କୁ ହତ୍ୟା
କର୍ଣ୍ଣାଟକରେ ଇସ୍ରାଏଲର ଜଣେ ପର୍ଯ୍ୟଟକଙ୍କ ସମେତ ୨ ଜଣ ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ସେମାନଙ୍କ ସହ ଥିବା ଜଣେ ଓଡ଼ିଆ ପର୍ଯ୍ୟଟକଙ୍କୁ ହତ୍ୟା କରାଯାଇଛି। ୟୁନେସ୍କୋ ବିଶ୍ବ ଐତିହ୍ୟସ୍ଥଳ ହାମ୍ପି ନିକଟସ୍ଥ ତୁଙ୍ଗଭଦ୍ରା ଲେଫ୍ଟ ବ୍ୟାଙ୍କ କେନାଲ୍ ନିକଟରେ ଏହି ଘଟଣା ଘଟିଛି।…
ମୁମ୍ବାଇ ଛାଡିଲେ ଅନୁରାଗ କଶ୍ୟପ
ଅନୁରାଗ କଶ୍ୟପଙ୍କୁ ନେଇ ଏବେ ବଲିଉଡରେ ଖୁବ୍ ଚର୍ଟ୍ଟା । ତେବେ ଅନୁରାଗ ବଲିଉଡ୍କୁ କହିଛନ୍ତି ବାଏ ବାଏ । ସେ ବଲିଉଡ୍ ଛାଡିଦେଇଛନ୍ତି । ଯାହାକୁ ନେଇ ସବୁଠି ଚର୍ଚ୍ଚା ହେବା ସହ ଏହି ଖବର ଶୁଣି କିଛି ଲୋକ ଆଶ୍ଚର୍ଯ୍ୟ ହୋଇଛନ୍ତି । ସେ ଜଣେ ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ, କାହାଣୀକାର,…
ସିଙ୍ଗର ଶିବଶ୍ରୀ ସ୍କନ୍ଦପ୍ରସାଦଙ୍କୁ ବିବାହ କଲେ ବିଜେପି ଏମପି ତେଜସ୍ବୀ ସୂର୍ଯ୍ୟା
ଭାରତୀୟ ଜନତା ପାର୍ଟି ଏମପି ତେଜସ୍ୱୀ ସୂର୍ଯ୍ୟା ପ୍ରସିଦ୍ଧ କର୍ଣ୍ଣାଟକ ଗାୟିକା ଏବଂ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ଶିବଶ୍ରୀ ସ୍କନ୍ଦପ୍ରସାଦଙ୍କୁ ବିବାହ କରିଛନ୍ତି। ଗତ କିଛି ଦିନ ଧରି ତେଜସ୍ୱୀ ସୂର୍ଯ୍ୟଙ୍କ ବିବାହ ଖବର ଚର୍ଚ୍ଚାରେ ଥିଲା। ତେଜସ୍ୱୀ ଏବଂ ଶିବଶ୍ରୀ ସ୍କନ୍ଦପ୍ରସାଦଙ୍କ ବିବାହ…