Browsing Category

National

ପ୍ରଧାନମନ୍ତ୍ରୀ ୪୨ଟି ଦେଶ ଗସ୍ତ କରିଛନ୍ତି, କିନ୍ତୁ ଥରେ ମଧ୍ୟ ମଣିପୁର ଗସ୍ତ କରିନାହାଁନ୍ତି – ମଲ୍ଲିକାର୍ଜୁନ…

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଶନିବାର ଦିନ କର୍ଣ୍ଣାଟକର ମୈସୁରୁରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତୀୟ ଜନତା ପାର୍ଟି (ବିଜେପି)କୁ କଡ଼ା ଟାର୍ଗେଟ କରିଥିଲେ। ସେ ମଣିପୁରରେ ହିଂସା ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୀରବତା…

ବିହାରକୁ ୭୨୧୭ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ମୋଦୀ

ବିହାରରେ ଆଗକୁ ହେବ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ବିିଭିନ୍ନ ଦଳର ନେତାମାନେ ସେଠାକୁ ଯାଇ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଏହି ଧାରାରେ ଶୁକ୍ରବାର ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋତିହାରୀ ଜିଲ୍ଲା ଗସ୍ତ କରିଥିଲେ। ୭୨୧୭ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବା ସହ ଗାନ୍ଧୀ…

ନିର୍ବାଚନ ଜିତିଲେ ମୁଁ ମୁଖ୍ୟମନ୍ତ୍ରୀ ହେବି – କେ. ପଲାନିସ୍ୱାମୀ

ଆସନ୍ତାବର୍ଷ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ରାଜ୍ୟରେ ନିଜର ବିସ୍ତାର କରିବାକୁ ଚେଷ୍ଟା କରୁଛି। ଏହା ଏଆଇଡିଏମକେ ସହିତ ଏକ ମେଣ୍ଟ ମଧ୍ୟ କରିଛି। ଏସବୁ ମଧ୍ୟରେ, ଏଆଇଡିଏମକେ ବିଜେପିକୁ ଚେତାବନୀ ଦେଇଛି। ପାର୍ଟି ନେତା କେ.…

ସ୍କୁଲକୁ ବୋ‌ମା ଧମକ

ବୁଧବାର ସକାଳୁ ସକାଳୁ ଦିଲ୍ଲୀରେ ହଇଚଇ ସୃଷ୍ଟି ହୋଇଥିଲା। ରାଜଧାନୀର ୫ଟି ଜଣାଶୁଣା ସ୍କୁଲକୁ ବୋ‌ମା ଧମକ ମିଳିବା ପରେ ଅଭିଭାବକମାନେ ଚିନ୍ତିତ ହୋଇପଡ଼ିଥିଲେ। ଇମଲେ୍ ଜରିଆରେ ଧମକ ମିଳିବା ପରେ ପୁଲିସ ଛାନ୍‌ଭିନ୍ କରିବାକୁ ସ୍କୁଲରେ ପହଞ୍ଚିଥିଲେ ବି କିଛି ମିଳିନଥିଲା। ଧମକପୂର୍ଣ୍ଣ…

ଏହା ଆତ୍ମହତ୍ୟା ନୁହେଁ , ଏହା  ବିଜେପିର ବ୍ୟବସ୍ଥା ଦ୍ଵାରା ସଂଗଠିତ ହୋଇଥିବା ହତ୍ୟା – ରାହୁଲ ଗାନ୍ଧୀ

ଫକୀର ମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ ବିଏଡ୍‌ ଦ୍ବିତୀୟ ବର୍ଷର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାହୁଲ ଗାନ୍ଧୀ। ସେ କହିଛନ୍ତି ଏହା ଆତ୍ମହତ୍ୟା ନୁହେଁ , ଏହା  ବିଜେପିର ବ୍ୟବସ୍ଥା ଦ୍ଵାରା ସଂଗଠିତ ହୋଇଥିବା ହତ୍ୟା। ଯୌନ ଶୋଷଣ…

