Trending
- ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷୟକ୍ଷତି – ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Browsing Category
National
ବିଚାରପତିଙ୍କ ଅବସର ନେବାର କିଛି ଦିନ ପୂର୍ବରୁ ବହୁ ଅଧିକ ଆଦେଶ ଦେବା ପ୍ରବୃତ୍ତି ବଢ଼ୁଛି – ପ୍ରଧାନ ବିଚାରପତି
ନ୍ୟାୟପାଳିକାରେ ଭ୍ରଷ୍ଟ ଆଚରଣକୁ ନେଇ ସୁପ୍ରିମକୋର୍ଟ ପରୋକ୍ଷ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । ଭ୍ରଷ୍ଟାଚାର ନାଁ ନ ନେଇ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀ ଏବଂ ଜଷ୍ଟିସ୍ ବିପୁଲ ଏମ୍ ପଞ୍ଚୋଲିଙ୍କ ଖଣ୍ଡପୀଠ କହିଥିଲେ, ଅବସରର…
ପ୍ରବଳ ହଟ୍ଟଗୋଳ ମଧ୍ୟରେ ଆଜି ରାଜ୍ୟସଭାରେ ପାସ୍ ହେଲା ଭିବି-ଜି ରାମ ଜି ବିଲ୍, ମନରେଗାର ସ୍ଥାନ ନେବ ଭିବି-ଜି ରାମ…
ଲୋକସଭା ପରେ ଆଜି ରାଜ୍ୟସଭାରେ ପାସ୍ ହେଲା ଭିବି-ଜି ରାମ ଜି ବିଲ୍। ପ୍ରବଳ ହଟ୍ଟଗୋଳ ମଧ୍ୟରେ ଗୃହୀତ ହୋଇଛି ମନରେଗାର ନାଁ ପରିବର୍ତ୍ତନ କରିଥିବା ଗୁରୁତ୍ୱପୂର୍ଣ୍ଣ ବିଧେୟକ । ଏହି ବିଧେୟକ ବିକଶିତ ଭାରତ ଗ୍ୟାରେଣ୍ଟି ରୋଜଗାର ଓ ଆଜୀବିକ ମିଶନ ବିଧେୟକ, ୨୦୨୫(ଭିବି-ଜି ରାମ ଜି) ମନରେଗାର…
୩୯ଦେଶକୁ ଆମେରିକା ଆସିବା ମନା
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାତୀୟ ସୁରକ୍ଷା ଏବଂ ସାର୍ବଜନୀକ ସୁରକ୍ଷାକୁ ନଜରରେ ରଖି ପ୍ରବାସ ନୀତିକୁ ଆହୁରି କଠୋର କରିଛନ୍ତି। ମଙ୍ଗଳବାର ଟ୍ରମ୍ପ ପ୍ରଶାସନ ଆହୁରି ୭ଟି ଦେଶ ଏବଂ ପାଲେଷ୍ଟେନୀୟଙ୍କ ଉପରେ ସମ୍ପୂର୍ଣ୍ଣ ଯାତ୍ରା ପ୍ରତିବନ୍ଧକ ଲଗାଇଛି। ଏହା ସହିତ, ଅନ୍ୟ ୧୫ଟି…
ବିଜୟ ଦିବସ: ଡିସେମ୍ବର ୧୬, ୧୯୭୧ର ଗୌରବ ଓ ବଳିଦାନର କାହାଣୀ
ବିଜୟ ଦିବସ: ଡିସେମ୍ବର ୧୬, ୧୯୭୧ର ଗୌରବ ଓ ବଳିଦାନର କାହାଣୀକୁ ମନେ ପକାଏ । ଡିସେମ୍ବର ୧୬, ୧୯୭୧ ଭାରତୀୟ ସେନାର ଅଦମ୍ୟ ସାହସ, ରଣନୀତି ଏବଂ ବୀରତ୍ୱର ଐତିହାସିକ ପ୍ରମାଣ। ଏହି ଦିନଟି ଭାରତ-ପାକିସ୍ତାନ ଯୁଦ୍ଧର ସମାପ୍ତି ଏବଂ ଏକ ସ୍ୱତନ୍ତ୍ର ରାଷ୍ଟ୍ର ବାଂଲାଦେଶର ଜନ୍ମକୁ ସ୍ମୃତିଚାରଣ…
ଲୋକସଭାରେ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍, 2025 ଉପସ୍ଥାପନ କଲେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଲୋକସଭାରେ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍, 2025 ଆଗତ କରିଛନ୍ତି। ଏହି ବିଲ୍ର ଉଦ୍ଦେଶ୍ୟ ହେଉଛି ପ୍ରଭାବଶାଳୀ ସମନ୍ୱୟ ଏବଂ ମାନଦଣ୍ଡ ନିର୍ଦ୍ଧାରଣ ମାଧ୍ୟମରେ ଭାରତର ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକୁ ଉତ୍କର୍ଷତା ହାସଲ କରିବାକୁ…
