Trending
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
Browsing Category
National
ଆତଙ୍କବାଦୀ ଡାକ୍ତର ଉମର ନବିଙ୍କ ଭିଡିଓ ଭାଇରାଲ, ‘ଆତ୍ମଘାତୀ ବିସ୍ଫୋରଣ ପୂର୍ବରୁ କରିଥିଲେ ରେକର୍ଡ
ଦିଲ୍ଲୀରେ ବିସ୍ଫୋରଣ ଘଟାଇଥିବା ଆତଙ୍କବାଦୀ ମହମ୍ମଦ ଉମର ନବିଙ୍କର ବିଷୟରେ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ଏବେ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓଟି ଦିଲ୍ଲୀ ଆକ୍ରମଣ ପୂର୍ବରୁ ଡାକ୍ତର ଉମର ନବିଙ୍କ ଦ୍ୱାରା ରେକର୍ଡ କରାଯାଇଥିଲା । ଯେଉଁଥିରେ ସେ ଆତ୍ମଘାତୀ ବିସ୍ଫୋରଣକୁ ନିଜର…
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ସୋମବାର ମୃତ୍ୟୁ ଦଣ୍ଡାଦେଶ ମିଳିଛି। ଢାକାରେ ଆଇସିଟି (ଅନ୍ତର୍ଜାତୀୟ ଅପରାଧ ଟ୍ରବ୍ୟୁନାଲ୍) ହସିନାଙ୍କୁ ମାନବତା ବିରୋଧୀ ଅପରାଧ ପାଇଁ ଦୋଷୀସାବ୍ୟସ୍ତ କରିବାପରେ ତାଙ୍କୁ ହତ୍ୟା ମାମଲାରେ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି।…
ବିଜେପିକୁ ୧୬, ଜେଡିୟୁକୁ ୧୪ ମନ୍ତ୍ରିପଦ ମିଳିପାରେ !
ବିହାର ନିର୍ବାଚନ ପରେ ଏନ୍ଡିଏ ବୈଠକରେ ସରକାର ଗଠନ ନେଇ ବଡ଼ ସୂଚନା ମିଳିଛି । ଚୂଡ଼ାନ୍ତ ହୋଇଥିବା ବ୍ୟବସ୍ଥା ଅନୁଯାୟୀ ବିଜେପିରୁ ପ୍ରାୟ ୧୫ରୁ ୧୬ ଜଣ ମନ୍ତ୍ରୀ ହେବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଜେଡିୟୁର ପ୍ରାୟ ୧୪ ଜଣ ମନ୍ତ୍ରୀ ହେବା ସମ୍ଭାବନା ରହିଛି।
ସେହିପରି ୧୯ଟି ଆସନ…
ସୋସିଆଲ ମିଡିଆ ଜରିଆରେ ଯନ୍ତ୍ରଣା ବଖାଣିଛନ୍ତି ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ
ନିକଟରେ ବିହାର ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଏହି ନିର୍ବାଚନରେ ଆରଜେଡିର ପରାଜୟ ପରେ ଲାଲୁଙ୍କ ପରିବାର ମଧ୍ୟରେ ବିବାଦ ବୃଦ୍ଧି ପାଇଛି। ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟଙ୍କ ଏକ ବୟାନ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ଗତକାଲି ରୋହିଣୀ…
ଆସନ୍ତା ୧୯ କିମ୍ବା ୨୦ତାରିଖରେ ହେବ ବିହାରରେ ହେବ ଶପଥ ଗ୍ରହଣ
ବିହାର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ଏବେ ନୂଆ ସରକାର କେବେ ଶପଥ ଗ୍ରହଣ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଏଠାରେ ଏନଡିଏ ଏକ ବିପୁଳ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ନୂତନ ସରକାର ଗଠନ ପ୍ରକ୍ରିୟା ଏବେ ତ୍ୱରାନ୍ୱିତ ହୋଇଛି । ସୂତ୍ର ଅନୁସାରେ ଶପତ ଗ୍ରହଣ ଉତ୍ସବ…
