Trending
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
Browsing Category
National
ନକ୍ସଲ ବିରୋଧୀ ଅପରେସନରେ ଆହତ ସୁରକ୍ଷାକର୍ମୀଙ୍କୁ ଦିଲ୍ଲୀ ଏମସରେ ଭେଟିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ
କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଦିଲ୍ଲୀର ଏମସ୍ ଟ୍ରମା ସେଣ୍ଟର ପରିଦର୍ଶନ କରିଛନ୍ତି ଏବଂ ଛତିଶଗଡ଼ ଓ ତେଲଙ୍ଗାନା ସୀମାରେ ଥିବା କାରେଗୁଟ୍ଟା ପାହାଡ଼ରେ ୩୧ ଜଣ ନକ୍ସଲଙ୍କ ହତ୍ୟା କରାଯାଇଥିବା ନକ୍ସଲ ବିରୋଧୀ ଅପରେସନରେ ଆହତ ସୁରକ୍ଷା କର୍ମୀଙ୍କୁ…
କରାଚୀ ନିକଟସ୍ଥ ଆରବ ସାଗରରେ ନୌସେନା ୩୬ଟି ଯୁଦ୍ଧଜାହାଜ ସହିତ ପ୍ରସ୍ତୁତ ହୋଇଥିଲା, ଖାଲି ଅର୍ଡ଼ର ଅପେକ୍ଷା ଥିଲା…
୨୨ ଏପ୍ରିଲ୍ ୨୦୨୫ରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ଅପରେସନ୍ ସିନ୍ଦୂର କରିଥିଲା ଏବଂ ପାକିସ୍ତାନରେ ଏପରି ଧ୍ୱଂସ ଘଟାଇଥିଲା ଯେ ଏହା ଏବେ ସାରା ବିଶ୍ୱରେ ଆଲୋଚନା ହେଉଛି। ଏହି ଅପରେସନ୍ ଭାରତୀୟ ସେନା ପାଇଁ ଏକ ମାଇଲଖୁଣ୍ଟ ପ୍ରମାଣିତ…
ପିଓକେ ଖାଲି କରୁ ପାକିସ୍ତାନ – ବୈଦେଶିକ ମନ୍ତ୍ରଣାଳୟ
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପରେ, ଆଜି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ ଜମ୍ମୁ-କାଶ୍ମୀର ଏବଂ ଅଧିକୃତ କାଶ୍ମୀର ସମ୍ପର୍କରେ ଭାରତର ନୀତି ସ୍ପଷ୍ଟ ଯେ ଏହି ସମସ୍ୟାର…
ଚୀନ ଖୋଲାଖୋଲି ପାକିସ୍ତାନ ସପକ୍ଷରେ ଆସିଛି
ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧବିରତି ମାତ୍ର ୩ ଘଣ୍ଟା ପରେ ଭାଙ୍ଗିଯାଇଛି । ପାକିସ୍ତାନ ପୁଣି ଭାରତ ଉପରେ ଡ୍ରୋନ ଆକ୍ରମଣ ଆରମ୍ଭ କରିଛି । ଏବେ ଚୀନ ଖୋଲାଖୋଲି ପାକିସ୍ତାନ ସପକ୍ଷରେ ଆସିଯାଇଛି । ଚୀନ କହିଛି ଯେ ସେ ପାକିସ୍ତାନର ସାର୍ବ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା…
ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ,ସୀମାରେ ଗୁଳିବର୍ଷା କରୁଛି ପାକିସ୍ତାନ
ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ। ସୀମାରେ ଗୁଳିବର୍ଷା କରୁଛି ପାକିସ୍ତାନ। ପୁଣି ସୀମା ପଟୁ ଆରମ୍ଭ ହେଲା ଗୁଳି ବର୍ଷଣ ସହ ଡ୍ରୋନ୍ ଆକ୍ରମଣ। ଜାମ୍ମୁକାଶ୍ମୀରର ବିଭିନ୍ନ ସେକ୍ଟରରେ ପାକିସ୍ତାନ ଗୁଳିମାଡ କରିଥିବା ସୂଚନା।
ତେବେ ଅଖନୁର, ଆରଏସପୁରା, ଚାମ୍ବା, ଭିମବର ଆଦି…
ବନ୍ଦ ହେଲା ଭାରତ-ପାକିସ୍ତାନ ଯୁଦ୍ଧ
ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ଭିତରେ ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଖବର । ବନ୍ଦ ହେଲା ଭାରତ-ପାକିସ୍ତାନ ଯୁଦ୍ଧ । ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି । ଅସ୍ତ୍ରବିରତି ନେଇ ଦୁଇ ଦେଶ ମଧ୍ୟରେ ସହମତି । ଅସ୍ତ୍ରବିରତି ନେଇ ବଡ଼ ସୂଚନା ଦେଲେ ବୈଦେଶିକ ସଚିବ ବିକ୍ରମ ମିସ୍ରି ।…
ପାକିସ୍ତାନ ସେନା ପକ୍ଷରୁ ଜମ୍ମୁ-କାଶ୍ମୀରର ରାଜୌରୀରେ ଗୁଳି ମାଡ – ଏଡିଡିସି ରାଜ କୁମାର ଥାପା ମୃତ
ସୁଧୁରୁନି ପାକିସ୍ତାନ। ବାରମ୍ବାର ଉସୁକାଇବା ପରି କାମ କରି ସେନା ଜବାନଙ୍କୁ ରଗାଉଛି। ପାକିସ୍ତାନ ପକ୍ଷରୁ ଲଗାତାର ଭାରତ ସୀମାରେ ଗୁଳିମାଡ ହେବାରେ ଲାଗିଛି । ଶନିବାର ମଧ୍ୟ ପାକିସ୍ତାନ ସେନା ପକ୍ଷରୁ ଜମ୍ମୁ-କାଶ୍ମୀରର ରାଜୌରୀରେ ଗୁଳି ମାଡ ଦେଖିବାକୁ ମିଳିଛି। ଫଳରେ ଜମ୍ମୁ-କାଶ୍ମୀରର ଜଣେ…
ପଞ୍ଜାବ ସରକାରଙ୍କ ବଡ଼ ନିଷ୍ପତ୍ତି , ସୀମାରେ ନଅଟି ଆଣ୍ଟି ଡ୍ରୋନ ସିଷ୍ଟମ ନିୟୋଜିତ କରିବାକୁ ନିଷ୍ପତ୍ତି
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପଞ୍ଜାବ ସରକାର ଆତଙ୍କବାଦୀଙ୍କ ମେରୁଦଣ୍ଡ ଭାଙ୍ଗିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପାକିସ୍ତାନ କ୍ରମାଗତ ଭାବେ ଅସ୍ତ୍ରବିରତି ଉଲ୍ଲଂଘନ କରିବାକୁ ଉଦ୍ୟମ କରୁଛି। ଏହାକୁ ଦୃଷ୍ଟିରେ ରଖି ପଞ୍ଜାବ କ୍ୟାବିନେଟ ସୀମାରେ ନଅଟି…
ଭାରତୀୟ ସେନାର ଆକ୍ରମଣରେ 30 ଆତଙ୍କବାଦୀ ନିହତ
ଭାରତୀୟ ସେନାର ଆକ୍ରମଣରେ 30 ଆତଙ୍କବାଦୀ ନିହତ ହୋଇଥିବା ବେଳେ, 60ରୁ ଅଧିକ ଗୁରୁତର ହୋଇଥିବାର ସୂଚନା ମିଳିଛି। ଏଥିରେ ଲଶ୍କର ଓ ଜୈସ୍ ଭଳି ଆତଙ୍କବାଦୀ ସଂଗଠନର ବ୍ୟାପକ କ୍ଷତି ହୋଇଥିବା ଜଣାଯାଇଛି।
ଅନେକ ଆତଙ୍କବାଦୀଙ୍କ ଶିବିର ଧ୍ବଂସ ହୋଇଛି। ପାକ୍ ଅଧିକୃତ କାଶ୍ମୀରରେ ଏୟାର…
ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ପରିସ୍ଥିତି ଜାରି, ମସ୍କୋ ଯାଉଥିବା ବିମାନରେ ଧୂଆଁ
ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ (ଆଇଜିଆଇ) ବିମାନବନ୍ଦରରେ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଛି। ମଙ୍ଗଳବାର ଅପରାହ୍ନ ପ୍ରାୟ ୩:୫୦ ସମୟରେ ବ୍ୟାଙ୍କକରୁ ମସ୍କୋ ଯାଉଥିବା ଏରୋଫ୍ଲୋଟ୍ ବିମାନ ଏସୟୁ ୨୭୩ ର କ୍ୟାବିନରେ ଧୂଆଁ ବାହାରିବା ପରେ ବିମାନବନ୍ଦରରେ ଜରୁରୀକାଳୀନ ପରିସ୍ଥିତି…