Browsing Category

National

ଆଜିର ଦିନରେ ଭାରତର ସାର୍ବଭୌମତ୍ୱର ପ୍ରତୀକ ଭାରତୀୟ ସଂସଦ ଉପରେ ହୋଇଥିଲା ହମଲା

୧୩ ଡିସେମ୍ବର, ୨୦୦୧ । ଭାରତର ସାର୍ବଭୌମତ୍ୱର ପ୍ରତୀକ ଭାରତୀୟ ସଂସଦ ଉପରେ ହୋଇଥିଲା ହମଲା । ଏମିତି ଆତଙ୍କୀ ହମ୍ଲା ଯାହାକୁ କେବେ ଭୁଲିପାରିବେନି ଦେଶବାସୀ । ଆଜି, ସଂସଦ ଉପରେ ଆକ୍ରମଣର ପୁରିଛି ୨୪ ବର୍ଷ । ଆଜି ବି ବାର୍ଷିକୀରେ ଦେଶ ସେହି ସାହସୀ ସହିଦଙ୍କୁ ମନେ ପକାଉଛି । ଯେଉଁମାନେ ନିଜ…

୧୬୦ଟି ବିମାନର ଉଡାଣ ଓ ଅବତରଣକୁ ବାତିଲ ଇଣ୍ଡିଗୋ

ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ ଇଣ୍ଡିଗୋ ଦାବି କରିବାର ଦୁଇ ଦିନ ପରେ ପୁଣି ଥରେ ସଂକଟ ଦେଖାଯାଇଛି। ଶୁକ୍ରବାର ଇଣ୍ଡିଗୋ ଏହାର ୧୬୦ଟି ବିମାନର ଉଡାଣ ଓ ଅବତରଣକୁ ବାତିଲ କରିଛି। ଦିଲ୍ଲୀ ଓ ବେଙ୍ଗାଲୁରୁ ବିମାନବନ୍ଦରରେ ଏହି ବିମାନ ଉଡାଣ ଓ ଅବତରଣ ବାତିଲ…

ପୁଅର ପରୀକ୍ଷା ପାଇଁ ବାପା ରାତିସାରା ୮୦୦ କିମି କାର୍ ଚଳାଇଲେ

ଇଣ୍ଡିଗୋ ଏୟାରଲାଇନ୍ସର ଅନେକ ବିମାନ ବାତିଲ ହେବା କାରଣରୁ ଦେଶବ୍ୟାପୀ ହଜାର ହଜାର ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ହରିଆଣାର ରୋହତକ ଜିଲ୍ଲାର ମାୟନା ଗାଁର ପଙ୍ଘାଲ୍ ପରିବାର ମଧ୍ୟ ଏହି ପରିସ୍ଥିତିରେ ହଇରାଣ ହୋଇଥିଲେ। ଯୁବ ଆନ୍ତର୍ଜାତୀୟ ବନ୍ଧୁକଚାଳନା ଖେଳାଳି ଆଶିଷ ଚୌଧୁରୀ…

ଶିବରାଜ ପାଟିଲଙ୍କ ଦେହାନ୍ତ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଲୋକସଭାର ପୂର୍ବତନ ବାଚସ୍ପତି ଶିବରାଜ ପାଟିଲଙ୍କର ଶୁକ୍ରବାର ସକାଳ ସାଢ଼େ ୬ଟା ସମୟରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ମହାରାଷ୍ଟ୍ରର ଲାତୁର ଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫୋନ୍ ଯୋଗେ ଆଲୋଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫୋନ୍ ଯୋଗେ ଆଲୋଚନା କରିଛନ୍ତି । ଭାରତ-ଆମେରିକା ରଣନୈତିକ ସହଭାଗୀତାର ପ୍ରଗତି ବିଷୟରେ ବିସ୍ତୃତ ଆଲୋଚନା କରିଛନ୍ତି । ଉଭୟ ନେତା ଦୁଇ ପ୍ରମୁଖ ଗଣତନ୍ତ୍ର ମଧ୍ୟରେ ଦ୍ରୁତ ଗତିରେ ସୁଦୃଢ଼ ହେଉଥିବା ସମ୍ପର୍କ ଏବଂ…

ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ

ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ କରାଯାଇଛି। ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନ ପାଇଲା ଆଲୋକର ପର୍ବ ଦୀପାବଳି। ବର୍ତ୍ତମାନ ଦିଲ୍ଲୀର ଲାଲକିଲ୍ଲାରେ ୟୁନେସ୍କୋର ଆନ୍ତଃସରକାରୀ କମିଟିର ୨୦ତମ ଅଧିବେଶନ ଅନୁଷ୍ଠିତ ହେଉଛି। ଆଜି ସେଠାରୁ ଏହି…

ନାଗରିକତା ସମ୍ବନ୍ଧରେ ସୋନିଆଙ୍କୁ ରାଉସ ଆଭେନ୍ୟୁ କୋର୍ଟଙ୍କ ପକ୍ଷରୁ ନୋଟିସ୍ ଜାରି

ସୋନିଆ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀଙ୍କୁ ନୋଟିସ୍ ଜାରି କରାଯାଇଛି । ରାଉସ ଆଭେନ୍ୟୁ କୋର୍ଟ ନାଗରିକତା ସମ୍ବନ୍ଧରେ ତାଙ୍କୁ ନୋଟିସ ପଠାଇଛନ୍ତି । ଭାରତୀୟ ନାଗରିକ ହେବା ପୂର୍ବରୁ୧୯୮୦ମସିହାରେ ସେ କିପରି ଭୋଟର…

ବ୍ରିଟିଶ ଶାସନକୁ ସଠିକ୍ ଜବାବ ଦେଇଥିଲା ‘ବନ୍ଦେ ମାତରମ୍’ ସ୍ଲୋଗାନ୍ – ମୋଦୀ

ସଂସଦରେ ବନ୍ଦେ ମାତରମ୍ ବିତର୍କ । ଅଭିଭାଷଣ ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅଭିଭାଷଣ ବେଳେ କଂଗ୍ରେସକୁ ପରୋକ୍ଷରେ ଟାର୍ଗେଟ୍ କଲେ ପିଏମ୍ । ପିଏମ୍ କହିଛନ୍ତି ଜରୁରୀ ପରିସ୍ଥିତି ବେଳେ ବନ୍ଦେ ମାତରମ ଶହେ ବର୍ଷ ପୂରଣ କରିଥିଲା । ସେହି ସମୟରେ ଗଣତନ୍ତ୍ର ବିପଦରେ ଥିଲା । ୧୮୭୫ରୁ…

ଗୋଆର ଅର୍ପୋରା ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୋଆର ଅର୍ପୋରା ଠାରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଶୋକ ବ୍ୟକ୍ତ କରିଛନ୍ତି। ଶ୍ରୀ ମୋଦୀ ମଧ୍ୟ ଏହି ଦୁର୍ଘଟଣାରେ ଆହତମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି…

ଛାତ୍ରଛାତ୍ରୀଙ୍କ ପାଇଁ ଉପଯୁକ୍ତ ପୋଷଣ ସୁନିଶ୍ଚିତ କରିବା ଶିକ୍ଷା ସଂସ୍କାରର ଗୁରୁତ୍ୱପୂର୍ଣ୍ଣ ଆଧାର –…

ଛାତ୍ରଛାତ୍ରୀଙ୍କ ପାଇଁ ଉପଯୁକ୍ତ ପୋଷଣ ସୁନିଶ୍ଚିତ କରିବା ଶିକ୍ଷା ସଂସ୍କାରର ଗୁରୁତ୍ୱପୂର୍ଣ୍ଣ ଆଧାର - ଧର୍ମେନ୍ଦ୍ର ପ୍ରଧାନ 'ପୋଷଣ ଅଭିଯାନ' ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପାଇଁ ସନ୍ତୁଳିତ ପୋଷଣ ସୁନିଶ୍ଚିତ କରିବା ଶିକ୍ଷା ସଂସ୍କାରର ଏକ ଗୁରୁତ୍ୱପୂର୍ଣ୍ଣ ଆଧାର । ଉତ୍ତମ ପୋଷଣ…