ପଥରଖଣିରେ ଫସିରହିଛନ୍ତି ଫସି ରହିଛନ୍ତି ୧୫ରୁ ଅଧିକ ଶ୍ରମିକ
ଉତ୍ତରପ୍ରଦେଶ ସୋନଭଦ୍ରରେ ଅଘଟଣ । ପଥରଖଣିରେ ଫସିରହିଛନ୍ତି ଫସି ରହିଛନ୍ତି ୧୫ରୁ ଅଧିକ ଶ୍ରମିକ ଶନିବାର କାମ କରୁଥିବା ସମୟରେ ବଡ ଖଣିଖାଦାନର ଏକ ଭାଙ୍ଗ ଭାଙ୍ଗିଯିବା ଫଳରେ ରାସ୍ତା ଅବରୋଧ ହୋଇଯାଇଛି । ଏଥସହ ପଥରଖଣ୍ଡ ତଳେ ଚାପି ହୋଇ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଶନିବାର କାମ…
ଶ୍ରୀନଗରର ନୌଗାମରେ ଥିବା ପୁଲିସ ଷ୍ଟେସନରେ ବିସ୍ଫୋରଣ : ଗୃହ ମନ୍ତ୍ରଣାଳୟ ପ୍ରଥମ ବିବୃତି ଜାରି
ଶ୍ରୀନଗରର ନୌଗାମରେ ଥିବା ପୁଲିସ ଷ୍ଟେସନରେ ବିସ୍ଫୋରଣ ପରେ ଗୃହ ମନ୍ତ୍ରଣାଳୟ ପ୍ରଥମ ବିବୃତି ଜାରି କରିଛି। ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରଶାନ୍ତ ଲୋଖଣ୍ଡେ କହିଛନ୍ତି, ଗତକାଲି ରାତି ୧୧:୨୦ରେ ନୌଗାମ ପୁଲିସ ଷ୍ଟେସନରେ ଏକ ବିସ୍ଫୋରଣ ହୋଇଥିଲା। ନୌଗାମ ଷ୍ଟେସନ ନିକଟରେ ଏକ ଆତଙ୍କବାଦୀ…
ଜମ୍ମୁ ଶ୍ରୀନଗର ନୌଗାମ୍ ପୁଲିସ ଷ୍ଟେସନରେ ବଡ଼ ଧରଣର ବିସ୍ଫୋରଣ , ୭ ମୃତ , ୩୦ରୁ ଅଧିକ ଗୁରୁତର
ଜମ୍ମୁ ଶ୍ରୀନଗର ନୌଗାମ୍ ପୁଲିସ ଷ୍ଟେସନରେ ବଡ଼ ଧରଣର ବିସ୍ଫୋରଣ । ୭ଜଣଙ୍କ ମୃତ୍ୟୁ, ୩୦ରୁ ଅଧିକ ଗୁରୁତର ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି । ବିସ୍ଫୋରଣ ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ବିରାଟ ବିସ୍ଫୋରଣ ସମଗ୍ର ଅଞ୍ଚଳକୁ…
ବିହାର ନିର୍ବାଚନ : ବିପୁଳ ଆସନରେ ଏନଡିଏ ବିଜୟଲାଭ କରି ବିରୋଧୀ ମହାମେଣ୍ଟକୁ କଡ଼ା ଜବାବ ଦେଇଛି
ବିହାର ୨୪୩ ଆସନ ବିଶିଷ୍ଟ ବିଧାନସଭାରେ ୨୦୨ ଆସନ ଜିତି ଏନ୍ଡିଏ ଐତିହାସିକ ବିଜୟ ହାସଲ କରିଛି। ଏହି ନିର୍ବାଚନରେ ବିରୋଧୀ ମହାମେଣ୍ଟ ମାତ୍ର ୩୫ଟି ଆସନରେ ସୀମିତ ରହିଯାଇଛି। କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ଆର୍ଜେଡି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିବା ବେଳେ ମହାମେଣ୍ଟର ଅନ୍ୟତମ ପ୍ରମୁଖ…
ବିହାରରେ ଏନଡିଏ ର ବଡ଼ ବିଜୟ ହାସଲ
ବିହାରରେ ଏନଡିଏ ଏକ ବଡ଼ ବିଜୟ ହାସଲ କରିଛି। ଭାରତୀୟ ଜନତା ପାର୍ଟି ସବୁଠାରୁ ବଡ଼ ଦଳ ଭାବରେ ଉଭା ହୋଇଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ବିହାରରେ ଏନଡିଏ ମୋଟ ୨୦୭ଟି ଆସନରେ ବିଜୟୀ/ଆଗୁଆ ଥିବାବେଳେ ତାମଧ୍ୟରୁ ବିଜେପି ୯୫ଟି ଓ ଜେଡିୟୁ ୮୫ଟି ଆସନରେ ବିଜୟୀ/ଆଗୁଆ ରହିଛି ।…