ଆଜି ପୃଥୀବି ପୃଷ୍ଠକୁ ଫେରିବେ ଶୁଭାଂଶୁ ଶୁକ୍ଳା

ଆଜି ପୃଥୀବି ପୃଷ୍ଠକୁ ଫେରିବେ ଶୁଭାଂଶୁ ଶୁକ୍ଳା । ଗତକାଲି ଅପରାହ୍ନ ୪ଟା ୪୫ ମିନିଟ ସମୟରେ ମହାକାଶ ଷ୍ଟେସନରୁ ସ୍ପେସ-ଏକ୍ସ ଡ୍ରାଗନରେ ଯାତ୍ରା ଆରମ୍ଭ କରିଛନ୍ତି।  ୨୨ ଘଣ୍ଟା ଯାତ୍ରା କରିବା ପରେ ଆଜି ଅପରାହ୍ନ ୩ଟାରେ କାର୍ଲିଫଣ୍ଣିଆ ଉପକୂଳରେ ଡ୍ରାଗନ ଅବତରଣ କରିବାର ଅଛି । ଆଇଏସଏସରେ ୧୮…

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଦିଲ୍ଲୀ ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାକ୍ଷାତ କରିଛନ୍ତି। ସ୍ଥାନୀୟ ୭, ଲୋକକଲ୍ୟାଣ ମାର୍ଗ ସ୍ଥିତ ବାସଭବନରେ ଅନୁଷ୍ଠିତ ଭେଟଘାଟରେ ଓଡ଼ିଶାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ, ଭବିଷ୍ୟତ କାର୍ଯ୍ୟପନ୍ଥା, କେନ୍ଦ୍ର-ରାଜ୍ୟ…

ଅପରେସନ୍‌ ସିନ୍ଦୂର’କୁ ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ

‘ଅପରେସନ୍‌ ସିନ୍ଦୂର’କୁ ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି ପ୍ରଶଂସା କରି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଭାରତରେ ସମ୍ପତି କ୍ଷତିର ବିଦେଶୀ ଗଣମାଧ୍ୟମ ରିପୋର୍ଟକୁ ଖାରଜ କରିଛନ୍ତି।ପାକିସ୍ତାନର ମିସାଇଲ୍ ମାଡ଼ରେ ଭାରତର ଅନେକ କ୍ଷତି ହୋଇଥିବା ନେଇ ବିଦେଶୀ ଗଣମାଧ୍ୟମରେ…

ଭାରତ ଏକ ଧର୍ମଶାଳା ନୁହେଁ

ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସାଂସଦ ମହୁଆ ମୈତ୍ରଙ୍କ ଭାଇରାଲ ଭିଡିଓ ଉପରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରତିକ୍ରିୟା ରଖିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ କହିଛନ୍ତି, ଭାରତ ଏକ ଧର୍ମଶାଳା ନୁହେଁ ଯେ, ଯିଏ ଯେମିତି ଆସିବେ ରହିବେ। ବେଆଇନ ଭାବେ ରହୁଥିବା…

୬ଦଫା ଦାବିରେ ଦେଶବ୍ୟାପି ଶ୍ରମିକ ସଙ୍ଗଠନ ପକ୍ଷରୁର ଆଜି ଭାରତ ବନ୍ଦ ଡାକରା

ଆଜି ଭାରତ ବନ୍ଦ । ୬ଦଫା ଦାବିରେ ଦେଶବ୍ୟାପି ଶ୍ରମିକ ସଙ୍ଗଠନ ପକ୍ଷରୁର ଧର୍ମଘଟ ଡାକରା ଦିଆଯାଇଛି । ୧୦କେନ୍ଦ୍ରୀୟ ଟ୍ରେଡ୍‍ ୟୁନିୟନ ଓ ସହଯୋଗୀ ସଂଘକୁ ନେଇ ଗଠିତ ମଞ୍ଚ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ୨୫କୋଟିରୁ ଅଧିକ ଶ୍ରମିକ, କର୍ମଚାରୀ ଏଥିରେ ଭାଗ…