ତିରୁଅନନ୍ତପୁରମ୍ରେ ୪୫ ବର୍ଷର ବାମପନ୍ଥୀ ଦଖଲ ଶେଷ
କେରଳ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖାଦେଇଛି। ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (NDA) ତିରୁଅନନ୍ତପୁରମ୍ କର୍ପୋରେସନ ସ୍ଥାନୀୟ ନିର୍ବାଚନରେ ଏକ ବଡ଼ ବିଜୟ ହାସଲ କରିଛି। ଏହି ବିଜୟ କେବଳ ଏକ ସାଧାରଣ ନିର୍ବାଚନ ଫଳାଫଳ ନୁହେଁ,…
ଆଜିର ଦିନରେ ଭାରତର ସାର୍ବଭୌମତ୍ୱର ପ୍ରତୀକ ଭାରତୀୟ ସଂସଦ ଉପରେ ହୋଇଥିଲା ହମଲା
୧୩ ଡିସେମ୍ବର, ୨୦୦୧ । ଭାରତର ସାର୍ବଭୌମତ୍ୱର ପ୍ରତୀକ ଭାରତୀୟ ସଂସଦ ଉପରେ ହୋଇଥିଲା ହମଲା । ଏମିତି ଆତଙ୍କୀ ହମ୍ଲା ଯାହାକୁ କେବେ ଭୁଲିପାରିବେନି ଦେଶବାସୀ । ଆଜି, ସଂସଦ ଉପରେ ଆକ୍ରମଣର ପୁରିଛି ୨୪ ବର୍ଷ । ଆଜି ବି ବାର୍ଷିକୀରେ ଦେଶ ସେହି ସାହସୀ ସହିଦଙ୍କୁ ମନେ ପକାଉଛି । ଯେଉଁମାନେ ନିଜ…
୧୬୦ଟି ବିମାନର ଉଡାଣ ଓ ଅବତରଣକୁ ବାତିଲ ଇଣ୍ଡିଗୋ
ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ ଇଣ୍ଡିଗୋ ଦାବି କରିବାର ଦୁଇ ଦିନ ପରେ ପୁଣି ଥରେ ସଂକଟ ଦେଖାଯାଇଛି। ଶୁକ୍ରବାର ଇଣ୍ଡିଗୋ ଏହାର ୧୬୦ଟି ବିମାନର ଉଡାଣ ଓ ଅବତରଣକୁ ବାତିଲ କରିଛି। ଦିଲ୍ଲୀ ଓ ବେଙ୍ଗାଲୁରୁ ବିମାନବନ୍ଦରରେ ଏହି ବିମାନ ଉଡାଣ ଓ ଅବତରଣ ବାତିଲ…
ପୁଅର ପରୀକ୍ଷା ପାଇଁ ବାପା ରାତିସାରା ୮୦୦ କିମି କାର୍ ଚଳାଇଲେ
ଇଣ୍ଡିଗୋ ଏୟାରଲାଇନ୍ସର ଅନେକ ବିମାନ ବାତିଲ ହେବା କାରଣରୁ ଦେଶବ୍ୟାପୀ ହଜାର ହଜାର ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ହରିଆଣାର ରୋହତକ ଜିଲ୍ଲାର ମାୟନା ଗାଁର ପଙ୍ଘାଲ୍ ପରିବାର ମଧ୍ୟ ଏହି ପରିସ୍ଥିତିରେ ହଇରାଣ ହୋଇଥିଲେ। ଯୁବ ଆନ୍ତର୍ଜାତୀୟ ବନ୍ଧୁକଚାଳନା ଖେଳାଳି ଆଶିଷ ଚୌଧୁରୀ…
ଶିବରାଜ ପାଟିଲଙ୍କ ଦେହାନ୍ତ
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଲୋକସଭାର ପୂର୍ବତନ ବାଚସ୍ପତି ଶିବରାଜ ପାଟିଲଙ୍କର ଶୁକ୍ରବାର ସକାଳ ସାଢ଼େ ୬ଟା ସମୟରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ମହାରାଷ୍ଟ୍ରର ଲାତୁର ଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ…