Browsing Category

National

ଦିଲ୍ଲୀରେ ସମସ୍ତ ମାଂସ ଦୋକାନ ବନ୍ଦ

କାଉଡ଼ିଆ ଯାତ୍ରାକୁ ନେଇ ନୂଆ ନିୟମ ଲାଗୁ କଲା ଦିଲ୍ଲୀ ପ୍ରଶାସନ। ପିଟିଆଇ ରିପୋର୍ଟ ଅନୁଯାୟୀ, ଜୁଲାଇ ୧୧ରୁ ୨୩ ଜୁଲାଇ ପର୍ଯ୍ୟନ୍ତ ହେବାକୁ ଥିବା କାଉଡ଼ିଆ ଯାତ୍ରା ପାଇଁ ଦିଲ୍ଲୀରେ ସମସ୍ତ ମାଂସ ଦୋକାନ ବନ୍ଦ ରହିବ ବୋଲି ଭାରତୀୟ ଜନତା ପାର୍ଟି ନେତା କପିଲ ମିଶ୍ରା କହିଛନ୍ତି। ତେବେ ସେ…

ଆଜି ୯୦ ବର୍ଷ ବୟସରେ ପଦାର୍ପଣ କଲେ ତିବ୍ଦତୀୟ ବୌଦ୍ଧ ଧର୍ମାବଲମ୍ବୀଙ୍କ ଆଧ୍ୟାତ୍ମିକ ନେତା ଦଲାଇ ଲାମା

ତିବ୍ଦତୀୟ ବୌଦ୍ଧ ଧର୍ମାବଲମ୍ବୀଙ୍କ ଆଧ୍ୟାତ୍ମିକ ନେତା ଦଲାଇ ଲାମା ଆଜି ୯୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ବିଶେଷ ଅବସରରେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରିଛନ୍ତି ଏବଂ ତାଙ୍କର ପ୍ରେମ, କରୁଣା ଏବଂ…

ଭୋଟର ତାଲିକାରୁ ବାଦ ପଡ଼ିପାରନ୍ତି 2 କୋଟି ଭୋଟର

ବିହାରରେ ଭୋଟର ତାଲିକାକୁ ନେଇ ରାଜନୀତି ସରଗରମ ରହିଛି । ଗୋଟିଏ ପଟେ ବିରୋଧୀ ଦଳ ଏହି ପ୍ରଥାକୁ ଲଗାତାର ବିରୋଧ କରୁଛନ୍ତି । କାରଣ ଏହି ପ୍ରକ୍ରିୟା ମାଧ୍ୟମରେ ଅବହେଳିତ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟରମାନଙ୍କୁ ତାଲିକାରୁ ବାଦ ଦିଆଯାଉଛି । ଅନ୍ୟପଟେ ଶାସକ ଦଳ ଏବଂ ନିର୍ବାଚନ କମିଶନ…

ଜୁଲାଇ ୨୧ରୁ ସଂସଦର ମୌସୁମି ଅଧିବେଶନ ଆରମ୍ଭ

ଚଳିତମାସ ୨୧ରୁ ସଂସଦର ମୌସୁମି ଅଧିବେଶନ ଆରମ୍ଭ ହେବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବୁଧବାର ସୂଚନା ଦେଇଛନ୍ତି। ଅଗଷ୍ଟ ୨୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଛନ୍ତି। ତେବେ ସ୍ବାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ…

ଆଜିଠୁ ୮ ଦିନିଆ ବିଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆଜିଠୁ ୮ ଦିନିଆ ବିଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଘାନାରୁ ଆରମ୍ଭ ହେବାକୁ ଥିବାବେଳେ ସେ ୫ଟି ଦେଶ ଗସ୍ତ କରିବେ। ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ  ପ୍ରଥମ ଥାନା ଗସ୍ତ ଏବଂ ୩୦ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଘାନା ଗସ୍ତ…

ବାଣ କାରଖାନାରେ ବିସ୍ଫୋରଣ, ୮ ମୃତ

ତାମିଲନାଡ଼ୁରେ ଆଜି ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇ ୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆହୁରି ଅନେକ ଲୋକ ଆହତ ହୋଇଛନ୍ତି। ବିରୁଧୁନଗର ଜିଲ୍ଲାର ଶିବକାଶୀ ନିକଟସ୍ଥ ଚିନ୍ନା କମନପଟ୍ଟି ଗ୍ରାମ ସ୍ଥିତ କାରଖାନାରେ  ଆଜି ପୂର୍ବାହ୍ନରେ ଏହି ବିସ୍ଫୋରଣ ହୋଇଛି।  ବିସ୍ଫୋରଣ ପରେ ଆଖପାଖ…

ଜୁଲାଇ ୨ ତାରିଖରୁ ୮ ଦିନିଆ ବିଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଜୁଲାଇ ୨ ତାରିଖରୁ ୮ ଦିନିଆ ବିଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଘାନାରୁ ଆରମ୍ଭ ହେବାକୁ ଥିବାବେଳେ ସେ ୫ଟି ଦେଶ ଗସ୍ତ କରିବେ। ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ  ପ୍ରଥମ ଥାନା ଗସ୍ତ ଏବଂ ୩୦ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଘାନା…

ମହାକାଶରୁ ପୃଥିବୀ କିପରି ଦେଖାଯାଉଛି ତାହାର ଏକ ଫଟୋ ପଠାଇଛନ୍ତି ଶୁଭାଂଶୁ

ଭାରତୀୟ ବାୟୁସେନାର ପାଇଲଟ ଶୁଭାଂଶୁ ଶୁକ୍ଳା ମହାକାଶ ଅଭିଯାନରେ ଯାଇଛନ୍ତି। ଆମେରିକୀୟ ବାଣିଜ୍ୟିକ ମହାକାଶ କମ୍ପାନୀ ‘ଅକ୍ସିଅମ୍‌’ର ଅକ୍ସିଅମ୍‌-୪ ମହାକାଶ ଯାନରେ ଶୁଭାଂଶୁ ଅନ୍ୟ ୩ ଜଣ ମହାକାଶଚାରୀଙ୍କ ସହିତ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ(ଆଇଏସଏସ) ଅଭିମୁଖେ ଉଡ଼ାଣ ଭରିଛନ୍ତି। ନାସାର…

ମହାକାଶ ଗଲେ ଶୁଭାଂଶୁ ଶୁକ୍ଳା

ଅପେକ୍ଷା ସରିଲା, ମହାକାଶ ମିଶନ ଆରମ୍ଭ ହେଲା । ମହାକାଶ ଗଲେ ଶୁଭାଂଶୁ ଶୁକ୍ଳା । ସ୍ପେସ୍ ଏକ୍ସର ଆକ୍ସିୟମ ମିଶନ-୪ର ସଫଳ ଉତକ୍ଷେପଣ । ନାସାର କେନେଡି ସେଣ୍ଟରରୁ ହେଲା ଉତକ୍ଷେପଣ । ଫାଲକନ୍-୯ ରକେଟ୍ ଦ୍ବାରା ହେଲା ସଫଳ ଉତକ୍ଷେପଣ । ତେବେ ଏହି ଉତକ୍ଷେପଣ ସହ ମହାକାଶକୁ ଗଲେ ଗ୍ରୁପ…

ନାଲି ଆଖି ଦେଖାଇ ପୁଣି ଥରେ ଭାରତକୁ ଯୁଦ୍ଧ ଧମକ ଦେଇଛି ପାକିସ୍ତାନ

ପାକିସ୍ତାନ ପିପୁଲ୍ସ ପାର୍ଟି ନେତା ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ପୁଣି ଥରେ ଭାରତ ବିରୁଦ୍ଧରେ ବିଷ ଓଗାଳିଛନ୍ତି। ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ପୁଣି ଥରେ ନାଲି ଆଖି ଦେଖାଇ ଭାରତକୁ ଧମକ ଦେଇଛନ୍ତି। ନିକଟରେ ଗୃହମନ୍ତ୍ରୀ ଅମିତ ଶାହ ସ୍ପଷ୍ଟ…